December 23, 2024

Odia Express

Leading Odia News Portal of Odisha

ରାମାୟଣ ଭିତିକ ପ୍ରଶ୍ନ ଓ ଉତ୍ତର – ନାରାୟଣ ନାରାୟଣ ଜପ କରିବାରେ କିଏ ପ୍ରସିଦ୍ଧ ଅଟନ୍ତି? କିଏ ପ୍ରଭୁ ରାମଚନ୍ଦ୍ରଙ୍କୁ ଅଇଁଠା କୋଳି ଖାଇବାକୁ ଦେଇଥିଲା?ଉତ୍ତର କେବଳ ବୁଦ୍ଧିମାନ ଲୋକ ଦେବେ

ବନ୍ଧୁଗାଁ ଆପଣାକୁ ଓଡ଼ିଆ ଏକ୍ସପ୍ରେସ୍ରେ କୁ ସ୍ଵାଗତ | ଆମେ ଆମର ସଂସ୍କୁତି ଓ ପୁରାଣ କଥା କୁ ନେଇକି ମନରେ ଖୁବ ଗର୍ବ କରିଥାଉ |ତେବେ ଆମର ପୂର୍ବ ପୁରୁଷ ମାନେ ପୁରାଣ ପାଠ କରୁଥିଲେ ଓ ଆମକୁ ସେ ବିଷୟରେ କହୁଥିଲେ | ତେବେ ବର୍ତମାନ ଲୋକ ଇଣ୍ଟରନେଟ ମୁହଁ ହେଇଥିବାରୁ ଆମେ ଏହି ଇଣ୍ଟରନେଟ ଜରିଆରେ ପୁରାଣ ଶାସ୍ତ୍ର ସମ୍ଭାଦିୟ କିଛି ପ୍ରଶ୍ନ ଓ ଉତ୍ତର ଆପଣଙ୍କ ପାଖକୁ ନେଇ ଅଶିଚୁ | ଯାହାକି ଆପଣଙ୍କ ଜ୍ଞାନ ବଢେଇବାରେ ନିଶ୍ଚୟ ସାହାଯ୍ୟ ହେବ | ଏହି ସବୁ ପ୍ରଶ୍ନ ଏବଂ ଉତ୍ତର ଆପଣଙ୍କ ଜ୍ଞାନରେ ବିକାଶ କରିବାରେ ସହାୟକ ହେବ। ଏହାକୁ ପଢନ୍ତୁ ଏବଂ ଜାଣନ୍ତୁ।

୧) ପ୍ରଶ୍ନ : ରାବଣର ଅନ୍ତିମ ସଂସ୍କାର କିଏ କରିଥିଲେ ?

ଉତ୍ତର : ବିଭୀଷଣ

୨) ପ୍ରଶ୍ନ : କେଉଁ ଦିନଟି ପ୍ରଭୁ ଶ୍ରୀରାମଚନ୍ଦ୍ର ରାବଣକୁ ପରାସ୍ତ କରି ରାବନ ଠାରୁ ରୁ ବିଜୟ ଲାଭ କରିଥିଲେ ?

ଉତ୍ତର : ଦଶମୀ

୩) ପ୍ରଶ୍ନ : ଲଙ୍କା କାହା ଦ୍ବାରା ନିର୍ମାଣ ହୋଇଥିଲା ?

ଉତ୍ତର  : ବିଶ୍ୱକର୍ମା

୪) ପ୍ରଶ୍ନ : ରାଜା ଦଶରଥଙ୍କର ତିନି ଗର୍ଭବତୀ ହେବେ ପାଇଁ କଣ ଖାଉଥିଲେ?

ଉତ୍ତର : ଚରୁଅର୍ଣ୍ଣ

୫) ପ୍ରଶ୍ନ : ରାବଣର ସମୁଦାୟ କେତୋଟି ବାହୁ ଅଟେ ?

ଉତ୍ତର : ୨୦

୬) ପ୍ରଶ୍ନ : କିଏ ପ୍ରଭୁ ରାମଚନ୍ଦ୍ରଙ୍କୁ ଅଇଁଠା କୋଳି ଖାଇବାକୁ ଦେଇଥିଲା?

ଉତ୍ତର : ଶଵରୀ।

୭) ପ୍ରଶ୍ନ : ପ୍ରଭୁ ଶ୍ରୀ ରାମଚନ୍ଦ୍ର ଜନ୍ମ ହେବ ପୂର୍ବରୁ କେତେ ମାସ ପର୍ଯ୍ୟନ୍ତ ମାତାଙ୍କ ଗର୍ଭ ରେ ଥିଲେ?

ଉତ୍ତର : ୧୨ ମାସ।

୮) ପ୍ରଶ୍ନ : ଲବଣାସୁରକୁ କିଏ ବଦ୍ଧ କରିଥିଲେ ?

ଉତ୍ତର : ଶତ୍ରୁଘ୍ନ

୯) ପ୍ରଶ୍ନ : ସହସ୍ରାଜୁର୍ଣ କେଉଁ ସ୍ଥାନ ର ରାଜା ଥିଲେ ?

ଉତ୍ତର : ମହିସ୍ମାମତି

୧୦) ପ୍ରଶ୍ନ : ଦେବତା ମାନଙ୍କର ସେନାପତି କିଏ ଥିଲେ ?

ଉତ୍ତର : କାର୍ତ୍ତିକେୟ

୧୧) ପ୍ରଶ୍ନ : କେଉଁ ସ୍ରୋତ ଟି ରାବଣ ଦ୍ୱାରା ରଚନା କର ଯାଇଥିଲା ?

ଉତ୍ତର : ଶିବ ତାଣ୍ଡବ ସ୍ରୋତ

୧୨) ପ୍ରଶ୍ନ : ଏ ମାନଙ୍କ ମଧ୍ୟ ରୁ କିଏ ହେଉଛନ୍ତି ଭଗବାନ ବିଷ୍ଣ୍ଣୁ ଙ୍କ ଅବତାର?

ଉତ୍ତର : ପର୍ଶୁରାମ

୧୩) ପ୍ରଶ୍ନ : ଗାୟତ୍ରୀ ମନ୍ତ୍ର କିଏ ରଚନା କରି ଥିଲେ ?

ଉତ୍ତର : ବିଶ୍ଵାମିତ୍ର

୧୪) ପ୍ରଶ୍ନ : ନାରାୟଣ ନାରାୟଣ ଜପ କରିବାରେ କିଏ ପ୍ରସିଦ୍ଧ ଅଟନ୍ତି?

ଉତ୍ତର : ନାରଦ

୧୫) ପ୍ରଶ୍ନ : ରାଜା ଜନକ କ୍ଷେତରେ ହଳ କରୁଥିବା ସମୟରେ କାହାକୁ ପାଇଥିଲେ?

ଉତ୍ତର : ସୀତା

୧୬) ପ୍ରଶ୍ନ  : ସେହି ଅସୁରଟିର ନାମ କଣ ଯିଏକି ଜନ୍ମ ହେବା କ୍ଷଣକେ ହିଁ ହଜାର ଲୋକଙ୍କୁ ଗିଳି ଦେଇ ଥିଲା?

ଉତ୍ତର : କୁମ୍ଭକର୍ଣ୍ଣ

୧୭) ପ୍ରଶ୍ନ : କେଉଁ ରୂସି କ୍ରୋଧ ରେ ଗଙ୍ଗାର ସମସ୍ତ ଜଳ କୁ ପାନ କରି ଦେଇଥିଲେ?

ଉତ୍ତର : ଜାଜ୍ଞବଲ୍ଲ

୧୮) ପ୍ରଶ୍ନ : ରାବଣ କେଉଁ ଦେବତାଙ୍କୁ ପ୍ରସନ କରିବା ପାଇଁ ନିଜର ଦସମୁଣ୍ଡ କାଟି ଦେଇଥିଲା?

ଉତ୍ତର : ବ୍ରହ୍ମା

୧୯) ପ୍ରଶ୍ନ : ବଜ୍ର ଅସ୍ତ୍ର ଟି କେଉଁ ଋଷିଙ୍କର ହାତରେ ତିଆରି ହୋଇଥିଲା ?

ଉତ୍ତର : ଦଧିଚ

୨୦)ପ୍ରଶ୍ନ  : କେଉଁ ବାନର ନିଜକୁ ପ୍ରତିବିମ୍ବକୁ ପାଣିରେ ଦେଖି ଲଢେଇ କରିବାକୁ ଡେଇଁ ପଡି ଥିଲା?

ଉତ୍ତର : ରୁକ୍ଷରାଜ

୨୧) ପ୍ରଶ୍ନ : ରାବଣର ଉପଦେଶ ନ ଶୁଣିଲେ ସୀତା ମାତାଙ୍କୁ ଗିଳି ଦେବା ପାଇଁ କେଉଁ ରାକ୍ଷସୀ ଧମକ ଦେଉଥିଲା ?

ଉତ୍ତର : ପ୍ରଗାସା

୨୨) ପ୍ରଶ୍ନ : ନିମ୍ନ ଲିକିତ ପାହାଡ ଗୁଡିକ ମଧ୍ୟ ରୁ କେଉଁ ପାହାଡଟି ସାଠିଏ ହଜାର ପାହାଡ ମଧ୍ୟରେ ଥିଲା?

ଉତ୍ତର : ମେରୁ

୨୩) ପ୍ରଶ୍ନ : କେଉଁ ରାକ୍ଷସ ଷୋହଳ ହଜାର ନାରୀଙ୍କୁ ବନ୍ଦୀ କରି ରଖିଥିଲା ଏବଂ ଏକଲକ୍ଷ ନାରୀଙ୍କୁ ବିବାହ କରିବାକୁ ଚାହୁଥିଲା?

ଉତ୍ତର : ଦୁନ୍ଦୁଭି

୨୪) ପ୍ରଶ୍ନ : ତ୍ରେତୟା ଯୁଗର ସମୁଦାୟ ବର୍ଷ ସଂଖ୍ୟା କେତେ?

ଉତ୍ତର : ୧୨,୯୬,୦୦୦

୨୫) ପ୍ରଶ୍ନ : ଅଶ୍ୱମେଧ ଯଜ୍ଞ କରିବାକୁ କେତେ ସମୟ ଲାଗୁଥିଲା?

ଉତ୍ତର : ୧ ବର୍ଷ

Leave a Reply

Your email address will not be published. Required fields are marked *