October 20, 2024

Odia Express

Leading Odia News Portal of Odisha

ସ୍ୱାମୀଙ୍କୁ ଜୀବନ ସାରା ଅସୁବିଧା ଘେରରେ ରଖିଥାନ୍ତି ଏପରି ଝିଅମାନେ – ଅଧିକା ଦିନ ଯାଏଁ ବୈବାହିକ ଜୀବନରେ ରହିପାରନ୍ତି ନାହିଁ ତାଙ୍କ ସହ..

ଗୋଟେ ସ୍ତ୍ରୀ ବିଷୟରେ ଏପରି କୁହାଯାଇଛି କାହାର ଘରକୁ ସିଏ ସ୍ୱର୍ଗ କିମ୍ବା ନର୍କ କରିଦେଇପାରେ , ଜଣେ ସ୍ତ୍ରୀ ନିଜ ଜୀବନରେ କେତେ ଭୁମିକା ନିଭାଇଥାଏ , ପ୍ରଥମେ ଝିଅ, ଭଉଣୀ, ସ୍ତ୍ରୀ, ବୋହୁ, ତାପରେ ମା ହୋଇଥାଏ , ବାହାଘର ପରେ ସେ ତା ସ୍ୱାମୀ ସହ ରହିଥାଏ , ଓ ସୁଖ ଦୁଃଖରେ ତା ସାଙ୍ଗରେ ରୁହେ , ଏମିତି ମାନ୍ୟତା ଅଛି କି ଯିଏ ନିଜ ସ୍ୱାମୀ ଓ ଶାଶୁଘର ଜୀବନରେ ସୁଖ ଶାନ୍ତି ଆଣିପାରେ । ବାହାଘର ପୂର୍ବରୁ ପ୍ରଥମେ ସମସ୍ତଙ୍କ ଆଶା ଥାଏ କି ସିଏ ଏପରି ସ୍ତ୍ରୀ ପାଉ ଯାହା ସେ ନିଜ ପରିବାର ଲୋକଙ୍କ ଦାୟିତ୍ୱ ନେଇପାରୁଥିବ , କୁହନ୍ତି ନା ପୁରୁଷଙ୍କ ସଫଳତା ପଛରେ ଜଣେ ସ୍ତ୍ରୀର ହାତ ଥାଏ , କିନ୍ତୁ ବାହାଘର ପରେ ଆପଣଙ୍କ ଜୀବନରେ ଅଚାନକ ଅସୁବିଧା ଆସିଯାଏ , ଆପଣଙ୍କୁ ସବୁ କାମରେ ସଫଳତା ନ ମିଳିଲେ ଏହାର କାରଣ ଆପଣଙ୍କ ପାର୍ଟନର୍ ବି ହୋଇପାରେ ।

 

ଯଦି ଆପଣଙ୍କୁ ଏହି ଭୁଲ୍ ଧାରଣା ଅଛି କି ସବୁ ସ୍ତ୍ରୀ ଆପଣଙ୍କ ପାଇଁ ଘର ଲୋକଙ୍କ ଭାଗ୍ୟ ବଢାଇପାରନ୍ତି ତେବେ ଏହି ଭୁଲ୍ ଧାରଣା ବି ଦୁରେଇ ଦିଅନ୍ତୁ , କାରଣ କିଛି ସ୍ତ୍ରୀ ଥାନ୍ତି , ଯିଏ ନିଜ ସହ କିଛି ଅସୁବିଧା ନେଇକରି ଆସନ୍ତି , ଅସୁବିଧା ତାଙ୍କର ଅଭ୍ୟାସର କାରଣ ହୋଇଥାଏ , ନାରଦପୁରାଣରେ ସ୍ତ୍ରୀଙ୍କ ବିଷୟରେ କୁହାଯାଇଛି , ଯାହା ଆପଣଙ୍କ ଭାଗ୍ୟରେ ଦୁଃର୍ଭାଗ୍ୟରେ ଆସିଥାନ୍ତି , ଆସନ୍ତୁ ତାଙ୍କ ବିଷୟରେ ଆଲୋଚନା କରିବା ।

 

୧) ଯଦି ସ୍ତ୍ରୀ ନିଜ ସ୍ୱାମୀଙ୍କୁ ନକହି ପର୍ସ, ବ୍ୟାଙ୍କ୍ କିମ୍ବା ଏଟିଏମ୍ ରୁ ପଇସା ବାହାର କରିନିଏ ତେବେ ଆପଣଙ୍କ ପାଇଁ ଏହା ଦୁଃର୍ଭାଗ୍ୟର କାରଣ ହୋଇପାରେ , ସ୍ତ୍ରୀ ଏମିତି କରିଲେ ଆପଣଙ୍କ ଧନର ଅଭାବ ଦେଖାଦେବ ।

୨) ଯଦି କେଉଁ ସ୍ତ୍ରୀ ବହୁତ ବିଳମ୍ବିତ ରାତିରେ ଶୋଇବାର ଅଭ୍ୟାସ ଅଛି ତେବେ ଏହା ଘର ପରିବାର ପାଇଁ ଅସୁବିଧାର କାରଣ ବି ହୋଇପାରେ , ଓ ଏହା ସ୍ୱାମୀ ପାଇଁ ଅସଫଲତାର କାରଣ ବି ହୋଇପାରେ ,

 

୩) ରାତିରେ ଶୋଇବା ସମୟରେ ଯେଉଁ ସ୍ତ୍ରୀ ନିଜ ମଥାରୁ ସିନ୍ଦୁରକୁ ଧୋଇକରି ଶୁଏ ସେହି ସ୍ତ୍ରୀର ସ୍ୱାମୀ ଅସଫଳ ଓ ଦୁର୍ଘଟଣା ହେବାର କାରଣ ହୋଇଯାଏ ।

୪) ଏମିତି ସ୍ତ୍ରୀ ଯିଏ କଳା ରଙ୍ଗର କପଡା ପିନ୍ଧିବା ପସନ୍ଦ କରେ , ସେ ଏହି କାରଣରୁ ନିଜ ସ୍ୱାମୀ ଓ ଘରର ସଦସ୍ୟ ପାଇଁ ଦୂର୍ଭାଗ୍ୟର କାରଣ ହୋଇଥାଏ ।

୫) ଯଦି ଆପଣଙ୍କ ସ୍ତ୍ରୀ ଗୁରୁବାର ଦିନ ବାଳ ଧୋଇଥାଏ , ତେବେ ଏମିତି କଲେ ସବୁ କାର୍ଯ୍ୟରେ ସ୍ୱାମୀ ଓ ପରିବାର ଲୋକଙ୍କୁ ଅସଫଳତା ହାତରେ ଲାଗିଥାଏ ।

୬) ଏମିତି ସ୍ତ୍ରୀ ଯିଏ ମଙ୍ଗଳବାର , ଗୁରୁବାର, ଶନିବାର ଦିନ ମାଂସର ସେବନ କରେ ତେବେ ସ୍ୱାମୀର ବର୍ବାଦି ଆରମ୍ଭ ହୋଇଯାଏ ,

 

୭) ଯଦି କେଉଁ ସ୍ତ୍ରୀ ବହୁତ ପୁରୁଣା ବ୍ରଶ୍ ବ୍ୟବହାର କରୁଥାଏ ତେବେ ଏହି ଅଭ୍ୟାସ ଦୁଭାଗ୍ୟର କାରଣ ହୋଇପାରେ , ଏମିତି କରିବାକୁ ତାଙ୍କୁ ମନା କରିଦିଅନ୍ତୁ ,

୮) ଯଦି କେଉଁ ବ୍ୟକ୍ତି ନିଜ ସ୍ତ୍ରୀ ଅଧିକ ଷ୍ଟାଇଲିଷ୍ଟ ହୋଇଥାଏ , ଓ ବାରମ୍ବାର ପାର୍ଲର୍ ଯାଇଥାଏ , ତେବେ ଏହି ଅଭ୍ୟାସ ତା ପାଇଁ ବର୍ବାଦୀର କାରଣ ହୋଇପାରେ ।

Leave a Reply

Your email address will not be published. Required fields are marked *