December 22, 2024

Odia Express

Leading Odia News Portal of Odisha

ବୁଦ୍ଧିମାନ ବ୍ୟକ୍ତିଙ୍କ ୧୦ ଟି ଲକ୍ଷଣ -ଜାଣିରଖନ୍ତୁ ଆପଣଙ୍କ ପାଖେ ଏହି ଲକ୍ଷଣ ରହିଛି କି…

ଆସନ୍ତୁ ଜାଣିବା ବୁଦ୍ଧିମାନ ବ୍ୟକ୍ତି ହେବାର ୧୦ ଟି ଲକ୍ଷଣ,ଆସନ୍ତୁ ଜାଣିବା ପ୍ରଥମ ଲକ୍ଷଣ ଯେଉଁ ବ୍ୟକ୍ତି ବୁଦ୍ଧି ମାନ ହୋଇଥାଏ ସେ ସାମାଜିକ ହୋଇନଥାଏ।ଏମାନଙ୍କୁ ସମସ୍ତଙ୍କ ଶହ ଏମିତି ରହିବା ପସନ୍ଦ ହୋଇନଥାଏ ଓ ଏମାନେ ବେକାରଣ କାହା ସହିତ ରହିନଥାନ୍ତି।ଏମାନଙ୍କର ବନ୍ଧୁତା ବହୁତ କମ ରହିଥାଏ,ଏମାନେ ଯାହାକୁ ନିଜ ସାଥି ଵନେଇଥାନ୍ତି ସେମାନେ ଖାସ ହୋଇଥାନ୍ତି।ସେଯେଉଁ ସାଙ୍ଗ ବନେଇଥାଆନ୍ତି ସେସାଙ୍ଗମାନେ ତାଙ୍କ ପାଇଁ କିଛିବି କରନ୍ତି କିନ୍ତୁ ସେମାନଙ୍କୁ ତାଙ୍କର ଯେତେବେଳେ ସବୁଠୁ ବେସି ଦରକାର ହୋଇଥାଏ ତାଙ୍କ ପାଖରେ କେହି ନଥାନ୍ତି।

ଆପଣ ଏମାନଙ୍କର ଯେତେବି ଖରାପ କରନ୍ତୁ କିନ୍ତୁ ଏମାନେ ଆପଣଙ୍କ ଖରାପ ବିଷୟରେ ଚିନ୍ତା କରିନଥାନ୍ତି।ଏମାନେ ବହୁତ ଦୟାଳୁ ଅଟନ୍ତି,କାହାକୁ ଅସୁବିଧାରେ ଦେଖିପାରନ୍ତି ନାହିଁ।ଏମାନେ ବଛାଳିଆ ହୋଇଥାନ୍ତି।ଦ୍ଵିତୀୟରେ ଆସିବେ ଯେଉଁମାନେ ଅଧିକ ଭାଵନ୍ତି ଏହା ଏମାନଙ୍କର ବହୁତ ଭଲ ଅଭ୍ୟାସ ଅଟେ।ଭାବନ୍ତୁ ଆପଣଙ୍କର କାହା ସହ ଝଗଡା ହୋଇଗଲା ଆପଣ ତାସହିତ ଯୁକ୍ତି କରନ୍ତିନି ଘରେ ଆସି ଭାଵନ୍ତି ଏମିତି କରିଥିଲେ ଭଲ ହୋଇଥାନ୍ତା ଓ ଆଗକୁ ସେ ଏମିତି କହିଲେ ମୁଁ ଏମିତି କହିବି ଏମାନେ ପୁରୁଣା ଜିନିଷ ଓ ନୁଆ ଜିନିଷ ଉଭୟକୁ ମନ ପକାନ୍ତି।

ସେ ସବୁ ଜିନିଷର ଭଲ ଭାବରେ ବିଚାର ଓ ଧ୍ୟାନ କରନ୍ତି,କାହା ସହିତ କଥା ହେବେ କଣ କରିବେ,କାହା ପାଖକୁ ଯିବେ ବହୁତ କିଛି ଭାଵନ୍ତି ପୁରୁଣାବି ନୂଆବି ଏମାନେ ଅସୁବିଧା ଲଢେଇ ଝଗଡା ଠାରୁ ଦୁରେଇ ରହିବାକୁ ପସନ୍ଦ କରନ୍ତି ନାହିଁ।ଏମାନଙ୍କର ଗୋଟେ ନିୟମ ହୋଇଥାଏ ଏକୁଟିଆ ରହିବି କିନ୍ତୁ ସୁଖୀ ରହିବି।ତୃତୀୟରେ ଆସିବ ଏମାନେ ସକାରାତ୍ମକ ବିଚାର ଧାରାର ହୋଇଥାନ୍ତି,ଏମାନେ ଆପଣଙ୍କ ଭିତରେ ଯେତେ ଖରାପ ଗୁଣ ଥାଉ ଆପଣଙ୍କ ଭିତରେ ଭଲଟାକୁ ଖୋଜି ଦିଅନ୍ତି।

ଏମାନଙ୍କୁ ବେଶି ଚୁଗୁଲି କରିବା ପସନ୍ଦ ହୋଇନଥାଏ ଓ ଆପଣ ଯଦି କାହା ବିଷୟରେ ଚୁଗୁଲି କରୁଥିବେ ଆପଣଙ୍କୁ ଚୁପ କରେଇ ଦେବେ।ଏମାନେ ଲୋକଙ୍କର ଭଲ କରିଥାନ୍ତି ଓ ଏମାନେ ଲୋକଙ୍କ ଭିତରେ ଭଲ ଗୁଣ ଦେଖନ୍ତି ଓ ଏମାନେବି ଚାହାନ୍ତି ସେମାନେବି ଆଙ୍କ ଭିତରେ ଭଲ ଗୁଣ ଦେଖନ୍ତୁ।ଏମାନଙ୍କର କେବଳ ଗୋଟେ କମ୍ପ୍ଲେନ ରହିଥାଏ ଲୋକମାନେ ମତେ ବୁଝନ୍ତି ନାହିଁ।ଲୋକମାନେ ଏମାନଙ୍କୁ ନ ବୁଝୁଥିବାରୁ ଏମାନେ ବହୁତ ଚିନ୍ତିତ ରୁହନ୍ତି।ସେମାନେ ସାଙ୍ଗେସାଙ୍ଗେ ଅନ୍ୟମାନଙ୍କ ରାଗକୁ ଥଣ୍ଡା କରିଦିଅନ୍ତି ଓ ସେମାନେ ଚାହାନ୍ତି ଲୋକ ସେମାନଙ୍କ ଭଳି ହେଇଯାଆନ୍ତି।

ଚାରି ନମ୍ବରରେ ଏମାନଙ୍କର ହସ୍ତାକ୍ଷର ଭଲ ହୋଇନଥାଏ।ଯେଉଁମାନଙ୍କର ହସ୍ତାକ୍ଷର ଭଲ ହୋଇନଥାଏ ସେମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି।ଯେଉଁମାନ ଭଲ ପଢ଼ନ୍ତି ସେମାନଙ୍କ ଜିନିଷ ପତ୍ର ଚାରି ଆଡେ ଖେଳେଇ ହୋଇ ପଡିଥାଏ।ଅନ୍ୟ ମାନଙ୍କ ପାଇଁ ଏହି ପରିସ୍ଥିତି ଭିତରେ କିଛି ଖୋଜିବା ସମ୍ଭବ ପର ହୋଇନଥାଏ କିନ୍ତୁ ଏମାନଙ୍କ ପାଇଁ ସହଜ ସାଧ୍ୟ ହୋଇଥାଏ।ଏମାନେ ସବୁ ଜିନିଷକୁ ସମ୍ଭାଳି ରଖିଲେ ଏମାନେ ଖୋଜିକି ପାଇ ନଥାନ୍ତି।ପାଞ୍ଚ ନମ୍ବରରେ ଆସିବ ଭାବବିହ୍ଵଳତା,ଏମାନେ ବହୁତ ଭାବବିହ୍ବଳ ହୋଇଥାନ୍ତି।ଏମାନେ କାହା କଥାରେ ବହୁତ ଶିଘ୍ର ଖରାପ ଭାଵନ୍ତି ଓ ଖୁସି ହୋଇଯାନ୍ତି।

ଏମାନେ ନିଜର ତାରିଫ ଶୁଣି ବହୁତ ଖୁସି ହୋଇଯାନ୍ତି,ଏମାନେ ଯଦି କାହା ଗହଣରେ ଥିବା ବେଳେ ଯଦି କିଏ ତାଙ୍କୁ କଣ ଖରାପ କରି କହିଥାଏ ତାଙ୍କୁ ବହୁତ ଖରାପ ଲାଗିଥାଏ।ଏମାନେ ଟିକେ ଟିକେ କଥାରେ କାନ୍ଦିବାରେ ଲାଗିଥାନ୍ତେ।ଏମାନେ ନିଜ ପାଇଁ ଦୟା ଭାଵ ଦେଖେଇଥାନ୍ତେ।ଏମାନେ ଭାଵନ୍ତି କାନ୍ଦିଲେ ନିଦ ଭଲ ଆସେ।ଛଅରେ ଆସିବ ଏମାନେ କାହା ଉପରେ ଏତେ ସହଜରେ ବିଶ୍ୱାସ କରନ୍ତି ନାହିଁ।ଏମାନେ ଭାବନ୍ତି ଏମାନେ ଯେତେବେଳେ ବିଶ୍ୱାସ ଭାଗନ୍ତି ତାହେଲେ ଏମାନଙ୍କ ଉପରେ ବିଶ୍ୱାସ କାଇଁ କରିବା।

ଆଉ କିଛିବି କରି ଏମାନେ ବିଶ୍ୱାସ କରନ୍ତି ଓ ନିଜ ବିଶ୍ୱାସ ଭାଙ୍ଗି ଥାଆନ୍ତି।ଏମାନେ ଦେଖେଇ ହୁଅନ୍ତିକି ଏମାନେ ବହୁତ କଠୋର ଅଟନ୍ତି।ସାତ ନମ୍ବରରେ ଏମାନେ ବହୁତ ରୋମାଣ୍ଟିକ ଅଟନ୍ତି।ଏମାନେ ଦେଖେଇ ହୁଅନ୍ତିକି ଏମାନଙ୍କୁ ଭଲ ପାଇବା ପସନ୍ଦ ନୁହେଁ କିନ୍ତୁ ଏମାନଙ୍କୁ ବହୁତ ପସନ୍ଦ ହୋଇଥାଏ।ଆଠ ନମ୍ବରରେ ଆସିବ କିଛି ନୁଆ ଶିଖିବା ଏମାନଙ୍କୁ ନୂଆ ଶିଖିବାକୁ ଭଲ ଲାଗେ ଏମାନେ ଶିଖି ଥାଆନ୍ତି।ଏମାନଙ୍କ ଅନୁସାରେ କୌଣସି ଜ୍ଞାନ ବୃଥା ଯାଇନଥାଏ।

ନଅ ନମ୍ବରରେ ଆସିବ ଏମାନେ ବହୁତ ଅଳସୁଆ,କାମଚୋର ଅଟନ୍ତି।ଏମାନେ ଚାହାନ୍ତିନି କି ଏହାଙ୍କୁ କାମ କରିବା ଆଦୌ ପସନ୍ଦ ନୁହେଁ।ଏମାନେ କାମ କରେଇଥାନ୍ତି।ସେ କହିପାରିବେ କିନ୍ତୁ କରିବାକୁ ପସନ୍ଦ କରନ୍ତିନି।ଦଶରେ ଆସିବ ଏମାନଙ୍କୁ ନଖ ଚୋବେଇବାକୁ ଭଲ ଲାଗେ।ଏମାନେ ନିଜ ଦାନ୍ତଦ୍ୱାରା ନିଜ ନଖକୁ କାଟନ୍ତି ଓ ଚୋବାନ୍ତି।

Leave a Reply

Your email address will not be published. Required fields are marked *