December 23, 2024

Odia Express

Leading Odia News Portal of Odisha

ଯଦି ଆପଣଙ୍କ କେଉଁ ପରିଚିତ ଲୋକଙ୍କ କାନରେ ବାଳ ଅଛି ,ତେବେ ଜାଣିନିଅନ୍ତୁ ତାଙ୍କ ବିଷୟରେ ଗୁପ୍ତ କଥା…

ବନ୍ଧୁଗଣ, ମନୁଷ୍ୟ ଜୀବନରେ ଏମିତି ବହୁତ ସାରା ପ୍ରଶ୍ନ ଓ ରହସ୍ୟ ଅଛି , ଯାହାର ଏବେ ପର୍ଯ୍ୟନ୍ତ ରହସ୍ୟ ହୋଇ ରହିଛି , ଏମିତିରେ କିଛି ପ୍ରଶ୍ନ ଏମିତି ଅଛି ଯାହାର ଜବାବ୍ ମନୁଷ୍ୟ ଦେଇପାରିବେ ନାହିଁ , କିନ୍ତୁ ମନୁଷ୍ୟ ଏହାର ଉତ୍ତର ଜାଣିବାକୁ ଉତ୍ସୁକତା ପ୍ରକାଶ କରେ , ଯଦି ଆମେ ଶାସ୍ତ୍ରର କଥା କହିବା ତେବେ ମନୁଷ୍ୟ ସବୁ ପ୍ରଶ୍ନର ଉତ୍ତର ଦେବାପାଇଁ ସକ୍ଷମ ହୋଇଥାଏ , ସେ ବ୍ୟକ୍ତି ନିଜ ଜୀବନରେ ସବୁ ଅସୁବିଧାକୁ ଓ ସମସ୍ୟାକୁ ସମାଧାନ କରିପାରିଥାଏ , ମାନବ ଅଙ୍ଗର ବନାବଟ ଦ୍ୱାରା ମନୁଷ୍ୟ ସ୍ୱଭାବ ଓ ବ୍ୟବହାର ବିଷୟରେ କୁହାଯାଇଛି , ଆଜି ଆମେ ଆପଣଙ୍କୁ ଏହି ଲେଖ ମାଧ୍ୟମରେ ସାମୁଦ୍ରିକ ଶାସ୍ତ୍ର ଦ୍ୱାରା ବ୍ୟକ୍ତିର କାନ ଦେଖିକରି ତାହାର ବ୍ୟବହାର ଓ ତାହାର ବ୍ୟକ୍ତିତ୍ୱ ବିଷୟରେ ପତ୍ତା ଲଗାଇବା

ଆପଣଙ୍କୁ କହିଦେବୁ କି ଯେଉଁ ବ୍ୟକ୍ତିଙ୍କ କାନ ତଳ ଗୋଲ୍ ହୋଇଥାଏ , ଏମିତି ବ୍ୟକ୍ତି ବହୁତ ଭାଗ୍ୟଶାଳୀ ହୋଇଥାନ୍ତି , ଏହି ବ୍ୟକ୍ତିଙ୍କ ଆଧାରରେ ଧନ ବୈଭବ ଐଶ୍ୱର୍ଯ୍ୟ ଓ ସୁଖ ସୁବିଧା ସହ ସଂପନ୍ନ ହୋଇଥାନ୍ତି , ଆପଣଙ୍କୁ ଜଣେଇଦେବୁ କି ଯେଉଁ ବ୍ୟକ୍ତିଙ୍କ କାନ ମୋଟା ହୋଇଥାଏ , ଏମିତି ବ୍ୟକ୍ତି ଇଶ୍ୱରଙ୍କୁ ବହୁତ ମାନିଥାନ୍ତି , ଓ ସେମାନେ ପୁରା ଜୀବନ ଇଶ୍ୱରଙ୍କ ଭକ୍ତିରେ ଲୀନ ହୋଇଥାନ୍ତି , ଆପଣଙ୍କୁ କହିଦେବୁ କି ଯେଉଁ ବ୍ୟକ୍ତିଙ୍କ କାନ ମାଙ୍ଗଡ ପରି ହୋଇଥାଏ, ଏମିତି ବ୍ୟକ୍ତି ସ୍ୱାର୍ଥୀ ସ୍ୱଭାବର ହୋଇଥାନ୍ତି , ଏହି ବ୍ୟକ୍ତି ଲୋଭି କ୍ରୋଧୀ, ତଥା ଅହଂକାରୀ ଦେଖାଯାଆନ୍ତି , ଏମିତି ମନୁଷ୍ୟ କେବେ ସ୍ଥିରତା ଦେଖିବାକୁ ମିଳେ ନାହିଁ , ଏହି ବ୍ୟକ୍ତି ସବୁବେଳେ ଗୃହସ୍ଥ ଜୀବନରେ ବହୁତ ସମସ୍ୟା ଓ ଚିନ୍ତାରେ ଦେଖାଦିଅନ୍ତି , ଓ ଏମାନଙ୍କ ଘରେ ସବୁବେଳେ ଧନର ଅଭାବ ରହିଥାଏ ।

ଯେଉଁ ବ୍ୟକ୍ତିଙ୍କ କାନରେ ବାଳ ଦେଖାଯାଏ ସେମାନେ ବହୁତ ଚତୁର ଓ ସ୍ୱାର୍ଥୀ ହୋଇଥାନ୍ତି , ଏହିପରି ବ୍ୟକ୍ତି ଧନ କମାଇବାରେ ମିଛ କହିବାର ସାହାରା ନିଅନ୍ତି , ଯେଉଁ ବ୍ୟକ୍ତିଙ୍କ କାନର ବାଳ ଛୋଟ ହୋଇଥାଏ , ଏମିତି ବ୍ୟକ୍ତି ଧନହୀନ ଓ ପ୍ରଭାବହୀନ ହୋଇଥାନ୍ତି , ଏହି ପ୍ରକାରର ବ୍ୟକ୍ତିଙ୍କ ଜୀବନ ସନ୍ଦେଶ ଓ ଡରର ଛାଇରେ କଟିଥାଏ , ଆପଣଙ୍କୁ କହିଦେବୁ କି ଯେଉଁ ବ୍ୟକ୍ତିଙ୍କ କାନ କନପଟି ସହ ଯୋଡି ହୋଇଥାଏ,

ଏମିତି ବ୍ୟକ୍ତି ବୁଦ୍ଧିମାନ ଓ ନିଜ ବୁଦ୍ଧିରୁ ଧନ ଅର୍ଜିତ କରନ୍ତି , ଓ ଏମିତି ବ୍ୟକ୍ତି ବହୁତ ଉତ୍ତମ ବୁଝାମଣା ବ୍ୟକ୍ତି ବିଶେଷ ହୋଇଥାନ୍ତି , ଓ ଏମାନେ ଧନବାନ ବି ହୋଇଥାନ୍ତି , ଆପଣ ବହୁତ ଲୋକଙ୍କୁ ଦେଖିଥିବେ ଯାହାଙ୍କ କାନ ଲମ୍ବା ହୋଇଥାଏ,  ଯେଉଁ ବ୍ୟକ୍ତିଙ୍କ କାମ ଲମ୍ବା ହୋଇଥାଏ , ଏମିତି ବ୍ୟକ୍ତି ବ୍ୟବହାର କୁଶଳତାର ପ୍ରତୀକ ବୋଲି ଜଣାଯାଆନ୍ତି

Leave a Reply

Your email address will not be published. Required fields are marked *