December 21, 2024

Odia Express

Leading Odia News Portal of Odisha

ଆଜିର ବେଷ୍ଟ ନଟିଆ ହସକଥା : ଆଇନା ସାମ୍ନାରେ ଠିଆ ହୋଇକରି ସ୍ତ୍ରୀ ସ୍ଵାମୀ କୁ ପଚାରେ କଣ ମୁଁ ବହୁତ ମୋଟି ଲାଗୁଛି ତାପରେ ସ୍ଵାମୀ ଯାହା କହିଲେ ହସି ହସି ବେଦମ ହେଇଯିବେ ଆପଣ..

ଆଜି କାଲି ଷ୍ଟ୍ରେସ୍ ଭରା ଏହି ଲାଇଫ୍ ରେ ମଣିଷ ହସିବା ଯେପରି ଭୁଲିଯାଇଛି , ସେ କାମରେ ଏତେ ମସଗୁଲ୍ ହୋଇଯାଇଛି କି ନିଜ ପାଇଁ ସମୟ ବାହାର କରିପାରୁନାହିଁ , ଯଦି ଆପଣ ଦିନ ସାରା ବିଜି ସମୟରୁ ୧୫ ମିନିଟ୍ ବାହାରକରି ଇଣ୍ଟରନେଟ୍ ରୁ ଜୋକ୍ସ ପଢିନେବେ ତେବେ ଆପଣଙ୍କ ଦିନସାରା ଥକା ଦୁର ହୋଇଯିବ , ଯାହାକୁ ପଢିକରି ଆପଣ ହସି ହସି ବେଦମ୍ ହୋଇଯିବେ ।

୧) ଆପଣଙ୍କୁ ଜଣାଅଛି ପପକର୍ଣ୍ଣକୁ ଗରମ ତାୱାରେ ରଖିଲେ ସେ ଡେଇଁଥାଏ କାହିଁକି ? ଜଣା ନାହିଁ ? କେବେ ନିଜେ ବସିକି ଦେଖ, ଜଣାପଡିଯିବ ।

୨) କୁଆଁରା ଲୋକଙ୍କର ଏକ ବଡ ସମସ୍ୟା ଯେବେ କାହାର ବାହାଘରରେ ଯାଇଥାନ୍ତି , ତେବେ ସବୁଥର କାହାକୁ ନା କାହାକୁ ପ୍ରେମ କରିବସନ୍ତି ।

୩) ଥରେ ପପୁ ବ୍ୟାଙ୍କ୍ ମ୍ୟାନେଜରକୁ କହିଲା ମ୍ୟାନେଜର୍ ସାର୍ ମୋତେ ଲୋନ୍ ଦିଅନ୍ତୁ , ବ୍ୟାଙ୍କ୍ ମ୍ୟାନେଜର୍- ବ୍ୟାଙ୍କ୍ ଖାତା ଅଛି ? ପପୁ-ଏବେ ତ ଘରୁ ଖାଇକି ଆସିଲି, ଯଦି ଲୋନ୍ ଦେବେ ତେବେ ବ୍ୟାଙ୍କ୍ ରେ ଖାଇନେବି ।

୪) ଯଦି ସ୍ତ୍ରୀ ନିଜ ଶାଢୀର ଓଢଣୀକୁ ନିଜ ଅଣ୍ଟାରେ ବାନ୍ଧିଦିଏ ତେବେ ବୁଝିଯୀବେ କି ଘରର କାମ ସାରିଦେବ ନହେଲେ ସ୍ୱାମୀର କିଛି କାମ ହେଇଯିବ ।

୫) ଶିକ୍ଷକ କ୍ଲାସରେ- ଛୁଆମାନେ ଜାଣିଛ, ଆମର ଆସୁଥିବା ପିଢି, ପୋଲର ବିୟର ଓ ବାଘକୁ ଦେଖିପାରିବ ନାହିଁ , ପିଙ୍କୁ- ଆରେ ସାର୍ ଆମେ କଣ କରିବୁ? ଆମେ ତ ଡାଇନୋସର୍ ଦେଖିନୁ କିନ୍ତୁ କେବେ ଅଭିଯୋଗ କରିଛୁ ଯଦି କୁହନ୍ତୁ ।

୬) ଅଧ୍ୟାପକ- କୁହ ମଣିଷ ସବୁଠାରୁ ଖୁସି କେବେ ହୋଇଥାଏ ? ରାମୁ ଉତ୍ତରରେ କହିଲା- ଯେବେ ମଣିଷ ଗାଡିରେ ଥିବ ଓ ଫାଟକ ବନ୍ଦ ହେବାପୁର୍ବରୁ ନିଜ ଗାଡି ବାହାର କରିଦେବ , ରାମୁକୁକ୍ଲାସରେ ମନିଟର୍ କରାଇଦିଆଗଲା ଏହି ଉତ୍ତର୍ ପରେ ।

୭) ସାବଧାନ୍ ! ହ୍ୱାଟ୍ସଆପ୍ ଓ ଫେସବୁକ୍ ର ସାଇଡ୍ ଇଫେକ୍ଟ ହେଉଛି, କାଲି ଜଣେ ଲୋକ ପେପରରେ ଛପା ହୋଇଥିବା ଫଟୋକୁ ଆଙ୍ଗୁଠିରେ ଜୁମ୍ କରିଥିଲା ।

୮) ଜଣେ ମହିଲାଙ୍କ ସ୍ୱାମୀ ମରିଗଲେ,  ସେ ବହୁତ ଜୋରରେ କାନ୍ଦୁଥିଲେ,  ପୋଲିସ୍ ଆସିଲା ଓ ପଚାରିଲା- ଏହା ସବୁ କେମିତି ହେଲା ? ମହିଳା କହିଲେ-ଜଣାନାହିଁ ସାର୍ କେମିତି ହେଲା, ପୋଲିସ୍ – ସେ ଶେଷଥର କିଛି କହିଥିଲେ କି ? ମହିଳା-ହଁ କହିଥିଲେ ନା, କହିଥିଲେ କି ମୋର ଗଳା ଦବାଇଦିଅ ଡାହାଣି ।

୯) ପପୁର ସ୍ତ୍ରୀ ଏକ ମେଡିକାଲ୍ ରେ ଆଡମିଟ୍ ଥିଲେ , ଡାକ୍ତର- ଆଇ ଏମ୍ ସରି ଆପଣଙ୍କ ସ୍ତ୍ରି ଅଧିକାରୁ ଅଧିକା ଦୁଇଦିନର ଅତିଥି ରହିବେ , ପପୁ- ଏଥିରେ ସରି କଣ ଡାକ୍ତର୍ ସାର୍, କଟାଇଦେବା ସେମିତି ଦୁଇଦିନର୍ ତ କଥା ।

୧୦) ଜଣେ ବ୍ୟକ୍ତିର ତପସ୍ୟାରେ ଖୁସି ହୋଇ ଭଗବାନ ପ୍ରକଟ ହେଲେ , ଭଗବାନ ତାକୁ ପିଇବାପାଇଁ ଅମୃତ ଦେଲେ , କିନ୍ତୁ ସେ ମନା କରିଦେଲା,  ଭଗବାନ ଆଶ୍ଚର୍ଯ୍ୟ ହୋଇ ପଚାରିଲେ –କଣ ହେଲା ବତ୍ସ, ତୁମେ ଅମୃତ୍ ପିଇଲ ନାହିଁ କାହିଁକି? ବ୍ୟକ୍ତି- ଏବେ ମୁଁ ଗୁଟଖା ଖାଇଛି ପ୍ରଭୁ, କେମିତି ଛେପ ପକାଈବି, ଭଗବାନ ଏବେ ବେହୋସ୍ ।

୧୧) ମ୍ୟାଡାମ୍- କୁହ ଘରବାର କାହାକୁ କହନ୍ତି ? ଜଣେ ସ୍ୱାମୀର ଜୀବନରେ ଏହାର ମହତ୍ତ୍ୱର ବିବେଚନା କର, ସୋନୁ- ଘରବାର ଏକ ସ୍ୱାମୀର ଜୀବନରେ ବହୁତ ମହତ୍ତ୍ୱ ଅଛି, ଘରର ୱାଇଫ୍ ଦ୍ୱାରା ଉତ୍ପନ୍ନ ହୋଇଥିବା ଉତ୍ପାଦ, ଓ ଚିନ୍ତାରୁ ମୁକ୍ତି ହେବାପାଇଁ ସ୍ୱାମୀ ଘରୁ ବାର୍ ରେ ଚାଲିଯାଏ , ଓ ବାର୍ ରେ ଅଧିକା ନିଶା ହୋଇଗଲେ ଘରକୁ ଚାଲି ଆସେ,  ଘର୍ ଓ ବାର୍ ଏହି ଚକ୍ରକୁ ଘରବାର କହନ୍ତି , ମ୍ୟାଡାମ୍ ଏବେ ବେହୋସ୍ ।

୧୨) ଦୁଇଜଣ ବାନ୍ଧବୀ ବହୁତ ଦିନପରେ ଜଣେ ଅନ୍ୟଜଣଙ୍କୁ ଦେଖାକଲେ , ପ୍ରଥମ ବାନ୍ଧବୀ- ତୋର ପୁଅ କେତେ କ୍ୟୁଟ୍ ରେ , ଦ୍ୱିତୀୟ ବାନ୍ଧବୀ- ହଁ ମୋର ସ୍ୱାମୀଙ୍କ ଚେହେରା ଆଣିଛି , ପ୍ରଥମ ବାନ୍ଧବୀ- ମୋତେ ବି ଏମିତି ପୁଅ ଦରକାର, ସ୍ୱାମୀ- ତେବେ କାଲି ଆସିଯାଅ ଘରକୁ, ଫସିଗଲା ବିଚରା, ସ୍ୱାମୀ ଏବେ ମେଡିକାଲ୍ ରେ ଆଡମିଟ୍ ଅଛି ।

୧୩) ଆଇନା ସାମ୍ନାରେ ଠିଆ ହୋଇ ସ୍ତ୍ରି ସ୍ୱାମୀକୁ ପଚାରେ , କଣ ମୁଁ ବହୁତ ମୋଟି ଲାଗୁଛି , ସ୍ୱାମୀ- ଲଢେଇରୁ ବଞ୍ଚିବାପାଇଁ –ବିଲକୁଲ୍ ନୁହେଁ , ସ୍ତ୍ରୀ-ଖୁସି ହେଇ ଠିକ୍ ଅଛି , ତେବେ ମୋତେ ନିଜ କାନ୍ଧରେ ଉଠାଇ ଫ୍ରିଜ୍ ପର୍ଯ୍ୟନ୍ତ ନେଇଯାଅ, ସ୍ୱାମୀ- ସ୍ଥିତିକୁ ବେକାବୁ ହୋଇଦେଖିକରି , ଅଟକିଯା ମୁଁ ଫ୍ରିଜ୍ କୁ ହିଁ ନେଇଆସୁଛି ।

Leave a Reply

Your email address will not be published. Required fields are marked *