December 23, 2024

Odia Express

Leading Odia News Portal of Odisha

ମାତ୍ର ଥରେ ବ୍ୟବହାର କରନ୍ତୁ ଓ ତାପରେ ଆପଣଙ୍କ ଚୁଟିର ସବୁ ଉକୁଣୀ ଭଲ ହୋଇଯିବେ…

ଆଜିକାଲି ଛୁଆମାନଙ୍କ ଭିତରେ ଓ ବଡ଼ମାନଙ୍କ ଭିତରେ ବହୁତ ଅଧିକ ସମସ୍ୟା ହୋଇଥାଏକି ସେ ବସିଥିଲା ବେଳେ ହଠାତ ତାଙ୍କ ମୁଣ୍ଡରୁ ଉକୁଣୀ ଓ ନିଖ ଆସି ଚୁଟିରେ ଲାଗିଥାଏ ଯାହା ନିଜ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପଡିଥାଏ।ଆଜି ଆମେ ଏଠି ଆପଣଙ୍କୁ ଗୋଟେ ଉପାୟ କହିବୁ ଯାହାଦ୍ୱାରା ଆପଣଙ୍କ ମୁଣ୍ଡରେ ଥିବା ସବୁ ଉକୁଣୀ ଓ ନିଖ ସଫା ହୋଇଯିବ।ଯଦି ଆପଣଙ୍କ ମୁଣ୍ଡରେ ଉକୁଣୀ ଥାଏ ଏହା ଆପଣଙ୍କ ଚୁଟିର ମୁଳକୁ ଦୁର୍ବଳ କରିଥାଏ।

ଆସନ୍ତୁ ଜାଣିବା ସେ ଘରୋଇ ଉପାୟ ଓ ସେଥିରେ ବ୍ୟବହୃତ ହେଉଥିବା ଜିନିଷ।ଏହାକୁ ତିଆରି କରିବା ପାଇଁ ମାତ୍ର ୩ ଟି ଜିନିଷର ଆଵଶ୍ୟକତା ହୋଇଥାଏ।ତେବେ ଆସନ୍ତୁ ଜାଣିବା ଏହି ତିନୋଟି ଜିନିଷ ବିଷୟରେ:-ପ୍ରଥମେ ହେଉଛି ପୂଜାରେ ବ୍ୟବହୃତ ହେଉଥିବା କର୍ପୂର।ଏହି କର୍ପୁର ଆପଣଙ୍କୁ ବହୁତ ସହଜରେ ଆମକୁ ଯେକୌଣସି ପୂଜା ଦୋକାନରେ ମିଳିଯିବ।ଆପଣ ତାକୁ ଆଣି ପାରିବେ ଯାହା ଆମ ଚୁଟିରେ ହୋଇଥିବା ଉକୁଣୀ ମାନଙ୍କ ପାଇଁ ବହୁତ ଦରକାରୀ ହୋଇଥାଏ।

ଆପଣ ସେ କର୍ପୁର ଡ଼ବାରୁ ମାତ୍ର ଦୁଇଟି କର୍ପୂର ନେବ।ତାପରେ ସେ କର୍ପୂରକୁ ଭଲ ଭାବରେ ଗୁଣ୍ଡ କରିବାର ଅଛି।ନିଜ ଚାମୁଚ ସହାୟତାରେ ଆପଣ ଏଗୁଡ଼ିକୁ ଭଲ ଭାବରେ ଗୁଣ୍ଡ କରି ପାରିବେ।ଆପଣ ଧ୍ୟାନ ରଖିବେ ଆପଣ ସେ କର୍ପୂରକୁ ଏକ ଦମ ପାଉଡର ଭଳି କରି ନେବେ।ଜମା ବି ଗୋଟାଳିଆ ରହିବାକୁ ଦେବେ ନାହିଁ।ତାପରେ ଆମକୁ ଯେଉଁ ଦ୍ୱିତୀୟ ଜିନିଷ ଯାହା ନବାର ଅଛି ତାହା ହେଉଛି ଲେମ୍ଭୁ ରସ।

ଲେମ୍ଭୁ ଖାଇବାକୁ ଯେମିତି ସ୍ୱାଦିଷ୍ଟ ଏହା ଶରୀର ତ୍ୱଚା ଓ ଚର୍ମ ଓ ଉକୁଣି ମାନଙ୍କ ପାଇଁ ଏହା ବହୁତ ଲାଭଜନକ ହୋଇଥାଏ।ଏରହିରେ ଭିଟାମିନ ସି ଭରପୁର ରହିଥାଏ ଯାହାଫଳରେ ଆମେ ଲେମ୍ଭୁକୁ ସବୁ ଜିନିଷରେ ଆମେ ବ୍ୟବହାର କରିଥାଉ।ଆପଣଙ୍କୁ ଏଥିରେ ବେଶୀରେ ବେସି ୫-୬ ବୁନ୍ଦା ଲେମ୍ଭୁ ରସ ପକେଇବା ବା ସେଥିରେ ଅଧା ଚାମୁଚ ଲେମ୍ଭୁ ରସ ସେ କର୍ପୂର ଗୁଣ୍ଡରେ ମିସେଇବା।ଶେଷ ଜିନିଷ ଯାହା ଆମକୁ ମିସେଇବାର ଅଛି ସେ ହେଉଛି ସୋରିଷ ତେଲ।ଆପଣ ବିଶ୍ୱାସ କରି ପାରିବେ ନାହିଁ ଏହି ସୋରିଷ ତେଲ ଆମ ପାଇଁ ବହୁତ ଲାଭ ଜନକ ଓ ଆମ ଶରୀର ପାଇଁ ଏହା ନିହାତି ଆଵଶ୍ୟକ ହୋଇଥାଏ।

ସୋରିଷ ତେଲରେ ବହୁତ ପ୍ରକାରର ପ୍ରାକୃତିକ ଓ ଔଷଧିୟ ଗୁଣ ଥାଏ ଯାହା ଆମ ଶରୀରକୁ ସୁନ୍ଦର ରଖିବାରେ ସାହାଯ୍ୟ କରେ।ଆପଣ ବେଶି ନୁହେଁ ମାତ୍ର ଗୋଟେ ଚାମୁଚ ସୋରିଷ ତେଲ ସେଥିରେ ମିଶେଇ ନେବେ।ଏବେ ଆସନ୍ତୁ ଆପଣଙ୍କ ଘରୋଇ ଉପାୟ ପ୍ରସ୍ତୁତ ହୋଇଗଲା।ଏବେ ଆସନ୍ତୁ ଜାଣିବା ଏହାକୁ ଲଗେଇବା କିପରି ଯାହାଦ୍ୱାରା ଆପଣ ଏହାର ଲାଭ ପାଇ ପାରିବେ।ଆପଣ ଏହାକୁ ରାତିରେ ଶୋଇବା ଆଗରୁ ଲଗେଇ ପାରିବେ ଏହାକୁ ଉଭୟ ପିଲା,ଛୁଆ,ବୁଢା ,ସ୍ତ୍ରୀଲୋକ ସବୁ ଏହାକୁ ବ୍ୟବହାର କରି ପାରିବେ।

ଆପଣ ରାତିରେ ଶୋଇବା ଆଗରୁ ନିଜ ଚୁଟି ମୂଳରେ ଏହାକୁ ଲଗେଇ ନେଇ ଭଲ ଭାବରେ ମାଲିସ କରିବାକୁ ଲାଗିବେ।ଆପଣ ଅତିକମରେ ଗୋଟେ ରାତି ପର୍ଯ୍ୟନ୍ତ ଏହାକୁ ଲଗେଇ ରଖି ଛାଡି ଦେବାର ଅଛି।ଏହା ଦ୍ୱାରା ଆପଣଙ୍କ ମୁଣ୍ଡରେ ଭଲ ଭାବରେ କାମ କରିବ ଓ ଏହା ଆପଣଙ୍କ ଚୁଟିରେ ଥିବା ସବୁ ଉକୁଣୀକୁ ନଷ୍ଟ କରିଦେବ।ତାପର ଦିନ ସକାଳୁ ଭଲ।ସାମ୍ପୁରେ ନିଜ ଚୁଟିକୁ ଧୋଇ ନେବେ।ଆପଣ ଏହାକୁ ଥରେ ବ୍ୟବହାର କରି ଆପଣ ଦେଖିବେ ଆପଣଙ୍କ ଚୁଟିରୁ ସବୁ ଉକୁଣୀ ମରିଗଲେ।ତାପରେ ସେଗୁଡ଼ିକ ସାମ୍ପୁଦ୍ୱାରା ବାହାରି ଯିବେ।ଆପଣ ଏହି ଭଳି ନିଜ ଚୁଟିରୁ ଉକୁଣିରୁ ରକ୍ଷା ପାଇ ପାରିବେ

Leave a Reply

Your email address will not be published. Required fields are marked *