ଏହା ହେଲା ଦୁନିଆଁର ସବୁଠାରୁ ଲମ୍ବା କାର୍ ଯେଉଁଥିରେ ସ୍ୱିମିଙ୍ଗ୍ ପୁଲ୍ ରୁ ନେଇକରି ହେଲିପ୍ୟାଡ୍ ବି ଅଛି ମହଜୁତ୍ , ନଜାରା ଦେଖିଲେ ଉଡିଯିବ ଆପଣଙ୍କ ହୋସ୍ …
କୁହନ୍ତି କି ସଉକ ବଡ ଜିନିଷ ଅଟେ । କିଛି ଲୋକଙ୍କ ପାଇଁ ସଉକ ବଡ ଜିନିଷ ହୋଇଥାଏ । ଲୋକେ ନିଜ ସଉକକୁ ପୁରା କରିବା ପାଇଁ କେତେ ନା କେତେ କାର୍ଯ୍ୟ କରିଥାନ୍ତି , କେବେ କେବେ ଏହି ସଉକ ପୁରା କରିବାପାଇଁ ଲୋକେ ଅବିଶ୍ୱନୀୟ ଜିନିଷର ନିର୍ମାଣ କରନ୍ତି , ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥାଏ , କିଛି ଏମିତି କାର୍ଲିଫର୍ଣ୍ଣିଆର ରାସ୍ତାଏ ଦେଖାଯାଉଛି, ଆଜି ଆମେ ଆପଣଙ୍କୁ ଏମିତି ଏକ କାର୍ ବିଷୟରେ କହିବାକୁ ଯାଉଛୁ , ଯାହାର ଖାସିୟତ୍ ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ , ଆପଣଙ୍କୁ କହିଦେବୁ କି ଆମେ ଯେଉଁ ଖାସ୍ କାର୍ କଥା କହୁଛୁ , ସେ ହେଲା ଲିମୋଜିନ୍ କାର୍ , ଆମେ ଆପଣଙ୍କୁ ଏମିତି ଲିମୋଜିନ୍ କାର୍ ବିଷୟରେ କହିବାକୁ ଯାଉଛୁ ,ଯାହାର ନାଁ ଆମେରିକାନ୍ ଡ୍ରିମ୍ ଅଟେ , ଏହି ନାଁ ଦୁନିଆଁର ସବୁଠାରୁ ଲମ୍ବା କାର୍ ଅଟେ । ଆପଣ ତ କାର୍ ବହୁତ ଦେଖିଥିବେ , ବଡ କାର୍ ବି ଦେଖିଥିବେ କେବେ ଆପଣ ଏମିତି କାର୍ ଦେଖିଛନ୍ତି ଯେଉଁଥିରେ ଏକ ହେଲିକ୍ୟାପ୍ଟର ଓହ୍ଲାଇପାରିବ , ସେମିତି କେବେ ଆପଣଙ୍କ ଆଖି ଆଗରେ ଦେଖାଯାଈନଥିବ
କିନ୍ତୁ ଆଜି ଆମେ ଆପଣଙ୍କୁ ଦେଖାଇବାକୁ ଯାଉଛୁ ଏହି କାର୍ ଯାହା ଆପଣ ଦେଖୁଛନ୍ତି ଏହା ହେଲା ଦୁନିଆଁର ସବୁଠାରୁ ଲମ୍ବା କାର୍ , ଆମେରିକାରେ ରହୁଥିବା ଜଣେ ବ୍ୟକ୍ତି ଏହି କାର୍ କୁ ବନାଇଛନ୍ତି, ନିଜ କାରର ସଉକ ପୁରା କରିବାକୁ କଷ୍ଟମ୍ କାର୍ ଗୁରୁ ଜେ ଆର୍ହବର୍ଗ ୧୦୦ ଫୁଟ୍ ଲମ୍ବା କାର୍ ବନାଇଛନ୍ତି , ଯାହା ୨୬ ଟି ଚକା ବିଶିଷ୍ଟ ଅଟେ, ଏହି କାର୍ କୁ ଯିଏ ବି ଦେଖିଥାଏ ସେ ଦ୍ୱିୱାନା ହୋଇଯାଏ , ଏହି କାର୍ ବହୁତ ହିଁ ଆକର୍ଷକ ଅଟେ, ଦୁନିଆଁ ସାରା ଲୋକେ ଏହି କାର୍ କୁ ସେୟାର୍ କରୁଛନ୍ତି, ହଁ ଆଜ୍ଞା ୨୬ ଟି ଚକା ବାଲା ଏଇ କାର୍ ଦାମ୍ ୨୭,୧ କୋଟି ଟଙ୍କା ଅଟେ ।
ଦି ଗିନିଜ୍ ବୁକ୍ ଅଫ୍ ୱାର୍ଲଡ୍ ରେକର୍ଡରେ ସାମିଲ୍ ଏହି କାର୍ ଦୁନିଆଁର ସବୁଠାରୁ ଲମ୍ବା ଲିମୋଜିନ୍ କାର୍ ଅଟେ । ଏହି କାର୍ ନାଁ ଦି ଆମେରିକାନ୍ ଡ୍ରିମ୍ ରଖାଯାଇଥିଲା , ଉଲ୍ଲେଖନୀୟ କଥା ଏହା କି ଦୁନିଆଁର ସବୁଠାରୁ ଲମ୍ବା କାର୍ ଏହାର ଖାସ୍ କଥା ନୁହେଁ , ବରଂ କାର୍ ଲକ୍ଜୁରୀ, ଷ୍ଟାଇଲ୍ , ଓ ସେଫଟି ମାମଲାରେ ଶାନଦାର୍ ଅଟେ ,ଯଦି ଏହି କାର୍ ଇଣ୍ଟେରିୟର୍ କଥା କହିବା ତେବେ ଭିତରୁ ଏହି କା ଦେଖିବାକୁ ଏମିତି ଲାଗିବ ଯାହା କେଉଁ ପଞ୍ଚ ତାରକା ଷ୍ଟାର୍ ହୋଟେଲ୍ ରୁ କମ୍ ନୁହେଁ ।
ଏହାର ଆଉ ଏକ ସବୁଠାରୁ ବଡ ଖାସିୟତ୍ ଏହା କି ଏହି କାର୍ କୁ ଆପଣ ସିଧା ବି ଚଳାଇପାରିବେ ଓ ଚାହିଁଲେ ମୋଡିବି ପାରିବେ , ଏଥିରେ ସବୁଠାରୁ ଆଗରେ ସବୁଠାରୁ ପଛରେ ଡ୍ରାଇଭର୍ ପାଇଁ ଜାଗା ଅଛି , ଏହି କାର୍ ଡ୍ରାଇଭିଙ୍ଗ୍ ପାଇଁ ଦୁଇଟି କେବିନ୍ ଅଛି ,ଏଥିପାଇଁ ଆଗରେ ଓ ପଛରେ ଦୁଇ ସାଇଡ୍ ରୁ ଚଳାଇପାରିବେ , ଏହି କାର୍ ଅଧିକା ସ୍ପିଡ୍ ରେ ସିଧା ଚଲାଇବା ସହଜ ଅଟେ । କିନ୍ତୁ ସହଜରେ ଟିକିଏ ମୋଡି ପାରିବ ନାହିଁମ୍ ଏହି କାର୍ ମଧ୍ୟରେ ୨ ଭାଗରେ ଭାଗ ହୋଇଯାଈଛି, ଓ ଏହି ଦୁଇ ଖଣ୍ତରେ ଟ୍ରକରେ ଲଦିକରି ନେଇପାରିବେ ।
କହିଦେବୁ କି ୧୯୯୦ ଦଶକର ମଧ୍ୟରେ ଏହି କାର୍ ଦୁନିଆଁର ସବୁଠାରୁ ଲମ୍ବା କାର୍ ହେବା କାର୍ ଏହାର ନାଁ ଗିନିଜ୍ ରେକର୍ଡରେ ଦର୍ଜ କରାଯାଇଛି, ଓ ଆଜି ବି ଇତିହାସ ପତ୍ରରେ ସୁନେଲି ଅକ୍ଷରରେ ଏହି କାର୍ ନାଁ ବିଶ୍ୱର ଲମ୍ବା କାର୍ ଭାବେ ଦର୍ଜ ଅଛି କାରଣ ଆଜି ପର୍ଯ୍ୟନ୍ତ କେଉଁ କାର୍ ଏମିତି ଲମ୍ବା ହୋଇନଥାନ୍ତା, ଏହାର ରେକର୍ଡ କେହି ଭାଙ୍ଗିପାରିନାହାନ୍ତି , ଏହି କାର୍ ଏବେ ପର୍ଯ୍ୟନ୍ତ ସବୁଠାରୁ ଲମ୍ବା କାର୍ ଅଟେ । ସେମିତି ଏହି କାର୍ ଏବେ କିଛି ପରିମାଣରେ ଡ୍ୟାମେଜ୍ ହୋଇଯାଇଛି, ଯାହାର କାରଣରୁ ଏହା ଉପଯୋଗରେ ଆସୁନି, କିନ୍ତୁ ଏହାକୁ ଆଉଥରେ ରିପେୟାର୍ କରିଲେ ଆଶା କରାଯାଉଛି କି ଯଦି ଏମିତି ହେଲା ତେବେ ଆମେ ଆଉଥରେ ଏହି ଅବିଶ୍ୱନୀୟ କାରକୁ ଦେଖିପାରିବା ।