December 23, 2024

Odia Express

Leading Odia News Portal of Odisha

ଏକୁଟିଆ ରହୁଥିବା ଲୋକ ଏହାକୁ ନିଶ୍ଚିନ୍ତ ଦେଖନ୍ତୁ – ଏହାକୁ ପଢିବା ପରେ ଆପଣ ମଧ୍ୟ କହିବେ…

ଆଜିଆମେ ଆପଣଙ୍କୁ ୧୦ ଟି ଖାସ କଥା ଗୋଟିଏ ଏକୁଟିଆ ଏହିଥିବା ଲୋକ ଭିତରେ ଦେଖାଯାଏ।ଯଦି ଆପଣ ଏକୁଟିଆ ରହୁଛନ୍ତିଆପଣ ବେଶି ଭାବୁଛନ୍ତି,ଆପଣଙ୍କୁ ଏକୁଟିଆ ରହିବା ପସନ୍ଦ ହୋଇଥାଏ ଆପଣ ବେଶି ସାଙ୍ଗ ବନାନ୍ତି ଓ ଆମେ ଆପଣଙ୍କୁ ଆପଣଙ୍କ ବିଷୟରେ କିଛି ଖାସ କଥା କହିବାକୁ ଯାଉଛୁ ଏମାନେ। ନିଜ ଭିତରେ ସମ୍ପୂର୍ଣ୍ଣ ହୋଇଥାନ୍ତି।ଏମାନଙ୍କୁ କୌଣସି ସାଙ୍ଗର ସାହାରା ଦରକାର ହୋଇନଥାଏ।ଏମାନେ ନିଜେ ନିଜକୁହିଁ ସବୁଠାରୁ ଭଲ ସାଙ୍ଗ ମାନିଥାଆନ୍ତି।

ତାଙ୍କର ଚିନ୍ତା ନଥାଏକି ତାଙ୍କର କେହି ସାଙ୍ଗ ଅଛନ୍ତି କି ନାହିଁ।ଏମାନଙ୍କ ଭିତରେ ଆତ୍ମବିଶ୍ୱାସ ବହୁତ ଭରି ରହିଥାଏ।ସେମାନଙ୍କୁ ଜନାଥାଏକି ସେମାନେ ନିଜ ଉପରେ ନିର୍ଭରିତ ଅଟନ୍ତି ଓ ତାଙ୍କୁ କାହାର ସାହାରା ଦରକାର ପଡିନଥାଏ।ତୃତୀୟ ସବୁଠାରୁ ବଡ଼ କଥା ଏମାନଙ୍କୁ କିଛି ଫରକ ପଡେନିକି ଲୋକମାନେ ଏମାନଙ୍କ ବିଷୟରେ କଣ ଭାଵନ୍ତି।ନା ସେ କାହା ବିଷୟରେ ଖରାପ ଭାଵନ୍ତି ନା ସେ କାହାବିଷୟରେ ଖରାପ ଚିନ୍ତା କରନ୍ତି।

ତାପରେ ଆସିବ ନିଜ ଭୁଲରୁ ସେ ବହୁତ କିଛି ଶିଖନ୍ତି,ଏମାନେ ବହୁତ ଭୁଲ କରନ୍ତି ଓ ସେ ଏମାନେ ସାଙ୍ଗମାନଙ୍କ ଭୁଲରୁ ମଧ୍ୟ ଶିଖନ୍ତି ଓ ସେମାନଙ୍କୁ ନୋଟିସ ବହୁତ କରନ୍ତି।ଦୁନିଆକୁ ଭଲ ଭାବରେ ଦେଖନ୍ତି ଓ ଶିଖନ୍ତି ,ସେ କଣ ଭଲ କରନ୍ତି ସେ ଶିଖୁଛନ୍ତି ଓ ସେ କଣ ଭୁଲ କରନ୍ତୁ ତାଠାରୁ ସେ ଶିଖନ୍ତି।ପାଞ୍ଚ ନମ୍ବରରେ ସେ ନିଜ ନିୟମକୁ ସେ ନିଜ ବନାନ୍ତି ଓ ସେ ତାକୁ ପାଳନ କରନ୍ତି।ସେ ବହୁତ ପୁରୁଣା ଫ୍ୟାସନକୁ ସେ ଫଲୋ କରନ୍ତି।

ସେ ନିଜ ନିୟମକୁ ନିଜକୁ ପାଳନ କରିବାକୁ ବାଧ୍ୟ କରନ୍ତି।ନିଜେ ଭାଙ୍ଗିଲେ ସେ ନିଜ ଉପରେ ଅଳ୍ପ ନିରାଶ ହୋଇଥାନ୍ତି।ସେ ଅନ୍ୟ କାହାର ଫାଲତୁ କଥାକୁ ଶୁଣନ୍ତି ନାହିଁ ଓ ଏମାନଙ୍କର ଆତ୍ମସନ୍ନମାନ ବହୁତ ଉଚ୍ଚ ହୋଇଥାଏ।ଗୋଟେ ଥର ଏମିତି ଦେଖାଯାଏ କି ଏମାନଙ୍କ ଭିତରେ ଈଗୋ ବହୁତ ଆସିଯାଇଥାଏ,ଯଦି ଏମାନେ କାହା ଉପରେ ଥରେ ରାଗି ଯାଆନ୍ତି ସେ ଆଉ ତା ସହିତ କଥା ହୁଅନ୍ତି ନାହଁ।

କାହା ଉପରେ ରାଗିଯାନ୍ତିତ ତାସହିତ କଥା ହୁଅନ୍ତିନି ଓ ତାଉପରେ ଅଧିକ ରାଗିଯାନ୍ତି।ସେ ଯେପର୍ଯ୍ୟନ୍ତ ସେ ମଣିଷ ଆସି ତାଙ୍କୁ ଯେ ପର୍ଯ୍ୟନ୍ତ ନବୁଝେଇଛି ସେ ପର୍ଯ୍ୟନ୍ତ ସେ ତାସହ କଥା ହୋଇନଥାନ୍ତି।ଏମାନଙ୍କ ଭିତରେ ଟିକେ ସନ୍ନମାନ,ଟିକେ ଈଗୋ ଓ ଟିକେ ଆତ୍ମସନ୍ନମାନ ଓ ଟିକେ ଅଧିକ ରାଗ ଥାଏ କିନ୍ତୁ ସେ କାହା କଥାକୁ ଏମିତିହିଁ ଶୁଣନ୍ତି ନାହିଁ।ତାସହିତ ଭାବବିହ୍ଵଳ ସମ୍ପୂର୍ଣ୍ଣ ଭାବେ ଭରି ହୋଇରହିଥାଏ।

ଯେକୌଣସି ଫିଲିଙ୍ଗ ଅଧିକ ମାତ୍ରରେ ଭରି ରହିଥାଏ।ତାଙ୍କୁ ଛୋଟ କଥାରୁ ବହୁତ ଅଧିକ ଖୁସି ମିଳିଥାଏ।ଛୋଟ କଥାରୁ ଅଧିକ ଦୁଃଖ ମିଳିଥାଏ,ଏମାନେ ସଫା ହୃଦୟର ଅଟନ୍ତି ଓ ବହୁତ ସଚୋଟ ଅଟନ୍ତି,ତାଙ୍କୁ ମିଛରୁ କୌଣସି ଅସୁବିଧା ହୁଏ ନାହିଁ।ଏମାନେ ସଚୋଟ ବୋଇଥାନ୍ତି କାହାର ଖରାପ ଚିନ୍ତା କରନ୍ତି ନାହିଁ।ସେ ଏମିତି କିଛି କାମ କରନ୍ତିନି ଯାହାଫଳରେ ତାଙ୍କର ଅସୁବିଧା ହେଉ କି ଆଉ କାହାର ଅସୁବିଧା ହେଉ।

ଏମାନଙ୍କୁ ଲାଭ ବହୁତ ପସନ୍ଦ ହୋଇଥାଏ ଓ ଅନ୍ୟ ମାନଙ୍କ ଖରାପ ଚିନ୍ତା କରନ୍ତି ନାହିଁ।ଏମାନେ ଏତେ ସଚୋଟ ହେଇଥାନ୍ତିକି ନିଜର ପଡିଥିବା ପଇସା ଅନ୍ୟକୁ ଦେଇ ଦିଅନ୍ତି।ଏମାନେ ନିଜ ଭିତରେ ଭରିରହିଥାଏ ଓ ସେ ନିଜ ଖୁସି ପାଇଁ କିଛି କରିନଥାନ୍ତି।ସେ ନିଜ ସାଙ୍ଗମାନଙ୍କ ପାଇଁ ମଧ୍ୟ କାମ କରନ୍ତି।ଏମାନେ ବହୁତ ସାହାଯ୍ୟ କାରୀ ହୋଇଥାନ୍ତି।ସେ ବିନା ପଇସାରେ ସମସ୍ତଙ୍କୁ ସାହାଯ୍ୟ କରନ୍ତି।

Leave a Reply

Your email address will not be published. Required fields are marked *