December 23, 2024

Odia Express

Leading Odia News Portal of Odisha

ଆପଣଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ହେଉଛି ଅସୁବିଧା ତେବେ ଆଜିଠାରୁ ଆରମ୍ଭ କରିଦିଅନ୍ତୁ ଯୋଗାସନ, ମିଳିବ ଆରାମ୍..

ଦେଖିବାକୁ ଗଲେ ଆଜି କାଲିର ବଦଳୁଥିବା ଲାଇଫଷ୍ଟାଇଲ୍ କାରଣରୁ ଆଜି ସମସ୍ତେ କେଉଁ ନା କେଉଁ କାରଣରୁ ରୋଗାକ୍ରାନ୍ତ ହେଉଛନ୍ତି , ନିଜେ ବି ଆପଣ ଏହି ବିଷୟରେ ଅନୁଭବ କରିଥିବେ , ଅଧିକାଂଶ ଲୋକଙ୍କୁ ଏହା ଜଣାପଡିପାରେ ନାହିଁ କେବେ କେଉଁ ଛୋଟ ରୋଗ ବଢିକରି ବଡ ରୁପ ନେଇଯାଏ , ଓ ଯେବେ ତାଙ୍କୁ ସେହି ବିଷୟରେ ଜଣାପଡେ ତେବେ ପର୍ଯ୍ୟନ୍ତ ବହୁତ ଡେରି ହୋଇଯାଇଥାଏ , ଆଜି ଆମେ ଆପଣଙ୍କୁ ସେହି ରୋଗରୁ ଗୋଟେ ନିଶ୍ୱାସ ନେବାରେ ଅସୁବିଧା ବିଷୟରେ କହିବାକୁ ଯାଉଛୁ, ଅସଲରେ ନିଶ୍ୱାସ ନେବା କିମ୍ବା ନିଶ୍ୱାସ ଠିକ୍ ସେ ନ ନେଇପାରିବା ସମସ୍ୟା ଆଜିକାଲି ଅଧିକା ବଢିଯାଇଛି, ଦେଖିବାକୁ ଗଲେ ଆଲର୍ଜୀ, ସଂକ୍ରମଣ, ଓ ଦିନକୁ ଦିନ ବଢୁଥିବା ପ୍ରଦୁଷଣ କାରଣରୁ ଏହା ହୋଇଥାଏ,  ଏମିତିରେ ଯଦି ଆପଣ ନିଜକୁ ନିଶ୍ୱାସ ନେବାର ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି ତେବେ ଆପଣଙ୍କୁ ଏହି ଖବର ବହୁତ ଫାଈଦା ଦେବ

ଆପଣଙ୍କୁ ଯୋଗାସନ କରିବା ଉଚିତ୍ , ଯାହାର ସାହାଯ୍ୟରେ ଆପଣ ନିଶ୍ଚିତ ଭାବେ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ , ତାହା ସହ ଆପଣଙ୍କ ଛୋଟମୋଟ ସମସ୍ୟା ଶେଷ ହୋଇଯିବ । କିଛି ଯୋଗାସନ ଅଛି ଯାହା ନିଶ୍ୱାସ ନେବାର୍ ଅସୁବିଧାରୁ ଅଧିକା କାରଗର ଅଟେ , ସେଥିରୁ ଗୋଟେ ହେଲା ଭୁଜଂଗାସନ, କହିଦେବୁ କି ଏହାପାଇଁ ଆପଣଙ୍କୁ ପେଟେଇ ହୋଇ ନିଜ ହାତକୁ ମଥାକୁ ଟେକିଦେବାର ଅଛି , ଓ ତାପରେ ପାଦର ପଞ୍ଜାକୁ ଏକାସାଥିରେ ରଖନ୍ତୁ , ଆପଣଙ୍କୁ କହିବାକୁ ଚାହିଁବୁ କି ଏହାର ବାଜୁ ପରସ୍ପର ମଧ୍ୟରେ ଅନ୍ତର ରଖି ମଥାକୁ ସାମ୍ନା ଆଡକୁ ଉଠାଇବେ , ଓ ତାପରେ ଶରୀରର ଆଗ ଭାଗକୁ ନିଜ ଆଡକୁ ବାଜୁ ଦ୍ୱାରା ସାହାରା ଦେଇ ଉଠାନ୍ତୁ , କିଛି ସମୟରେ ଏହି ଅବସ୍ଥାରେ ରହିବାପରେ ଆପଣ ଆଉଥରେ ପେଟେଇ ହୋଇ ଶୋଇଯାଆନ୍ତୁ , ଏହି ଆସନକୁ କରିନେବା ପରେ ଆପଣଙ୍କ ନିଶ୍ୱାସ ନେବାର ଅସୁବିଧା ଦୂର ହୋଇଯିବା ସହ ଡିପ୍ରେସନ, ଅଶ୍ତମା, ଓ ଚିନ୍ତା ପରି ସମସ୍ୟା ଦୁର ହୋଇଯିବ ।

ଏହାପରେ ଆପଣ ଅଲୋମ୍ ବିଲୋମ୍ ବି କରିପାରିବେ , ଯେଉଁ ଯୋଗ ଅଧିକା ବେଶୀ ଭାରତରେ ପ୍ରଚଳିତ ଅଛି , ଏହି ଆସନକୁ କରିବାକୁ ହେଲେ ଆପଣଙ୍କୁ କେଉଁ ଶାନ୍ତ ସ୍ଥାନରେ ଏକ ଦମ୍ ସାମାନ୍ୟ ଅବସ୍ଥାରେ ବସିବାର ଅଛି ଓ ନିଜ ଡାହାଣ ହାତ ଆଙ୍ଗୁଠିରେ ଡାହାଣ ହାତର ନାକରେ ଛିଦ୍ର ବନ୍ଦ କରିବାର ଅଛି , ଓ ତାପରେ ଦ୍ୱିତୀୟ ନାକର ଛିଦ୍ରରେ ନିଶ୍ୱାସ ନିଅନ୍ତୁ , ଓ ଛାଡନ୍ତୁ , ଏହାପରେ ଏହି ପ୍ରକିୟାକୁ ନିଜ ବାମ ହାତର ଆଙ୍ଗୁଠିରେ ବାମ ହାତର ନାକର ଛିଦ୍ରକୁ ବନ୍ଦ କରି ଦୋହରାଇବାର ଅଛି , ଯଦି ଆପଣ ଦିନସାରା ୨ ଥର ଏହି ଯୋଗାସନକୁ ନିୟମିତ ରୁପରେ କରିନିଅନ୍ତି, ତେବେ ଆପଣଙ୍କୁ କହିଦେବୁ କି ନିଶ୍ୱାସ ନେବାର ଅସୁବିଧାରୁ ମୁକ୍ତି ମିଳିପାରିବ ।

ଆପଣ ଚାହିଁଲେ ପର୍ବତାସନ ଯୋଗ ବି କରିପାରିବେ, ଏହି ଯୋଗ କରିବାକୁ ହେଲେ ସବୁଠାରୁ ପ୍ରଥମେ ଆପଣଙ୍କୁ ସିଧା ଠିଆ ହୋଇ ଧୀରେ ଧୀରେ ଆଗ ଆଡକୁ ନଇଁବାର ଅଛି,  ଓ ଦୁହେଁ ହାତକୁ ମାଟିରେ ରଖିନେବାର ଅଛି , ଏହି କଥାର ପୁରା ଧ୍ୟାନ ରଖିବେ କି ଆପଣଙ୍କ ହାତ ଓ ଗୋଡ ମଧ୍ୟରେ ପ୍ରାୟ ୪-୫ ସେଣ୍ଟିମିଟର ଅନ୍ତର ଥିବ , ପ୍ରାୟ ୫ ମିନିଟ୍ ଏମିତି ସ୍ଥିତିରେ ରହିବାପରେ ପୁଣି ସାମାନ୍ୟ ସ୍ଥିତିରେ ଆସିଯାଆନ୍ତୁ , ଏହି ଯୋଗ ଆସନ କରିଲେ ଆପଣଙ୍କ ନିଶ୍ୱାସ ନେବାର ଅସୁବିଧା ଦୂର ହୋଇଯିବ , ଓ ତାହା ସହ ଆସ୍ତମା ଓ ଫୁସ୍ ଫୁସ୍ ଜନିତ ସମସ୍ୟାରୁ ମୁକ୍ତି ମିଳିପାରିବ

Leave a Reply

Your email address will not be published. Required fields are marked *