October 20, 2024

Odia Express

Leading Odia News Portal of Odisha

ଏହି ଦୁଇଟି ରାଶିମାନଙ୍କର ସବୁବେଳେ ଧନର ଅଭାବ ରହିଥାଏ , ଯଦି ଆପଣ ବି ଏହି ଜାତକରୁ ହୋଇଥାନ୍ତି ତେବେ ଜାଣିନିଅନ୍ତୁ ଏହାର ଉପାୟ..

ସବୁ ବ୍ୟକ୍ତି ଚାହିଁଥାଏ କି ତା ପାଖରେ ପର୍ଯ୍ୟାପ୍ତ୍ ଧନ ସଂମ୍ପତ୍ତି ଥାଉ ଆଉ ଜୀବନରେ କେବେ ବି ଧନର ଅସୁବିଧା ନ ଆସୁ , ଏଥିପାଇଁ ସେ ଯଥା ସମ୍ଭବ ପ୍ରୟାସ ବି କରିଥାଏ , କିନ୍ତୁ ଆପଣ ଜାଣିଥିବେ ବହୁତ ଚେଷ୍ଟା କରିବା ସତ୍ତ୍ୱେ ବି ତା ପାଖରେ ପଇସାର ଅଭାବ ଦେଖାଦେଇଥାଏ , ଓ ଯାହା ବି ଅର୍ଜନ କରେ ତାହା ଖର୍ଚ୍ଚ ହୋଇଯାଏ , ଯେତିକି ଉପାର୍ଜନ କରେ ସେତିକି ବ୍ୟୟ ହୋଈଯାଏ , କହିବାକୁ ଗଲେ ଆପଣଙ୍କୁ ପଇସାର ଅସୁବିଧା ସାମ୍ନା କରିବାକୁ ପଡିଥାଏ , ଯଦି ଆପଣଙ୍କ ସାଥିରେ କିଛି ଏପରି ହେଉଛି ତେବେ ଆଜି ଆମେ ଆପଣଙ୍କୁ କିଛି ଉପାୟ ନେଇକରି ଆସିଛୁ , କାରଣ ଆପଣ ପରିଶ୍ରମ କରିଥିବା ବ୍ୟର୍ଥ ନଯାଉ , ଓ ବୁଝିଯିବେ କି କେବେ ନା କେବେ ଭାଗ୍ୟର ଏହା ଖେଳ ଅଟେ ଯାହା ଆପଣଙ୍କୁ ହଇରାଣ କରୁଛି , ଜ୍ୟୋତିଷ୍ୟ ଶାସ୍ତ୍ରରେ ଏମିତି ଦୁଇଟି ରାଶି ବିଷୟରେ କୁହାଯାଇଛି ଯାହାପାଇଁ ଜାତକରେ ଜୀବନ ସାରା ଧନର ଅଭାବ ସହ ଦୁଃଖ ଭୋଗୀବାକୁ ପଡିଥାଏ , ଆଜି ଆମେ ଆପଣଙ୍କୁ ଏମିତି ଦୁଇଟି ରାଶି ବିଷୟରେ କହିବାକୁ ଯାଉଛୁ , ତାହା ସହ ରାଶିର ଅନୁସାରେ କେବେ ଧନର ଅଭାବ ହୋଇପାରିବ ନାହିଁ , ତେବେ ଆସନ୍ତୁ ଜାଣିବା ସେ ଦୁଇଟି ରାଶି କେଉଁ କେଉଁ ରାଶି ଅଟେ ।

 

ଏହି ରାଶିର ଜାତକରେ ସବୁବେଳେ ରହିଥାଏ ଆଜୀବନ ଅସୁବିଧା । ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଦୁଇଟି ରାଶି ବିଷୟରେ କୁହାଯାଇଛି ଯାହାଙ୍କୁ ଆର୍ଥିକ ଅଭାବ ସହ ହଇରାଣ ହେବାକୁ ପଡିଥାଏ , ଗୋଟେ ରାଶି ହେଲା ବିଛା ରାଶି ଓ ଅନ୍ୟଟି ହେଲା ମେଷ ରାଶି , ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ମେଷ ଓ ବିଛା ଜାତକ ଆର୍ଥିକ ରୁପରେ ଦୁର୍ବଳ ଅଟନ୍ତି , ଏମାନଙ୍କ ଭାଗ୍ୟରେ ଧନର ସୁଖ କମ୍ ହୋଇଥାଏ , କିନ୍ତୁ ଯେପରି ଆମେ ଜାଣିଛୁ , ଏହି ସମସ୍ୟାରୁ ଲଢିବାପାଇଁ ଏକ ଉପାୟ ବି ଅଛି , ଯାହା ଦ୍ୱାରା ଆପଣ ଯଦି ଇଷ୍ଟ ଦେବଙ୍କ ସ୍ମରଣ କରି ଭକ୍ତି ଭାବରେ ପୁଜା କରନ୍ତି ତେବେ ନିୟମର ପାଳନ କରନ୍ତି ତେବେ ଅବଶ୍ୟ ଧନର ସଙ୍କଟଦୂର ହୋଇଯିବ ।

 

ମେଷ ରାଶି : ମେଷ ରାଶିଙ୍କ ଜାତକରେ ସଂନ୍ଧ୍ୟ ସମୟରେ ଘରର ମୁଖ୍ୟ ଦ୍ୱାରରେ ତେଲର ଦୀପ ଲଗାଇବା ଉଚିତ୍ ,ଅଧିକା ଫାଇଦା ପାଈଁ ଦୁଇଟି କଳା ଲଙ୍କା ପକାଇଦେବେ , ଏହା ଦ୍ୱାରା ଆର୍ଥିକ ଅବସ୍ଥାରେ ସୁଧାର ଆସିବ , ଏହା ଛଡା ଯଦି ଧନ ସଂବନ୍ଧି କିଛି ମାମଲା ଅଟକି ରହିଛି , ତେବେ ଅଧିକା ଫାଇଦା ହୋଇଥାଏ ।

 

ବିଛା ରାଶି : ବିଛା ରାଶିର ଜାତକରେ ଯଦି କେଉଁ ଭଳି ପଇସାର ଅଭାବ ଦେଖାଯାଏ କିମ୍ବା କରଜରେ ଫସିଥିଲେ ସଂନ୍ଧ୍ୟା କାଳରେ ବିଷ୍ଣୁ-ଲକ୍ଷ୍ମୀଙ୍କର ମନ୍ଦିରକୁ ଯାଆନ୍ତୁ , ଓ ସେଠାରେ ଜଳର ପାତ୍ର ନେଇ ଯାଇଥାନ୍ତୁ , ଓ ପରେ ଅଶ୍ୱତଥ ଗଛରେ ସେହି ଜଳକୁ ଚଢାଇଦିଅନ୍ତୁ , ଏହ ଛଡା ଚାହିଁଲେ ବଡ ପତ୍ର ଉପରେ ଅଟାର ଦୀପ ଲଗାଇ ହନୁମାନଜୀଙ୍କ ମନ୍ଦିରରେ ମଙ୍ଗଳବାର ରଖନ୍ତୁ , ଏହି ଦୁହେଁ ଉପାୟ କରିବାପରେ ଜଲଦି ହିଁ ଆପଣଙ୍କୁ ଆର୍ଥିକ ଅସୁବିଧାରୁ ମୁକ୍ତି ମିଳିବ ।

Leave a Reply

Your email address will not be published. Required fields are marked *