December 21, 2024

Odia Express

Leading Odia News Portal of Odisha

ଶୁଦ୍ଧ ଶାକାହାରୀ ଅଟନ୍ତି ମୁକେଶ ଅମ୍ବାନୀ, ଖାଇବାକୁ ପସନ୍ଦ କରନ୍ତି ସାଧା ଡାଲି ଚାଉଳ ଓ ରୁଟି – ଜାଣିରଖନ୍ତୁ କଣ ଏହାର କାରଣ..

ମୁକେଶ ଅମ୍ୱାନୀ ଆଉଥରେ ଦେଶର ସବୁଠାରୁ ଧନୀ ବ୍ୟକ୍ତି ହୋଇଯାଇଛନ୍ତି , ଲଗାତାର ବହୁତ ବର୍ଷ ପର୍ଯ୍ୟନ୍ତ ସେ ନିଜ ସଂମ୍ପତ୍ତି ମାମଲାରେ ସମସ୍ତଙ୍କୁ ପଛରେ ପକାଇଦେଇଛନ୍ତି , ଆପଣଙ୍କୁ ଲାଗୁଥିବ କି ମୁକେଶ ଅମ୍ବାନୀ ରୟାଲ୍ ଲାଇଫ୍ ବଞ୍ଚିବାକୁ ଚାହୁଁଥିବେ , ତାଙ୍କୁ ସବୁବେଳେ ଏସିରେ ରହିବା ପସନ୍ଦ ହେଉଥିବ , ତାଙ୍କର ସବୁ ୱାର୍କସ କାମ କରୁଥିବେ ଏହା ସେମିତି ନୁହେଁ । ଆସନ୍ତୁ ଜାଣିବା କେଉଁ ଜିନିଷ ତାଙ୍କୁ ସବୁଠାରୁ ଅଧିକା ଖାସ୍ କରିଥାଏ , ମୁକେଶ ଅମ୍ବାନୀ ଶାକାହାରୀ ଅଟନ୍ତି ତାଙ୍କୁ ଭାରତୀୟ ଖାଦ୍ୟ ବହୁତ ପସନ୍ଦ ଅଟେ,  ଖାସ୍ କରି ଭାତ,ଡାଲି ଓ ରୁଟି ଖାଇବା ସେ ପସନ୍ଦ କରନ୍ତି , ରାସ୍ତା ପାଖରେ ଷ୍ଟଲ୍ ଅଛି ତେବେ ଖାଇବାର ତାଙ୍କୁ ମନ ଅଛି ତେବେ ସେ ଠିଆ ହୋଇକରି ଖାଇବା ପସନ୍ଦ କରନ୍ତି , ମୁକେଶ ଅମ୍ବାନୀଙ୍କୁ ତାଜ କୋଲବା ଚାଟ୍ ପସନ୍ଦ ଅଟେ, ସେ ଅଧିକାଂଶ ସମୟ ଯାଇକରି ଚାଟ୍ ଖାଇଥାନ୍ତି

ଏହା ଛଡା ମୈସୁର୍ କ୍ୟାଫେ ଖାଇବା ପସନ୍ଦ କରନ୍ତି , ସେ ସପ୍ତାହକୁ ଥରେ ସେଠାକୁ ଯାଇଥାନ୍ତି , ମୁକେଶଙ୍କ ଘରେ ଲୋକ ମୁକ୍କୁ ନାଁରେ ତାଙ୍କୁ ଡକାଇଥାନ୍ତି , ଓ ଭଉଣୀ ଭିଣେଇ ତାଙ୍କୁ ମୁକ୍ସ ନାଁରେ ଡକାଇଥାନ୍ତି , ଭାରତର ସବୁଠାରୁ ଧନୀ ବ୍ୟକ୍ତି ହେବା ପରେ ବି ମୁକେଶ ଆଣ୍ଟଲିଆରେ ଆସୁଥିବା ସବୁ ଅତିଥିଙ୍କୁ ନିଜ ହାତରେ ଖାଦ୍ୟ ପରଷନ୍ତି , ଏତିକି ନୁହେଁ ଖାଦ୍ୟ ଗେଷ୍ଟଙ୍କ ପସନ୍ଦର ହୋଇଥାଏ , ମୁକେଶ ଅମ୍ବାନୀ ଙ୍କୁ ନୀତା ଅମ୍ବାନୀ କ୍ଲାସିକାଲ୍ ଡ୍ୟାନ୍ସ ବହୁତ ପସନ୍ଦ ହୋଇଥାଏ,  ଖାଲି ସମୟରେ ନୀତା କ୍ଲାସିକାଲ୍ ଡ୍ୟାନ୍ସ କରିଥାନ୍ତି ଯାହା ମୁକେଶଙ୍କୁ ବହୁତ ପସନ୍ଦ ଲାଗେ,  ଏହା ନୁହେଁ ମୁକେଶ ନିଜ ଜନ୍ମଦିନ ମନାଇବାପସନ୍ଦ ଲାଗେନି , କିନ୍ତୁ ନିତା ଅମ୍ବାନୀ ଛୁଆଙ୍କ ବାର୍ଥ ଡେ ଧୁମ୍ ଧାମ୍ ରେ ମନାନ୍ତି ।

ମୁକେଶଙ୍କୁ ବ୍ରିଟେନ୍ ର କାର୍ ପସନ୍ଦ ଲାଗେ,  ସେ ସବୁବେଳେ ବେଣ୍ଟଲେ ଓ ମେବେକ୍ ପରି କାର୍ ରଖିଥାନ୍ତି , ମୁକେଶଙ୍କ ପାଖରେ ଏକରୁ ବଢିକରି ଗୋଟେ ମହଙ୍ଗା କାର୍ ର କଲେକ୍ସନ୍ ଅଛି , ଖାସ୍ କରି ୨ ରୋଲସ୍ ରୋୟସ୍, ୧ ମେବେଚ୍ ୬୨, ଲାମ୍ରୋଗେନି, କ୍ୟୁ ୭, ମର୍ସଡିଜ୍ ଏ କ୍ଲାସ୍ , ଓ ମର୍ସଡିଜ୍ ଏସ୍ ଏଲ୍ ୫୦୦ ପରି କାର୍ ସାମିଲ୍ ଅଛି,  ମୁକେଶ ନିଜ ସାଙ୍ଗଙ୍କୁ ଏହା କହିକରି ଆଶ୍ଚର୍ଯ୍ୟ କରିଦିଅନ୍ତି କି ସେ ଆଇଆଇଟିରେ ଆଡମିଶନ୍ ନେବେ , ମୁକେଶ ଆଇଆଇଟି ପ୍ରବେଶ ପରୀକ୍ଷାରେ ପାସ୍ କରି ସେଥିରେ ଆଡମିଶନ୍ ବି ନେଲେ , କିନ୍ତୁ କିଛି ସପ୍ତାହପରେ ଆଇଆଇଟି ଛାଡିକରି ୟୁନିଭରସିଟି ଡିପାର୍ଟମେଣ୍ଟ ଅଫ୍ କେମିକାଲ୍ ଟେକ୍ନୋଲୋଜି ୟୁଡିସିଟିରୁ ନିଜ ସାଙ୍ଗଙ୍କ ସହ ଆଡମିଶନ୍ ନେଇଗଲେ,

ମୁକେଶ ବହୁତ ବର୍ଷ ପର୍ଯ୍ୟନ୍ତ ନିଜ ଛୁଆଙ୍କୁ ୫ ଟଙ୍କା ପକେଟ୍ ଖର୍ଚ୍ଚ ଦେଲେ , ମୁକେଶଙ୍କ ମାନିବାକଥା କି ଛୁଆଙ୍କୁ ପଇସା ଦେବାପରିବର୍ତ୍ତେ ତାଙ୍କର ଦରକାରିତା ଉପଯୋଗୀ ଜିନିଷଗୁଡିକ ଆଣିବା ଭଲ ଅଟେ,  ଏହା ନୁହେଁ ମୁକେଶ ଅମ୍ବାନୀ ବ୍ରାଣ୍ତେଡ୍ କପଡାର ସଉକ ରଖନ୍ତି ନାହିଁ , ସେ ସବୁବେଳେ ଧଳା ସାର୍ଟ ଓ ଡାର୍କ ରଙ୍ଗର ପେଣ୍ଟ ପିନ୍ଧିବା ପସନ୍ଦ କରନ୍ତି , ସବୁ ମିଶାଇକରି ସେମିତି ସେ ଦୁନିଆଁର ସବୁଠାରୁ ଧନୀଶାଳୀ ବ୍ୟକ୍ତି ହୁଅନ୍ତା ନା କାହିଁକି , କିନ୍ତୁ ତାଙ୍କ ଚରିତ୍ର ବାକି ଲୋକଙ୍କ ଠାରୁ ଅଲଗା ହୋଇଥାଏ ।

Leave a Reply

Your email address will not be published. Required fields are marked *