December 21, 2024

Odia Express

Leading Odia News Portal of Odisha

ଦିବ୍ୟ ମୁହୁର୍ତ୍ତ : ସବୁ ଦିନର ମହା ଦିବ୍ୟ ସମୟ , ଯେବେ ହେବ ପୁର୍ଣ୍ଣ ସବୁ ମନୋକାମନା – ନିଶ୍ଚୟ ଜାଣିରଖନ୍ତୁ

ଯେବେ ଆମେ କେଉଁ କାର୍ଯ୍ୟକୁ ଆରମ୍ଭ କରିବା ପାଇଁ ଭାବିଥାଉ ତେବ୍ ସମୟ ଓ ପରିସ୍ଥିତିର ଆକଳନ କରିଥାନ୍ତି , ଦେଖନ୍ତି କି ମାହୋଲ୍ ଅନୁସାରେ ଏହି କାମ କରିବା ଠିକ୍ ହେବ କି ନାହିଁ , ଯେଉଁ ଉଦ୍ଧେଶ୍ୟର ସହ କାମକୁ ସଂପର୍ଣ୍ଣ କରାଯାଏ , ତାହାକୁ ହାସିଲ୍ କଲେ ସଫଳତା ମିଳିବ କି ନାହିଁ ଏହା କେହି ବି ଜାଣିନଥାନ୍ତି , ଆମେ ଯେଉଁ ବି କାମ କରିବା ସେଥିରେ ସଫଳତା ହାସିଲ୍ ହେଉ କାରଣ କିଏ ବି ଚାହେଁ ନାହିଁ କି ସେ ଯେଉଁ କାମ କରିବ ସେଥିରେ ସଫଳତା ହାସିଲ୍ ହେଉ , ତାହାର ସକରାତ୍ମକ ପରିଣାମ ବି ମିଳୁ , ଶୁଭ ମୁହୁର୍ତ୍ତ କିଛି ଏପରି ହୋଇଥାଏ , ଜ୍ୟୋତିଷ୍ୟଶାସ୍ତ୍ର ଅନୁସାରେ ଗ୍ରହର ଚାଲିଚଳଣି ଆମର ଭଲ ଓ ଖରାପ ନିର୍ଣ୍ଣୟ ପ୍ରଭାବିତ କରିଥାଏ , ବହୁତଥର ଆପଣ ଭଲ ପାଇଁ କେଉଁ କାମ ଆରମ୍ଭ କରିଥାନ୍ତି କିନ୍ତୁ ତାହାର ପରିଣାମ ନକରାତ୍ମକ ମିଳିଥାଏ , ଜ୍ୟୋତିଷ୍ୟ ଶାସ୍ତ୍ରର ଏହି ସବୁ ପଛରେ ଗ୍ରହର୍ ଅନୁକୁଳ ନହେବା ମାନିବା କଥା, ଏଥିପାଇଁ ଜ୍ୟୋତିଷ୍ୟଶାସ୍ତ୍ର କେଉଁ କାର୍ଯ୍ୟକୁ ଶୁଭ ମୁହୁର୍ତ୍ତ କରିବାର ଉପଦେଶ ଦିଅନ୍ତି । ଜ୍ୟୋତିଷ୍ୟ ଶାସ୍ତ୍ରୀୟ ଦୃଷ୍ଟିରୁ ଆକଳନ କରିବାର ଶୁଭ ମୁହୁର୍ତ୍ତ ବିଷୟରେ କୁହାଯାଇପାରିବ କି ଶୁଭ ମୁହୁର୍ତ୍ତ କେଉଁ ବି ମାଙ୍ଗଳିକ କାର୍ଯ୍ୟ ଆରମ୍ଭ କରିବାର ଶୁଭ ସମୟ ହୋଇଥାଏ

ଯେଉଁଥିରେ ସବୁ ଗ୍ରହ ଓ ନକ୍ଷତ୍ର ଶୁଭ ପରିଣାମ ଦେଉଥାନ୍ତି , ଏହି ସମୟରେ କାର୍ଯ୍ୟରମ୍ଭ କଲେ ଲକ୍ଷ୍ୟଗୁଡିକ ହାସିଲ୍ କରିବାର ସଫଳତା ମିଳିଥାଏ,  ଓ କାମରେ ଆସୁଥିବା ବାଧାବିଘ୍ନ ଦୁର ହୋଇଥାଏ , ସେମିତି ଶୁଭ ମୁହୁର୍ତ୍ତ କାର୍ଯ୍ୟର ପ୍ରକୃତି ଓ କାର୍ଯ୍ୟରମ୍ଭ କରିବାର ଜାତକ ର୍ କୁଣ୍ତଳୀ ରେ ଗ୍ରହର ଦଶା ଅନୁସାରେ ତୟ ହୋଇଥାଏ , କିନ୍ତୁ ସବୁଦିନ ଜୀବନରେ ପ୍ରତିଦିନ କିଛି ଶୁଭ ଓ ଅଶୁଭ ମୁହୁର୍ତ୍ତ ହୋଇଥାଏ ,ଯାହାର ବିଷୟରେ ଜାଣିବାପରେ ସବୁଦିନ , ସବୁ କାର୍ଯ୍ୟ ପାଇଁ ଜ୍ୟୋତିଷିୟ ପରାମର୍ଶର ଆବଶ୍ୟକତା ପଡେ ନାହିଁ , ଆଜି ଆମେ ଆପଣଙ୍କୁ ଏମିତି ୨୪ ଘଣ୍ଟାର ଶୁଭ ମୁହୁର୍ତ୍ତର ସମୟ ବିଷୟରେ କହିବୁ , ଯାହା ଆପଣଙ୍କ ସବୁ ସମସ୍ୟା ନିବାରଣ କରାଯିବ , ଓ ଏହି ମୁହୁର୍ତ୍ତ ଦିବ୍ୟ ମୁହୁର୍ତ୍ତ କୁହାଯାଏ ।

ତୁରିୟ ବେଳା ରାତି ୧୧ ରୁ ୧ ଟା ସମୟର୍ ହୋଇଥାଏ , ଯେବେ ପ୍ରକୃତି ନିଜ ଶକ୍ତିଗୁଡୀକ ଜାଗୃତ କରିଥାଏ,  ଏହି ସମୟରେ ଯଦି ଆମେ ଜାଗୃତ ହୁଅନ୍ତି , ଓ ନିଜ ଜୀବନରେ କେଉଁ ବିଶେଷ କାର୍ଯ୍ୟ କରନ୍ତି ତେବେ ସେଥିରେ ନିଶ୍ଚିତ ସଫଳତା ମିଳିଥାଏ , ଆପଣଙ୍କୁ ଏହା ଲାଗୁଥିବ କି ଏହା ସମସ୍ତେ କରିନେବେ କିନ୍ତୁ ଏମିତି ହୋଇନଥାଏ, ଯାହାର ଭାଗ୍ୟରେ ଯାହା ଥିବ ତାହା ସେ କରିପାରିବ , କାରଣ ଆଜି ଆମର ପୋଷ୍ଟ ପଢିନାହାନ୍ତି , ତେବେ ଏହି ଶୁଭ ମୁହୁର୍ତ୍ତ ବିଷୟରେ ଜାଣିପାରିବେ ନାହିଁ,  ଏଥିପାଇଁ ଜୀବନରେ କିଛି ବି ଘଟିତ ହୋଇଥାଏ , ତେବେ ସେ ନିଜ ଭାଗ୍ୟରେ ଏକ ଗୁରୁତ୍ୱପୁର୍ଣ୍ଣ ଭୁମିକା ନିଭାଇଥାନ୍ତି , ଏଥିପାଇଁ କେଉଁ ବି ଶୁଭ ମୁହୁର୍ତ୍ତ ବିଷୟରେ ଜାଣିପାରିବ ନାହିଁ,  ଓ ଆଗକୁ ଯାଇପାରିବ ନାହିଁ ଏଥିପାଇଁ ରାତିର ୧୧ ଟାରୁ ୧ ମଧ୍ୟରେ ଯେଉଁ ବେଳା ହୋଇଥାଏ , ସେହି ସମୟରେ ପ୍ରକୃତି ନିଜେ ରିଏନେରଜାଇଜ୍ କରିଥାଏ ,

ଖାଲି ସେହି ସମୟରେ ପ୍ରକୃତି ଏନର୍ଜୀ ବିଷୟରେ ଜାଣିକରି ପଶିଯିବାର ଅଛି , ଯଦି ଆପଣ ନିଜ ଜୀବନରେ ଲାଭ ପାଇବାକୁ ଚାହୁଁଛନ୍ତି ତେବେ ରାତିର ଏହି ଶୁଭ ମୁହୁର୍ତ୍ତ ରେ ଏକ ଉପାୟ କରିଦେବାର ଅଛି , ଏଥିପାଇଁ ଆପଣଙ୍କ ସମସ୍ୟାକୁ ଏକ ସାଧା କାଗଜରେ ଲାଲ ରଙ୍ଗର କଲମରେ ଲେଖିଦିଅନ୍ତୁ ଓ ତାହାକୁ ହଳଦୀ ଛିଞ୍ଚି ସେହି କାଗଜକୁ ଫୋଲଡ୍ କରି କର୍ପୁର ରୁ ସେହି କାଗଜକୁ ଜଳାଇଦିଅନ୍ତୁ , ଓ ସେହି କାଗଜର ପାଉଁଶକୁ ତିଳକ ଓ ନିଜ ମସ୍ତକରେ ଲଗାଇଦିଅନ୍ତୁ , ଏମିତି ଆପଣଙ୍କୁ ରାତି ୧୧ଟାରୁ ୧ ଟା ମଧ୍ୟରେ ଶୁଭ ବେଳା ପୁରା ସାତ ଦିନ କରିବାର ଅଛି,  ଓ ଏହାପରେ ସଫଳତା ଆପଣଙ୍କ ଜୀବନରେ ମିଳିବାର ଅଛି ତାହା ଆପଣ କମେଣ୍ଟ ବକ୍ସରେ କହିବେ ।

Leave a Reply

Your email address will not be published. Required fields are marked *