ରାଜାଙ୍କ ପରି ରାଜକୀୟ ଢାଞ୍ଚାରେ ରହିବାକୁ ପସନ୍ଦ କରନ୍ତି ଏହି ରାଶିର ଲୋକେ , ଜାଣିନିଅନ୍ତୁ ସେହି ରାଶିଗୁଡିକ ବିଷୟରେ..
![](https://www.odiaexpress.in/wp-content/uploads/2020/09/rajankagaffsdrasv-Odia-Express.jpg)
ଏହି ଦୁନିଆଁରେ ଦୁଇ ପ୍ରକାରର ଲୋକ ରୁହନ୍ତି ପ୍ରଥମେ ଯିଏ ସାଧାରଣ ଓ ସିମ୍ପଲ୍ ରହିବାର ପସନ୍ଦ ଥାଏ, ଏହି ଲୋକଙ୍କ ପାଖରେ ଯେତେ ବି ଧନ ଦୌଲତ କିମ୍ବା ପାୱାର୍ ଆସିଯାଉନା କାହିଁକି ସେ ସବୁବେଳେ ଆନନ୍ଦଦାୟକ ଜୀବନଶୈଳୀରେ ବିଶ୍ୱାସ ରଖନ୍ତି , ତାପରେ ଆସିଥାଏ ଦ୍ୱିତୀୟ କ୍ୟାଟୋଗୋରୀର ଲୋକ , ଏମାନେ ସବୁବେଳେ ଐଶ୍ ଓ ଆରାମରେ ବଞ୍ଛିବାକୁ ଇଚ୍ଛା କରନ୍ତି , ଏମାନେ ମହାରାଜାଙ୍କ ପରି ଚଳିବାକୁ ଇଚ୍ଛା କରନ୍ତି , ଏମାନଙ୍କ ସଉକ ଓ ନଖରା ଉଚ୍ଚା ଲେବୁଲର ହୋଇଥାଏ , ଏବେ ଆପଣ ଭାବୁଥିବେ କି ଆମେ କିପରି ଜାଣିବା ଆମ ସହ ଯେଉଁ ବ୍ୟକ୍ତି ଦେଖାକରୁଛି ସେ ଭଲ ଜୀବନ ଚଳିବାକୁ ଚାହୁଁଛି ନା ରାଜାମହାରାଜାଙ୍କ ଭଳି ଚଳିବାକୁ ଚାହୁଁଛି, ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କ ନିକଟରେ କିଛି ରାଶିର ବିଷୟରେ କହିବାକୁ ଯାଉଛୁ , ତେବେ ଆସନ୍ତୁ ଜାଣିବା ସେହି ରାଶିଗୁଡିକ ବିଷୟରେ ।
୧) କର୍କଟ ରାଶି : ଏହି ରାଶିର ଲୋକଙ୍କର ନାନାଦି ନଖରା ଥାଏ, ଏମାନେ ଯେଉଁଠିକୁ ବିଯାଆନ୍ତି ସେଠାରେ ବହୁତ ଅସୁବିଧା ହେବାକୁ ଲାଗେ , ଏମାନେ ଚାହଁନ୍ତି କି ତାଙ୍କ ସବୁ ସୁବିଧା ଅନୁରୁପ ହେଉ, ତାଙ୍କୁ ଯାହା ପସନ୍ଦ ଅଛି ସେହି ଜାଗା ତାଙ୍କୁ ମିଳୁ , ଏହି ନେଚରର ଲୋକେ ଯେଉଁଠିକୁ ବି ଯାଆନ୍ତି ସବୁବେଳେ ନଖରା କରନ୍ତି , ଏହି କଥାକୁ ଘରର ଅତିଥି ହୋଇକରି ଯାଆନ୍ତି , ବହୁତ ଅଧିକା ନଖରା କରନ୍ତି , ଏମାନେ ନିଜ ଜୀବନଶୈଳୀରେ ଟିକିଏ କଷ୍ଟ ସହିବାକୁ ପସନ୍ଦ କରନ୍ତି ନାହିଁ , ଏମାନଙ୍କୁ ପରିସ୍ଥିତି ସହ ଆଡଜଷ୍ଟ୍ କରିବାର କ୍ଷମତା କମ୍ ହୋଇଥାଏ , ଏଥିପାଇଁ ଆପଣ କହିପାରିବେ ଏଇ ରାଶିର ଲୋକଙ୍କ ଡିମାଣ୍ତ୍ କେଉଁ ମହାରାଜାଙ୍କ ଠାରୁ କମ୍ ନୁହେଁ ।
୨) କନ୍ୟା ରାଶି : ଏହି ରାଶିର ଲୋକେ ଅନ୍ୟଙ୍କ ଠାରୁ ଭଲ ହେବା ଦେଖିଇହେବା ପସନ୍ଦ କରନ୍ତି , ଏମାନେ ଅଲଗାଙ୍କ ଆରାମ ଓ ରହିବା ଚଳିବା ଉପରେ ନଜର ରଖନ୍ତି , ଏମିତିରେ ତାଙ୍କୁ କେଉଁ ଜିନିଷ ପସନ୍ଦ ଆସିଗଲେ, ଜଲଦି ତାହାର ନକଲ କରିଥାନ୍ତି , କନ୍ୟା ରାଶିର ଲୋକେ ସବୁବେଳେ ଚାଦର ଭିତରେ ପାଦ ପୁରାଇବାକୁ ଚେଷ୍ଟା କରନ୍ତି , ନିଜ ସୁବିଧା ଅନୁସାରେ ଲାଇଫ୍ ରେ ସବୁକିଛି ଦରକାର କରନ୍ତି, ଯଦି କିଛି ଖରାପ ହୋଇଥାଏ , ତେବେ ଦିନ ରାତି ତାକୁ ଠିକ୍ କରିବାରେ ଲାଗିଥାନ୍ତି , ଏହି ପରି ରାଜା ମହାରାଜାଙ୍କ ଗୁଣ ରଖିଥାନ୍ତି ।
୩) ବିଛା ରାଶି : ଏହି ରାଶିର ଲୋକେ ଚାଲି ଚଳଣ ଓ କଥାବାର୍ତ୍ତା କରିବାର ତରିକା ରାଜକୀୟ ଢାଞ୍ଚାରେ ଝଲସିଥାଏ, ଏମାନେ ସବୁବେଳେ ପ୍ରତିଷ୍ଠା ଭରା ଜୀବନ ବଞ୍ଚିବା ପସନ୍ଦ୍ କରନ୍ତି ଏମାନଙ୍କୁ ସମାଜରେ ନିଜ ଇଜ୍ଜତ ବଢିଥିବାର ଦରକାର ଅଛି ,ଏମାନେ ମାନ ସମ୍ମାନର ଭୋକିଲା ଅଟନ୍ତି, ଏମାନେ ସବୁବେଳେ ଚାହଁନ୍ତି କି ଲୋକେ ତାଙ୍କୁ ଇଜ୍ଜତ ଦିଅନ୍ତୁ , ଏମାନଙ୍କ ରହିବା ଚଳିବା ରାଜାମହାରାଜାଙ୍କ ଠାରୁ କମ୍ ହୋଇନଥାଏ, ଯଦି ଏମାନଙ୍କ ପାଖରେ ପଇସା କମ୍ ଥାଏ, ଏମାନେ ଯେଉଁ ଭଳି ଭାବେ ହେଉ ଯୋଗାଡକରି ଆରାମ ଦାୟକ ଜୀବନ ଅତିବାହିତ କରିନିଅନ୍ତି ।