October 19, 2024

Odia Express

Leading Odia News Portal of Odisha

କ୍ୟାମେରାରେ କଏଦ୍ ହେଲା ଏମିତି କିଛି ଦୃଶ୍ୟ ଯିଏ ଦେଖିବ ତାହାକୁ ବିଶ୍ୱାସ ବି କରିପାରିବ ନାହିଁ ,ଏବେ ଦେଖିନିୟନ୍ତୁ..

ସେମିତି ଆପଣ ବହୁତ ଗୁଡିକ ଫଟୋ ସୋସିଆଲ୍ ମିଡିଆରେ ଦେଖିବାକୁ ପାଇଥିବେ ଯାହା ପ୍ରତିଦିନ ଭାଇରାଲ୍ ହୋଇଥାଏ , ଆଜି ଆମେ ଆପଣଙ୍କୁ ଏମିତି ଏକ ଫଟୋ ନେଇକରି ଆସିଛୁ ଯାହା ଆପଣଙ୍କୁ ଭରପୁର ମନୋରଞ୍ଜନ କରାଇବ , ଫଟୋ ସେମିତି ଆପଣ ବହୁତ ଗୁଡିଏ ଉଠାଉଥିବେ କିନ୍ତୁ ସବୁବେଳେ ଆପଣ କହୁଥିବେ କି ଭଲ ଫଟୋ ଆସିନି, ବହୁତଥର ଭୁଲ୍ ରେ ବି ଏମିତି ବହୁତ ଫଟୋ କ୍ଲିକ୍ ହୋଇଯାଏ , ଏମିତି ହୋଇପାରେ କି ଯଦି ଆଅଣ ଅଧିକା କ୍ରିଏଟିଭ୍ ଅଟନ୍ତି , ତେବେ ନିଜର କିଛି କୌତୁକିଆ ଫଟୋ କ୍ଲିକ୍ କରିନେଉଥିବେ ।

 

ଏହି ଫଟୋ ଗୁଡିକ ଏତେ ମଜାଳିଆ ହୋଇଥାଏ କି ଆପଣ ତାଙ୍କୁ ବାରମ୍ବାର ଦେଖିବାକୁ ମନ ବଳାଇବେ , ସେମିତି ଏହି ଫଟୋ ସୋସିଆଲ୍ ମିଡିଆରେ ବହୁତ ଫଟୋ ଭାଇରାଲ୍ ହେଉଛି ଏଥିପାଇଁ ଆମେ ସେହି ମଜାଦାର ଫଟୋ କିଛି ଦେଖାଇବାକୁ ଆସିଛୁ , ଆଜି ଯେଉଁଠି ଆଧୁନିକତା ଓ ଦେଶ ଡିଜିଟାଲ୍ ଆଡକୁ ଗତି କରୁଛ୍ହି ସେମିତି ଭାରତ ବାସୀ ନୁଆ ଯୋଗାଡ ଟେକନିକ୍ ଉପରେ ଭରସା କରୁନାହାନ୍ତି । ସେମିତି ଯୋଗାଡ କରିବା କେଉଁ ଛୋଟ କାମ ନୁହେଁ , ଏଥିରେ ସେମିତି ପଇସା ଖର୍ଚ୍ଚ ହୁଏନି କିନ୍ତୁ ବୁଦ୍ଧି ଖଟାଇବାକୁ ପଡେ , ଆଜି ଆମେ ଆପଣଙ୍କୁ କିଛି ଫଟୋ ନେଇକରି ଆସିଛୁ , ଯାହା ଆପଣଙ୍କୁ ହସାଈଦେବ ।

ଏହି ଫଟୋକୁ ଦେଖାଇବାକୁ ଏହା ମକସଦ୍ ଅଛି କି ବହୁତ ଲୋକ ନିଜ ଜୀବନରେ ଟେନସନ୍ ରେ ରୁହନ୍ତି , କିନ୍ତୁ ଯଦି ଟେନସନ୍ ଭୁଲି ଯଦି କିଛି ମଜାଦାର କାମ କରନ୍ତି ତେବେ ତାଙ୍କୁ ବହୁତ ଖୁସି ଲାଗିଥାଏ , ଆଜି ଆମେ ଆପଣଙ୍କୁ ସେମିତି ଏକ ଫଟୋ ନେଇ କରି ଆସିଛୁ ,  ଯଦି ଆପଣ ମନରେ ଟେନସନ୍ ଦୂର୍ କରିବାକୁ ଚାହୁଁଛନ୍ତି ତେବେ ଏହି ଫଟୋକୁ ଦେଖିନିଅନ୍ତୁ ଆପଣଙ୍କ ସବୁ ଟେନସନ୍ ଦୁର ହୋଇଯିବ , ଓ ଦେଖିଲା ପରେ ନିଜ ହସ କୁ ଅଟକାଇପାରିବେ ନାହିଁ ।

ଏହାକୁ ଦେଖିବା ପରେ ଆପଣ ଏହା ହିଁ କହିବେ କି ଆଜି କିଛି ତୋଫାନୀ କରିବା , ଏହାକୁ ଦେଖିବା ପରେ ଆପଣ ବୁଝିପାରୁଥିବେ କି ଏହି ମହିଳା ଆଜି ପକ୍କା କିଛି ତୋଫାନୀ କରିବାକୁ ଭାବିକରି ଆସିଛନ୍ତି , ମା ବାପା କହିଛନ୍ତି କି ମନ ଲଗାଇ ପାଠ ପଢ , କିନ୍ତୁ ଏମିତି କର ଯାହା ମନ ଲଗାଇ ପାଠ ପଢା ହେଉଛି ।

 

ଏହାକୁ ଦେଖିକରି ଆପଣଙ୍କୁ ସେହି ଗୀତ ମନେ ପଡିଯାଉଥିବ କି ମା  ତୁ କିତନୀ ଭୋଲି ହେ , ଏହି ଯୋଗାଡ ତ ମାନିବାକୁ ପଡିବ , ଯେଉଁ ଗାଡିରେ ମଣିଷ ଯାଇପାରିବେ ନାହିଁ  ସେଥିରେ ପଶୁ ମାନଙ୍କୁ ପକାଇ ନିଆଯାଏ , କମାଲ୍ ଅଟେ ରେ ଭାଇ ।

 

 

କିଏ କହନ୍ତି କି ମହିଳା ମାନେ ପୁରୁଷମାନଙ୍କ ଠାରୁ କମ୍ ନୁହନ୍ତି , ଏହି ନଜାରା ଦେଖିଲା ପରେ ଆପଣଙ୍କୁ ଭ୍ରମ ହୋଇଯିବ ।

 

ଯେବେ ବାଇକ୍ ରେ ହର୍ଣ୍ଣ ଖରାପ ହୋଇଯାଏ ତେବେ ବାଇସାଇକେଲ୍ ଏହି ଟେକନିକ୍ କାମ କରିପାରିବେ ।

 

ମା ବାପା କହିଲେ କି ପୁଅ ମନ ଲଗାଇ ପାଠ ପଢ କିନ୍ତୁ ସେମାନେ ଏମିତି କଲେ ଯାହା ଖୁବ୍ ମନ ଲଗାଇପାଠ ପଢୁଛନ୍ତି ।ଯେମିତି କି ଆପଣ ମାନେ ଲକ୍ଷ କରିବେ ଝିଅ ଟି ପଢା ରୁମ ରେ ସୋଇପଡିଛି

 

ଏହି ଯୋଗାଡ ବହୁତ ଲାଭକାରୀ ଅଟେ କେବଳ ମହିଳାଙ୍କ ପାଇଁ ଯାହା ଆଖିରୁ ଲୁହ ବାହାର କରିଦେବାକୁ ପଡିବ ନାହିଁ ।

 

ଏତେ ବଡ କ୍ରିକେଟ୍ ର ଫ୍ୟାନ୍ କେବେ ଦେଖିନଥିବେ ଯିଏକି ବାହାଘର ସମୟରେ କ୍ରିକେଟ୍ ଖେଳ ଦେଖିବାର ମଜା ନେଉଛନ୍ତି ।

Leave a Reply

Your email address will not be published. Required fields are marked *