December 23, 2024

Odia Express

Leading Odia News Portal of Odisha

ଆସନ୍ତୁ ଜାଣିବା S ଓ P ନାମ ଧାରୀ ବ୍ୟକ୍ତି ବିଶେଷଙ୍କ ବିଷୟରେ – ଦେଖନ୍ତୁ ଏମାନଙ୍କ ମଧ୍ୟରୁ କେଉଁ ନାମର ଲୋକ ଅଧିକ ଶକ୍ତିଶାଳୀ ଅଟନ୍ତି…

ନମସ୍କାର ବନ୍ଧୁଗଣ ଆମେ ଆପଣଙ୍କୁ ସ୍ୱାଗତ ଜଣାଉଛୁ,ବ୍ୟକ୍ତିର ସ୍ଵଭାଵ ଓ ପ୍ରଭାବ ତାର ନାମର ପ୍ରଥମ ଅକ୍ଷର ରୁ ଜାଣି ପାରିବା।ଆଜି ଆମେ। ଆଜିଆମେ ଏସ ଓ ପି ଅକ୍ଷରର ନାଁ ବିଷୟରେ ଜାଣିବା।ସର୍ବ ପ୍ରଥମେ ଜାଣିବା କିପରି ହୋଇଥାନ୍ତି ଏସ ନାମ ଧାରୀ ଲୋକ ତାଙ୍କର କମଜୋରି ଓ ତାଙ୍କର ଭଲ ଗୁଣ କଣ ଅଟେ।ଅଙ୍କ ଜ୍ୟୋତିଷ ଅନୁସାରେ ଏମିତି ମାନନ୍ତିକି ଏସ ନାମକ ଝିଅ ଗୋଟେ ଅଙ୍କର ବରାବର ସଦୃଶ ହୋଇଥାଏ।ଯେଉଁମାନଙ୍କ ନାମ ଏସ ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ସବୁ କ୍ଷେତ୍ରରେ ସଫଳତା ପାଇଥାନ୍ତି।ଓ ଏମାନେ ଜନ୍ମଗତ ଲିଡର ହୋଇଥାନ୍ତି।ଏମାନେ କେବଳ ରୋମାଣ୍ଟିକ ନୁହଁ ବହୁତ ପ୍ରାକୃତିକ ଅଟନ୍ତି ଓ ଏମାନଙ୍କ ହୃଦୟରେ ଯାହାଥାଏ ଏମାନଙ୍କ ପାଟିରେ ସେଇଆ ଥାଏ।


ଏମାନେ ବେଶୀରୁ ବେସି ମହଙ୍ଗା ଗିପ୍ଟ ଓ ପଇସା ବଦଳରେ ଏ ନିଜ କାମ ଦ୍ୱାରା ନିଜ ଭଲ ପାଇଁବାକୁ ବୁକ୍ତ କରିଦେଇଥାନ୍ତି।ଏମାନେ ଯାହା ଶହ ଥାଆନ୍ତି ତାଙ୍କୁ ବହୁତ ଭଲ ପାନ୍ତି,ଏମାନେ ନିଜ ହୃଦୟ କଥାକୁ ଅନ୍ୟମାନଙ୍କ ଆଗରେ ପରିପ୍ରକାଶ କରିବାକୁ ଭଲ ଲାଗେନି ସେଥିପାଇଁ ସେ ନିଜର ସମସ୍ତ ଭାବନାକୁ ନିଜ ହୃଦୟ ଭିତରରେ ରଖନ୍ତି।ଏମାନେ ବାହାରୁ ଓ ଭିତରୁ ବହୁତ ସୁନ୍ଦର ଅଟନ୍ତି।ଇଏ ଆକର୍ଷକ ହେବା ଶହିତ ବହୁତ ଭଲ ଅଟନ୍ତି।ଯେତେବେଳେ ଇଏ ରାଗନ୍ତି ସେ ନିଜର ହିତା ହିତ ଜ୍ଞାନ ହରେଇ ବସନ୍ତି।

ଏମାନଙ୍କ ଭିତରେ ଉଦାରତା ଭରି ରହିଥାଏ,ଏମାନେ ବହୁତ ବିଶ୍ୱାସୀ ଓ ସଚୋଟ ଅଟନ୍ତି,ସାଙ୍ଗମାନଙ୍କର ସାଥିରେ ସବୁବେଳେ ଥାଆନ୍ତି।ଜୀବନରେ ପଇସାର ମହତ୍ୱ ଜଣାଥିବାରୁ ଏମାନେ ବ୍ୟବସାୟୀ ଓ ରାଜନୀତିଜ୍ଞ ହେଇଥାନ୍ତି ଓ ଇଜ୍ଜତ ପଇସା ଦୁଇଟି ଜାଙ୍କ ଅର୍ଜନ କରନ୍ତି।ଏମାନେ ଉଚ୍ଚା ଲକ୍ଷ୍ୟ ନିଶ୍ଚିନ୍ତ କରି ସେ ରାସ୍ତାରେ ଅଗ୍ରସର ହୋଇଥାନ୍ତି।ଏମାନେ ନିଜର ସହିତ ଅନ୍ୟମାନଙ୍କ କଥା ଭାଵନ୍ତି ଓ ଏମାନଙ୍କ ଭିତରେ ଆତ୍ମବିଶ୍ବାସ ଭରିକୀ ରହିଥାଏ।

ଆସନ୍ତୁ ଜାଣିବା ପି ନାମ ଧାରୀ ବ୍ୟକ୍ତି କିପରି ହୋଇଥାନ୍ତି ?ଏମାନେ ସବୁବେଳେ ଧ୍ୟାନ ରଖନ୍ତି ଅନ୍ୟମାନେ ଆପଣଙ୍କ ବିଷୟରେ କଣ ଭାବନ୍ତି ଓ ଗୋଟେ ଭଲ ବ୍ୟକ୍ତିତ୍ୱର ହେବା ପାଇଁ ଏମାନେ କୌଣସି ଅବସର ହାତଛଡା କରନ୍ତି ନାହିଁ।ଆପଣଙ୍କ ପାଇଁ ନିଜ ମାନ ସନ୍ନମାନ ଆପଣଙ୍କ ପାଇଁ ବହୁତ ମହତ୍ୱ ରଖିଥାଏ।ଏମାନେ ଧାର୍ମିକ ସ୍ୱଭାବର ହେବା ସହ ବହୁତ ପ୍ରଭାବସାଳି ମଧ୍ୟ ହୋଇଥାନ୍ତି।ଏମାନେ ନିଜର ଧ୍ୟାନ ସବୁବେଳେ ଜ୍ଞାନ ପ୍ରାପ୍ତି ପାଇଁ କରିଥାନ୍ତି ଓ ନିଜର ସବୁ ରହସ୍ୟ ନିଜ ମନ ଭିତରେ ରଖନ୍ତି।

ଏମାନେ କାହା ଶହ ଏତେ ଶିଘ୍ର ମିଶିନଥାନ୍ତି ଏମାନେ ବହୁତ ସମୟରେ ଏକୁଟିଆ ରହିଥାନ୍ତି।ଏମାନଙ୍କୁ ଭାବିବାକୁ ବହୁତ ଭଲ ଲାଗେ ଓ ପ୍ରାୟ କେତେକ କ୍ଷେତ୍ରରେ ଏମାନେ ନିଜ ବିଷୟରେ ଭାବିଥାନ୍ତି।ଏମାନେ ମନ ଖୋଲି ଖର୍ଚ୍ଚ କରନ୍ତି,ଏମାନେ ସ୍ୱଭାବରେ ବହୁତ ଜିଦ୍ଦି ହୋଇଥାନ୍ତି।ଏମାନେ ମନ ଖୋଲି ଅନ୍ୟ ମାନଙ୍କର ପ୍ରଶଂସା କରନ୍ତି,ଏମାନେ ସମସ୍ତଙ୍କ ଠାରୁ ଆଗରେ ରହିବାକୁ ପସନ୍ଦ କରନ୍ତି ସେଥିପାଇଁ ସେ ବହୁତ ପରିଶ୍ରମ କରନ୍ତି।ଏମାନଙ୍କୁ ସାଧାରଣ ଜ୍ଞାନ ଥିବା ଲୋକ ଓ ଖୋଜୁଥିବା ଲୋକ ବହୁତ ପସନ୍ଦ ହୋଇଥାନ୍ତି।ଏମାନେ ସେଥିପାଇଁ ସାଙ୍ଗ ଓ ଗହଳି ପୁର୍ଣ୍ଣ ସ୍ଥାନରେ ବହୁତ ଚରଚିତ ହୋଇଥାନ୍ତି ଓ ସେ ଗହଳିରେ ଥିବା ବେଳେ ସେଠାକାର ସ୍ଥାନକୁ ବହୁତ ସ୍ପେଶାଲ କରିଦିଅନ୍ତି।

Leave a Reply

Your email address will not be published. Required fields are marked *