October 19, 2024

Odia Express

Leading Odia News Portal of Odisha

ଆଜିର ସବୁଠୁ ମଜାଦାର୍ ଜୋକ୍ସ : ଜଣେ ବ୍ୟକ୍ତି ନିଜ ଶଶୁରଘର ଗଲା , ତାହାର ଶାଶୁ ତାକୁ ୭ ଦିନ ପର୍ଯ୍ୟନ୍ତ ସକାଳୁ ସଂନ୍ଧ୍ୟା ପାଳଙ୍ଗ ଶାଗ ଖୁଆଇଲା ଆଉ ତାପରେ ଯାହା ହେଲା ହସି ହସି ବେଦମ ହେଇଯିବେ ଆପଣ…

ଆଜିର ସମୟରେ ଆମର ଏହି ଦୁନିଆଁରେ ଚାରି ଆଡେ ଖାଲି ଦୂଃଖ ହିଁ ଦୁଃଖ ଅଛି , ଏହି କଥା ସେମିତି ଅଜବ ଲାଗିପାରେ କିନ୍ତୁ ସତ ଅଟେ , ଗରିବଙ୍କ ପାଖରେ ଧନ ନଥିବାରୁ ସେମାନେ ଦୂଃଖରେ କାଳତିପାତ କରୁଛନ୍ତି , ଧନୀଙ୍କୁ ପଚାରିଲେ ସେ କହିଥାଏ ଏଥିପାଇଁ ସେ ଦୂଃଖି ଅଛି କି ତାହାର ପାଖରେ ଅଧିକା ଧନ ଅଛି , ଓ ଚୋରୀ ହେବାର ଭୟ ରହୁଛି , ଏବେ ପ୍ରଶ୍ନ ଏହା କି ଯାହା ପାଖରେ କିଛି ଜିନିଷ ଅଛି , ସେ ଦୂଃଖ ପ୍ରକାଶ କରୁଛି , ଏଥିପାଇଁ ଆପଣଙ୍କ ପାଇଁ କଷ୍ଟ ବ୍ୟାପୁଥିବା ଏହି ଦୁନିଆଁରେ କିଛି ସମୟ ପାଇଁ ହସ ବା ମଜାଳିଆ କଥା କହିବାକୁ ଯାଉଛୁ , ଆପଣଙ୍କୁ କହିଦେବୁକି  ଆଜି ଆମେ ଆପଣନ ପାଇଁ କିଛି ଏମିତି ମଜାଦାର୍ ଜୋକ୍ସ ନେଇକରି ଆସିଛୁ , ଯାହା ମନକୁ ଶାନ୍ତି ଦେବା ସହ ମୁହଁରେ ହସ ଫୁଟାଇଥାଏ , ଏହି ଜୋକ୍ସ ବହୁତ ମଜାଦାର୍ ଅଟେ, ଆସନ୍ତୁ ଜାଣିବା ।

ପଠାଣ : ସେ ଯେଉଁ ଟେବୁଲ୍ ରେ ବ୍ୟକ୍ତି ବସିଛି , ସେ ଆମର ଶତ୍ରୁ ଅଟେ, ବନ୍ଧୁ : ଟେବୁଲ୍ ରେ ତ ୪ ଜଣ ବସିଛନ୍ତି , ପଠାଣ ସେ ଯାହାର ନିଶ ଅଛି । ବନ୍ଧୁ : ନିଶ ତ ସମସ୍ତଙ୍କର ଅଛି , ପଠାଣ : ସେ ଯିଏ ଧଳା କପଡା ପିନ୍ଧିଛି , ବନ୍ଧୁ : ସେମାନେ ତ ସମସ୍ତେ ଧଳା ପିନ୍ଧିଛନ୍ତି , ପଠାଣ ରାଗରେ ବନ୍ଧୁକ ବାହାର କରିଦେଲା , ୩ ଜଣ ବ୍ୟକ୍ତିଙ୍କୁ ମାରିକରି କହିଲା ଯିଏ ଯାଉଛି

ତାକୁ ମୁଁ ଛାଡିବି ନାହିଁ ।

ସ୍ୱାମୀ : ଯେବେ ବି ମୁଁ ବାପାଙ୍କର ଖଣ୍ତା ଦେଖୁଛି , ମୋର ମନ ଲଢେଇ କରିବାକୁ ମନ ହୁଏ , ସ୍ତ୍ରୀ : ତେବେ ଯାଉନ କଣ ପାଇଁ ? ସ୍ୱାମୀ : କଣ କରିବି , ଏହାର ତୁରନ୍ତ ପରେ , ତାଙ୍କର ନକଲି ଗୋଡ କଥା ମନେ ପଡିଯାଏ ।

ଅଧ୍ୟାପିକା ଛୁଆଙ୍କୁ : ଛୁଆମାନେ ମୁଁ ଚାହୁଁଛି କି ଆଜି ତୁମକୁ ସଂଜ୍ଞା ପଢାଇବି , ଚାଲ ଗୋଲୁ ତୁମେ ଠିଆ ହୋଇଯାଅ , କୁହ ଗୋଟେ ଝିଅ ହସିକରି କଥା ହେଉଛି , ଏଥିରେ ଝିଅ କଣ ଅଟେ,  ଗୋଲୁ : ମ୍ୟାଡମ୍ ସେ ଝିଅ ବିଗଡିଯାଇଛି , ଓ ସେଟିଙ୍ଗ୍ କରିବାକୁ ଚାହୁଁଛି ।

ରାହୁଲ୍ ରାଜୁକୁ : ଆରେ ସାଙ୍ଗ ମୋତେ ଲାଗୁଛି କି ମୋର ଗାର୍ଲଫ୍ରେଣ୍ତର କେଉଁ ଅନ୍ୟ ପିଲା ସହ ଚକ୍କର ଚାଲିଛି , ରାଜୁ ଭଲ ତାହାଲେ ତାର ହୃଦୟକୁ ଆଧାର ଲିଙ୍କ୍ କରିଦିଅ , କେତେ ଖାତା ଖୋଲା ହୋଇଛି , ଜଣାପଡିଯିବ ।

ଦିନେ ରୋମାଣ୍ଟିକ୍ ବହି ପଢୁ ପଢୁ ସ୍ତ୍ରୀ ସ୍ୱାମୀକୁ ପଚାରିଲା , ଯଦି କେଉଁ ସୁନ୍ଦର ଯୁବକ ମୋତେ ଭଗାଇନେଇ କରି ଯାଏ ତେବେ ତୁମେ ସାମ୍ନାକୁ ଆସିଯିବ ତୁମେ କଣ କରିବ , ସ୍ୱାମୀ : ମୁଁ ତାକୁ କହିବି ଏ ଭଗବାନର ଦୂତ ଭଗାଇକରି ନେଇଯିବାର କଣ ଦରକାର୍ ପଢୁଛି , ଆରାମରେ ନେଇଯାଅ ,

ଦିନେ ସ୍ତ୍ରୀ ନିଜ ଘରେ ବସି ଟିଭି ଦେଖୁଥିଲା,  ତେବେ ତାହାର ସ୍ୱାମୀ ପେପର୍ ନେଇକରି ସେଠାକୁ ଆସିଲା,  ସ୍ୱାମୀ ବହୁତ ସାହାସ କରି ସ୍ତ୍ରିକୁ କହିଲା , ଆଜି ପେପରରେ ଏକ ଲେଖକ ଲେଖିଛି , କି ସ୍ତ୍ରୀଙ୍କୁ ବି କହିବାର ହକ୍ ଅଛି , ସ୍ତ୍ରୀ ହସିକରି ଦେଖ ତ ସେ ବେଚାରା ଖାଲି ଲେଖିପାରିଲା,  କିନ୍ତୁ ନିଜ ସ୍ତ୍ରୀକୁ କିଛି କହିପାରିଲା ନାହିଁ

ସ୍ୱାମୀ : ଶାନ୍ତିକୁ ଡାକ  ସ୍ତ୍ରୀ : କିଏ ଆମ କାମବାଲି, ସ୍ତ୍ରୀ : ହଁ ସ୍ତ୍ରୀ : କଣ ପାଇଁ , ସ୍ୱାମୀ : ଡାକ୍ତର କହିଛନ୍ତି , କି ମେଡିସିନ୍ ଖାଅ , ଓ ଶାନ୍ତିର ସହ ଶୋଇଯାଅ ।

ବଣ୍ଟି ଏକ ସେଲୁନ୍ ଦୋକାନ ଖୋଲିଲା , ଗୋଟେ ଗ୍ରାହକ ଶେଭ୍ କରିବାକୁ ଆସିଲା , ବଣ୍ଟି : ନିଶ ରଖିବ ? ଗ୍ରାହକ ହଁ । ବଣ୍ଟି : ଗ୍ରାହକର ନିଶ କାଟିକରି ତାହାର ହାତରେ ଦେଇକରି ନିଅ ରଖିନିଅ , ଯେଉଁଠି ରଖିବାର ଅଛି ।

ଜଣେ ବ୍ୟକ୍ତି ତାର ଶଶୁରଘର ଗଲା ୭ ଦିନ ଯାଏଁ ତାର ଶାଶୁ ତାକୁ ପାଳଙ୍ଗର ଶାଗ ଖୁଆଇଲା , ଅଷ୍ଟମ ଦିନ ପଚାରାଗଲା ପୁଅ କଣ ଖାଇବ ,ଏଥିରେ ଜ୍ୱାଇଁ ପୁଅ କହିଲା , ଆପଣ ଖାଲି କ୍ଷେତ ଦେଖାଇଦିଅ ମୁଁ ନିଜେ ଚରିକରି ଆସିଯିବି ।

ଗୋଟେ ଦୋକାନୀ ଗୋଟେ ମହିଳାଙ୍କୁ କପଡା ଦେଖାଇକରି ଥକିଗଲା,  ଅନ୍ତରେ ସେ ରାଗକୁ କାବୁ ରଖିକରି କହିଲା ମୋତେ ଅଫସୋସ୍ ଲାଗୁଛି ଆପଣଙ୍କୁ କେଉଁ ବି କପଡା ପସନ୍ଦ କରାଇ ପାରିଲି ନାହିଁ , ମହିଳା କିଛି କଥା ନୁହେଁ ମୁଁ ସେମିତି ପରିବା କିଣିବାପାଇଁ ବାହାରିଥିଲି, ଆପଣଙ୍କ ଦୋକାନରେ ଏସି ଚାଲୁଥିଲା ସେଥିପାଇଁ ଅଟକିଗଲି ।

Leave a Reply

Your email address will not be published. Required fields are marked *