December 27, 2024

Odia Express

Leading Odia News Portal of Odisha

ଏହି ରାଶିର ଲୋକଙ୍କୁ ବହୁତ ଜଲଦି ଆସିଥାଏ ଆଖିରେ ଲୁହ , ଜାଣନ୍ତୁ ଏହାର ପଛରେ କାରଣ…

ବନ୍ଧୁଗଣ, ଆମର ଧର୍ମରେ ଜ୍ୟୋତିଷ୍ୟଶାସ୍ତ୍ର କେତେ ଗୁରୁତ୍ୱ ଅଛି ଯାହାର ଅନ୍ଦାଜା ଆପଣ ସମସ୍ତେ ଲଗାଇଥିବେ , ଯେବେ କେଉଁ ଶୁଭ କାର୍ଯ୍ୟ ଯେପରି ବାହାଘର କିମ୍ବା ଗୃହ ପ୍ରବେଶ କରାଯାଏ , ତେବେ ତାହାର ମୁହୁରତ କିମ୍ବା କୁଣ୍ତଳୀ ଦେଖାଯାଏ , ସେମିତି ଜ୍ୟୋତିଷ୍ୟଶାସ୍ତ୍ରରେ ୧୨ ଟି ରାଶିଗୁଡିକ ବିଷୟରେ କୁହାଯାଇଛି , ଏମିତି କୁହାଯାଏ କି ଏହି ରାଶିର କନେକ୍ସନ୍ କେଉଁ ଗ୍ରହ ନକ୍ଷତ୍ର ସହ ହୋଇଥାଏ , ଗ୍ରହ ନକ୍ଷତ୍ର ଆପଣଙ୍କ ଭବିଷ୍ୟତ ତୟ କରିଥାନ୍ତି , ଏହାଦ୍ୱାରା ଆପଣଙ୍କ ସ୍ୱଭାବ ବିଷୟରେ ପତ୍ତା କରାଯାଏ । ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ ଏମିତି କିଛି ରାଶିଗୁଡିକ ବିଷୟରେ କହିବୁ ଯାହାଙ୍କୁ ବହୁତ ଜଲଦି କାନ୍ଦ ଆସିଯାଏ ,

ଆଖିରେ ଲୁହ ଆସିଯିବାର ବହୁତ ସାରା କାରଣ ବି ହୋଇପାରେ , ଖାଲି ଫରକ ଏତିକି କି କାହାର ଆଖିରୁ ବହୁତଜଲଦି ଲୁହ ଆସିଥାଏ , ତେବେ କାହାର୍ ପଛରେ ଆସିଥାଏ , ପୁରା ଏହି କଥା ନିର୍ଭର କରିଥାଏ , ସାମ୍ନାବାଲା ବ୍ୟକ୍ତି କେତେ ଶକ୍ତ କିମ୍ବା ନରମ ଅଟେ , ଏହି ସବୁ ଖେଳ ଭାବନାର ହୋଇଥାଏ,  ଅଲଗା ଅଲଗା ଭାବନାର କାରଣ ଚେହେରାରେ ଅଲଗା ଅଲଗା ଏକ୍ସପ୍ରେସନ୍ ହୋଇଥାଏ , ଓ ବ୍ୟକ୍ତି ସେପରି ରିଆକ୍ଟ ବି କରେ ।

୧) ମେଷ ରାଶି : ଏହି ରାଶିର ଲୋକେ ଭାବୁକ ନେଚରର ହୋଇଥାନ୍ତି , ଯଦି କେଉଁ ବ୍ୟକ୍ତି ଏମାନଙ୍କୁ ଟୀକିଏ ବି ହର୍ଟ କରିଦିଏ ତେବେ କାନ୍ଦିବାର ମୁହଁ ବନାଇଦିଅନ୍ତି , ଏମାନଙ୍କୁ ଦୁଃଖ ସହ୍ୟ କରିହୁଏ ନାହିଁ ଦ୍ୱିତୀୟ କଥା ଏହା କି ମେଷ ରାଶିର ଲୋକେ ନିଜ ଇମୋସନ୍ ଲୁଚାଇବାରେ ମାହିର୍ ହୋଇଥାନ୍ତି , ଯଦି କେଉଁ କଥା ତାଙ୍କୁ ଖରାପ ଲାଗିଥାଏ , ତେବେ ଏମାନଙ୍କ ଚେହେରାରୁ ସଫା ଜଣାପଡେ , ଏମାନେ ଅନ୍ୟଙ୍କ ଦୁଃଖ ଦେଖିକରି ବହୁତଥର ନିଜେ ବି ଦୂଃଖି ହୋଇଯାଆନ୍ତି । ଖାସ୍ କରି ଯେବେ ତାଙ୍କୁ କିଏ ନିଜ ଲୋକ ଅସୁବିଧା କରେ , ତେବେ ସେ ବହୁତ ଦିନ ଯାଏଁ ଉଦାସ ବସନ୍ତି ।

୨) କନ୍ୟା ରାଶି : ଏହି ରାଶିର ଲୋକଙ୍କ ମଧ୍ୟରେ ସହନଶକ୍ତି ବହୁତ କମ୍ ହୋଇଥାଏ , ଏମାନେ ଭାବନାରୁ ଓତପ୍ରୋତ ହୋଇଥାନ୍ତି , ଦୂଃଖ ହେଉ କିମ୍ବା ଖୁସି ହେଉ ଏମିତି ସ୍ଥିତିରେ ବହୁତ ଭାବୁକ ହୋଇଯାଆନ୍ତି , ଓ ଆଖିରୁ ଲୁହ ଚାଲିଆସେ , କନ୍ୟା ରାଶିର ଲୋକେ ବହୁତ ମିଳାମିଶା ହୋଇଥାନ୍ତି , ଏମାନଙ୍କ ହୃଦୟ ବହୁତ ବଡ ହୋଇଥାଏ , ଏହି କାରଣରୁ ଏମାନେ ନିଜ ଦୂଃଖ ଓ ଚିନ୍ତାକୁ ନେଇକରି ଭାବୁକ ହୁଅନ୍ତି ନାହିଁ , ବରଂ ଅନ୍ୟଙ୍କ ଦୂଃଖରେ ଉଦାସ ହୋଇଯାଆନ୍ତି , ଏମାନଙ୍କ ଏହି ନେଚର୍ ସକାଶେ ବହୁତ ଲୋକ ପସନ୍ଦ କରନ୍ତି ଓ ବନ୍ଧୁତା ବଜାୟ ରଖନ୍ତି ।

୩) ତୁଳା ରାଶି : ଏହି ରାଶିରଜାତକରେ ଏତେ ଲୋକ ଭାବୁକ ହୋଇଥାନ୍ତି ଯେ ସେମାନେ ରିୟଲ୍ ଲାଇଫ୍ ରେ ଦୂଃଖ ନୁହେଁ ବରଂ ଫିଲ୍ମର ଆସିଥିବା ଦୂଃଖଦ ସିନ୍ ଦେଖିକରି କାନ୍ଦିପକାନ୍ତି  ତୁଳା ରାଶିରଲୋକେ ଅନ୍ୟଙ୍କ ବହୁତ କେୟାର୍ କରନ୍ତି , ଏମାନେ ଅଲଗା କାହାର ଦୁଃଖକୁ ନିଜ ଦୁଃଖ ଭାବନ୍ତି , ଏମାନଙ୍କ ମଧ୍ୟରେ ମଣିଷତ୍ୱ ଭାବନା ଲୁଚିକରି ଥାଏ,  ଖାଲି ଏହି କାରଣରୁ ଏମାନେ ସବୁ କଥାରେଭାବୁକ ହୋଇଯାଆନ୍ତି , ଓ ଆଖିରୁ ଲୁହ ବୁହାନ୍ତି ।

Leave a Reply

Your email address will not be published. Required fields are marked *