December 22, 2024

Odia Express

Leading Odia News Portal of Odisha

ଜାଣନ୍ତୁ କେଉଁଠାରେ ହୋଇଥିଲା ରାମ ହନୁମାନଙ୍କର ସାକ୍ଷାତ, 99% ଲୋକମାନେ ଅଟନ୍ତି ଏଥିରୁ ଅଜଣା…

ଯଦି ଆମେ ଆଜିର ଯୁଗରେ ଭାରତର ନକ୍ସାରେ କିସ୍କିନ୍ଧ୍ୟା ନାମର ସ୍ଥାନକୁ ଖୋଜିବା ତ ଆମକୁ ମିଳିବ ନାହିଁ । ଏହା ଆମର ଭାରତର ଦୁର୍ଭାଗ୍ୟ ଅଟେ ଯେ ନକ୍ସାରୁ ଏତେ ମହତ୍ଵପୂର୍ଣ୍ଣ ସ୍ଥାନ ଗାୟବ ଅଟେ ଏବଂ ତାସହ ତାଠାରୁ ଖରାପ ଖବର ଏହା ଯେ ଆଜି ଏହି ସ୍ଥାନର ଅସଲି ମହତ୍ଵ ବିଷୟାଏ ଲୋକମାନେ ଅଜଣା ଅଟେନ୍ତି । ଏଠାରେ ଭଗବାନ ଶ୍ରୀରାମ ଙ୍କର ଏବଂ ପବନପୁତ୍ର ହନୁମାନଙ୍କର ମିଳନ ହୋଇଥିଲା ।ଯଦି ଆମେ ଆଜିର ଲୋକଙ୍କର ଜନ୍ମ ସ୍ଥାନ ବିଷୟରେ ପଚାରିବୁ ତ ଲୋକମାନେ ପରସ୍ପରର ମୁହଁ ଦେଖିବାରେ ଲାଗିଯିବେ କିମ୍ବା ପୁଣି କିଛି ଲୋକମାନେ ମହାରାଷ୍ଟ୍ର ଆଡକୁ ଅଙ୍ଗୁଳି ଦେଖାଇବେ ଯେ ଏଠାରେ ତାଙ୍କର ଜନ୍ମ ହୋଇଥିଲା ।

ଆମେ ଆଜି ଆପଣଙ୍କୁ ଦୁଇ ସ୍ଥାନର ସଠିକ ଜ୍ଞାନ କରେଇବାକୁ ଯାଉଛୁ । କର୍ଣ୍ଣାଟକରେ ଦୁଇ ଜିଲ୍ଲା ଅଟେ ବେଲ୍ଲାରୀ ଏବଂ କୋପ୍ପର ଯେବେ ଭଗବାନ ଶ୍ରୀରାମ ଏବଂ ଲକ୍ଷ୍ମଣ ମାତା ସୀତାଙ୍କର ଅନୁସନ୍ଧାନ କରୁଥିଲେ ରାମାୟଣର ବହୁତ ଭାଗ ଏହି ସ୍ଥାନ ସହିତ ଅଟେ ଯାହା ସେହି ସମୟରେ କିସ୍କିନ୍ଧ୍ୟା ନାମରେ ଥିଲା କିନ୍ତୁ ଆଜି ଏହି ନାମ କେବଳ ରାମାୟଣରେ ହିଁ ରହିଛି ।

କେଉଁଠାରେ ହୋଇଥିଲା ରାମ ହନୁମାନଙ୍କର ମିଳନ – ସଠିକ ସୂଚନା ଅନୁଯାୟୀ ଏହା ଅଟେ କର୍ଣ୍ଣାଟକରେ ସ୍ଥିତ ହାମ୍ପି ସହରରେ ବେଲ୍ଲାରୀ ଜିଲ୍ଲା ରହିଛି ସେହି ସ୍ଥାନ ଅଟେ ଯେଉଁଠାରେ ହନୁମାନ ଭଗବାନ ଶ୍ରୀରାମଙ୍କ ସହିତ ପ୍ରଥମଥର ସାକ୍ଷାତ କରିଥିଲେ। ଏହା ହାମ୍ପି ନଗର ହନୁମାନଙ୍କ ପିତା କେଶରୀଙ୍କର ସାମ୍ରାଜ୍ୟ ଥିଲାଯଦି ଆପଣ ମଧ୍ୟ କେବେ ହାମ୍ପି ସହର ଭ୍ରମଣ ରେ ଆସନ୍ତି ତ ଏଠାକାର ବିଶାଳ ଗୁମ୍ଫାଙ୍କୁ ଦେଖିକି ନିଶ୍ଚିତ ଚିନ୍ତାରେ ପଡିଯିବେ ଯେ ଏଠାରେ ନିଶୀଥ ବହୁତ ବିଶାଳକାୟ ଲୋକ ବାସ କରୁଥିବେ। ଆମର ଶାସ୍ତ୍ରରେ ଏହି ବାନରଙ୍କର ନଗରି କୁହାଯାଇଛି ଏଠାକାର ପାହାଡ ବହୁତ ବଡ ବଡ ପଥର ଦ୍ଵାରା ନିର୍ମିତ ହୋଇଛି । ଗୋଟିଏ ଉପରେ ଗୋଟିଏ ରଖାଯାଇଛି ଏବଂ କେବେ ଖସି ଯାଉନଥିଲା କିମ୍ବା ପଡିଯାଉନଥିଲା ।

ଯେବେ ଭଗବାନ ଶ୍ରୀରାମ ମାତା ସୀତାଙ୍କର ସନ୍ଧାନରେ ବୁଲୁଥିଲେ ସେତେବେଳେ ନଗରରେ ସୁନ୍ଦର ଲୋକମାନନ୍କୁ ଦେଖି ହନୁମାନ ବ୍ରାହ୍ମଣର ବେଶ ବଦଳେଇ ଖୋଜିଥିଲେ। ହାମ୍ପିରେ ହନୁମାନଙ୍କର ଏକ ବହୁତ ଶକ୍ତିଶାଳୀ ମନ୍ଦିର ରହିଛି କିନ୍ତୁ ହନୁମାନଙ୍କର ଭକ୍ତ ଲୋକମାନେ ଏହି ମନ୍ଦିର ବିଷୟରେ ଜାଣନ୍ତି ନାହିଁ ଏବଂ ଏଠାରେ ପ୍ରତିବର୍ଷ ହନୁମାନ ଜୟନ୍ତୀରେ ବହୁତ ବଡ ଏବଂ ବିଶାଳ ମେଳା ଲାଗିଥାଏ ।

ଯେବେ ଭଗବାନ ଶ୍ରୀରାମ ମାତା ସୀତାଙ୍କୁ ନେଇ ଅଜୋଧ୍ୟା ପ୍ରତ୍ୟାବର୍ତ୍ତନ କରୁଥିଲେ ତେବେ ରାମ ରାସ୍ତାରେ ମାଆ ସୀତାଙ୍କୁ କିଶ୍କିନ୍ଧ୍ୟା ନଗର ବିଷୟରେ କହିଥିଲେ ଯେ ଏହି କଥାର ସାରା ବର୍ଣ୍ଣନ ରାମାୟଣରେ ଉଲ୍ଲେଖ ରହିଛି ।

ହନୁମାନଙ୍କର ଜନ୍ମର କଥା – ହନୁମାନଙ୍କର ଜନ୍ମ କର୍ଣ୍ଣାଟକର କିସ୍କିନ୍ଧ୍ୟାରେ ହୋଇଥିଲା । ଏଠାରେ ଅଞ୍ଜନା ପର୍ବତ ମଧ୍ୟ ଅଛି ଏବଂ ଯେଉଁ ସ୍ଥାରେ ତାଙ୍କ ଉପରେ ଏକ ବିଶାଳକାୟ ମନ୍ଦିର ମଧ୍ୟ ରହିଛି। ଏହି ମନ୍ଦିର ପାହାଡର 800ସିଡି ଚଢିବା ପରେ ଆସିଥାଏ । ଗୋଟିଏ କଥା ଏହା ଯେ ହନୁମାନଙ୍କର ଜନ୍ମର ପ୍ରମାଣ ତ ଏଠାରେ ନାହିଁ କିନ୍ତୁ ଏହା ନିଶ୍ଚିତ ଅଟେ ଯେ ହନୁମାନଙ୍କର ମାତା ପିତା ତାଙ୍କ ଜନ୍ମ ନିମନ୍ତେ ଏଠାରେ ତପସ୍ୟା , ଏଠାରେ ହନୁମାନଙ୍କର ଜନ୍ମ ନିମନ୍ତେ ଆଶୀର୍ବାଦ ମିଳିଥିଲା। ଏଠାରେ ଏକ ମୂର୍ତ୍ତି ମଧ୍ୟ ରହିଛି ଯେଉଁଥିରେ ହନୁମାନ ମାଆ ଅଞ୍ଜନାଙ୍କ କୋଳରେ ଖେଳୁଥିଲେ। ଏହି ସ୍ଥାନ ହନୁମାନଙ୍କର ଜନ୍ମ ସ୍ଥାନ ଏଥିପାଇଁ କୁହାଯାଏ କାରଣ ଏଠାରେ ମାତା ଅଞ୍ଜନା ଆଶୀର୍ବାଦ ନେଇ ହନୁମାନଙ୍କର ଜନ୍ମକୁ ନିଶ୍ଚିତ କରିଥିଲେ ଏବଂ ନିକଟରେ ପିତା କେଶରୀଙ୍କର ସାମ୍ରାଜ୍ୟ ଥିଲା ଏଥିପାଇଁ ହନୁମାନଙ୍କର ଜନ୍ମ ସ୍ଥଳ କିଷ୍କିନ୍ଧ୍ୟା କୁହାଯାଏ ।

ଏହି ସ୍ଥାରେ ରାମାୟଣ ସହ ଜଡିତ ଆହୁରି ବହୁତ ଗୁଡିଏ ସ୍ଥାନ ରହିଛି । ଶବରୀ ସ୍ଥାନ ଏବଂ ପାମ୍ପାର ସରୋବର ଭଳି ସ୍ଥାନର ଦର୍ଶନ କରାଯାଇପାରେ। ଏପରି କୁହାଯାଏ ଯେ ଏହି ସାରା ରାଜ୍ୟ ବାନରଙ୍କର ଥିଲା। ଯଦି କୌଣସି ମନୁଷ୍ୟ ଏଠାକୁ ଯାଇ ଭ୍ରମଣ କରନ୍ତି ତ କୌଣସି ତୀର୍ଥ ସ୍ଥାନ ଭ୍ରମଣର ଫଳ ପ୍ରାପ୍ତ କରିବାର ସମାନ ହୋଇଥାଏ। ଆପଣ ମଧ୍ୟ ନିଜ ଜୀବନରେ ଥରେ ଅବଶ୍ୟ ଏହି ସ୍ଥାନକୁ ଯାଆନ୍ତୁ ।

Leave a Reply

Your email address will not be published. Required fields are marked *