February 5, 2025

Odia Express

Leading Odia News Portal of Odisha

ବହୁତ୍ ହିଁ ସ୍ୱିଟ୍ ନେଚରର ହୋଇଥାନ୍ତି ଏହି ରାଶିର ଝିଅମାନେ , ଜାଣନ୍ତୁ କଣ ଆପଣଙ୍କ ରାଶି ଅଛି କି ସାମିଲ୍ ଏଥିରେ…

ଆପଣ ଦୁନିଆଁରେ କେତେ ବି ବଡ ବ୍ୟକ୍ତିତ୍ୱ ହୋଇଯାଆନ୍ତୁ ନା କାହିଁକି କିନ୍ତୁ ଆପଣ ଅନ୍ୟଙ୍କ ସହ କିପରି ବ୍ୟବହାର କରୁଛନ୍ତି ଏହା ମାଇନା ରଖିଥାଏ , ବହୁତଥର ଆମେ ଦେଖିଥାଉ କି କିଛି ଲୋକ ଅଧିକା ଶିକ୍ଷିତ ହୋଇଥାନ୍ତି କ୍ୟାରିୟରରେ ଟପ୍ ହୋଇଥାନ୍ତି , ଏହା ସହ ଫେମସ୍ ବି ହୋଇଥାନ୍ତି କିନ୍ତୁ ଏହାପରେ ଲୋକଙ୍କୁ ରେସପେକ୍ଟ୍ କରନ୍ତି ନାହିଁ , କାରଣ ତାଙ୍କର ସ୍ୱଭାବ ପୁର୍ବ ଭଳି ନଥାଏ , ଓ ସେମାନେ ଅହଂକାରୀ ହୋଇଯାଆନ୍ତି , ଯଦି ଆପଣ ଚାହଁନ୍ତି କି ଲୋକ ଆପଣଙ୍କୁ ହୃଦୟରୁ ଭଲ ପାଇବେ ତେବେ ଆପଣଙ୍କ ନେଚର ଅନ୍ୟମାନଙ୍କ ପ୍ରତି ସବୁଠାରୁ ଭଲ ଓ ଉତ୍ତମ ରହିବା ଆବଶ୍ୟକ, ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ କିଛି ଏମିତି ରାଶିଗୁଡିକ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ଜାତକରେ ଝିଅଙ୍କର ନେଚର୍ ବହୁତ ସ୍ୱିଟ୍ ହୋଇଥାଏ । ଏହି ରାଶିର ଝିଅମାନେ ବିନମ୍ର ଓ ସଫ୍ଟ ନେଚରର ହୋଇଥାନ୍ତି । ଏମାନେ ଯେଉଁ ବ୍ୟକ୍ତିଙ୍କ ସହ କଥା ହୁଅନ୍ତି ତାଙ୍କ ହୃଦୟ ଜିତିଯାଆନ୍ତି , ଏମିତି ଲୋକେ ତାଙ୍କୁ ବହୁତ ପସନ୍ଦ କରନ୍ତି , ତେବେ ଆସନ୍ତୁ ଜାଣିବା ଏହି ରାଶିର ଝିଅମାନଙ୍କର ବିଷୟରେ ।

୧) ମିଥୁନ ରାଶି : ଏହି ରାଶିର ଝିଅ ସମସ୍ତଙ୍କ ସହ ସମାନ ବ୍ୟବହାର କରନ୍ତି । ଏହି ସବୁ ଲୋକଙ୍କ ସହ ସମାନ ନଜରରେ ଦେଖନ୍ତି । ସେ ଧନୀ ହେଉ କିମ୍ବା ଗରିବ,  ତାଙ୍କୁ କିଛି ବି ଫରକ ପଡେ ନାହିଁ , ଏମାନଙ୍କ ଲାଇଫ୍ ରେ ଗୋଟେ କଥା ଚଳେ ଜୀବନ ହେଉଛି ଦୁଇଦିନର ସମସ୍ତଙ୍କୁ ଭଲ ବ୍ୟବହାର କର,  ଏମାନଙ୍କ ଏହି ସ୍ୱଭାବ ଯୋଗୁଁ ଲୋକେ ଏମାନଙ୍କୁ ବହୁତ ପସନ୍ଦ କରନ୍ତି , ଯେବେ ସେମାନେ ଅନ୍ୟ ମାନଙ୍କୁ ଭଲ ବ୍ୟବହାର କରନ୍ତି ତାଙ୍କୁ ସେହି ବଦଳରେ ଭଲ ବ୍ୟବହାର ହିଁ ମିଳିଥାଏ ।

୨) କନ୍ୟା ରାଶି : ଏହି ରାଶିର ଝିଅ ମାନେ ବହୁତ ମିଳାମିଶା ନେଚରର ହୋଇଥାନ୍ତି , ଏମାନେ କେଉଁ ବ୍ୟକ୍ତିଙ୍କ ସହ ସହଜରେ ମିଶିଯାଆନ୍ତି , ଏମାନଙ୍କ ଏକ୍ ଖାସ୍ କଥା ଏହାକି କେବଳ ଚିହ୍ନାପରିଚିତ ଲୋକ ନୁହେଁ ଅପରିଚିତ ଲୋକଙ୍କ ସହ ଭଲ ବ୍ୟବହାର କରନ୍ତି , ଭଲ ସ୍ୱଭାବ ଥିବା ହେତୁ ବହୁତ ସାହାଯ୍ୟକାରୀ ବି ହୋଇଥାନ୍ତି , ଅନ୍ୟଙ୍କୁ ସାହାଯ୍ୟ କରିବା ଏମାନଙ୍କୁ ଭଲ ଭାବେ ଜଣା, ଏମାନଙ୍କ ଏହି କାର୍ଯ୍ୟ ଯୋଗୁଁ ବହୁତ ବନ୍ଧୁତା ହୋଇଯାଏ , ଏହି ରାଶିର ଝିଅ ନିଜ ନେଚର କାରଣରୁ ଫ୍ରେଣ୍ତ ସର୍କଲ୍ ବି ବହୁତ ଲୋକପ୍ରିୟତା ପାଆନ୍ତି , ଲୋକେ ଏମାନଙ୍କ ପଛରେ ବହୁତ ପ୍ରଶଂସା କରନ୍ତି ।

୩) ତୁଳା ରାଶି : ଏହି ରାଶିର ଝିଅ ବହୁତ ସ୍ୱିଟ୍ ହୋଇଥାନ୍ତି , ଏମାନଙ୍କ କଥା କହିବାର ତରିକା ମଧୁର ହୋଇଥାଏ , ଯିଏ ବି ଏମାନଙ୍କ ସହ କଥାବାର୍ତ୍ତା କରେ ସେ ତାଙ୍କ କଥାରେ ହଜିଯାଏ , ସେମାନେ ନିଜର ସ୍ୱିଟ୍ ନେଚର୍ ସକାଶେ ନିଜର ଫ୍ୟାନ୍ କରିଦିଅନ୍ତି । ବହୁତ ଥର ଲୋକେ ତାଙ୍କର ସ୍ୱିଟ୍ ନେଚର୍ ସକାଶେ ପ୍ରେମର ଇଶାରା ବୋଲି ଭାବିବସନ୍ତି , ଏମାନଙ୍କ ମନରେ ସେମିତି କିଛି ନଥାଏ , ଏମାନେ ଲୋକଙ୍କ ସହ ଭଲ ବ୍ୟବହାର ବି କରନ୍ତି , ଏମାନେ ଗ୍ରୁପରେ ଫେବରାଇଟ୍ ହୋଇଥାନ୍ତି ।

୪) କୁମ୍ଭ ରାଶି : ଏହି ରାଶିର ଝିଅ ଯେବେ କାହା ସହ କଥାବାର୍ତ୍ତା କରନ୍ତି ତେବେ ତାଙ୍କ ଚେହେରାରେ ହସ ଆସିଯାଏ , ଏମାନଙ୍କ ସେନ୍ସ ଅଫ୍ ହ୍ୟୁମର୍ ବହୁତ ଭଲ ହୋଇଥାଏ , ଏମାନେ ହସି ମଜାକ୍ ରେ ସମସ୍ତଙ୍କ ହୃଦୟ ଜିତିନେଇଥାନ୍ତି ।

Leave a Reply

Your email address will not be published. Required fields are marked *