October 22, 2024

Odia Express

Leading Odia News Portal of Odisha

ଆଜିର ମଜାଦାର ୨୦ ଜୋକ୍ସ – ସ୍ତ୍ରୀ ରୋମାଣ୍ଟୀକ୍ ମୁଡ୍ ରେ ଆରେ ଶୁଣୁଛ , ଆମର ସୁହାଗରାତ୍ ବାଲା ଦିନ ଯେବେ ମୁଂ ନିଜ ଓଢଣୀ ଉଠାଇଲି ତେବେ ତୁମକୁ କିପରି ଲାଗିଲା, ସ୍ୱାମୀ ଯାହା କହିଲେ ହସି ହସି ବେଦମ ହେଇଯିବେ ଆପଣ..

ସ୍ତ୍ରୀ ନିଜ ସ୍ୱାମୀକୁ ଆପଣଙ୍କୁ ମନେ ଅଛି ଯେବେ ତୁମେ ମୋତେ ଦେଖିବାକୁ ଆସିଥିଲ, ତେବେ ମୁଁ କେଉଁ ରଙ୍ଗର ଶାଢୀ ପିନ୍ଧିଥିଲି, ସ୍ୱାମୀ କହିଲେ ନା ସ୍ତ୍ରୀ ଆରେ ଏମିତି କଥା ନୁହେଁ ଯେବେ କିଏ ରେଳ ଧାରଣାରେ ଶୋଇପଡେ , ତେବେ ସେ ଟିକିଏ ସମୟ ପାଇଁ ଦେଖେ କି ଟ୍ରେନ୍ ଶତାଦ୍ଧୀ କିମ୍ବା ଏକ୍ସପ୍ରେସ୍।ଦିନେ ମ୍ୟାଡମ୍ ଏକ ଛୁଆକୁ ପଚାରିଲେ ସ୍କୁଲ୍ କଣ ଅଟେ, ବହୁତ ହିଁ ଶାନଦାର୍ ଜବାବ୍ ମିଳିଲା, ସ୍କୁଲ୍ ସେହି ଜାଗା ଅଟେ ଯେଉଁଠି ଆମର ବାପାକୁ ଲୁଟିଲେ ଓ ଆମକୁ କୁଟାଯାଏ ।

ଜଣେ ଝିଅ ଠିଆ ହୋଇ ଗୀତ ଶୁଣୁଥିଲା, ରଙ୍ଗ୍ ଦେ ତୁ ମୋହେ ଗେରୁଆ, ଚାରି ପାଞ୍ଚ ଜଣ ଲୋକ ତାହା ଉପରେ ବିମଳ ପାନ ମସଲା ଥୁକି କରି ଚାଲିଗଲେ ।

ଦିନେ ସ୍ୱାମୀ ନିଜ ଘରର ଲାଇଟ୍ ଠିକ୍ କରୁଥିଲା, ତେବେ ସେ ନିଜ ସ୍ତ୍ରୀକୁ ଆବାଜ୍ ଲଗାଇଲା, ସ୍ତ୍ରୀ କଣ ହେଲା? ସ୍ୱାମୀ : ଆରେ ଟିକିଏ ଏପଟେ ଆସ, ସ୍ତ୍ରୀ : ହଁ ମୁଁ ଆସିଗଲି , ଏବେ କୁହ, ସ୍ୱାମୀ : ଏହା ଦୁଇଟି ତାର ଅଟେ, ଏଗୁଡିକୁ ଟିକିଏ ଗୋଟେ ହାତରେ ଧରିବ , ସ୍ତ୍ରୀ କଣ ପାଇଁ ? ସ୍ୱାମୀ ଆରେ ଥରେ ତ ଧର,  ସ୍ତ୍ରୀ ନିଅ ଧରିନେଲି, ସ୍ୱାମୀ କଣ ହେଲା ? ସ୍ତ୍ରୀ କିଛି ନାହିଁ ତ ।ସ୍ୱାମୀ : ଆଚ୍ଛା ଏହାର ମତଲବ କରେଣ୍ଟ ଦ୍ୱିତୀୟ ତାରରେ ଅଛି ।

ପ୍ରାଇଭେଟ୍ ଜବ୍ କରୁଥିବା ରୋଗାକ୍ରାନ୍ତ ସ୍ୱାମୀକୁ ତାର ସ୍ତ୍ରୀ କହିଲା ଏହିଥର କେଉଁ ପଶୁ ଡାକ୍ତରକୁ ଦେଖାଅ ତେବେ ଯାଇ ତୁମେ ଠିକ୍ ହେବ । ସ୍ୱାମୀ ପଚାରିଲା କଣ ପାଇଁ ? ସ୍ତ୍ରୀ : ସବୁ ଦିନ ଗଞ୍ଜା ପରି ଜଲଦି ଉଠିଯାଉଛ, ଘୋଡାଙ୍କ ପରି ଦୌଡି ଡ୍ୟୁଟି ଚାଲିଯାଉଛ , ଗଧଙ୍କ ପରି ଦିନ ସାରା କାମ କରୁଛ , ବିଲୁଆ ପରି ଏପଟ ସେପଟ ଇନଫରମେସନ୍ ଦେଉଛ,  ମାଙ୍କଡ ପରି ସିନିଅର୍ ଅଧିକାରୀଙ୍କ ଇଶାରାରେ ନାଚୁଛ, ଘର ଆସିକରି ପରିବାର ଲୋକଙ୍କୁ କୁକୁରଙ୍କ ପରି ଚିଲ୍ଲାଉଛ, ଓ ତାପରେ ମଇଁଷି ପରି ଖାଇକରି ଶୋଇ ପଡୁଛ, ମଣିଷ କଣ ଡାକ୍ତର ବି ତୁମକୁ କେବେ ଠିକ୍ କରିପାରିବ ନାହିଁ ।

ମୋଦୀ ଜି କେବଳ ଭଲ ଦିନ ହିଁ ଆଣିବେ , ଭଲ ରାତିର ଅବସ୍ଥା ନିଜ ହିଁ କରିବାକୁ ପଡିବ , ସନି ଲିଓନ୍ ବରିଷ୍ଠ ସମାଜସେବିକା ,

ଶିକ୍ଷକ : କ୍ଲାସରେ ଗଣ୍ତଗୋଳ କଣ ପାଇଁ ନ ହେବା ଉଚିତ୍ , ସଞ୍ଜୁ : କାରଣ ଜଣା ନାହିଁ ପରୀକ୍ଷା ରେ କେବେ କାହାକୁ ପଛରେ ବସିବାକୁ ପଡିଯାଈପାରେ ।

ଜଣେ ମଦୁଆ ନିଜ ସାଙ୍ଗକୁ ଆଜି ମୁଁ ସେ ପର୍ଯ୍ୟନ୍ତ ପିଇବି ଯେବେ ପର୍ଯ୍ୟନ୍ତ ସାମ୍ନା ବାଲା ୩ ଟି ଗଛ, ୬ ଟା ଦେଖାନଯାଉ , ବାର ଟେଣ୍ତର ବସ୍ କର କମିନା ସାମ୍ନାରେ ଗୋଟେ ହିଁ ଗଛ ଅଛି , ଏବେ କଣ ଜଙ୍ଗଲ୍ କରିବ ।

ଆଡମିନ୍ କୁ ଏକ ଭିକାରୀ ମନ୍ଦିର ବାହାରେ ଦେଖାଗଲା, ଭିକାରୀ : ଭଗବାନଙ୍କ ନାଁରେ କିଛି ଦେଇଦିଅ ସାହେବ , ଚାରି ଦିନରୁ କିଛି ବି ଖାଇନି,  ଆଡମିନ୍ ୫୦୦ ଟଙ୍କିଆ ନୋଟ୍ ବାହାର କରି କହିଲା ୪୦୦ ଟଙ୍କା ଖୁଚୁରା ଅଛି କି , ଭିକାରୀ ହଁ ସାର୍, ଆଡମିନ୍ : ତେବେ ତାକୁ ନେଇକରି କିଛି ଖାଇ ନେ ।

ପପୁ ସାର୍ ତମାଖୁ କୁ ଇଂରାଜୀରେ କଣ କହନ୍ତି , ଗୁରୁଜୀ : ଟୋବାକୋ କହନ୍ତି , କିନ୍ତୁ ତୁମେ କାହିଁକି ଏମିତି ପଚାରିଲ , ପପୁ : ଯଦି କେବେ ଆମେରିକା ପଢିବାକୁ ଗଲି ଓ କାହାକୁ ମାଗିବାକୁ ପଡିଲା< ତେବେ ଅସୁବିଧା ହେବ , କହିବାକୁ ଗଲେ ଜଣାଥିବା ଦରକାର , ଗୁରୁଜୀ ଚପଲ୍ ଫିଙ୍ଗିଲେ , ତାକୁ

ଗାଁର ଏକ ଝିଅ ଘରୁ ଫେରାର୍ ହୋଇଗଲା , ୨ ଦିନ ପରେ ଘରକୁ ଫେରିଲା, ବାପା ରାଗରେ ଏବେ କଣ ନେବାକୁ ଆସିଛୁ , ଝିଅ : ବାପା ପତଳା ପିନ୍ ବାଲା ଚାର୍ଜର୍ ।

ନୁଆ ଶୋଧରୁ ଜଣା ପଡିଲା କି ଯଦି ସ୍ତ୍ରୀ ଚତୁର୍ଥୀ କରିବା ପରିବର୍ତ୍ତେ ମୋନ ବ୍ରତ ରଖେ ତେବେ ସ୍ୱାମୀ ୨୫ ବର୍ଷରୁ ଅଧିକା ଜୀବିତ ରହିପାରିବ ।

ସ୍ତ୍ରୀ ରୋମାଣ୍ଟୀକ୍ ମୁଡ୍ ରେ ଆରେ ଶୁଣୁଛ , ଆମର ସୁହାଗରାତ୍ ବାଲା ଦିନ ଯେବେ ମୁଂ ନିଜ ଓଢଣୀ ଉଠାଇଲି ତେବେ ତୁମକୁ କିପରି ଲାଗିଲା,  ସ୍ୱାମୀ ସତ କହିବି, ଯଦି ମୋତେ ହନୁମାନ ଚାଳିଶା ମନେ ନଥାନ୍ତା ତେବେ ମୁଁ ସେହି ଦିନ ମରିଯାଈଥାନ୍ତି ।

ଜଣେ ବୟସ୍କ ମହିଳା ରୁଦ୍ରପୁରରୁ ନୈନିତାଲ ଯାଉଥିବା ବସରେ ବସିଲା , ମହିଳା କଣ୍ତକ୍ଟରକୁ ହଲଦାନୀ ଆସିଗଲେ କହିଦେବେ , କଣ୍ତକ୍ଟର ଠିକ୍ ଅଛି ମା , କଣ୍ତକ୍ଟର ମହିଳାଙ୍କୁ କହିବା ଭୁଲିଗଲା ଓ ଏବେ ବସ୍ ଦୋଗାଁଓରେ ପହଞ୍ଚିଗଲା,  ମହିଳା ପଚାରିଲେ ହଲଦ୍ୱାନୀ ଆସିଗଲା,  କଣ୍ତକ୍ଟର ମା ତାହା ତ ବହୁତ ପଛରେ ରହିଗଲା,  ମହିଳା କାନ୍ଦିକରି ମୋତେ ପୁଣି ଫେରେଇନିଅ ପୁଅ , ମହିଳାଙ୍କୁ ଏତେ କାନ୍ଦୁଥିବା ଦେଖିକରି ସବୁ ଯାତ୍ରୀ ମାନେ କଣ୍ତକ୍ଟରକୁ ଆଉଥରେ ଫେରେଇ ନେବାକୁ କହିଲେ,  ହଲଦ୍ୱାନୀ ପହଞ୍ଚିବାପରେ କଣ୍ତକ୍ଟର କହିଲା ମାତାଜୀ ହଲଦ୍ୱାନୀ ଆସିଗଲା ଓହ୍ଲାଇପଡ, ମହିଳା ଓହ୍ଲାଇବି କଣ ପାଇଁ କଣ୍ତକ୍ଟର ଆଶ୍ଚର୍ଯ୍ୟ ହୋଇକରି ତେବେ ବସ୍ କୁ ପୁଣି ଫେରେଇବାକୁ କଣ ପାଇଁ କହିଲ ? ମହିଳା ମୋତେ ଡାକ୍ତର କହିଥିଲେ କି ହଲଦ୍ୱାନୀ ପହଞ୍ଚିକରି ମେଡିସିନ୍ ଖାଇନେବେ , ଦୁଇ ମିନିଟ୍ ରୁହ , ମେଡିସିନ୍ ଖାଇନିଏ ତାପରେ ତୁମେ ମୋତେ ନୈନିତାଲ୍ ନେଇଯିବ , ସବୁ ବେହୋସ୍ !

Leave a Reply

Your email address will not be published. Required fields are marked *