October 22, 2024

Odia Express

Leading Odia News Portal of Odisha

ମସ୍ତିଷ୍କର ଶକ୍ତି ବଢ଼ାନ୍ତୁ – ଦୁର୍ବଳ ମନରୁ ଛାଡ଼ ପାଆନ୍ତୁ – ଏହି ଜିନିଷ ଖାଇଲେ ଆପଣଙ୍କ ଦିମାଗ ତେଜ ହେଇଯିବ…

ଆମ ଶରୀର ରେ ମସ୍ତିସ୍କ ବହୁତ ଗୁରୁତ୍ତ୍ୱପୂର୍ଣ କାମ କରିଥାଏ। ଆମ ଜୀବନ ରେ ଜିନିଷ ମାନଙ୍କର ସ୍ଥିତି କୁ ପରଖିବା ଠାରୁ ଆରମ୍ଭ କରି ଜିନିଷ ମନେ ରଖିବା ଯାଏ ସମସ୍ତ କାମ ଆମ ମସ୍ତିଷ୍କ ହି କରିଥାଏ। ଆମ ଶାରୀରିକ ସ୍ଥିତି ଯାହା ବି ହେଇଥାଏ ତାହା ସିଧା ସଳଖ ଆମ ମସ୍ତିଷ୍କ ଉପରେ ହି ପଡିଥାଏ। ଆମ ଶରୀର ର ହରମୋନ ର ନିୟନ୍ତ୍ରଣ ବି ଆମ ମସ୍ତିଷ୍କ ହି କରିଥାଏ। ତେଣୁ ଆମ ମସ୍ତିଷ୍କ ଯେତେ ସୁସ୍ଥ ତଥା ସବଳ ରହିବ ତାହା ଆମ ଶରୀର ଉପରେ ଅନେକ ପ୍ରଭାବ ପକାଇ ଥାଏ। ମାତ୍ର ଆଜିର ଏହି ବ୍ୟସ୍ତବହୁଳ ଜୀବନ ରେ ଆମେ ଆମ ମସ୍ତିଷ୍କ ଉପରେ ଜମା ବି ଚାପ ଦେଉନାହୁଁ। ଆମେ ଆମର ଅଧିକାଂଶ କାମ ମସ୍ତିଷ୍କ ବଦଳରେ ଆମ ପାଖରେ ଥିବା ଜିନିଷ ମାନଙ୍କ ଦ୍ୱାରା କରୁଛୁ। ଏହାଦ୍ୱାରା ଆମ ମସ୍ତିଷ୍କ ଜମା ବି ସୁଦୃଢ଼ ହେଇପାରୁ ନାହିଁ।


ଆମ ମସ୍ତିଷ୍କ ଯେତେ ସୁଦୃଢ଼ ଆଉ ସୁସ୍ଥ ରହିବ ଆମେ ସେତେ ଅଧିକ ଜିନିଷ ସେତେ ଜଲଦି ମନେ ରଖି ପାରିବା। ତ ଏହା ହି ଏକ କାରଣ କି ଆମକୁ ଆମ ମସ୍ତିଷ୍କ କୁ ସୁଦୃଢ଼ କରିବା ଦରକାର।ତ ଆସନ୍ତୁ ଆଜି ଆମେ ଆମ ମସ୍ତିଷ୍କ କୁ ସୁଦୃଢ଼ କରିବାର ଏହି ଉପାୟ ଜାଣିବା। ଆପଣ ପ୍ରଥମେ କାଜୁ ନିଅନ୍ତୁ। କାଜୁ ଜୀଙ୍କ ତଥା ମ୍ୟାଗ୍ନେସିଅମ ରେ ଭରପୁର ହେଇଥାଏ ଯାହା କି ଆମ ମସ୍ତିଷ୍କ ର ଶକ୍ତି ବୃଦ୍ଧି କରିଥାଏ। ଆଉ ତାହା ଦ୍ୱାରା ଆମ ମସ୍ତିଷ୍କ ସୁସ୍ଥ ରହିଥାଏ। ଆପଣ ପ୍ରାୟ ୧୦ ରୁ ୧୨ଟି କାଜୁ ନିଅନ୍ତୁ।

ଆଉ ତା ପରେ ଆପଣ ଗୋଟେ ଜିନିଷ ନିଅନ୍ତୁ ତାହା ହେଉଛି ଆଲମଣ୍ଡ ବାଦାମ। ଆଲମଣ୍ଡ ବାଦାମ ପ୍ରୋଟିନ ରେ ଭରପୁର ଥାଏ ଯାହା କି ଆମ ମସ୍ତିଷ୍କ କୁ ବହୁତ ଭଲ ଭାବେ କାମ କରାଏ। ଆପଣ ପ୍ରାୟ ୧୫ଟି ବାଦାମ ନିଅନ୍ତୁ।ତା ପରେ ଆପଣ ବୋଇତାଳୁ ମଞ୍ଜି ନିଅନ୍ତୁ। ଏହା ପ୍ରାୟ ସମସ୍ତ ପ୍ରକାର ପ୍ରୋଟିନ ତଥା ପୋଷକ ତତ୍ତ୍ୱ ରେ ଭରା ହେଇଥାଏ ଆଉ ତାହା ଆମ ମସ୍ତିଷ୍କ ପାଇଁ ବହୁତ ହେଲଦୀ ଥାଏ। ତାହାଦ୍ୱାରା ଲୋକ ବହୁତ ସୁସ୍ଥ ଆଉ ସବଳ ହେଇଯାଏ।

ଆପଣ ଏହି ସମସ୍ତ ଜିନିଷ କୁ ମିସେଇବା ପରେ ତାକୁ ଏକ କଡା ରେ ଭଲ ଭାବେ କିଛି ସମୟ ପାଇଁ ଭାଜି ଦିଅନ୍ତୁ। ଏହାଦ୍ୱାରା ସେହି ବାଦାମ ତଥା ଆଲମଣ୍ଡ ଆଉ କାଜୁର ରଙ୍ଗ ଟିକେ ଖଇରିଆ ହେଇଯିବ। ଏହାପରେ ଆପଣ ତାକୁ ଆଣି ଗ୍ରାଇଣ୍ଡର ରେ କିଛି ମିଶିରି ମିଶେଇ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଆପଣ ତାର ଏକ ପାଉଡର ପ୍ରସ୍ତୁତ କରନ୍ତୁ।

ଏହାଦ୍ୱାରା ଆପଣଙ୍କ ଅତ୍ୟଧିକ ଖର୍ଚ୍ଚ ବି ବଂଚିଯିବ ତଥା ଆପଣଙ୍କ ପାଇଁ ଏହା ଏକ ରାମବାଣ ସାବ୍ୟସ୍ତ ହେଇଜିବ। ଆପଣଙ୍କୁ ଏହାର ବ୍ୟବହାର ସକାଳୁ ଦ୍ୱୀପହର ଭିତରେ କରିବାର ଅଛି। ରାତିରେ ଜମା ବି ବ୍ୟବହାର କରନ୍ତୁ ନାହିଁ କାରଣ ରାତିରେ ଆମ ହଜମ ଶକ୍ତି ହ୍ରାସ ହେଇଯାଏ। ଆପଣ ଏହାକୁ ଗୋଟେ ଚାମଚ କ୍ଷୀର ରେ ଗୋଳେଇ ପ୍ରାୟ ୧୫ ଦିନ ଯାଏ ପିଅନ୍ତୁ ଯାହାଦ୍ୱାରା କି ଆପଣଙ୍କ ମସ୍ତିଷ୍କ ରେ ଫରକ ନଜର ଆସିବ।

Leave a Reply

Your email address will not be published. Required fields are marked *