IAS ପରୀକ୍ଷାରେ ଏପରି ପ୍ରଶ୍ନ – କେଉଁ ପଶୁର ହୋଇପାରିବ ଆଧାର କାର୍ଡ ? ଉତ୍ତର କେବଳ ଚାଲାକି ଲୋକ ଦେଇ ପାରିବେ..
କୋରନାଭାଈରସ୍ କୁ ଦେଖି ୟୁପିଏସ୍ ସି ୨୦୨୦ ର ପରୀକ୍ଷା ଅପଡେଟ୍ କୁ ନେଇକରି ନୁଆ ଖବର ସାମ୍ନାକୁ ଆସିଛି , ୟୁପିଏସ୍ ସି ୪ ଅକ୍ଟୋବରକୁ ହେବାକୁ ଥିବା ସିଭିସ୍ ସର୍ଭିସେସ୍ ପ୍ରିଲିମିନାରୀ ପରୀକ୍ଷାପାଇଁ ଆଶାର୍ଥି ଙ୍କୁ ପରୀକ୍ଷା କେନ୍ଦ୍ର ବଦଳାଇବାକୁ ମଉକା ଦେଇଛନ୍ତି , ମାନେ ଆଶାର୍ଥୀ ନିଜ ହିସାବରେ ନିଜ ପରୀକ୍ଷା କେନ୍ଦ୍ରକୁ ପରିବର୍ତ୍ତନ କରିପାରିବେ । ସିଭିଲ୍ ସର୍ଭିସ୍ ରେ ସିଲେକ୍ଟ ହେବାପାଇଁ ଇଣ୍ଟରଭ୍ୟୁ ବହୁତ ଗୁରୁତ୍ୱପୁର୍ଣ୍ଣ ହୋଇଥାଏ , ଇଣ୍ଟରଭ୍ୟୁ ସିଭିଲ୍ ସେବାରେ ନିଯୁକ୍ତି ପାଇବାପାଇଁ ସିଲେକ୍ସନ୍ ଅନ୍ତିମ ଚରଣ ହୋଇଥାଏ , ସଂଘ ଲୋକସେବା ଆୟୋଗ ର ସିଭିଲ୍ ସର୍ଭିସେସ୍ ପରୀକ୍ଷା ରେ ବହୁତ କଠିନ ପ୍ରଶ୍ନ ପଚାରାଯାଇଥାଏ ।
ପର୍ସନାଲିଟି ଟେଷ୍ଟରେ ଆପଣଙ୍କୁ କିଛି ଏମିତି ପ୍ରଶ୍ନ ପଚାରାଯାଏ , ଯାହା ଆପଣଙ୍କ ଭାବନା ଶକ୍ତି, ତର୍କଶକ୍ତି, ଓ ମିଜାଜ୍ କୁ ପରଖାଯାଇଥାଏ , ଏହି ପ୍ରଶ୍ନକୁ ଶୁଣିକରି ଭଲ ଭଲ ଲୋକଙ୍କର ମୁଣ୍ତ ବୁଲାଇବା ଆରମ୍ଭ କରିଦିଏ , ବହୁତ ପ୍ରଶ୍ନ ସିଚୁଏସନ୍ କୁ ନେଇ ହୋଇଥାଏ, ଯାହା ଆପଣଙ୍କ ରିଜଏନିଙ୍ଗ୍ କ୍ଷମତାକୁ କିମ୍ବା ଉପସ୍ଥିତ ଉତ୍ତର ହେବାର ପତ୍ତା ଲଗାଯାଇପାରିବ, ଆପଣଙ୍କ ଆସେସମେଣ୍ଟ ଏହି ପ୍ରଶ୍ନକୁ ନେଇ କରାଯାଏ , ଆପଣ କେତେ ଜଲଦି ଓ କେତେ ସ୍ମାର୍ଟ ଜବାବ୍ ଦେଉଛନ୍ତି , ଚୟନ ସେଇ ଆଧାରରେ ହେବ ।
୧) ଏମିତି କେଉଁ ଜିନିଷ ଅଛି ଯାହା ପାଣିରେ ଜଳିଥାଏ ? ଉତ୍ତର : ସୋଡିୟମ୍
୨) କେଉଁ ପଶୁର ଆଧାର କାର୍ଡ ତିଆରି କରାଯାଇପାରିବ ? ଉତ୍ତର କୋଅଲା ଏକ ପଶୁ ଅଛି ଯାହାର ଆଧାର କାର୍ଡ ବନାଯାଇପାରିବ , ଏହି ପଶୁର ଫିଙ୍ଗର ପ୍ରିଣ୍ଟ ଏକ ଦମ୍ ମଣିଷ ପରି ହୋଇଥାଏ ।
୩) ବିଶ୍ୱରେ ଏମିତି କେଉଁ ଦେଶ ଅଛି ଯେଉଁଠି ଗୋଟେ ହେଲେ ବି କ୍ଷେତ ନାହିଁ ? ଉତ୍ତର : ସିଙ୍ଗାପୁର୍
୪) ସବୁଠାରୁ ବିଷାକ୍ତ ମାଛ କେଉଁ ମାଛ ହୋଇଥାଏ ? ଉତ୍ତର : ରେୟାନ୍ ଲାୟନ୍ ନାମକ ଏକ ମାଛ ମଣିଷର ଜୀବନ ନେଇପାରିବ , ଏହା ବହୁତ ବିଷାକ୍ତ ହୋଇଥାଏ ।
୫) ଫ୍ରିଜରେ ରଖାଯାଇଥିବା ପାଣି କିପରି ଥଣ୍ତା ହୋଇଯାଏ ? ଉତ୍ତର : ଫ୍ରିଜ୍ ରେ ଆମୋନିଆ ଗ୍ୟାସର କାରଣରୁ ପାଣି ଥଣ୍ତା ହୋଇଯାଏ , ୟୁପିଏସ୍ ସି ରେ କ୍ୟାଣ୍ତିଡେଡ୍ ଙ୍କୁ ଏହି ପ୍ରଶ୍ନ ମାମୁଲି ରସୋଇ ସହ ଯୋଡି ହୋଇଥିବାଭାବିନିଅନ୍ତି । ଆମେ ଥଣ୍ତା ପାଣି ପିଇଥାଉ କିନ୍ତୁ ତାହା କିପରି ଥଣ୍ତାହେଲା କେବେ ଭାବନ୍ତି ନାହିଁ , କ୍ୟାଣ୍ତିଡେଡ୍ ର ଏହି ପ୍ରଶ୍ନର ଜବାବ୍ ବୈଜ୍ଞାନିକ ତରିକାରେ ଦେଲେ , ଓ ଚାକିରି ପାଇଲେ ।
୬) ଏମିତି କେଉଁ ଦେଶର ପାଖରେ ନିଜର କିଛି ଆର୍ମୀ ନାହିଁ ? ଉତ୍ତର- ଏମିତି ବହୁତ ଦେଶ ଅଛନ୍ତି ଯାହାଙ୍କ ସୁରକ୍ଷା ପାଇଁ ସେନାଠୁ ଅଧିକା ଭରସା ପୋଲିସ୍ ଉପରେ ଦିଆଯାଏ , ଏଥିପାଇଁ ୭ ଟି ଦେଶର ଆର୍ମୀ ନାହିଁ , ତାହାହେଲା – କାଷ୍ଟୋରିଆ, ପନାମା, ହୈତି, ସୋଲେମନ୍, ଆଇଲ୍ୟାଣ୍ତ, ନାରୁ, ଗ୍ରେନେଡା, ଓ ବେଟିକନ୍ ସିଟି ।
୭) କୋଲକାତା ପୋଲିସ୍ ଧଳା ବର୍ଦ୍ଦି କଣ ପାଇଁ ପିନ୍ଧନ୍ତି ? ଉତ୍ତର : ସମୁଦ୍ର ପାଖରେ ଥିବା କାରଣରୁ ଏଠାରେ ବହୁତ ଗରମ ଓ ନମି ରହିଥାଏ, ଏଥିପାଇଂ ଇଂରେଜ ଶାସନ କାଳରୁ ପୋଲିସ୍ ଙ୍କ ପାଇଁ ଧଳା ରଙ୍ଗର ଚୟନ ହୋଇଥିଲା< ଯାହା ଦ୍ୱାରା ୟୁନିଫର୍ମରେ ସୁର୍ଯ୍ୟର କିରଣ ପଡିଲେ ତାହା ରିଫ୍ଲେକ୍ଟ ହୋଇପାରେ , ଓ କମ୍ ଗର୍ମ୍ ଲାଗିବ ।
୮) କେଉଁ ଦେଶରେ ୪୦ ମିନିଟ୍ ରେ ରାତି ହୋଇଯାଏ ? ଉତ୍ତର : ନର୍ବେ ରେ ୪୦ ମିନିଟ୍ ରେ ରାତି ହୋଇଯାଏ , ସେଥିପାଇଁ ଏହାକୁ Country of midnight sun କୁହାଯାଏ ।
୯) ସେ କେଉଁ ଜୀବ ଅଛି ଯିଏ ନରରୁ ମାଦା ହୋଇପାରିବ ? ଉତ୍ତର : ଅକ୍ଟୋପସ୍
୧୦)କେଉଁ ଦେଶର ଝିଅକୁ ବିବାହ କଲେ ସରକାରୀ ଚାକିରି ମିଳିପାରିବ ? ଉତ୍ତର : ଆଇସଲ୍ୟାଣ୍ତର ଦେଶର ଝିଅଙ୍କୁ ବିବାହ କଲେ ସରକାରୀ ଚାକିରି ମିଳିଥାଏ, ପ୍ରାୟ ତିନି ଲକ୍ଷ ଟଙ୍କା ପ୍ରତି ମାସର ବେତନ ସହ ଚାକିରି ଓ ସେଠାକାର୍ ସିଟିଜେନ୍ ସିପ୍ ମାଗଣା ଦିଆଯାଏ , ସେଠାରେ ତାହା ନିୟମ ଅଛି ।