ଆସନ୍ତୁ ଜାଣିବା କଣ କଲେ ଆମ ପର୍ସ ରେ କେବେବି ଖାଲି ହେବନି ବା ପଇସାର ଅଭାବ ରହିବନି – ନିଶ୍ଚୟ ଏହି କଥା ଜାଣିରଖନ୍ତୁ ..
ସାଙ୍ଗମାନେ,ଆମେ ଆଜି ଏଠି କହିବାକୁ ଯାଉଛୁ କି,ଆପଣ ଯଦି କିନ୍ନର ଠାରୁ ଏମିତି କିଛି ଜିନିଷ ମାଗିନିଆଯାଏ ତାହେଲେ ଆପଣ ଜୀବନ ସାରା ଧନ ବାନ ରହିବେ।ସାଙ୍ଗମାନେ ଆଜିକାଲି ଦୁନିଆରେ କିଏ ନ ଇଛା କରେ ଧନ ବାନ ହେବାକୁ ବା କିଏ ନ ଚାହେଁକି ତାପାଖରେ ଅନ୍ୟମାନଙ୍କ ଅପେକ୍ଷା ଅଧିକ ପଇସା ରହୁ ବୋଲି ଓ ନିଜ ପ୍ରସ ସବୁବେଳେ ପଇସାରେ ଭରି ରହୁ ଓ କେବେ ଖାଲି ନ ହଉ ବୋଲି।ଏମିତି ବହୁତ ସମୟ ଆସିଥାଏ ଯେତେବେଳେ ଆପଣଙ୍କ ପ୍ରସ ଖାଲି ହୋଇଯାଇଥାଏ,ଏହା ବେଶୀରେ ବେଶି ମାସର ଶେଷ ସମୟ ବେଳକୁ ପଇସାର ଅଭାବର ଶିକାର ହେବାକୁ ପଡିଥାଏ।ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ସହ ଏମିତି ନହେଉ ତାହେଲେ ଆପଣଙ୍କୁ ବହୁତ ସାଵଧାନୀର ଶହ ଚାଲିବାର ଅଛି।ଏହା ଦ୍ୱାରା ଆପଣଙ୍କ ପ୍ରସ ପଇସାରେ ଭରି ରହିବ।
ଆପଣ ବେସି କିଛି ନାହିଁ କିନ୍ନର ଠାରୁ ମାଙ୍ଗନ୍ତୁ ଗୋଟେ ଟଙ୍କିକିଆ କଏନ।କିନ୍ନରଙ୍କୁ ଦିଆ ଯାଇଥିବା ଦାନ ସବୁବେଳେ ପୁଣ୍ୟ ପ୍ରଦାନ କରିଥାଏ ଓ ଵ୍ୟକ୍ତିଙ୍କୁ ସବୁ ବିପଦାରୁ ବନଚେଇଁ ନେଇ ଥାଏ।ଯଦି ଆପଣ ପଇସା ସମସ୍ୟାରୁ ମୁକ୍ତି ଚାହୁଁଛନ୍ତି ତାହେଲେ ଆପଣ କୌଣସିବି କିନ୍ନର ଠାରୁ ଗୋଟେ ଟଙ୍କିକିଆ ନେଇ ଯାନ୍ତୁ।ଯଦି କିନ୍ନର ଆପଣଙ୍କୁ ଖୁସିରେ ସେ ଟଙ୍କାଟା ଦେଇ ଦଉଛନ୍ତିତ ଆପଣ ସବୁଜ ରଙ୍ଗର କପଡ଼ାରେ ଗୁଡ଼େଇ ପ୍ରସରେ ରଖିବେ ବା ପିଜୋରିରେ ରଖିବେ।
ଓସ୍ତ ଗଛରେ ଭଗବାନ ବିଷ୍ଣୁ ବାସ କରନ୍ତି ବୋଲି ଲୋକମାନେ ଭାଵନ୍ତି।ଆପଣ ନିଜ ପ୍ରସରେ ଅକ୍ଷତ ଓସ୍ତ ପତ୍ର ରଖନ୍ତୁ ଧନର ବର୍ଷା ହେବ।ଆପଣ ସେ ଓସ୍ତ ପତ୍ରକୁ ଗଙ୍ଗା ଜଳରେ ପବିତ୍ର କରିବେ ଓ ନାରଙ୍ଗୀ ରଙ୍ଗରେ ଶ୍ରୀ ଲେଖିବେ ଓ ନିଜ ପ୍ରସର ଏମିତି ଜାଗାରେ ରଖିବେ ତାକୁ ଯେପରି କେହି କେବେ ନ ଦେଖିବେ।ନିୟମିତ ଅନ୍ତରାଳରେ ଏ ପତ୍ରକୁ ବଦଳୁ ଥିବେ,ଏମିତି କରିବା ଦ୍ୱାରା ଆପଣଙ୍କ ଫାଇଦା ହେବ ଓ ଆପଣ ଧନ ବାନ ହୋଇଯିବେ।
ମାତାଲକ୍ଷ୍ମୀଙ୍କ ପୂଜା ସମୟରେ ଚଢ଼ା ଯାଇଥିବା ଚାଉଳ,ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚାଉଳ ଶୁକ୍ର ଗ୍ରହ ସମ୍ଵନଦ୍ଧିତ ଖାଦ୍ୟ ଶସ୍ୟ ଅଟେ।କୌଣସି ପୂଜା ପାଠ ବେଳେ ଦେବୀ ଦେବତାଙ୍କୁ ତିଳକ କଲା ପରେ ତାଙ୍କୁ ଚାଉଳ ଚଢେଇ ଥାଆନ୍ତି।ଲକ୍ଷ୍ମୀ ପୂଜା ସମୟରେ ଚଢା ଯାଇଥିବା ଚାଉଳ ବହୁତ ବିଶେଷ ହୋଇଥାଏ।ମା ଲକ୍ଷ୍ମୀଙ୍କୁ ଚଢ଼ା ଯାଇଥିବା ଚାଉଳରୁ ୨୧ ଦାନା ନେଇ ଗୋଟେ କାଗଜରେ ପୁଡ଼ିଆ କରି ନିଜ ପ୍ରସରେ ରଖି ନେବେ।
ପ୍ରସ ଓ ଚାବିକୁ କେବେବି ଟେବୁଲ ଉପରେ ରଖିବା ଉଚିତ ନୁହେଁ ଆପଣ ଶୁଣିକି ବିଶ୍ୱାସ କରିବେନି ଭାରତ ନୁହେଁ ବିଦେଶରେ ମଧ୍ଯ ମାନ୍ୟତା ଅଛିକି ପ୍ରସ ଓ ଚାବିକୁ ଟେବୁଲ ଉପରେ ରଖିବେ ନାହିଁ।ଏହା କରିବା ଦ୍ୱାରା ଘରେ ଥିବା ସଞ୍ଚିତ ଧନ କମ ହେବାରେ ଲାଗେ।ଏହାକୁ କୌଣସି ଏକ ସୁରକ୍ଷିତ ସ୍ଥାନରେ ରଖିବା ଉଚିତ ଯାହା ସୁରକ୍ଷା ଦୃଷ୍ଟି ଉପରେ ରହିବା ଆଵଶ୍ୟକ।ଏହା ଦ୍ୱାରା ପ୍ରସର ଚୋରି ହେବାର ଡର କମିଯାଏ।
ଗୁରୁଙ୍କର ଛୋଟ ଫୋଟ ପ୍ରସରେ ରଖିବା ଦ୍ୱାରା ଆପଣ ମାନଙ୍କର ଉନ୍ନତି ହୋଇଥାଏ।ଗୁରୁଙ୍କ ଫୋଟୋ ପ୍ରସରେ ରହିବା ଦ୍ବାରା ଆପଣ ନିଜକୁ ଖରାପ ସମୟରେ ରାହାତ ଓ ଆଧ୍ୟାତ୍ମିକ ଚିନ୍ତାରେ ମଗ୍ନ ରହିବେ।ତଥା ଗୁରୁଙ୍କ ଫୋଟୋ ପ୍ରସରେ ରଖିବା ଦ୍ୱାରା ଧନ ଅର୍ଜନରେ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡିନଥାଏ।ଏହା ଥିଲା ଆମର କିଛି ଚମତ୍କାରି ଉପାୟ ଯାହାଦ୍ୱାରା ଆପଣଙ୍କ ପ୍ରସରେ କେବେ ପଇସାର ଅଭାବ ରହିନଥାଏ।