December 22, 2024

Odia Express

Leading Odia News Portal of Odisha

L ନାଁ ର ବ୍ୟକ୍ତି କେମିତି ହୋଇଥାନ୍ତି – ଯଦି ଆପଣଙ୍କ ନାମ କିମ୍ବା ଆପଣଙ୍କ ପ୍ରିୟଜନ ନାମ L ରୁ ଆରମ୍ଭ ତେବେ ନିଶ୍ଚୟ ପଢି ନିୟନ୍ତୁ…

ଯେଉଁ ମାନଙ୍କ ନାଁ L ରୁ ଆରମ୍ଭ ଆମେ ଆଜି ସେମାନଙ୍କ ବିଷୟରେ କିଛି କହିବାକୁ ଯାଉଛୁ। ତାଙ୍କର ସ୍ଵଭାଵ ମାଧ୍ୟମରେ, ଭଲ ପାଇବା ମାଧ୍ୟମରେ ଆପଣ ଏହି ଆର୍ଟିକିଲରେ ଜାଣିପାରିବେ। ତେବେ ଡେରି ନ କରି ଆସନ୍ତୁ ଜାଣିବା।ବହୁତ ଲୋକ ଜାଣି ନାହାନ୍ତି ଯେ ନାଁର ପ୍ରଥମ ଅକ୍ଷରରୁ ସବୁ ତଥ୍ୟ ଜାଣିହେବ। ସେ କ୍ୟାରିଅର ବିଷୟରେ ହେଉ କିମ୍ବା ସ୍ଵଭାଵ ବିଷୟରେ।ସ୍ଵଭାଵ:- ଏମାନେ ଚାରମିଙ୍ଗ ଏବଂ ଆକର୍ଷକ ହୋଇଥାନ୍ତି। ସ୍ୱାସ୍ଥ୍ୟରେ ଏମାନେ ଠିକ ଠାକ ଅଟନ୍ତି। ନା ଅଧିକ ମୋଟା ନା ଅଧିକ ପତଳା। ଏମାନେ ଠିକ ଅଟନ୍ତି। ହେଲେ ଏହା ଶାରୀରିକ ସରଞ୍ଚନା ଅଟେ ଏହା ହୋଇନଥାଇପାରେ ଯେ ଆପଣଙ୍କ ଶରୀର ଏମିତି ଅଟେ। ଏହା ୭୦ ରୁ ୮୦ % ଠିକ ଅଟେ।

୧. ଏମାନେ ଭଲ ପ୍ରବନ୍ଧକ ଅଟନ୍ତି ।

୨.ବହୁତ ଖୁସି ମିଜାଜର ଅଟନ୍ତି, ପରିସ୍ଥିତି ଯାହାବି ହେଉ ଏମାନେ ଖୁସିରେ ରହିବାକୁ ଚେଷ୍ଟା କରନ୍ତି।ପରିସ୍ଥିତି ଯେମିତି ହେଉ ଏମାନେ ସବୁ ପରିସ୍ଥିତିକୁ ସାମ୍ନା କରନ୍ତି।

୩.ଏମାନେ ବହୁତ ଭାବୁକ ଅଟନ୍ତି।

୪.ବହୁତ ସମ୍ବେଦନଶୀଳ ବ୍ୟକ୍ତି ଅଟନ୍ତି। କେବେ କେବେ ଏମାନଙ୍କୁ କ୍ରୋଧ ଆସିଯାଏ। ହେଲା ବହୁତ ଶିଘ୍ର ଏମାନେ ନିଜ ରାଗକୁ କଣ୍ଟ୍ରୋଲ କରିଦିଅନ୍ତି।

୫.ଏମାନଙ୍କ ବହୁତ ଭଲ ଶିକ୍ଷା ଅଟେ।

୬. ଏମାନଙ୍କ କଣ୍ଠ ବହୁତ ଆକର୍ଷଣୀୟ ଅଟେ। ଏମାନେ କହିଲା ବେଳେ ବହୁତ ଆକର୍ଷିତ କରନ୍ତି। ଲୋକମାନେ ଶୁଣିବାକୁ ଚାହାନ୍ତି ଏମାନଙ୍କ ଗୀତ ଏମାନଙ୍କୁ ଆସୁ କି ନଆସୁ।

୭. ଏମାନେ ସଙ୍ଗୀତ ପ୍ରେମୀ ଅଟନ୍ତି।

୮. ଲଢେଇ ଝଗଡ଼ାରେ ପଡନ୍ତି ନାହିଁ। ନିଜ ସାଧାରଣ ଜୀବନ ରେ ଖୁସିରେ ରୁହନ୍ତି।

କ୍ୟାରିୟର:-

୧.ଏମାନେ ଅଧିକ ମହତ୍କାଂକ୍ଷା ହୋଇନଥାନ୍ତି।

୨.ଏମାନେ ଲାଲଚି ହୋଇନଥାନ୍ତି। ଯଦି ଏମାନଙ୍କ ଚାକିରୀ ହୋଇଗଲା ତେବେ ଏମାନେ ଚାକିରୀରେ ଖୁସିରେ ରୁହନ୍ତି ଯଦି ବିଜନେସ ଭଲ ଚାଲିଲା ତେବେ ଏମାନେ ସେଥିରେ ମଧ୍ୟ ଖୁସିରେ ରୁହନ୍ତି। ଯାହାବି କରନ୍ତି ସେଥିରେ ସନ୍ତୁଷ୍ଟ ରୁହନ୍ତି।

୩. କ୍ୟାରିୟରରେ ସଫଳ ହୁଅନ୍ତି। ଏମାନେ କୌଣସି ଚାକିରୀ ଛାଡ଼ନ୍ତି ନାହିଁ।

ପ୍ରେମ:-

୧. ଏମାନେ ପ୍ରେମରେ ଅଧିକ ଭରସା କରନ୍ତି।

୨. ବହୁତ ସମ୍ବେଦନଶୀଳ ଅଟନ୍ତି।

୩. ଯାହାକୁ ଚାହାନ୍ତି ସେହି ମଣିଷ ମିଳିଯାଇଥାଏ। ଏମାନେ ନିଜ ପ୍ରେମରେ ବହୁତ ଭରସା କରନ୍ତି ,ନିଜ ସାଥୀଙ୍କୁ ବହୁତ ଚାହାନ୍ତି।

୪. ଏମାନେ ବହୁତ ରୋମାଣ୍ଟିକ ଅଟନ୍ତି।

Leave a Reply

Your email address will not be published. Required fields are marked *