February 5, 2025

Odia Express

Leading Odia News Portal of Odisha

ଦେଖନ୍ତୁ ଗୋବିନ୍ଦାଙ୍କ ଭାଣିଜୀ ଯିଏ ଅଟନ୍ତି ଟିଭିର ଲୋକପ୍ରିୟ ଅଭିନେତ୍ରୀ କରୁଛନ୍ତି ଲକ୍ଷାଧିକ ଲୋକଙ୍କ ହୃଦୟରେ ରାଜ୍, ନାଁ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ..

୯୦ ଦଶକରେ ଫିଲ୍ମ ଦୁନିଆଁର ସୁପରଷ୍ଟାର୍ ଗୋବିନ୍ଦା ନିଜ କ୍ୟାରିୟରର ଆରମ୍ଭରୁ ଗୋଟିଏରୁ ବଳି ଗୋଟେ ସୁପରହିଟ୍ ଫିଲ୍ମ ଦେଇଛନ୍ତି , ବଲିଉଡ୍ ରେ ଗୋବିନ୍ଦା ଓ ଡେଭିଡ୍ ଧବନଙ୍କ ଯୋଡି ସଫଳତାର ଆଉ ଏକ ନାଁ ବୋଲି ଜଣାଯାଏ , ଗୋବିନ୍ଦାଙ୍କ ପରେ ତାଙ୍କ ଝିଅ ଟିନା ଆହୁଜା ବି ଫିଲ୍ମରେ ଆସିଥିଲେ , ଓ ସେ ଏବେ ପଞ୍ଜାବୀ ଫିଲ୍ମରେ କାମ କରୁଛନ୍ତି । କିନ୍ତୁ ସମସ୍ତେ ଯେପରି ଜାଣିଛନ୍ତି କି ଆଜିର ସମୟରେ ଲୋକେ ବଡ ପର୍ଦାରେ କାମ କରୁଥିବା ଅଭିନେତ୍ରୀ ଅପେକ୍ଷା ଛୋଟ ପର୍ଦାରେ କାମକରୁଥିବା ଅଭିନେତ୍ରୀଙ୍କୁ ବେଶୀ ପସନ୍ଦ କରୁଛନ୍ତି ,କାରଣ ସେମାନେ ନିଜର ସୁନ୍ଦରତା ମାମଲାରେ ବଲିଉଡ୍ ର ବଡ ବଡ୍ ଅଭିନେତ୍ରୀଙ୍କୁ ପଛରେ ପକାଇଦେବ , ଏହି କଥା ସତ କି ଆମର ଦେଶରେ ଲୋକ ଯେତେ ଭଲ ପାଆନ୍ତି ବଲିଉଡ୍ ଅଭିନେତ୍ରୀଙ୍କୁ  , ସେତିକି ଛୋଟ ଅଭିନେତ୍ରୀଙ୍କୁ ବି କରିଥାନ୍ତି ।

କିନ୍ତୁ ଟେଲିଭିଜନର କିଛି ଏପରି ଅଭିନେତ୍ରୀ ଅଛନ୍ତି  ଯିଏକି ବଲିଉଡ୍ ଅଭିନେତ୍ରୀଙ୍କ ଠାରୁ ଅଧିକା ଫେମସ୍ ଅଛନ୍ତି , ଆଜି ଆମେ କଥା ହେଉଛୁ ବଲିଉଡ୍ ର ପ୍ରସିଦ୍ଧ ଅଭିନେତା ଗୋବିନ୍ଦାଙ୍କ ଭାଣିଜୀଙ୍କ ବିଷୟରେ , ଯିଏ ଟିଭି ଇଣ୍ତଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ହିସାବରେ ଜଣାଯାଆନ୍ତି , ବୋଧେ ଆପଣ ତାଙ୍କୁ ଆପଣ ବହୁତ ଶୋରେ ଦେଖିଥିବେ , କିନ୍ତୁ ଆଜି ଆପଣ ଜାଣିନିଅନ୍ତୁ ଅସଲରେ ସେ ଗୋବିନ୍ଦାଙ୍କ ଅସଲ ଭାଣିଜୀ ଅଟନ୍ତି । ତାଙ୍କ ନାଁ ରାଗିନୀ ଖାନ୍ନା ଅଟେ , ଯିଏ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି , ରାଗିନୀ ନିଜ କ୍ୟାରିୟରର ଆରମ୍ଭ ରାଧା କି ବେଟିଆଁ କୁଛ୍ କର୍ ଦିଖାଏଙ୍ଗି ନାମକ ଟିଭି ସିରିଆଲ୍ ରୁ କରିଥିଲେ , ଏହାପରେ ସେ ଶଶୁରାଲ୍ ଗେଣ୍ତାଫୁଲ୍ ରେ ସୁହାନା ଅଭିନୟ ଦ୍ୱାରା ବହୁତ ଲୋକପ୍ରିୟତା ଅର୍ଜନ କରିଛନ୍ତି ।

କମର୍ସରେ ମାଷ୍ଟର୍ ଡିଗ୍ରୀ କରିଥିବା ରାଗିନୀ ପ୍ରାୟ ୨୫ ଟି ଆଡ୍ ଏଜେନ୍ସିରେ କାମ କରିଛନ୍ତି , ରାଗିନୀଙ୍କ ଇଚ୍ଛା ଥିଲା କି ସେ ସିଙ୍ଗର୍ ହେବେ , କିନ୍ତୁ ତାଙ୍କ ଭାଗ୍ୟରେ ଅଭିନେତ୍ରୀ ହେବାର ଥିଲା , ରାଗିନୀ ସିଙ୍ଗିଙ୍ଗ୍ ପାଇଁ ପ୍ରୋଫେସନାଲ୍ ଟ୍ରେନିଙ୍ଗ୍ ବି ନେଇଥିଲେ । ଝଲକ ଦିଖ୍ ଲା ଜାର ପଞ୍ଚମ ସିଜିନ୍ ରେ ରାଗିନୀ ସବୁଠାରୁ ଅଧିକା ଭୋଟ୍ ପାଇଥିବା ଡାନ୍ସର୍ସଙ୍କ ଭିତରୁ ଜଣେଥିଲେ । ଟିଭି ଶୋ ଶଶୁରାଲ୍ ଗେଣ୍ତା ଫୁଲ୍ ପରେ ରାଗିନୀ ଶେଷଥର ଲାଇଫ୍ ଓକେର କୁକୁରୀ ଶୋ ୱେଲକ୍ମ୍ ବାଜି ମେହମାନ୍ ନବାଜୀ ରେ ଦେଖାଯାଈଥିଲେ , କହିଦେବୁ କି ରାଗିନୀ ବଡ ବଡ ଶୋ ପାଇଁ ଯେଉଁଥିରେ ଇଣ୍ତିଆଜ୍ ବେଷ୍ଟ ଡ୍ରାମେବାଜ୍ ଝଲକ୍ ଦିଖଲା ଜା, ଗ୍ୟାଙ୍ଗ୍ସ ଅଫ୍ ହସିପୁର , ଭାସ୍କର ଭାରତ ନାଁ ବି ସାମିଲ୍ ଅଛି ।  ଛୋଟ ପର୍ଦାରେ ବହୁତ ଧାରାବାହିକରେ ସେ ଅତିଥି କଳାକାର ବି ହୋଇଥିଲେ

ସଲମାନଙ୍କ ହୋଷ୍ଟେସ୍ ଶୋ ଦସ୍ କା ଦମ୍ ରେ ରାଗିନୀ ୧୦ ଲକ୍ଷ ଟଙ୍କା ଜିତିଥିଲେ , ଏହି ପଇସାକୁ ସେ ଡୋନେଟ୍ କରିଥିଲେ ,ଛୋଟ ପର୍ଦା ଛଡା ରାଗିନୀ ବଡ ପର୍ଦାରେ କାମ କରିବାପାଇଁ ଚେଷ୍ଟା କରିଥିଲେ,  ରାଗିନୀ ରାକେଶ ଓମପ୍ରକାଶଙ୍କ ଫିଲ୍ମ ତିନ୍ ଥେ ଭାଇ ରୁ ଡେବ୍ୟୁ କଲେ , କିନ୍ତୁ ଦୁର୍ଭାଗ୍ୟ ବଶତଃ ଏହି ଫିଲ୍ମ ବକ୍ସ ଅଫିସ୍ ରେ ପ୍ଲପ୍ ହେଲା , ରାଗିନୀ ବହୁତ ସମୟରୁ କେଉଁ ବଡ ପ୍ରୋଜେକ୍ଟରେ ଭାଗ ନାହାନ୍ତି , ଏହି ଫଟୋଗୁଡିକରୁ ଦେଖିକରି ଜାଣିପାରୁଥିବେ କେତେ ସୁନ୍ଦର ଦେଖାଯାଉଛନ୍ତି , ସେ ବହୁତ ସମୟ ସୋସିଆଲ୍ ମିଡିଆରେ ବି ଆକ୍ଟିଭ୍ ରୁହନ୍ତି , ତାଙ୍କର ପ୍ରସଂଶକ ଲକ୍ଷାଧିକ ସଂଖ୍ୟାରେ ଅଛନ୍ତି , ସେ ନିଜ ଫ୍ୟାନ୍ସଙ୍କ ପାଇଁ ସୁନ୍ଦର ଫଟୋଗୁଡୀକ ସେୟାର୍ କରନ୍ତି , ଯାହାକୁ ଲକ୍ଷାଧିକ ଲୋକ ପସନ୍ଦ ବି କରନ୍ତି ।

Leave a Reply

Your email address will not be published. Required fields are marked *