December 22, 2024

Odia Express

Leading Odia News Portal of Odisha

ପୂଜାର ସମୟରେ କେବଳ ଦୁଇଟି ଲବଙ୍ଗ ଉପଯୋଗରୁ ଦୁର ହୋଇପାରିବ ଆପଣଙ୍କ ସବୁ ଦୁଃଖ ଓ କଷ୍ଟ, ଜାଣନ୍ତୁ ଏହାର କିପରି କରିବେ ଉପଯୋଗ

ଭାରତକୁ ମସାଲା ଦେଶର କୁହାଯାଏ , ଦୁନିଆଁ ସାରା ଭାରତୀୟ ମସଲାର ଧୁମ୍ ମଚିଛି, ଏହି ମସଲା ସବୁଠାରୁ ଅଧିକା ସାଧାରଣ ଲବଙ୍ଗ ଯାହାର ଉପଯୋଗ ନା କେବଳ ମସଲା ରୁପରେ କରାଯାଇଥାଏ,  ବରଂ ଥଣ୍ତା କାଶ ଆଦି ହେବାର ଏହାର ଉପଯୋଗ ମେଡିସିନ୍ ରୁପରେ ବି କରାଯାଏ , ଆଜି ଆମେ ଆପଣଙ୍କୁ ମେଡିସିନ୍ ରୁପରେ କରାଯାଏ , ଆଜି ଆମେ ଆପଣଙ୍କୁ ଲବଙ୍ଗର ଏମିତି ଉପଯୋଗ ବିଷୟରେ କହିବାକୁ ଯାଉଛୁ , ଯାହାକୁ ଆପଣାଇଲେ ଆପଣଙ୍କ ଜୀବନରେ ଚାଲୁଥିବା ସବୁପ୍ରକାରର ଦୁଃଖ କଷ୍ଟ କିଛି ମିନିଟରେ ଶେଷ ହୋଇଯୀବ , ଆସନ୍ତୁ ଜାଣିବା କେଉଁ ପ୍ରକାରର ଲବଙ୍ଗର ଉପଯୋଗ କରି ଆପଣଙ୍କ ଜୀବନରେ ଆସୁଥିବା ସବୁ ଦୁଃଖରୁ ମୁକ୍ତି ପାଇପାରିବେ ।ସକାଳୁ ଗାଧୋଇକରି ପୁଜା କରିବା ସମୟରେ ଯଦି ଆରତୀ କରୁଥିବା ଦାନୀରେ ଦୁଇଟି ଲବଙ୍ଗ ପକାଇଦେବେ ତେବେ ଏମିତି ମାନାଯାଏ କି ଏହା ସବୁ ବିଗିଡିଥିବା କାମ ହୋଇଯାଏ

ଯଦି କାହାକୁ କାମ ହେବାର କିଛି ଅସୁବିଧା ହେଉଛି ତେବେ ସେ ଦୁର ହୋଇଯିବ , ଆରତୀର ଉପଯୋଗ ହେଉଥିବା କର୍ପୁରରେ ଲବଙ୍ଗ ପକାଇକରି ଆପଣଙ୍କ ଆରତୀ ପ୍ରକିୟା ପୁରା କରିପାରିବେ । ଏହା ଛଡା ଶନିବାର ଓ ମଙ୍ଗଲବାର ଦିନ ୧୦୮ ଲବଙ୍ଗ ନିଅନ୍ତୁ , ଓ ଏହାର ଏକ ମାଳା ପ୍ରସ୍ତୁତ କରନ୍ତୁ , ଏବେ ୧ କେଜି ୨୫୦ ଗ୍ରାମ ଅଟାର ଏକ ରୁଟି ବନାଇଦିଅନ୍ତୁ , ଓ ତା ଉପରେ ୨୫୦ ଗ୍ରାମ୍ ଘିଅ ପକାନ୍ତୁ , ଏବେ ଶନିବାର କିମ୍ବା ମଙ୍ଗଳବାର ଦିନ ସବୁଠାରୁ ପ୍ରଥମେ ହନୁମାନଜୀଙ୍କୁ ଲବଙ୍ଗର ମାଳା ପିନ୍ଧାନ୍ତୁ , ଓ ତାହାପରେ ପ୍ରସାଦ ରୁପରେ ରୁଟି ଓ ଘିଅ ଚଢାନ୍ତୁ , ସପ୍ତାହରେ ଦୁଇ ଦିନ ଏପରି କରିଲେ ଆପଣଙ୍କ ସବୁ ଦୁଃଖ କିଛି ଦିନରେ ମୁକ୍ତି ମିଳିବ , କିନ୍ତୁ ଧ୍ୟାନ ରଖିବେ କି ପୁଜା ପରେ ପ୍ରସାଦ ରୁପରେ ଚଢାନ୍ତୁ , ଓ ରୁଟିକୁ କେଉଁ ଗାଇକୁ ଖୁଆଇଦିଅନ୍ତୁ ।

ଯଦି ଆପଣଙ୍କ ମନରେ ଧନପ୍ରାପ୍ତି କରିବାର ଇଚ୍ଛା ଅଛି ତେବେ ପ୍ରତିଦିନ ସକାଳୁ ଗାଧୋଇକରି ପୁଜା କରିବା ସମୟରେ ତେଲର ଦିପ ଲଗାନ୍ତୁ , ଓ ସେଥିରେ ଦୁଇଟି ଲବଙ୍ଗ ପକାନ୍ତୁ , ଏବେ ଏହାକୁ ହନୁମାନଜୀଙ୍କ ଆଗରେ ରଖିଦିଅନ୍ତୁ  ଏମିତି ମାନାଯାଏ କି ସବୁଦିନ ଲବଙ୍ଗର ପ୍ରୟୋଗ କରିଲେ ଆପଣଙ୍କ କିଛି ଦିନରେ ଧନ ସଂବନ୍ଧି ଅସୁବିଧାରୁ ମୁକ୍ତି ମିଳିଯିବ,  ଧ୍ୟାନ ରଖିବେ କି ପୁଜା କରୁଥିବା ସମୟରେ ହନୁମାନଙ୍କ ଆଗରେ ଲବଙ୍ଗ ପକାଇଥିବା ଦୀପ ରଖନ୍ତୁ , ଓ ପୁରା ଶ୍ରଦ୍ଧାର ସହ ହନୁମାନ ଚାଳିଶା ପାଠ୍ କରନ୍ତୁ , ଏହା ଦ୍ୱାରା ଆପଣଙ୍କ ମନରେ ଲୁଚି ରହିଥିବା ଡରରୁ ମୁକ୍ତି ମିଳିବ,  ଧନର୍ ପ୍ରାପ୍ତି ହେବ , ତେବେ ଏହି ପ୍ରକାର ଆପଣ ଲବଙ୍ଗର ବ୍ୟବହାର ଓ ପୁଜା କରିବା ସମୟରେ କରି ନିଜ ଜୀବନରେ ଦୂଃଖର ଅନ୍ତ କରିପାରିବେ , ଓ ତା ସହ ଧନ ପ୍ରାପ୍ତି କରିପାରିବେ

Leave a Reply

Your email address will not be published. Required fields are marked *