ଦିନରେ କେବଳ ତିନିଥର କରନ୍ତୁ ଗରମ ପାଣିର ସେବନ , ଫାଇଦା ଜାଣିଲେ ଆପଣ ବି ହୋଇଯିବେ ଚକିତ…
ଗରମ ପାଣି ପିଇବା ଯେଉଁଠି କିଛି ଲୋକଙ୍କୁ ଭଲ ଲାଗିଥାଏ , ସେମିତି କିଛି ଲୋକ ଏମିତି ହୋଇଥାନ୍ତି ଯାହାଙ୍କୁ ଗରମ ପାଣି ପିଇବା ବିଲକୁଲ୍ ପସନ୍ଦ ଆସେ ନାହିଁ , ଥଣ୍ତା ଦିନରେ ଲୋକେ ଥରେ ନୁହେଁ ଦିନରେ ତିନିଥର ଗରମ ପାଣିର ସେବନ କରିନିଅନ୍ତି , କିନ୍ତୁ ଗରମ ମୌସୁମରେ ଗରମ ପାଣି ପିଇବା କେଉଁ ଦଣ୍ତରୁ କମ୍ ହୋଇନଥାଏ, ଆଜି ଆମେ ଆପଣଙ୍କୁ ଗରମ ପାଣି ପିଇବାର କିଛି ଫାଈଦା ବିଷୟରେ କହିବାକୁ ଯାଉଛୁ , ଯାହା ବିଷୟରେ ଜାଣିବାପରେ ଆପଣ ନିଜେ ଗରମ ପାଣି ପିଇବା କେବେ ଛାଡିବେ ନାହିଁ, ତେବେ ଆସନ୍ତୁ ଜାଣିବା । ଯଦି ଆପଣ ଶାରରୀକ କାରଣରୁ ଚିନ୍ତିତ ଅଛନ୍ତି ଓ ତାହାକୁ କମ୍ କରିବାକୁ ଚାହୁଁଛନ୍ତି ତେବେ କିଛି କରିବା ଦରକାର ନାହିଁ, ବରଂ ଦରକାର ଅଛି , ଖାଲି ପେଟରେ ଏକ ଗିଲାସ ନଖଉଷୁମ ପାଣି ଓ ତାହା ସହ ଏକ ଚାମଚ ମହୁ ଓ ଲେମ୍ବୁର ରସ ନେବାର, ଯଦି ଆପଣ ଏମିତି କରୁଛନ୍ତି ତେବେ ଆପଣ ତିନି ମାସରେ କରିଲେ ମୋଟାପା ଗାୟବ ହୋଇଯିବ , ଏହା ଏକ ରାମବାଣ ଚିକିତ୍ସା ଅଟେ, ଯାହାର ବ୍ୟବହାର କରି ଆପଣ ନିଜ ମଧ୍ୟରେ ଫରକ ଦେଖିପାରିବେ ।
୧) ଚେହେରା ଓ ବାଳ ପାଇଁ ଅଟେ ଫାଇଦାଦାୟକ- ଯଦି ଆପଣ ଦିନରେ କମ୍ ସେ କମ୍ ତିନିଥର ଗରମ ପାଣି ପିଉଛନ୍ତି ତେବେ ଆପଣଙ୍କ ଚେହେରାରେ ଚମକ ଆସିବ , ଓ ବାଳ ବି ସୁନ୍ଦର ଦେଖାଯିବ , ଗରମ ପାଣି ପିଇଲେ ଶରୀରରୁ ସବୁ ବିଷାକ୍ତ ପଦାର୍ଥ ଦୁର ହୋଇଯାଏ , ଓ ଚେହେରା ଓ ବାଳକୁ ଚମକ ଆଣେ , ଏହା ସହ ଚେହେରାରେ ବ୍ରଣ କମ୍ ହୋଇଯାଏ , ଓ ସ୍କିନ୍ ସୁନ୍ଦର ହୋଇଯାଏ । ଯାହା ବଢୁଥିବା ବୟସକୁ ଅଟକାଇଥାଏ ।
୨) ବହୁତ ପ୍ରକାରର ରୋଗଗୁଡିକରୁ ଦେଇଥାଏ ମୁକ୍ତି- ଗରମ ପାଣିର ସେବନରେ ଶରୀର ମଧ୍ୟରେ ସବୁ ସଫା କରିଦିଏ , ବଡିକୁ ଡିଟକ୍ସ କରି ଶରୀରରେ ସବୁ ମଇଳା ବାହାର କରିଦିଏ , ଏହାର ଫାଇଦା ଏହା ହୋଇଥାଏ କି ଶରୀରରେ ସବୁ ବିଷାକ୍ତ ପଦାର୍ଥ ବାହାରିଯାଏ , ଓ ଏହା ସହ ସବୁ ପ୍ରକାରର ରୋଗରୁ ଓ ବ୍ୟାକ୍ଟେରିଆ ବି ନାଶ କରିଥାଏ , ଗରମ ପାଣି ପିଇଲେ ବଡି ଗରମ ହୋଇଥାଏ , ଯାହା ଦ୍ୱାରା ଝାଳ ବାହାରିଥାଏ, ଓ ଶରୀରରୁ ସବୁ ମଇଳା ଝାଳ ଆକାରରେ ସେ ବାହାର କରିଦିଏ ,
୩) ଏସିଡିଟି ସମସ୍ୟାରୁ ଦେଇଥାଏ ମୁକ୍ତି- ଯଦି କେଉଁ ବ୍ୟକ୍ତିକୁ ଏସିଡିଟି ସମସ୍ୟା ଅଛି ତେବେ ସବୁଦିନ ତାଙ୍କୁ ତିନିଥର୍ କମ ସେ କମ୍ ଗରମ ପାଣିର ସେବନ କରିବା ଉଚିତ୍ , ଗରମ ପାଣି ସବୁ ଥର ଖାଦ୍ୟ ଖାଇବାର କିଛି ସମୟ ପରେ ନିଶ୍ଚିତ ନିଅନ୍ତୁ , ଏହା ଦ୍ୱାରା ଖାଦ୍ୟ ଠିକ୍ ଢଙ୍ଗରେ ହଜମ ହୋଇଯାଏ , ଓ ଶରୀରରେ ଏସିଡିଟି ହୋଇନଥାଏ, ଆପଣ ଦିନ ସାରା ଯେତେ ଥର ଖାଉଛନ୍ତି , ତାହା ସହ ଥରେ ଗରମ ପାଣି ରେ ସେବନ ନିଶ୍ଚିତ କରନ୍ତୁ