October 19, 2024

Odia Express

Leading Odia News Portal of Odisha

ସକାଳୁ ଉଠିବା ପରେ ଗରମ ପାଣିରେ କେବଳ ଗୋଟେ ଚୁଟୁକି ମିଶାଇଦିଅନ୍ତୁ ଏହି ଜିନିଷ , ୧୦୦ ବର୍ଷ ପର୍ଯ୍ୟନ୍ତ ହେବ ନାହିଁ ଏସିଡିଟି , ଗ୍ୟାସ୍ ,ଖଟା ହାକୁଟି ପରି ସମସ୍ୟା…

ଆଜି କାଲିର ଏସିଡିଟି ସମସ୍ୟ ଆଜି କାଲି ସାଧାରଣ କଥା ହୋଇଗଲାଣି , ଓ ଏହା ଆମର ଜୀବନଶୈଳୀ ପରିବର୍ତ୍ତନ ସକାଶେ ହେଉଛି , ବହୁତ ଲୋକ ଏପରି ଥାନ୍ତି ଯେଉଁମାନେ ପଇସା ପାଇଁ ଦିନ ରାତି ବାହାରେ ରହିଥାନ୍ତି , ଓ ନିଜ ଖାଇବା ପିଇବାରେ ଧ୍ୟାନ ଦେଇପାରନ୍ତି ନାହିଁ , ଯାହା ଦ୍ୱାରା ନାନାଦି ସମସ୍ୟାର ସାମ୍ନା କରିବାକୁ ପଡିଥାଏ , ଆଜି ଆମେ ଆପଣଙ୍କୁ ଏମିତି ଏକ ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହା ଦ୍ୱାରା ଆପଣଙ୍କ ସବୁ ସମସ୍ୟାର ସମାଧାନ ହୋଇଯିବ ।ଆପଣ ସବୁଦିନ ଖାଇବାରେ ଧଳା ଲୁଣ ବ୍ୟବହାର କରୁଥିବେ , କାରଣ ବିନା ଲୁଣରେ କିଛି ବି ଖାଦ୍ୟ ସ୍ୱାଦିଷ୍ଟ ଲାଗେ ନାହିଁ , ଆଜି ଆମେ ଧଳା ଲୁଣ ବିଷୟରେ ନୁହେଁ , ବରଂ କଳା ଲୁଣ ବିଷୟରେ କହିବାକୁ ଯାଉଛୁ , ଯାହାର ବହୁତ କିଛି ଫାଇଦା ଅଛି ।

 

ପ୍ରକୃତରେ କଳାଲୁଣକୁ ଆୟୁର୍ବେଦୀକ ମସଲା ରୁପରେ ବ୍ୟବହାର କରାଯାଏ , ଓ ଏହା କବ୍ଜ, ପେଟ ଗଡବଡି , ପେଟ ଫୁଲିବା , ମୋଟା ହେବା , ଥାଇରଏଡ୍ ପରି ବହୁତ ଉପଯୋଗୀ ହୋଇଥାଏ , ଏମିତିରେ ଯଦି ଆପଣ ଏକ ସୁସ୍ଥ୍ୟ ଜୀବନ ବଞ୍ଚିବାକୁ ଚାହୁଁଛନ୍ତି ତେବେ ଆଜି ହିଁ କଳା ଲୁଣ ମିଶାଇ କରି ପାଣି ପିଇବା ଆରମ୍ଭ କରିଦିଅନ୍ତୁ , କହିଦେବୁ କି କଳା ଲୁଣ ପିଇଲେ ସୁଗର ପରି ରୋଗ ଠିକ୍ ହୋଇଯାଏ , କିନ୍ତୁ ଗୋଟେ କଥାକୁ ଧ୍ୟାନ ରଖିବେ କି କଳା ଲୁଣରେ ଏକ ଲିମିଟ୍ ରେ ବ୍ୟବହାର କରିବେ ,

 

କଳା ଲୁଣକୁ ନିୟମିତ ବ୍ୟବହାର କରିବା ପାଇଁ ପାଚନ କ୍ରିୟା ଭଲ ହୋଇଥାଏ , ଓ ମୁହଁରୁ ଲାଲି ଦାଗ ବି ହୋଇନଥାଏ , କଳା ଲୁଣରେ ଆମ ପେଟ ଠିକ୍ ହୋଇଥାଏ , ଯେତେ ବି ଅଧିକା ଭୋଜନ କରିନିଅନ୍ତୁ , କିନ୍ତୁ କଳା ଲୁଣ ସେବନ କରିଲେ ଆପଣ ପାଚନ କ୍ରିୟା ଭଲ ଭାବେ ହୋଇଥାଏ ,  ଓ ଏହା ଛଡା ମୋଟାପା ବି ଦୁର କରିଥାଏ ।

 

ଧଳା ଲୁଣକୁ ବ୍ୟବହାର କଲେ କିଛି ବି ଫାଇଦା ହୁଏ ନାହିଁ , ଏହା କେବଳ ସ୍ୱାଦକୁ ବଢାଇବାରେ ସାହାଯ୍ୟ କରେ , କିନ୍ତୁ ଯଦି କଳା ଲୁଣକୁ ବ୍ୟବହାର କରୁଛନ୍ତି ,ତେବେ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇପାରିଥାଏ , କଳା ଲୁଣର ସେବନରେ ମାଂସ ପେଶୀଗୁଡିକ ମଧ୍ୟରେ କଷ୍ଠ ହୋଇନଥାଏ , ଏହି କଷ୍ଠକୁ ଲାଘବ କରିବାକୁ ହେଲେ କଳାଲୂଣକୁ ଏକ ସୁତା କପଡାରେ ବାନ୍ଧି ଦିଅନ୍ତୁ , ଓ ତାକୁ ଗରମ କରି ପୀଡା ହେଉଥିବା ସ୍ଥାନରେ ବାନ୍ଧିଦିଅନ୍ତୁ , ଏମିତି ଦିନରେ ଦୁଇ ଥର କରନ୍ତୁ , ଆପଣଙ୍କୁ କଷ୍ଟରୁ ଆଶ୍ୱସ୍ତି ମିଳିବ ।

 

ଏହା ଛଡା ଯଦି ଆପଣଙ୍କୁ ଗ୍ୟାସର ସମସ୍ୟା ଅଛି ତେବେ ଗ୍ୟାସ ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ଗୋଟେ ମାଟିର ବାସନରେ କଳାଲୁଣ ପକାଇ ଗ୍ୟାସରେ ଗରମ କରିନିଅନ୍ତୁ , ଏହା ପରେ ଯେପରି କଳା ଲୁଣ ପାଣିରେ ମିଶିଯିବ ତାହାକୁ ବନ୍ଦ କରିଦିଅନ୍ତୁ , ଓ ଏହାକୁ ପିଅନ୍ତୁ , ଏହାକୁ ପିଇବା ପରେ ଆପଣଙ୍କୁ ଗ୍ୟାସରୁ ମୁକ୍ତି ମିଳିବ , ଓ ପେଟ ହାଲକା ହୋଇଯିବ ।

Leave a Reply

Your email address will not be published. Required fields are marked *