ପୁରା ଦୁନିଆଁରେ କ୍ରିକେଟ୍ ଖେଳାଯାଏ କିନ୍ତୁ ଚିନ୍ ଖେଳେ ନାହିଁ କଣପାଇଁ ? ଉତ୍ତର ଜାଣିଲେ ଆପଣ ମଧ୍ୟ ମୁଣ୍ଡରେ ହାତ ଦେଇଦେବେ..
ୟୁପିଏସ୍ ସି କ୍ୟାଣ୍ତିଡେଟ୍ ସବୁବେଳେ ଆଇଏଏସ୍ ଅଫିସର ହେବାର ସ୍ୱପ୍ନ ଦେଖିଥାନ୍ତି , ତାହା ସହ ଲକ୍ଷାଧିକ କୋଟିଏ ୟୁପିଏସ୍ ସି କ୍ୟାଣ୍ତିଡେଟ୍ ଏହା ବି ଜାଣିଛନ୍ତି କି ଏମାନଙ୍କ ପାଇଁ ଏହି ପରୀକ୍ଷା କେତେ କଠିନ ହୋଇପାରେ , ଆଇଏଏସ୍ ହେବାପାଇଂ ଇଣ୍ଟରଭ୍ୟୁ ପାସ୍ କରିବା ହୋଇଥାଏ , ଏହା ଛଡା ଆଇଏଏସ୍ ଇଣ୍ଟରଭ୍ୟୁ ନିଜର ଏକ ଭୋକାଲ୍ ଅଟେ । ଲୋକେ କହନ୍ତି କି ଏଥିରେ ପଚାରାଯାଇଥିବା ପ୍ରଶ୍ନଗୁଡିକ ଆପଣଙ୍କ ମୁଣ୍ତରୁ ଝାଳ ବାହାରି କରିଦିଏ , ୟୁପିଏସ୍ ସି ଇଣ୍ଟରଭ୍ୟୁରେ ଅଧିକାଂଶ ପ୍ରଶ୍ନ ଅଜବ ହୋଇଥାଏ , ଯାହା ପରୀକ୍ଷାର୍ଥୀର ମୁଣ୍ତ ଘୁମାଇଦିଏ , ବହୁତଥର ଇଣ୍ଟରଭ୍ୟୁଅର୍ କ୍ୟାଣ୍ତିଡେଟ୍ ର ହାଜିର୍ ଜବାବ୍ ଓ ଆଇକ୍ୟୁ ଚେକ୍ କରିବାପାଇଁ ଏହି ପ୍ରକାରର ପ୍ରଶ୍ନ ପଚାରିଥାନ୍ତି ।
୧) ପୁରା ଦୁନିଆଁରେ କ୍ରିକେଟ୍ ଖେଳାଯାଏ କିନ୍ତୁ ଚିନ୍ ଖେଳେ ନାହିଁ କଣପାଇଁ ?
ଉତ୍ତର : ଚିନ୍ ଏସିଆରେ ଅଛି , ଆପଣଙ୍କ ମନରେ ଏହି ପ୍ରଶ୍ନ ଆସୁଥିବ କି ସେ କାହିଁକି ଖେଲେନାହିଁ , ଇଂରେଜଙ୍କ ଦ୍ୱାରା ଚିନ୍ଉପନିବେଶ କେବେ କରାଯାଇନଥିଲା, ପ୍ରମୁଖ କ୍ରିକେଟ୍ ଖେଳିବାପାଇଁ ଦେଶର ପାଖରେ ଲମ୍ବା ବ୍ରିଟୀଶ୍ ଉପନିବେଶର ଇତିହାସ ଅଛି ,ଚିନ୍ ଦର୍ଜନରୁ ଅଧିକା ସୁଲଭ ଖେଳ ଅଛି , ବାସ୍କେଟ୍ ବଲ୍ , ଓ ଫୁଟବଲ ଛଡା ଯାହା ଲୋକପ୍ରିୟ ଅଛି ଚିନ୍ ଖେଳାଳୀଙ୍କୁ ବ୍ୟାଡମିଣ୍ଟନ୍ , ଟେବୁଲ୍ ଟେନିସ୍ ଇତ୍ୟାଦି, ଖେଳକୁ ସର୍ବଶ୍ରେଷ୍ଠ ବୋଲି ଜଣାଯାଏ । ଚୀନ ସବୁବେଳେ ଅଲମ୍ପିକ୍ କୁ ସମର୍ଥନ କରିଇଥାଏ, ସେଥିପାଇଁ ସେ ପରିଶ୍ରମ କରେ, ଏଥିପାଇଁ ଚିନ୍ ସବୁବେଳେ ଅଲମ୍ପିକ୍ ମେଡାଲ୍ ପାଇଥାନ୍ତି ,
୩) ଟାଇଟେନିକ୍ ପରି ଦ୍ୱିତୀୟ ଜାହାଜ ଆଉ କାହିଁକି ତିଆରି ହେଉନାହିଁ ?
ଉତ୍ତର : ଟାଇଟେନିକ୍ ପରି ଦ୍ୱିତୀୟ ଜାହାଜ ତିଆରି କରିବାର ଚେଷ୍ଟା କରାଯାଇଥିଲା , କିନ୍ତୁ ମରିବା ଲୋକଙ୍କର ପରିବାର ଲୋକେ ଏହାକୁ ବିରୋଧ କଲେ , କୁହାଯାଏ କି ମୃତକଙ୍କ ଅପମାନ ହେବ , ମର୍ଡର୍ଣ୍ଣ ଟାଇମ୍ ରେ ସମୁଦ୍ର ମଧ୍ୟରେ ଭାସୁଥିବା ଆଲିଶାନ୍ ହୋଟେଲ୍ ବନାଯାଇଥାଏ ।
୪) କଣ ଏମିତି କେଉଁ ଜାଗା ଅଛି ଯେଉଁଠି ଦିନ ଓ ରାତି ଏକା ସାଙ୍ଗରେ ଦେଖାଯାଇପାରିବ ?
ଉତ୍ତର-ପୃଥିବୀ ତଳକୁ ଖସିବା କାରଣରୁ ଆର୍କଟିକ୍ ସର୍କଲରେ ସ୍ଥାନରେ ଏମିତି ସଂମ୍ବବ ଅଟେ , ଯେପରି ଆଲାସ୍କା, ଉତ୍ତର ନର୍ବେ, ଓ ଆଇସଲ୍ୟାଣ୍ତ ରେ ଦିନ ରାତି ଏକା ସାଙ୍ଗେ ଦେଖାଦେଇଥାଏ , ଏହାର ଭିଡିଓ ୟୁଟ୍ୟୁବ୍ ରେ ଅଛି ।
୫) ସର୍ଚ୍ଚ ଓ ରିସର୍ଚ୍ଚରେ କଣ ଅନ୍ତର ଅଛି ?
ଉତ୍ତର- ସର୍ଚ୍ଚର ମତଲବ ଏହା କି ସେହି ପ୍ରଶ୍ନର ଜବାବ୍ ଖୋଜୁଛନ୍ତି ଯାହା ପୁର୍ବରୁ ମହଜୁତ୍ ଅଛି , ସେମିତି ରିସର୍ଚ୍ଚର ମତଲବ୍ ଏହାକି କେଉଁ ନୁଆ ବିଷୟରେ ଖୋଜ୍ କରିବା , କିମ୍ବା ନିଷ୍କର୍ସ ପର୍ଯ୍ୟନ୍ତ ପହଞ୍ଚିବାପାଇଁ ନୁଆ ନୁଆ ସାମଗ୍ରୀ ଜମା କରିବା ।
୬) Parle-G ରେ G ର ମତଲବ କଣ ?
ଉତ୍ତର : ପାର୍ଲେଜି ବିସ୍କୁଟ୍ ରେ ଜିର ମତଲବ ବହୁତ ସାରା ଅଛି ,ଯେପରି ପାର୍ଲେଜିକୁ ୧୯୮୦ ଦଶକ ପର୍ଯ୍ୟନ୍ତ ଗ୍ଲୁକୋ କୁହାଯାଉଥିଲା< ଯାହାର ମତଲବ ଥିଲା ଗ୍ଲୁକୋଜ୍, ପରେ ଏହାକୁ ଜିନିୟସ୍ କୁହାଯାଉଥିଲା ।
୮) ଲୁହା କିପରି ତିଆରି କରାଯାଏ ?
ଉତ୍ତର : ଲୋକେ ଅୟସ୍କ ଲୁହା ବନାଯାଇଥାଏ, ଓ ଏହି ପୃଥିବୀରେ ଖଣିଜ ରୁପରେବାହାର କରାଯାଏ , ପୃଥିବୀ ଗର୍ଭରେ ଚତୁର୍ଥ ଓ ସବୁଠାରୁ ଅଧିକା ମିଳୁଥିବା ଖଣିଜ ଅଟେ ।
୯) ମଣିଷ ବିନା ହୃଦୟରେ କେତେଦିନ ଜୀବିତ ରହିପାରିବ ? ଉତ୍ତର୍- ବିନା ହୃଦୟରେ ବଞ୍ଚିରହିବା ଅସଂମ୍ଭବ , କିନ୍ତୁ ଆମେରିକାରେ ଏକ ବ୍ୟକ୍ତି ବିନା ହୃଦୟରେ ଦିନେ ଦୁଇଦିନ ନୁହେଁ ବରଂ ପୁରା ଦେଢ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥିଲା, ଆମେରିକାର ମିଶିଗନ୍ ରାଜ୍ୟର ପିସିଲେଣ୍ଟ୍ ସହରରେ ୨୫ ବର୍ଷୀୟ ଏକ ବ୍ୟକ୍ତିର ହୃଦୟ ନଥିବାପରେପ୍ରାୟ ଦେଢବର୍ଷ ଜିବିତ ରହିଥିଲା, ସିଏନ୍ ଏନ୍ ରିପୋର୍ଟ ମୁତାବିକ ବ୍ୟକ୍ତିର ହୃଦୟ ପ୍ରତ୍ୟାରୋପଣ କରାଯାଇଥିଲା, ଏହାର ପୁର୍ବରୁ ୫୫୫ ଦିନ ପର୍ଯ୍ୟନ୍ତ ସେ ବିନା ହୃଦୟରେ ଥିଲା ।
୧୦) ପବନରେ କଣ ଦେଖାଯାଏ ? ଉତ୍ତର : ପବନରେ ନାଇଟ୍ରୋଜେନ୍ ଓ ଅକ୍ସିଜେନ୍ ମହଜୁଦ୍ ହୋଇଥାଏ , ଯାହା ପାରଦର୍ଶୀ ଗ୍ୟାସ୍ ଅଟେ , ଯେବେ ଏହା ଉପରେ ପ୍ରକାଶର କିରଣ ପଡିଥାଏ, ତେବେ ପ୍ରତିବିମ୍ବ ହୋଇନଥାଏ, ଯାହାର କାରଣରୁ ପବନ ଆଖିକୁ ଦେଖାଯାଏ ନାହିଁ ।