October 22, 2024

Odia Express

Leading Odia News Portal of Odisha

ଦାନ୍ତରେ ଜମିଥିବା ମଇଳା ଓ ହଳଦିଆପଣ ସଫା କରନ୍ତୁ ମାତ୍ର ୫ ମିନିଟର ଓ ଦାନ୍ତଙ୍କୁ ମୋତି ଭଳି ଚମକାନ୍ତୁ…

ସାଙ୍ଗ ମାନେ ଆପଣ ସମସ୍ତଙ୍କୁ ସ୍ୱାଗତ।ସବୁଥର ଭଳି ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଲେଖା ନେଇକି ଆସିଛୁ ଏହାକୁ ଭଲସେ ପଢନ୍ତୁ।ସାଙ୍ଗମାନେ ଆଜି ଆମେ ଆପଣଙ୍କୁ ଏପରି ଏକ ଉପାୟ କହିବୁ ଯାହା ଦ୍ଵାରା ଆପଣ ନିଜ ଦାନ୍ତକୁ ସଫା କରି ମୋତି ଭଳି କରିପାରିବେ।ଯେବେ ଆମ ଦାନ୍ତ ଖରାପ ହୋଇଥାଏ ଆମେ ଭଲ କରି ହସି ବି ପାରି ନଥାଉ। ସାଙ୍ଗମାନେ ଦାନ୍ତ ହଳଦିଆ ହେବା,ଦାନ୍ତରୁ ଗନ୍ଧ ବାହାରିବା କୌଣସି ବଡ ସମସ୍ୟା ନୁହେଁ।କିଛି ଲୋକ ଗୁଟକା ,ଖଇନି ,ପାନ ଆଦି ଅନେକ ମାତ୍ରାରେ ଖାଇ ନିଜ ଦାନ୍ତକୁ ଖରାପ କରିଦେଇଥାନ୍ତି।ତାଙ୍କ ଦାନ୍ତରେ ହଳଦିଆ ହୋଇଯାଇଥାଏ ଓ ଗନ୍ଧ ବି ବାହାରିଥାଏ।

ଯେବେ କୌଣସି ଲୋକ ନିଜ ଦାନ୍ତ ସଫା ପାଇଁ ମେଡିକାଲ ଯାଇଥାଏ ଅନେକ ପଇସା ଲାଗିଥାଏ।କିନ୍ତୁ ଆଜି ଆମେ ଅଳ୍ପ ଖର୍ଚ୍ଚରେ ଆପଣଙ୍କ ପାଇଁ ଏକ ଭଲ ଉପାୟ ନେଇ ଆସିଛି ଯାହା ଦ୍ଵାରା ଆପଣ ନିଜ ଦାନ୍ତକୁ ଚମକଦାର କରିପାରିବେ।ସାଙ୍ଗମାନେ ପ୍ରଥମ ଥର ବ୍ୟବହାରରେ ହିଁ ଆପଣଙ୍କୁ ଏହାର ପ୍ରଭାବ ଦେଖାଯିବ।

ସାଙ୍ଗମାନେ ଆମ ଦାନ୍ତରେ ଯେଉଁ ଅଶନା ଜମିଥାଏ ତାକୁ ଷ୍ଟିନ କୁହାଯାଏ ଏହା ଗୋଟେ ଦିନରେ ହୋଇନଥାଏ ଅନେକ ଦିନ ଆପଣ ନିଜ ଦାନ୍ତକୁ ଭଲ ଭାବେ ସଫା ନକରିବା ଦ୍ଵାରା ଏହା ହୋଇଥାଏ।ସେହି ଷ୍ଟିନ କୁ ସଫା କରିବା ପାଇଁ ଆପଣଙ୍କୁ ଆବଶ୍ୟକ ଅଧା ଚାମଚ ଲୁଣ, ଏହା ଆପଣଙ୍କୁ ସହଜରେ ନିଜ ଘରେ ମିଳିଥାଏ।ଆଜି ଯାହା ଜିନିଷ ଆମେ ଆପଣଙ୍କୁ ଏଥିପାଇଁ କହିବୁ ତାହା ଆପଣଙ୍କୁ ନିଜ ଘରେ ସହଜରେ ମିଳିବ।ମାଢ଼ିକୁ ମଝବୁତ ଓ ଦାନ୍ତକୁ ସଫା କରିବା ପାଇଁ ଲୁଣ ସାହାଯ୍ୟ କରିଥାଏ।

ଏହା ପରେ ଏଥିରେ ଆମେ ବ୍ୟବହାର କରିବା ଅଧାଚାମଚ ହଳଦୀ ପାଉଡର କାରଣ ହଲଦୀରେ ଅନେକ ଓଷଧିୟ ଗୁଣ ଅଛି ।ଏହା ଆପଣଙ୍କ ଦାନ୍ତରୁ ମଇଳା ସଫା କରିଥାଏ ଓ ଯିବାଣୁଙ୍କୁ ମାରିଥାଏ।ଏହା ପରେ ଆପଣ ଯେଉଁ ପେଷ୍ଟ ବ୍ୟବହାର କରନ୍ତି ତାକୁ ଏଥିରେ ମିଶାଇ ଦିଅନ୍ତୁ।ଏହା ପରେ ଶେଷରେ ଏଥିରେ ଲେମ୍ବୁ ରସ ମିଶାନ୍ତୁ।ଏହା ପରେ ଏହି ସବୁ ଜିନିଷକୁ ଭଲ ଭାବେ ଗୋଳାଇ ଏକ ପେଷ୍ଟ ତିଆରି କରନ୍ତୁ।

ଏହା ପରେ ପେଷ୍ଟକୁ ବ୍ରସ୍ରେ ଲଗାଇ ଦାନ୍ତ ଭଲ ଭାବେ ଘସନ୍ତୁ।ଏହା କୁ କିଛି ଦିନ ନିୟମିତ ବ୍ୟବହାର ଦ୍ଵାରା ଆପଣ ନିଜ ଦାନ୍ତକୁ ମୋତି ଭଳି ଚମକାଇପାରିବେ।ଏହା ଆପଣଙ୍କ ଦାନ୍ତରୁ ସମସ୍ତ ମଇଳା ହଟାଇ ଦାନ୍ତକୁ ମୋତି ଭଳି ଚମକଦାର କରିଥାଏ।ଏଥିପାଇଁ ଆମେ କହିଥିବା ଉପାୟ ଅନୁସାରେ କରନ୍ତୁ ଦେଖିବେ ଏହା ଆପଣଙ୍କୁ ଅନେକ ଲାଭ ଦେବ।

Leave a Reply

Your email address will not be published. Required fields are marked *