December 24, 2024

Odia Express

Leading Odia News Portal of Odisha

ବାସନରୁ କ୍ଷୀର ଉତୁରି ବାହାରେ ପଡିବା ଶୁଭ ହୋଇଥାଏ କି ଅଶୁଭ ସଙ୍କେତ , ଆସନ୍ତୁ ଜାଣିବା ସେହି ବିଷୟରେ

ବହୁତଥର ଘରେ କିଛି ଏମିତି ଜିନିଷ ଘଟିଥାଏ , ଯାହା ଅଶୁଭ ମାନାଯାଏ , ଏମିତି ଅଜଣା ଜିନିଷ ଆମକୁ କେଉଁ ନା କେଉଁ କଥାର ସଙ୍କେତ ଦେଇଥାଏ , ଯେପରି ଅଚାନକ ହାତରୁ ବାସନ ଗଳିପଡିବା ,କାଚ ଭାଙ୍ଗିବା, କ୍ଷୀର ଉତୁରି ବାହାରେ ପଡିଯିବା,  ଅଶୁଭ ସଙ୍କେତ ବୋଲି ମାନାଯାଏ , ଏବେ ଏହା କଣ ସଙ୍କେତ ଅଟେ ,ଏହା ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ, ହଁ ଆଜ୍ଞା କହିଦେବୁ କି ଯଦି କ୍ଷୀର ସିଝିକରି ଉତୁରି ବାହାର ପଡେ ତେବେ ଏହାର ମତଲବ କଣ ହୋଇଥାଏ ,

ଶୁଭ ଓ ଅଶୁଭର ଚଳନ ବହୁତ ବର୍ଷରୁ ପ୍ରଚଳିତ ଅଛି , ଏଠାରେ ଆଜି ବି ଯଦି ଆମର ଘରେ କେଉଁ ଘଟଣା ଘଟିଥାଏ , ତେବେ ଆମେ ଡରିଯାଇଥାଉ, ଏମିତିରେ ଯଦି ଆମେ ଏହି ଘଟଣାକୁ ଭଲଭାବେ ବୁଝିବାକୁ ଚେଷ୍ଟା କରିବା ତେବେ ଆମେ ଭବିଷ୍ୟରେ ହେଉଥିବା କ୍ଷତିକୁ ଅଟକାଇପାରିବା,  ସେମିତି ଜ୍ୟୋତିଷ୍ୟଶାସ୍ତ୍ର ଅନୁସାରେ ଏହି ଘଟଣା ସଂବନ୍ଧରେ ଭବିଷ୍ୟ ହୋଇଥାଏ, କ୍ଷୀର ଉତୁରି ବାହାରେ ପଡିବା ବହୁତ ଛୋଟ କଥା ଅଟେ,  ଏହାର୍ ବହୁତ ଶାସ୍ତ୍ରରେ ମହତ୍ତ୍ୱ ଅଛି ।

ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି କ୍ଷୀର ସିଝିକରି ବାହାରେ ଉତୁରି ପଡିବା ଶୁଭ ମାନାଯାଏ , ଏହା ଛଡା ପ୍ରମାଣିତ କରିଥାଏ କି ଭବିଷ୍ୟରେ ଆପଣଙ୍କ ସହ କିଛି ଭଲ ହେବାର ଅଛି , କ୍ଷୀର ଉତୁରି ବାହାରେ ପଡିବା ଶୁଭ ହୋଇଥାଏ, ଏମିତିରେ କ୍ଷୀର ପୋଡିଯିବାଉଚିତ୍ ନୁହେଁ , ଯଦି ଆମର ବହୁତ ଧ୍ୟାନ ରଖିବା ସତ୍ତ୍ୱେ ବି କ୍ଷୀର ସିଝିକରି ବାହାରେ ପଡିଯାଏ , ତେବେ ଏହାର ମତଲବ ହୋଇଥାଏ କି ଆପଣଙ୍କ ଘରେ ବିଜନେସ୍ ସଂବନ୍ଧି କିଛି ଭଲ ଖବର ମିଳିବାର ଅଛି, ଏଥିରୁ ସକରାତ୍ମକତା ଆଶା କରାଯାଇପାରେ , ଆଜିର ଜମାନାରେ ବହୁତ କମ୍ ଲୋକ ଅଛନ୍ତି

ଯିଏ ଏହି କଥାକୁ ବିଶ୍ୱାସ କରନ୍ତି , କିନ୍ତୁ ଯେଉଁ ଲୋକ ଜ୍ୟୋତିଷ୍ୟ ଉପରେ ବିଶ୍ୱାସ ରଖନ୍ତି ସେମାନଙ୍କ ପାଇଁ ଏହି କଥା ବହୁତ ମହତ୍ତ୍ୱପୁର୍ଣ୍ଣ ଅଟେ, ସେମିତି ଆମ ହିନ୍ଦୁ ଧର୍ମରେ ଏହା କୁହାଯାଇଛି କି ସବୁବେଳେ ହାତ ଯୋଡିକରି ନମସ୍କାର କରିବା ଉଚିତ୍ , ଏବେ ଆପଣ କେବେ ଭାବିଛନ୍ତି କି ଏହି ହାତ ଯୋଡିକରି ନମସ୍କାର କଣପାଇଁ କରିବା ଉଚିତ୍ , ଓ ଇଂରେଜ ମାନେ ଗାଲକୁ ଗାଲ ମିଶାଇକରି କାହିଁକି ହ୍ୟାଲୋ କହିଥାନ୍ତି ।

ଯଦିଆପଣଙ୍କୁ ଜଣାନାହିଁ ତେବେ ଆଜି ଆମେ ଆପଣଙ୍କୁ ଏହାର କାରଣକହିବୁ, ଆମର ଆଙ୍ଗୁଟି ମଧ୍ୟରେ ଆମର ହାତରେ ଏମିତି ପଏଣ୍ଟ ଅଛି ଯାହା ଆମର ସ୍ମରଣଶକ୍ତି କୁ ତେଜ୍ କରିଥାଏ,  ଏମିତି ମାନାଯାଏ କି ଯେବେ ଆମେ ହାତ ଯୋଡୀଥାଉ, ତେବେ ଆମର ଏହି ପଏଣ୍ଟ ଦବିଯାଇଥାଏ,  ଯାହାଦ୍ୱାରା ଆମର ସ୍ମରଣଶକ୍ତି ତେଜ୍ ହୋଇଯାଏ , ସେମିତି ଆଜିକା ଜମାନାରେ ଲୋକେ ଜ୍ୟୋତିଷ୍ୟଶାସ୍ତ୍ର ଉପରେ ସେତିକି ବିଶ୍ୱାସ କରନ୍ତି ନାହିଁ , କିନ୍ତୁ ଜ୍ୟୋତିଷ୍ୟରେ ସବୁ ଜିନିଷର ନିଜର ଏକ ଅଲଗା ଅଲଗା ମତଲବ ହୋଇଥାଏ,  ଏବେ ଏହା ଆପଣଙ୍କ ଉପରେ ନିର୍ଭର କରିଥାଏ , ଆପଣ ତାକୁ ମାନୁଛନ୍ତି କି ନାହିଁ

Leave a Reply

Your email address will not be published. Required fields are marked *