October 22, 2024

Odia Express

Leading Odia News Portal of Odisha

ଏହି ଆରବପତି ବିଜନେସ୍ ମ୍ୟାନଙ୍କ ଝିଅ ପାଇଁ ଖୋଜା ଚାଲିଛି ପୁଅ , ବିବାହ କରିଲେ ମିଳିବ କୋଟିଏ ଟଙ୍କା , କିନ୍ତୁ ଏହି ସର୍ତ୍ତରେ…

ବିବାହ ଏପରି ଏକ ଜିନିଷ ଅଟେ ଯାହାକି ସମସ୍ତେ କରିବାକୁ ଚାହଁନ୍ତି , ଏହା ଯେ କୌଣସି ବ୍ୟକ୍ତିର ଜୀବନରେ ସବୁଠାରୁ ବଡ ମୋଡ୍ ହୋଇଥାଏ , ଏମିତିରେ ନିଜ ଜୀବନସାଥୀକୁ ବାଛିବାକୁ କିଛି ସାବଧନତା ରଖିବାକୁ ପଡେ , ଖାସ୍ କରି ଯେବେ ଏକ ପୁଅ ନିଜ ଝିଅ ପାଇଁ ବରପାତ୍ରା ଖୋଜିଥାଏ , ଓ ତାହାର ଗୋଟିଏ ଆଶା ରହିଥାଏ କି ତାର ଜ୍ୱାଇଁ ସବୁଠାରୁ ବେଷ୍ଟ ହେଉ , ଏମିତିରେ ସେ ନିଜ ଝିଅ ପାଇଁ ସଠିକ୍ ପୁଅ ଖୋଜିଥାଏ , ଏମିତିରେ ଥାଇଲାଣ୍ତର ଏକ ଆରବପତି ବିଜନେସ୍ ମ୍ୟାନ୍ ଆରନୋନ୍ ରୋଦଥୌଙ୍ଗ୍ ଏକ ଭଲ ଅନୋଖା ତରିକା ଖୋଜିଛନ୍ତି ।ଆରନୋନ୍ ନିଜ ୨୬ ବର୍ଷୀୟ ଝିଅ ପାଇଁ ଏକ ଖାସ୍ ଗୁଣବାଲା ପୁଅ ଖୋଜୁଛନ୍ତି , ଏହାପାଇଁ ସେ ଏକ ଟୁର୍ଣ୍ଣାମେଣ୍ଟ ବି ଆୟୋଜନ କରିଛନ୍ତି , ଏହି ଟୁର୍ଣ୍ଣାମେଣ୍ଟରେ ଯେଉଁ ପୁଅ ବିଜେତା ହୋଇକରି ସାମ୍ନାକୁ ଆସିବ , ତାଙ୍କୁ ପୁରସ୍କାର ସ୍ୱରୁପ ୨ କୋଟି ୨୧ ଲକ୍ଷ ମିଳିବ , ଓ ନିଜ ଝିଅର ବିବାହ ବି କରିବେ , ଏତିକି ନୁହେଁ ବରକୁ ପରେ ବିରାଶତରେ ଆରୋନନ୍ ଙ୍କ ଆରବ ଟଙ୍କାର କାରୋବାର ବି ମିଳିଯିବ ।

ଏତିକିରୁ ଜଣାପଡୁଛି କି ଆରୋନୋନ୍ ନିଶ୍ଚିତ ନିଜ ଝିଅ ପାଇଁ ଏକ ଭଲ ବର ସନ୍ଧାନରେ ଅଛନ୍ତି , କିନ୍ତୁ ଏହି ଟୁର୍ଣ୍ଣାମେଣ୍ଟରେ ଜିତିବା ଏତେ ସହଜସାଧ୍ୟ୍ୟ ହେବ ନାହିଁ , ଏବେ ଏଥିରେ ଭାଗ ନେବାପାଇଁ ହଜାର ସଂଖ୍ୟକ ପିଲା ଆବେଦନ କରିଛନ୍ତି , ଯଦି ଏହି ଟୁର୍ଣ୍ଣାମେଣ୍ଟରେ ତାଙ୍କ ଝିଅଙ୍କୁ ଆପଣ ବିବାହ କରିବାକୁ ଚାହୁଁଛନ୍ତି ତେବେ ଥାଇଲାଣ୍ତର ପଟାୟାରେ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇପାରିବେ । ଏହି ପୁରା ମାମଲା ବିଷୟରେ ଆରୋନୋନ୍ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ ଦେଇକରି ସୁଚନା ଦେଇଛନ୍ତି , ତାଙ୍କ ଝିଅର ନାଁ କରନସିତା ରୋଡଥୋଙ୍ଗ୍ ଅଟେ,  ଏହି ଝିଅର ସ୍ୱାମୀ ହେବାପାଇଁ ସେହି ପିଲା ଭିତରେ କିଛି ଖାସ୍ ଗୁଣ ରହିଥିବା ଜରୁରୀ ଏହା ସର୍ତ୍ତ ରଖିଛନ୍ତି ଝିଅର ବାପା ।

ସର୍ତ୍ତଗୁଡିକ ହେଲା : –

୧) ପୁଅ ସେମିତି ଦେଖିବାକୁ ସ୍ମାର୍ଟ ହେଇଥାଉ କିମ୍ବା ନହେଇ ଥାଉ ଚଳିବ , କିନ୍ତୁ ପାଠ ପଢିଥିବା ଦରକାର,  ପୁଅର ଚାଇନିଜ୍ ଓ ଇଂରାଜୀ ଭାଷାକୁ ଭଲ ଭାବେ ଜାଣିଥିବା ଦରକାର,  ଯଦି ଆପଣ ଏହି ଦୁଇଟି ଭାଷା ପଢିବା ଓ ଲେଖିବା ଜାଣିଛନ୍ତି ତେବେ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇପାରିବେ ।

୨) ଯେଉଁ ପୁଅ ଏହି ଆରବପତି ବିଜନେସମ୍ୟାନ୍ ଙ୍କ ଝିଅକୁ ବିବାହ କରିବ ସିଏ ଆଳସି ହେଇନଥିବ , ସେ ନିଜ ଝିଅ ପାଇଁ ବହୁତ ପରିଶ୍ରମୀ ପୁଅ ଖୋଜୁଛନ୍ତି , ଏଥିପାଇଁ ଆପଣଙ୍କ ଆଳସ ଓ ପରିଶ୍ରମକୁ ନେଇ କିଛି ଟେଷ୍ଟ ଏହି ଟୁର୍ଣ୍ଣାମେଣ୍ଟରେ ହୋଇପାରେ ।

୩) ପୁଅକୁ ଡୁରିୟନ୍ ନାମକ ଫଳ ସହ ପ୍ରେମ ହେବା ଦରକାର , ଆପଣଙ୍କୁ ଜଣେଇଦେବୁ କି ଡୁରିୟନ୍ ଏକ ବହୁତ ଖରାପ ଓ ଦୁର୍ଗନ୍ଧଯୁକ୍ତ ଫଳ ଅଟେ,  କିନ୍ତୁ ସ୍ୱାଦରେ ଭଲ ହୋଇଥାଏ , ଓ ବଜାରରେ ବହୁତ ଦାମ୍ ରେ ବିକ୍ରି ହୋଇଥାଏ,  ଝିଅର ବାପା ଫଳ କାରୋବାର୍ କରନ୍ତି , ଏଥିପାଇଁ ସେ ଚାହଁନ୍ତି କି ତାଙ୍କ ହେବାକୁ ଥିବା ଜ୍ୱାଇଁ ଡୁରିୟନ୍ ବିଷୟରେ ଭଲ ଭାବରେ ଜ୍ଞାତ ହୋଇଥିବ ।

ଯଦି ଆପଣ ଏହି ତିନୋଟି ସର୍ତ୍ତ ଉପରେ ରାଜି ଅଛନି ତେବେ ଏହି ଟୁର୍ଣ୍ଣାମେଣ୍ଟ ଜିତିପାରିବେ , ଆପଣଙ୍କୁ ପୁରସ୍କାର ସ୍ୱରୁପ ୨ କୋଟି ଟଙ୍କା ମିଳିବ , ଏହା ସହ ଝିଅର ବାପା ଆରବ ଟଙ୍କାର କାରୋବାର ବି ସଂମ୍ଭାଳିବାକୁ ଦେବେ , ତେବେ କଣ ଆପଣ ଏହି ଝିଅକୁ ବିବାହ କରିବାକୁ ଚାହିଁବେ , ଆପଣଙ୍କ ଜବାବ୍ କମେଣ୍ଟ୍ ବକ୍ସରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *