ଦୁନିଆ ବିଷୟରେ ଜାଣିବା କଥା – କେଉଁ ଦେଶରେ ଇଣ୍ଟରନେଟ ବ୍ୟବହାର କରିବା ବେଆଇନ ଅଟେ?କେଉଁ ଦେଶରେ ଗ୍ରୀଷ୍ମ ଋତୁରେ ସୁର୍ଯ୍ୟ କେବେ ବୁଡ଼େ ନାହିଁ?ଆମ ଆଖି କେତେ ମେଗା ପିକ୍ସେଲ ଅଟେ ? ଜାଣିରଖନ୍ତୁ ଏହାର ଉତ୍ତର…
ସାଙ୍ଗମାନେ କଣ ଆପଣ ଜାଣିଛନ୍ତିକି ଆମ ଆଖିର ରେଜୋଲୁସନ କେତେ ହୋଇଥାଏ ? ଆଉ ଚିନରେ ଏମିତି ବିଦ୍ୟାଳୟ ଅଛି ଯେଉଁଠି ଡେଟିଂ ଶିଖାଯାଏ । ଯଦି ଆପଣ ଏହି ଭଳି କିଛି ରୋଚକ ତଥ୍ୟ ଜାଣିବାକି ଚାହୁଁଛନ୍ତି ତାହେଲେ ଆସନ୍ତୁ ଓ ଆଗକୁ ନିଶ୍ଚିନ୍ତ ପଢନ୍ତୁ। ଆମେ ଏଠାରେ ଆଜି ଏହିଭଳି ୨୫ ଅବିଶ୍ଵସନୀୟ ରୋଚକ ତଥ୍ୟ ବିଷୟରେ କହିବାକୁ ଯାଉଛୁ।
୧.ଦୁନିଆରେ ବେଶିରୁ ବେଶି କମ୍ପାନୀ ୱିଣ୍ଡୋ ଅପରେଟିଙ୍ଗ ସିଷ୍ଟମ ଉପରେ କାର୍ଯ୍ୟ କରିଥାଏ।ଆପଣ ନିଜ ତଥ୍ୟ ରଖିବା ପାଇଁ ବିଭିନ୍ନ ଫୋଲଡ଼ର ଆମେ ବନେଇ ଥାଉ।କଣ ଆପଣ ଜାଣିଛନ୍ତିକି ଆପଣ ସେଠାରେ କନ ବା(con) ନାମକ ଫୋଲଡ଼ର ବନେଇ ପାରିବେ ନାହିଁ।
୨.ଗ୍ରୀନଲାଣ୍ଡ ଏକ ଏମିତି ଦେଶ ଅଟେ ଯେଉଁଠାରେ ଗ୍ରୀଷ୍ମ ଋତୁରେ ସୁର୍ଯ୍ୟ କେବେ ବୁଡ଼େ ନାହିଁ।ଏଠାକାର ସର୍ବନିମ୍ନ ତାପମାତ୍ରା -୬ ଡିଗ୍ରୀ ଅଟେ।ଏମିତିରେ ଖରା ଦିନେ ମଧ୍ୟ ତାପମାତ୍ର ୦-୬ ଡିଗ୍ରୀ ଭିତରେ ରହିଥାଏ।
୩.ଜାପାନକୁ ଆଧୁନିକ ଯାନ୍ତ୍ରିକ ଦେଶ ସହ ତାର ହଇରାଣ କରିଦେବା ବା ଆଦଦ୍ଭୂତ କାର୍ଯ୍ୟକଳାପ ପାଇଁ ଜଣାଯାଏ।ଆପଣ ଆଶ୍ଚର୍ଯ୍ୟ ହେବେ ଯଦି ଆପଣ ଏଠି ମୋଟା ହୁଅନ୍ତି ତାହେଲେ ଏହା ବେଆଇନ ବୋଲି ଭାବିଥାନ୍ତି।ଏଠାକାର ନିୟମ ଅନୁସାରେ ୪୦ ବର୍ଷୀୟ ପୁରୁଷର ଅଣ୍ଟା ୩୨ ଓ ମହିଳାର ଅଣ୍ଟା ୩୬ ହେବା ଆଵଶ୍ୟକ।
୪.ଜାପାନ ନିଜ ଆଧୁନିକ ଶୌଚାଳୟ ପାଇଁ ପ୍ରସିଦ୍ଧ ଅଟେ।ଏହା ଆପଣଙ୍କ ଶରୀରର ଯାଞ୍ଚ କରିବା ସହ ରକ୍ତଚାପ,ମଧୁମେହ ଓ ଶରୀରର ଉତ୍ତାପ ମଧ୍ୟ ପରୀକ୍ଷା କରି ନିଅନ୍ତି।ଏହି ଶୌଚାଳୟ ଜାପନର ଟୋଟୋ ସଂସ୍ଥା ତିଆରି କରିଥିଲା।ସେତିକି ନୁହେଁ ଏହି ଶୌଚାଳୟ ୫ ଜଣଙ୍କ ବିଷୟରେ ସେ ନିଜ କମ୍ପ୍ୟୁଟରରେ ସେଭ କରି ରଖିଥାଏ।ଏହି ଶୌଚାଳୟର ମୂଲ୍ୟ ୪୦୦୦-୫୦୦୦ ଆମେରିକି ଡ଼ଲାର ହୋଇଥାଏ।
୫.ଆଜିକାଲି ଯୁଗରେ ସମସ୍ତେ ଇଣ୍ଟରନେଟ ବ୍ୟବହାର କରନ୍ତି କିନ୍ତୁ ଆମ ପଡୋଶୀ ଦେଶ ମିଆଁମାରରେ ଇଣ୍ଟରନେଟ ବ୍ୟବହାର କରିବା ବେଆଇନ ଅଟେ ଓ ଏମିତି କରି ଯଦି କେହି ଧରା ପଡେ ତାକୁ ଜେଲ ହୋଇପାରେ।
୬.ଆମ ଦେଶରେ ଅଧିକାଂଶ ପୁରୁଷ ନିଜ ପତ୍ନୀର ଜନ୍ମଦିନ ଭୁଲି ଯାଆନ୍ତି କିନ୍ତୁ ଆମେରିକାର ସମୁଆ ସହରର ପୁରୁଷ ନିଜ ମୋବାଇଲରେ ନିଜ ପତ୍ନୀର ଜନ୍ମ ଦିନ ରିମାଇଣ୍ଡର ଦେଇ ରଖନ୍ତି କାରଣ ସେ ଯେଉଁଥିପାଇଁ ସାମାଜିକ ଆଇନରୁ ରକ୍ଷା ପାଇ ପାରିବେ।ଏହା ଏଥିପାଇଁ ହୋଇଥାଏ କାରଣ ଏଠାରେ ପତ୍ନୀର ଜନ୍ମଦିନ ଭୁଲିବା ବେଆଇନ ଅଟେ,ପୁରୁଷ ମାନଙ୍କୁ ଏଥିପାଇଁ ଜେଲ ହୋଇପାରେ।
୭.କଣ ଆପଣ ଜାଣିଛନ୍ତି ଚିନରେ ଏମିତି ବିଦ୍ୟାଳୟ ଅଛି ଯେଉଁଠାରେ ପିଲାମାନଙ୍କୁ ଡେଟିଂ ଶିଖାଯାଏ।ଏହି ବିଦ୍ୟାଳୟ ଚିନର ରାଜଧାନୀ ବେଜିଂରେ ଅଛି ଓ ଏହି ବିଦ୍ୟାଳୟ ନାମ ଲଭ ଏନର୍ଜୀ ଅଟେ।ଏଠାରେ ପୁଅ ଓ ଝିଅ ଉଭୟଙ୍କୁ ଡେଟଂର ଉପାୟ ଶିଖଉଛନ୍ତି।ଏହି ପାଠପଢ଼ା ପାଇଁ ସେ ବହୁତ ପଇସା ଦେବାକୁ ପଡିଥାଏ।ସେମାନେ ଏହି ପାଠ ପଢିବା ପାଇଁ ୪୫୦୦ ଡ଼ଲାର ପ୍ରତି ମାସରେ ଦେବାକୁ ପଡିଥାଏ।
୮.ଆମ ଦେଶ ଭାରତରେ ଆପଣମାନେ ବେସି ଜୋରରେ ଗାଡି ଚଲେଇ ପାରିବେନି କିନ୍ତୁ ଜର୍ମାନୀ ରେ ଆପଣ ହାଇୱେ ଉପରେ ୧୦୦ କି.ମି/ଘଣ୍ଟାରେ ଗାଡି ଚଲେଇବାକୁ ପଡିବ।ଯଦି ଭୁଲରେବି ହାଇୱେ ଉପରେ ଆପଣଙ୍କ ତେଲ ସରିଗଲେ ଆପଣଙ୍କ ଲାଇସେନ୍ସ ୬ ମାସ ପର୍ଯ୍ୟନ୍ତ ରଦ୍ଧ ହୋଇଯିବ ଓ ଜେଲ ବି ହୋଇପାରେ।
୯.ସାଙ୍ଗମାନେ ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ ଜାପାନରେ ଯେଉଁ ବ୍ୟକ୍ତି ପ୍ରଥମେ ଲିଫ୍ଟରେ ଚଢ଼ିବ ତାକୁ ଲିଫ୍ଟର ପରିଚାଳକର ଭୂମିକା ଆପଣେଇବାକୁ ପଡିବ।ସେମସ୍ତଙ୍କୁ ଛାଡିଲା ପରେହିଁ ନିଜେ ବାହାରକୁ ଯାଇ ପାରିବ।
୧୦.ଆପଣ ଜାଣିଛନ୍ତି ଆମ ଆଖି ଦୁନିଆର ସବୁଠାରୁ ବଢିଆ କ୍ୟାମେରା ଅଟେ।ଆମ ଆଖିକୁ ଜଦି କ୍ୟାମେରା ଭଳି ପିକ୍ସେଲରେ ମପାଯାଏତ ଏହା ପାଖା ପାଖି ୫୭୬ ମେଗା ପିକ୍ସେଲ ହେବ।ସାମାନ୍ୟତ ଆମେ ଯାହାବି ଦେଖୁ ଏହା ଆମ ଆଖିକୁ ଓଲଟା ଦେଖାଯାଏ।ଆମ ମସ୍ତିସ୍କ ଏହାକୁ ସିଧା କରି ଆମକୁ ଦେଖାଏ।
୧୧.ସମସ୍ତଙ୍କୁ ଫଳ ଖାଇବାକୁ ଭଲ ଲାଗେ ସେ ମଣିଷ ହେଉ ଅବା ପଶୁ।ସବୁ ଫଳର ନିଜର ଗୋଟେ ସମୟ ଥାଏ ଓ ନିଶ୍ଚିନ୍ତ ସମୟ ପରେ ସେ ପାଚି ଖାଇବାର ଯୋଗ୍ୟ ହୋଇଯାଏ।ଆପଣ ଜାଣିଛନ୍ତି ସପୁରୀ ହିଁ ଏମିତି ଫଳ ଯାହାକୁ ପାଚିବାକୁ ୨ ବର୍ଷର ସମୟ ଲାଗେ।
୧୨.ଫ୍ରାନ୍ସର ରାଜଧାନୀ ରେ ଅବସ୍ଥିତ ଆଇଫଲ ଟାୱ।ର ଉଚ୍ଚତା ଗରମ ଦିନରେ ଏହାର ଉଚ୍ଚତା ୫.୬ ଇଞ୍ଚ ବଢିଯାଏ।ଏହା ଏଥିପାଇଁ ହୁଏ ଏହା ସମ୍ପୂର୍ଣ୍ଣ ଲୁହାରେ ତିଆରି ହୋଇଥିଲା।ଲୁହା ଗରମ ଦିନରେ ଉତ୍ତପ ପାଇଲେ ବଢିଥାଏ।
୧୩.ଆମେ ସମସ୍ତେ ଜାଣିଛୁ ଦୁନିଆର ସବୁଠାରୁ ଉଚ୍ଚ ପର୍ବତ ମାଉଣ୍ଟ ଏଭେରେଷ୍ଟ ଅଟେ।ଯାହାର ଲମ୍ବା ୮୮୪୮ ମିଟର ଅଟେ।କଣ ଆପଣ ଜାଣିଛନ୍ତି ଆମ ପୃଥିବୀରରର ୧୫୦୦୦ ରୁ ଉଚ୍ଚ ପର୍ବତ ହେବା ଅସମ୍ଭବ ଅଟେ।ଏହାର କାରଣ ହେଲା ପୃଥିବୀର ଗୁରୁତ୍ୱାକର୍ଷଣ ଯାହା ସୁର୍ଯ୍ୟଙ୍କ ଭଳି ବହୁତ ମଜବୁତ ଅଟେ।
୧୪.ଭାରତର ଚନ୍ଦ୍ରୟାଣ ଚନ୍ଦ୍ରରେ ପାଣି ବରଫ ଆକାରରେ ଅଛି ବୋଲି କହିଥିଲେ।ନାସା ମଙ୍ଗଳ ଗ୍ରହରେ ପାଣି ବାଷ୍ପ ଆକାରରେ ଅଛି ବୋଲି ସେ ଦାବି କଲେ।ଆପଣ ଜାଣି ଆଶ୍ଚର୍ୟ୍ଯ ଚକିତ ହେବେ ପୁରା ସୌରମଣ୍ଡଳରେ ପୃଥିବୀ ଏମିତି ଗ୍ରହ ଯେଉଁଠାରେ ପାଣି କଠିନ,ତରଳ,ଗ୍ୟାସିୟ ଅବସ୍ଥାରେ ମିଳି ପାରିବ।