December 21, 2024

Odia Express

Leading Odia News Portal of Odisha

ଆଜିର ମଜାଦାର ପ୍ରଶ୍ନ – POLICE ର ଫୁଲଫର୍ମ କଣ ଅଟେ ? ବୁଦ୍ଧିମାନଲୋକ ଉତ୍ତର ଦେଇକି ଦେଖନ୍ତୁ..

ବନ୍ଧୁଗଣ, ୟୁପିଏସ୍ ପରୀକ୍ଷା କୁ ନେଇକରି ଲୋକଙ୍କର ମନରେ ନାନାପ୍ରକାର ପ୍ରଶ୍ନ ଆସେ , ଏହି ପରୀକ୍ଷାରେ ପଚାରାଯାଇଥିବା ପ୍ରଶ୍ନ ସବୁବେଳେ ଚର୍ଚ୍ଚାରେ ରହିଥାଏ,  ଆଇଏଏସ୍ ଇଣ୍ଟରଭ୍ୟୁ ପ୍ରତିଷ୍ଠିତ ସିଭିଲ୍ ସେବା ପରୀକ୍ଷା ର ଲାଷ୍ଟ ଷ୍ଟେଜ୍ ହୋଇଥାଏ,  ଯାହା ପାଖରେ ପହଞ୍ଚିପାରିବା ବହୁତ ଜରୁରୀ ହୋଇଥାଏ,  ଏହି ଷ୍ଟେଜରେ ପହଞ୍ଚିବାପାଇଁ କ୍ୟାଣ୍ତିଡେଟ୍ ମାନଙ୍କୁ ଆଇଏଏସ୍ ସହିତ ଅନ୍ୟ ବିଭିନ୍ନ ସେବାର ପଦ ପାଇଁ ବଛାଯାଇଥାଏ,  ସିଭିଲ୍ ସର୍ଭିସେସ୍ ଯେପରି ଆଇଏଏସ୍ , ଆଇପିଏସ୍, ଇଣ୍ଟରଭ୍ୟୁରେ କିଛି ଖାସ୍ ପ୍ରଶ୍ନ କରାଯାଏ , ଯାହାର ଉତ୍ତର ନ କହିପାରିଲେ ତୁରନ୍ତ କ୍ୟାଣ୍ତିଡେଟ୍ ଙ୍କୁ ରିଜେକ୍ଟ୍ କରାଯାଇପାରେ , ୟୁପିଏସ୍ ସି ଇଣ୍ଟରଭ୍ୟୁରେ ଏହି ପ୍ରକାରର ନଜରିଆ, ତର୍କଶକ୍ତି, ଓ କ୍ୟାଣ୍ତିଡେଟ୍ ର ପର୍ସନାଲିଟୀକୁ ଦେଖିକରି ଏମିତି ପ୍ରଶ୍ନ କରାଯାଏ , ଏହି ପ୍ରଶ୍ନର ସଠିକ୍ ଉତ୍ତର ଦେଇକରି କ୍ୟାଣ୍ତିଡେଟ୍ ଚାକିରି ପାଈଥାନ୍ତି ।

ମରିଯାଈଥିବା ଲୋକଙ୍କ ଫଟୋରେ ମାଳା କଣ୍ ପାଇଁ ପିନ୍ଧାହୁଏ ? ଉତ୍ତର- ଯେଉଁ ପ୍ରକାରର ଆମେ ଭଗବାନଙ୍କୁ ପୁଜା କରିବାପାଇଁ ହାରର ମାଳା ଚଢାଇଥାଉ , ଠିକ୍ ସେହିପରି ମୃତ ବ୍ୟକ୍ତିର ସମ୍ମାନ ଓ ପ୍ରେମ ଦର୍ଶାଈବାପାଇଁ ମାଳା ଚଢାଯାଏ, ଓ ବଂଶନାନୁକ୍ରମେ ମିଳିଥିବା ସଂମ୍ପତ୍ତି, ଶିକ୍ଷା ଓ ନାଁ ପାଇଁ ସମ୍ମାନ ଦିଆଯାଏ ।

ସେ କେଉଁ ଭିକାରୀ ନୁହେଁ ଯିଏ ପଇସା ମାଗିଥାଏ ? ଝିଅନୁହେଁ କିନ୍ତୁ ପର୍ସ ରଖିଥାଏ,  ପୁଜାରୀ ନୁହେଁ କିନ୍ତୁ ଘଣ୍ଟି ବଯାଇଥାଏ । ଉତ୍ତର –କଣ୍ତକ୍ଟର୍ ।

କଣ ହେବ ଯଦି ପୃଥିବୀ ଓଲଟା ବୁଲିବାକୁ ଲାଗେ ? ଉତ୍ତର ? ପୃଥିବୀ ଯଦି ଓଲଟା ବୁଲିଥାଏ ତେବେ ପବନ ନିଜ ଦିଗ ବଦଳାଇଦେବ , ପୃଥିବୀର ପଶ୍ଚିମ ଭାଗ ଥଣ୍ତାଓ ପୁର୍ବ ଭାଗ ଗରମ ହୋଇଯିବ , ସବୁଠାରୁ ବେଶୀ ପରିବର୍ତ୍ତନ ଜଳବାୟୁର ହେବ , ଆଜି ଦୁନିଆଁରେ ସବୁ ମିଶାଈକରି ୪୨୦ ଲକ୍ଷ କିମି ୨ ବାଲା ଭାଗ ମରୁଭୁମି ଅଟେ, ଓ ପୃଥିବୀ ବୁଲିଗଲେ ଏହା କମିଯାଇ ୩୨୦ ଲକ୍ଷ କିମି ୨ ଟି ହୋଇଯିବ,  ସବୁ ଯାଗାରେ ସବୁଜ ବର୍ଣ୍ଣାନୀ ଦେଖାଦେବ । ସାହାରା ମରୁଭୁମି ପୁରା ଶେଷ ହୋଇଯିବ , ବ୍ରାଜିଲ୍ ଓ ଆର୍ଜେଣ୍ଟିନା ଦୁହେଁ ସବୁଠାରୁ ବଡ ମରୁଭୁମି ହୋଇଯିବେ , ବଦଳୁଥିବା ଜଳବାୟୁ କାରଣରୁ ଜୀବଜନ୍ତୁ ସମୁଦ୍ରରେ ଅଲଗା ଅଲଗା ଯାଗା ଯାଇପାରିବେ ,

କେଉଁ ଦେଶର ଝିଅକୁ ବାହାହେଲେ ସରକାରୀ ଚାକିରି ମିଳିଥାଏ ? ଉତ୍ତର : ଆଇସଲ୍ୟାଣ୍ତ ଦେଶର ଝିଅଙ୍କୁ ବିବାହ କଲେ ସରକାରୀ ଚାକିରି ମିଳିଥାଏ , ପ୍ରାୟ ତିନି ଲକ୍ଷ ପ୍ରତି ମାସ ବେତନ ସହ ଚାକିରି ସେଠାକାର ନାଗରିକତା ମାଗଣା ଦିଆଯାଏ, ଏମିତି ସେଠାରେ ନିୟମ ଅଛି ।

ପୋଲିସ୍ ର ଫୁଲଫର୍ମ କଣ ଅଟେ ? ଉତ୍ତର- Police publice officer for legel investigation and criminial emergency

ଏମିତି କେଉଁ ଶବ୍ଦ ଅଛି ଯାହାକୁ ଆମେ ଦେଖିଥାଉ କିନ୍ତୁ ପଢିନଥାଉ ? ଉତ୍ତର : ନାହିଁ

ବାୟୁରେ କଣ ଦେଖାଯାଏ ? ଉତ୍ତର- ବାୟୁରେ ମୁଳରୁପରେ ନାଇଟ୍ରୋଜେନ୍ ଓ ଅକ୍ସିଜେନ୍ ରହିଥାଏ,  ଯାହା ପାରଦର୍ତ୍ତି ଗ୍ୟାସ୍ ଅଟେ , ଯେବେ ଏହା ଉପରେ ଆଲୋକ କିରଣ ପଡିଥାଏ,  ତେବେ ପ୍ରତିବିମ୍ବ ହୁଏ ନାହିଁ , ଯାହାର କାରଣରୁ ଏହା ଦେଖାଯାଏ ନାହିଁ ।

ଝିଅକୁ ପଚାରାଗଲାକି ଅଫିସ୍ ରେ ଆସିକରି ତୁମକୁ କେଉଁ ପୁଅ ସେଲଫି ନେବାପାଇଁ ଚାହିଁଲେ କଣକରିବେ ? ଉତ୍ତର ଏହାର ଉତ୍ତରରେ ଝିଅ କହିଲା କାରଣ ଅଫିସର୍ ସମାଜରେ ସେବକ ହୋଇକରି ଲୋକଙ୍କର ସେବା କରୁଛେ , ତେବେ ଲୋକ ତାଙ୍କ ଫ୍ୟାନ୍ ହୋଇଯାଆନ୍ତି  ଫଟୋ ଉଠାଇବାକୁ ଚାହଁନ୍ତି , ଗୋଟେ ଅଫିସର୍ କେଉଁ ସେଲିବ୍ରେଟିରୁ କମ୍ ହୋଇନଥାଏ , ଏମିତିରେ ସେଲଫି ଉଠାଇବା ଦରକାର କି ନାହୀଁ ଏହା ପରିସ୍ଥିତି ଉପରେ ନିର୍ଭର କରିଥାଏ ।

ପୁଅଙ୍କ ପୁରା ଚେହେରାରେ ଦାଢୀ କଣ ପାଇଁ ହୁଏ ? ଉତ୍ତର: ପୁରୁଷଙ୍କ ଦାଢି ବାହାରିବା ସେକ୍ସୁଆଲ୍ ରୁପରେ ମ୍ୟାଚୋର୍ ହେବାର ପରିଚୟ ହୋଇଥାଏ,  ସେମିତି ଡାଇ ହାଇଡ୍ରୋ ଟେଷ୍ଟୋଷ୍ଟିରିନ୍ କାରଣରୁ ପୁରୁଷଙ୍କ ହେୟାରରେ ଫଲିକଲ୍ ଉତ୍ତୋଜିତ ହୋଇଥାଏ ।

ସେ କେଉଂ ପଶୁ ଅଟେ ଯିଏ ଆଘାତ ପାଇବାପରେ ମଣିଷ ପରି କାନ୍ଦିଥାଏ ? ଉତ୍ତର : ଭାଲୁ

ସେ କେଉଁ ଦେଶ ଅଟେ ଯେଉଁଠି ନୀଳ ରଙ୍ଗର ଜିନ୍ସ ପିନ୍ଧିପାରିବେ ନାହିଁ ? ଉତ୍ତର : ସାଉଥ୍ କୋରିଆ

ପେଟ୍ରୋଲ୍ କୁ ହିନ୍ଦୀରେ କଣ କହନ୍ତି ? ଉତ୍ତର : ଶିଲାତୋଲ କିମ୍ବା ଧ୍ରୁବ ସ୍ୱର୍ଣ୍ଣ ।

କେଉଁ ଖାଦ୍ୟ ଏମିତି ହୋଇଥାଏ ଯାହା ଖାଇବାପରେ ହଜାର ବର୍ଷ ପର୍ଯ୍ୟନ୍ତ ଖରପ ହୁଏ ନାହିଁ  ? ଉତ୍ତର- ମହୁ , ମହୁମାଛି ମହୁ ଦିଅନ୍ତି , ଓ ଏହା ବହୁତ ବର୍ଷ ଯାଏଁ ନଷ୍ଟ ହୁଏ ନାହିଁ , ହଜାର ବର୍ଷ ଯାଏଁ ଷ୍ଟୋର୍ କରି ରଖିଲେ କିଛି ହେବ ନାହିଁ , ଏଥିରେ କିଛି ବାସ୍ନା ଆସେ ନାହିଁ , ଗାଁରେ ତ ମହୁ ଯେତେ ପୁରୁଣା ହେବ , ତାହା ସେତିକି ଶୁଦ୍ଧ ଓ ଗୁଣକାରୀ ମାନାଯାଏ ।

କିଛି ଲୋକ ନିଦରେ କଣ ପାଇଁ ଚାଲନ୍ତି ? ଉତ୍ତର  ଏକ ସୋଧ ଅନୁସାରେ ଆମର ଶରିରରେ ସ୍ଥିତ କ୍ରୋମୋଜମ୍ ୨୦ ନଷ୍ଟ କାରଣରୁ ଏମିତି ହୋଇଥାଏ , ଦ୍ୱିତୀୟ କାରଣ ଜେନେଟିକ୍ ହୋଇଥାଏ,  ଏଥିରେ ନିଦ ପୁରା ନହେବା,  ଆଲକୋହଲ୍, ଡିପ୍ରେସନ୍, କିମ୍ବା କେଉଁ କଥାଉ ଅଧିକା ଚିନ୍ତା କରିବା, କୁ ନେଇ ନିଦରେ ଚାଳିବାକୁ ଲାଗିଥାନ୍ତି ।

ସିଙ୍ଗଡାକୁ ଇଂରାଜୀରେ କଣ କୁହାଯାଏ ? ଉତ୍ତର: Curry puff Rissole

Leave a Reply

Your email address will not be published. Required fields are marked *