February 5, 2025

Odia Express

Leading Odia News Portal of Odisha

ଅକ୍ଟୋବରର ପ୍ରଥମ ସପ୍ତାହରେ ଏହି ୪ ଟି ରାଶିଙ୍କ ଖୋଲିଯିବ ଭାଗ୍ୟର ତାଲା , ଜାଣନ୍ତୁ କିପରି ମିଳିବ…

ଅକ୍ଟୋବରର ପ୍ରଥମ ସପ୍ତାହ ୪ ଟି ରାଶିର ପାଇଂ ବହୁତ ଶୁଭ ହେବାର ଅଛି , ଏହି ମାସର ପ୍ରଥମ ସପ୍ତାହରେ ଏକ ଖାସ୍ ସ୍ଥିତି ହେଉଛି , ଏହି କାରଣରୁ ଚାରୋଟି ରାଶିର ଲୋକଙ୍କ ପାଇଁ ଭାଗ୍ୟର ତାଲା ମଜବୁତ୍ ହୋଇଯିବ , ଏହି ସପ୍ତାହରେ ଏହି ରାଶିର ଲୋକେ ଯାହା ବି କାମ କରିବେ ବଡ ସହଜରେ ପୁରା ହୋଇଯିବ , ଏହି ସପ୍ତାହର ଖାସ୍ କଥା ଏହା କି ଏଥିରେ ସବୁ ରାଶିର ଲୋକ ଅଲଗା ଅଲଗା ପ୍ରକାରର ଲାଭ ମିଳିବାର ଅଛି , ଆଜି ଆମେ ଆପଣଙ୍କୁ ସେହି ଫାଇଦା ବିଷୟରେ କହିବାକୁ ଯାଉଛୁ ।

ମେଷ ରାଶି : – ଏହି ରାଶିର ଜାତକରେ ଅକ୍ଟୋବର ମାସରେ ବହୁତ ବଡ ସରପ୍ରାଇଜ୍ ମିଳିବାର ଅଛି , ଏମାନଙ୍କ ଲାଇଫ୍ ରେ କିଛି ଏମିତି ହେବ କି ସେ ପୁରୁଣା ଅସୁବିଧାଗୁଡିକ ଭୁଲିଯିବେ , ଏହି ଖୁସିଖବର ଆପଣଙ୍କ ଚାକିରି, ବିଜନେସ୍, ପଇସା, ପ୍ରେମ ଇତ୍ୟାଦି ସଂବନ୍ଧିତ ଅଛି , ଏମିତିରେ ଯଦି ଆପଣ ଏଥିରୁ କେଉଁ ଜିନିଷକୁ ନେଇକରି ଚିନ୍ତିତ ଅଛନ୍ତି ତେବେ ଏହି ଅକ୍ଟୋବର ମାସର ପ୍ରଥମ ସପ୍ତାହ ପୁରା ପରିଶ୍ରମ କରି ଚେଷ୍ଟା କରିନିଅନ୍ତୁ , ଏହି କଥାର ପୁରା ଚାନ୍ସ ଅଛି କି ଆପଣଙ୍କ କାମ ହୋଇଯିବ , ଆପଣଙ୍କ ଭାଗ୍ୟକୁ ଅଧିକା ଚମକାଇବାପାଇଁ ମେଷ ରାଶି ବାଲା ମଙ୍ଗଳବାର ଓ ଶନିବାରକୁ ହନୁମାନ ଜୀଙ୍କୁ ରାଶିର ତେଲ ବାଲା ଦୀପ ଲଗାନ୍ତୁ ।

କର୍କଟ ରାଶି : ଏହି ରାଶିର ଲୋକଙ୍କୁ ପୁରୁଣା ସ୍ୱପ୍ନ ଅକ୍ଟୋବର ମାସର ପ୍ରଥମ ସପ୍ତାହରେ ସତ ହୋଇଯିବ , ଯଦି ଆପଣ ଗତ କିଛି ବର୍ଷ ହେଲା କେଉଁ ଖାସ୍ କାମ କରିବାକୁ ଭାବୁଛନ୍ତି ତେବେ ଅକ୍ଟୋବର ମାସର ପ୍ରଥମ ସପ୍ତାହରେ ଏହାକୁ ନିଶ୍ଚିତ କରିନିଅନ୍ତୁ , ଆପଣଙ୍କ କାମ ସହଜରେ ହୋଇଯିବ , ଏହା ସହ କର୍କଟ ରାଶିର ଲୋକଙ୍କୁ ଧନ ଲାଭ ହେବାର ଯୋଗ ହେଉଛି, ଏହି ସପ୍ତାହରେ ଆପଣଙ୍କୁ କେଉଁଠୁ ଅଚାନକ ଧନର ପ୍ରାପ୍ତି ହୋଇପାରେ , ଏହିକଥାର ଚ୍ୟାନ୍ସ ବଢାଇବାପାଇଁ ଲକ୍ଷ୍ମୀଜୀଙ୍କ ଆରତୀ ନିଶ୍ଚିତ କରନ୍ତୁ ।

କନ୍ୟା ରାଶି : ଏହି ରାଶିର ସବୁ ବିଗିଡିଥିବା ଓ ଅଟକିଥିବା କାମ ଅକ୍ଟୋବରର ପ୍ରଥମ ସପ୍ତାହରେ ପୁରା ହୋଇଯିବ , ତାହା ସହ ଏହି ସପ୍ତାହରେ ଆପଣଙ୍କ ଜୀବନରେ କେଉଁ ନୁଆ ବ୍ୟକ୍ତି ଏଣ୍ଟ୍ରି ନେବାର ଯୋଗ ହେଉଛି, ଏହି ନୁଆ ବ୍ୟକ୍ତି ଆପଣଙ୍କ ଆସୁଥିବା ଜୀବନରେ ଗଭୀର ପ୍ରଭାବ ପକାଇପାରେ , ଏହି ବ୍ୟକ୍ତି କାରଣରୁ ଆପଣଙ୍କ ଆସୁଥିବା କାଲି ପାଇଁ ବହୁତ ଫାଇଦା ହେବ , ଏଥିପାଇଁ ଏହି ସପ୍ତାହରେ ଆପଣ ଯେତେ ବି ମଉକା ମିଳିପାରିବ ତେବେ ତାହାକୁ ହାତରୁ ଯିବାକୁ ଦିଅନ୍ତୁ ନାହିଁ,  କନ୍ୟା ରାଶିର ଲୋକେ ଏହି ସପ୍ତାହରେ ଶିବଙ୍କ ପାଖରେ ସବୁଦିନ ଜଳ ସମର୍ପଣ କରନ୍ତୁ । ଓ ଶିବଙ୍କୁ ପ୍ରସନ୍ନ କରିବାକୁ ଚେଷ୍ଟା କରନ୍ତୁ ।

କୁମ୍ଭ ରାଶି : ଏହି ରାଶିର ଲୋକଙ୍କ ପାଇଁ ଅକ୍ଟୋବର ମାସର ପ୍ରଥମ ସପ୍ତାହ ସୁଖମୟ ହେବାର ଅଛି , ଏହି ସପ୍ତାହରେ ଆପଣଙ୍କ ପାଇଁ ଆନନ୍ଦଦାୟକ ହେବ , ଆପଣଙ୍କ ଜୀବନରେ ଯେତେ ବି ପୁରୁଣା ଦୁଃଖ ଅଛି ତାହାର ନିବାରଣ ଏହି ସପ୍ତାହରେ ହୋଇଯିବାର ଅହି , ତାହା ସହ ଏହି ସପ୍ତାହରେ ଆପଣ କେଉଁ ଆଡେ ଯାତ୍ରା କରୁଛନ୍ତି ଆପଣଙ୍କୁ କିଛି ନୁଆ ସରପ୍ରାଇଜ୍ ମିଳିବାର ଅଛି , କୁମ୍ଭ ରାଶିର ଜାତକରେ ଏହି ସପ୍ତାହରେ ବିଷ୍ଣୁ ଭଗବାନଙ୍କୁ ପ୍ରସନ୍ନ କରିବାକୁ ଚେଷ୍ଟା କରନ୍ତୁ , ହୋଇପାରିଲେ ଏହି ସପ୍ତାହରେ ଘରେ ସତ୍ୟନାରାୟଣଙ୍କ ପୁଜା କରାଇଦିଅନ୍ତୁ , ଆପଣଙ୍କୁ ଫାଇଦା ମିଳିବ

Leave a Reply

Your email address will not be published. Required fields are marked *