ଆଜିର ମଜାଦାର ହସକଥା – ଭିକାରୀ ଏକ ଘରେ ଆବାଜ୍ ଲଗାଇଲା , ଭିକାରୀ- ମା କିଛି ଦେଇଦିଅ, ମହିଳା-ଚିଲ୍ଲାଇକରି ଦେଖିବାକୁ ସୁସ୍ଥ୍ୟସବଳ ଅଛ, ଭିକ ମାଗିବାକୁ ଲାଜ ଲାଗୁନି ତାପରେ ଭିକାରି କହିଲେ ଏପରି କଥା ଯେ..
ଆଜି କାଲି ସମସ୍ତେ ଟେନସନ୍ ଭରା ଜୀବନ କାଟୁଛନ୍ତି , ଏମିତିରେ ବ୍ୟକ୍ତି ନିଜର ମନୋରଞ୍ଜନ ପାଇଁ ଟାଇମ୍ ବାହାର କରିପାରୁନି , ଓ ଦୁଃଖରେ ବୁଡିଯାଏ , ସେମିତି ଆପଣଙ୍କ ସହ ନ ହେଉ ସେଥିପାଇଁ ଆମେ ସମୟ ଥିବା ମଧ୍ୟରେ ଜୋକ୍ସଗୁଡିକ ନେଇ ଆସିଛୁ, ଯାହା ଡିପ୍ରେସନ ଦୂର କରିବା ସହ ଆପଣଙ୍କ ଚିନ୍ତାରୁ ଦୁର କରିବ , ଆସନ୍ତୁ ଜାଣିବା ସେହି ମଜାଦାର୍ ଜୋକ୍ସର ସିଲସିଲା ।
୧) ଝିଅ- ତୁ ଯେଉଁ ଆଡେ ଯିବୁ ମୋର ଛାଇ ତୋ ସହ ସାଥିରେ ରହିବ ।
ପୁଅ- ମୋତେ ତ ପୁର୍ବରୁ ଲାଗୁଥିଲା କି ତୁ ଭୁତୁଣି ବୋଲି ।
୨) ସାନ୍ତା- ପହଲିବାନ୍ ଭାଇ , ତୁମେ ଥରକରେ କେତେ ଜଣ ଲୋକଙ୍କୁ ଏକାସାଙ୍ଗେ ଉଠାଇପାରିବ ? ପହଲିବାନ୍ କହିଲା- ୫ ଜଣଙ୍କୁ । ସାନ୍ତା- ଏତିକି ! ତୁମଠାରୁ ମୋର କୁକୁଡା ବେଶୀ ପାୱାର୍ ଫୁଲ୍ ଯିଏ ସକାଳୁ ସବୁ ମହୋଲ୍ଲାକୁ ଉଠାଇଦେଉଛି ।
୩) ଶିକ୍ଷକ- କ୍ଲାସରେ ଲଢେଇ କରିବା ଉଚିତ୍ ନୁହେଁ , ପପୁ- କାରଣ ପତ୍ତା ନାହିଁ ପରୀକ୍ଷାରେ କେବେ କାହାର ପଛରେ ବସିବାକୁ ପଡିଯିବ ,
୪) ଜର୍ଜ- ତୁମେ ପୋଲିସ୍ ଅଫିସରଙ୍କ ପକେଟ୍ ରୁ ମାଚିସ୍ ର କାଠି ଜଳୁଥିବା ବେଳେ କାହିଁକି ପୁରେଇଦେଲ ? ପପୁ- ସେ ହିଁ କହିଥିଲେ । ଜାମିନ୍ ରେ ବାହାର କରିବାର ଅଛି ତ ପ୍ରଥମେ ପକେଟ୍ ଗରମ କର, ଏଥିପାଇଁ ମୁଁ ତାଙ୍କ ପକେଟରେ ଜଳୁଥିବା ଦିଆସିଲି କାଠି ପୁରାଇଦେଲି,
୫) ପୁଅ- ମୁଁ ସେହି ଝିଅକୁ ବାହା ହେବି । ଯିଏ ପରିଶ୍ରମୀ ହୋଇଥିବ , ସୁନ୍ଦର ହୋଇଥିବ , ଘରକୁ ସଜାଡିକରି ରଖୁଥିବ , ଆଜ୍ଞାକାରୀ ହୋଇଥିବ , ପ୍ରେମିକା- ମୋର ଘରକୁ ଯିବ , ଏହି ସବୁ ଗୁଣ ମୋର ଚାକରାଣୀରେ ଅଛି ।
୬) ଡାକ୍ତର- କାଲି ରାତିରେ କଣ ଖାଈଥିଲ ? ପୁଅ- ବର୍ଗର, ପିଜା, ଓ କୋକ୍, ଡାକ୍ତର –ଦେଖ ଏହା ଫେସବୁକ୍ ନୁହେଁ ସତ କୁହ , ପୁଅ- ସାର୍ କାକୁଡି,
୭) ଗୋଟେ ପାର୍ଟିରେ ସମସ୍ତେ ବାନ୍ତି କରୁଥିଲେ , ଏହା ଦେଖିକରି ଭାଇ ପଚାରିଲେ , କଣ ହେଲା ଏଇ ସମସ୍ତଙ୍କୁ- କଣ ପତ୍ତା ସବୁଠାରୁ ପ୍ରଥମେ ମୋତେ ବାନ୍ତି ହେଲା, ଏହି ସମସ୍ତଙ୍କୁ ଖରାପ ଲାଗିଲା ମୁଁ ପୁଣି ପିଇନେଲି , ତେବେ ଠାରୁ ଏଇ ଅବସ୍ଥା ଅଛି ।
୮) ଶର୍ମିଲା- ନିଜ ସାଙ୍ଗକୁ- ତୁମର୍ ସ୍ୱାମୀ ସବୁବେଳେ ଘରେ ଠିକ୍ ସମୟରେ କେମିତି ପହଞ୍ଚିଯାଆନ୍ତି , ଶିଲା- ମୁଁ ଏକ ସହଜ ନିୟମ ବନାଇଛି, ଶର୍ମିଲା- ସେ କେଉଁ ନିୟମ ଅଟେ ଟିକିଏ ମୋତେ କହ, ସାଙ୍ଗ- ମୁଁ ନିଜ ସ୍ୱାମୀକୁ ଚମକାଇକରି ରଖିଛି ରୋମାନ୍ସ ଠିକ୍ ରାତି ୯ ଟାରୁ ଆରମ୍ଭ ହୋଇଯିବ । ତମେ ସେମିତି ଘରେ ପହଞ୍ଚ ନହେଲେ ନାହିଁ ।
୯) ଭିକାରୀ ଏକ ଘରେ ଆବାଜ୍ ଲଗାଇଲା , ଭିକାରୀ- ମା କିଛି ଦେଇଦିଅ, ମହିଳା-ଚିଲ୍ଲାଇକରି ଦେଖିବାକୁ ସୁସ୍ଥ୍ୟସବଳ ଅଛ, ଭିକ ମାଗିବାକୁ ଲାଜ ଲାଗୁନି, ଭିକାରୀ—ଭଉଣୀ ଦେଖାଯାଉଛ ତ ଦୀପିକା ପାଦୁକୋଣ, ଓ କ୍ୟାଟରିନା କୈଫ୍ ପରି ସୁନ୍ଦର , କିନ୍ତୁ ଗୃହିଣୀ ହୋଇକରି ରହିଗଲ, ମହିଳା- ରହ ମୁଁ ଆଣୁଛି କି ଛି ତୋ ପାଇଁ ଭଲ କୁଆଡେ ଯାଆନି