December 23, 2024

Odia Express

Leading Odia News Portal of Odisha

ମାତ୍ର ୪ ମିନିଟରେ ନିଜ ଅପରିଷ୍କାର ଓ କଳା ଦାନ୍ତ କୁ ହୀରା ଭଳି ଚିକ ଚିକ କରି ଦେଵ ଏହି ଉପାୟ..

ନମସ୍କାର,ଆମେ ଆପଣମାନଙ୍କୁ ସ୍ୱାଗତ ଜଣାଉଛୁ,ଆଜି ଆମେ ଜାଣିବା କିପରି ଆମର ଖରାପ ହୋଇଯାଇଥିବା ଓ ନଷ୍ଟ ହୋଇଯାଇଥିବା ଏହି ହଳଦିଆ ଦାନ୍ତ ମାନଙ୍କୁ ଆମେ କିପରି ସଫା କରି ପାରିବ ସେ ବିଷୟରେ ଆମେ ଆଜି ଜାଣିବା।ଆଜି ଆମେ ଆପଣଙ୍କ ପାଇଁ ଏମିତି ଏକ ଉପାୟ ନେଇ ଆସିଛୁ ଯାହା ଆପଣଙ୍କ ଅସନା ଓ ହଳଦିଆ ଦାନ୍ତକୁ ଭଲ ଭାବରେ ସଫା କରି ପାରିବେ।ମଣିଷର ଦାନ୍ତହିଁ ତାର ପ୍ରଥମ ଇଜ୍ଜତ ଓ ସବୁକିଛି ହୋଇଥାଏ।ଆମ ଆଖ ପାଖରେ ଏମିତି ବହୁତ କିଛି ଜିନିଷ ଅଛି ଯାହା ଭିତରେ ଦିବ୍ୟ ଗୁଣ ମାନ ଲୁଚି ରହିଛି।

ସେ ସବୁ ଜିନିଷ ବିଷୟରେ ଆମକୁ କୌଣସି ପ୍ରକାରର ଜ୍ଞାନ ନଥାଏ ଯେଉଁ କାରଣରୁ ଆମେ ସେଗୁଡିକୁ ଚିନ୍ହି ପାରି ନଥାଉ ଓ ଆମ ନିତ୍ୟ ଜୀବନରେ ଏହାକୁ ବ୍ୟବହାର ଉପଯୋଗୀ କରି ପାରି ନଥାଉ।ଆଜି ଆମେ ଆପଣମାନଙ୍କ ପାଇଁ ଗୋଟେ ଏମିତି ଉପାୟ ନେଇ ଆସିଅଛୁ ଯାହାକୁ ବ୍ୟବହାର କରିବା ମାତ୍ରକେ ଆପଣଙ୍କ ଅସନା ଓ କଳା ପଡିଯାଇଥିବା ଦାନ୍ତ ସମ୍ପୂର୍ଣ୍ଣ ଭାବରେ ଚିକ ଚିକ ହୋଇଯିବ।ଯେଉଁ ମାନଙ୍କର ଦାନ୍ତ କୌଣସି ଉପାୟରେ ସଫା ହୋଇନଥାଏ ଏହା ସେମାନଙ୍କ ପାଇଁ ଏକ ରାମବାଣ ଔଷଧି ଅଟେ।

ଆପଣଙ୍କ ଦାନ୍ତ ଅସନା ହେବା କାରଣରୁ ଆପଣ କାହା ଆଗରେ ଭଲ ଭାବରେ ହସି ପାରନ୍ତି ନାହିଁ।ଯେତେବେଳେ କେହି ଆପଣଙ୍କ ଏହି କଳା ଓ ଅସନା ଦାନ୍ତକୁ ଦେଖିଥାଏ ତାହେଲେ ସେ ଆପଣଙ୍କ ବିଷୟରେ ବହୁତ ଖରାପ ଚିନ୍ତା କରେ ଓ ଭାବେ ଆପଣ ନିଜ ଶରୀରକୁ ଭଲ ଭାବରେ ପରିଷ୍କାର ରଖୁନାହାନ୍ତି।ଏବେ ଆସନ୍ତୁ ଜାଣିବା ଆମେ କିପରି ଆମର ଏହି ଖରାପ ଓ ଅସନା ଦାନ୍ତ ଗୁଡିକୁ ସୁନ୍ଦର ଓ ନିର୍ମଳ ରଖିପାରିବା।ଆସନ୍ତୁ ଜାଣିବା ସେ ଘରୋଇ ଉପାୟ ବିଷୟରେ।

ଆମକୁ ଏହି ଉପାୟ କୁ ପ୍ରସ୍ତୁତ କରିବା ପାଇଁ ପ୍ରଥମ ଜିନିଷ ଯାହା ଆମକୁ ନବାର ଅଛି ସେ ହେଉଛି ବିଶୁଦ୍ଧ ସୋରିଷ ତେଲ।ଆମକୁ ସୋରିଷ ତେଲ ମାତ୍ର ଗୋଟେ ଚାମୁଚ ନବାର ଅଛି।ଏହି ସୋରିଷ ତେଲ ଆମ ସମସ୍ତଙ୍କ ଘରେ ବହୁତ ସହଜରେ ଆମକୁ ମିଳିଯିବ।ତାପରେ ଆମକୁ ଦ୍ୱିତୀୟ ଜିନିଷ ଯାହା ନବାର ଅଛି ସେ ହେଉଛି ଲୁଣ,ଆପଣଙ୍କୁ ଏଠାରେ ମାତ୍ର ଗୋଟେ ଚୁଟିକି ଲୁଣ ସେ ସୋରିଷ ତେଲ ଭିତରେ ପକେଇବାର ଅଛି।ଆପଣ ସମସ୍ତେ ଜାଣିଥିବେ ଆମ ଦାନ୍ତ ପାଇଁ ଲୁଣ ବହୁତ ଦରକାରୀ ଅଟେ।ଏହି ଲୁଣ ଆମ ଦାନ୍ତର ମାଢିକୁ ଭଲ ଭାବରେ ଟାଣ କରିଥାଏ ଯାହାଫଳରେ ଆମ ଦାନ୍ତ ବହୁତ ଶିଘ୍ର ଭାଙ୍ଗି ନଥାଏ।

ତାପରେ ତୃତୀୟ ଜିନିଷ ହେଉଛି ହଳଦୀ,ଆପଣଙ୍କୁ ଏଠାରେ ମାତ୍ର ଗୋଟେ ଚୁଟିକି ହଳଦୀ ମିଶେଇବାର ଅଛି।ହଳଦୀ ଯାହା ଭିତରେ ବିଭିନ୍ନ ପ୍ରକାରର ଔଷଧୀୟ ଗୁଣରେ ପରିପୂର୍ଣ୍ଣ ଥାଏ।ଯାହାକୁ ବ୍ୟବହାର କରିବା ଦ୍ୱାରା ଆମ ଦାନ୍ତରେ ପୋକ ଲାଗିବାର ଚିନ୍ତା ଦୁରେଇ ଯାଇଥାଏ।ହଳଦୀ ପକେଇ ସାରିବା ପରେ ସେ ସବୁକୁ ଭଲ ଭାବରେ ଚାମୁଚ ସାହାଯ୍ୟରେ ଗୋଳେଇ ନେବେ।ତାପରେ ଆମକୁ ନେବାର ଅଛି ଗାଜରର ପାଉଡର,ଏହାକୁ ମାତ୍ର ଅଧା ଚାମୁଚ ନେବାର ଅଛି।ଆପଣ ଏହାକୁ ମାତ୍ର ଥରେ ସକାଳେ ନିଜ ବ୍ରସ ସାହାଯ୍ୟରେ ନିଜ ଦାନ୍ତକୁ ସଫା କରିବାର ଅଛି।ଆପଣ ଦେଖିବେ ମାତ୍ର ଅଳ୍ପ ଦିନରେ ଆପଣଙ୍କ ଦାନ୍ତ ପୁରା ଚିକ ଚିକ କରିବାକୁ ଲାଗିବ।

Leave a Reply

Your email address will not be published. Required fields are marked *