October 19, 2024

Odia Express

Leading Odia News Portal of Odisha

ଆଜିର ରୋଚକ କଥା – ୨୦୦୦ ଟଙ୍କା ଛପେଇବାରେ ଭାରତର କେତେ ଟଙ୍କା ଖର୍ଚ୍ଚ ହେଉଛି ? କୌଣସି ମଣିଷ ମରିବା ପରେବି ତାର ଫିଙ୍ଗରପ୍ରିଣ୍ଟ କାମ କରିଥାଏ କି ନାହିଁ ? ଜାଣିରଖନ୍ତୁ ଏପରି ପ୍ରଶ୍ନ ର ଉତ୍ତର…

ସାଙ୍ଗମାନେ ଦୁନିଆରେ ବହୁତ ଏମିତି ଜିନିଷ ଅଛି,ଯାହାଦ୍ୱାରା ଜଡିତ ସତ୍ୟ ଆମମାନଙ୍କ ମନକୁ ଆସିଥାଏ।ଯେମିତିକି ମନୁଷ୍ୟ ମରିବା ପରେ ଆମେ କଣ ତା ଆଙ୍ଗୁଠି ଚିହ୍ନ ଦ୍ୱାରା ତାର ଫୋନ ଫିଟେଇ ପାରିବା କି ?ଏ.କେ ୪୭ ନା ଏମିତି କାହିଁକି ?୨୦୦୦ ଟଙ୍କା ଚାପିବାର ସରକାରର କେତେ ଟଙ୍କା ଖର୍ଚ୍ଚ ହୋଇଥାଏ ?ଏହିଭଳିଆ କଥା ଆପଣଙ୍କ ମନରେ କେବେ ନା କେବେ ନିଶ୍ଚିତ ଆସିଥିବ।ଆଜି ଆମେ ଆପଣଙ୍କୁ ଏସବୁ ବିଷୟରେ କହିବାକୁ ଯାଉଛୁ।

ସାଙ୍ଗମାନେ ଆସନ୍ତୁ ଜାଣିବା ପ୍ରଥମ ପ୍ରଶ୍ନ:-କଣ କୌଣସି ମଣିଷ ମରିବା ପରେବି ତାର ଫିଙ୍ଗରପ୍ରିଣ୍ଟ କାମ କରିଥାଏ କି ନାହିଁ ?

ଉତ୍ତର:-ଏହାର ସାଧାରଣତଃ ଦୁଇଟି ଉତ୍ତର ହୋଇଥାଏ,ପ୍ରଥମ ହେଉଛି ଆଜିକାଲିର ମେସିନ ଗୁଡିକ କେବଳ ଆଙ୍ଗୁଠି ନୁହେଁ ଆଙ୍ଗୁଠି ଭିତରେ ଥିବା ଇମ୍ପଲସ ଆଦିକୁ ନରିକ୍ଷଣ କରିଥାଏ।ଯେତେବେଳେ କୌଣସି ବ୍ୟକ୍ତି ମୃତ୍ୟୁବରଣ କରିଥାଏ ସେତେବେଳେ ତାର ଇମ୍ପଲସ କାମ କରିବା ବନ୍ଦ କରିଦେଇଥାଏ ସେଥିପାଇଁ ଫୋନ ହେଉ କିମ୍ବା କୌଣସି ଅନ୍ୟ ଉପକରଣ ପାଇଁ କାର୍ଯ୍ୟକାରୀ ବନ୍ଦ ହୋଇଯାଇଥାଏ।ଆଗରୁ ଏ ପ୍ରକାର ଇମ୍ପଲସ ପରୀକ୍ଷା ନଥିଲା ତେଣୁ ଅତୀତରେ ମନୁଷ୍ୟ ମଲା ପରେ ତାର ଆଙ୍ଗୁଠୁ ଦ୍ୱାରା ଫୋନ ଖୋଲା ଯାଇପାରିବ।

ସତ୍ୟତା ନମ୍ବର୍ ଦୁଇ:-ତିଦ୍ଧତ ଉପରେ କାହିଁକି କୌଣସି ଉଡାଯାହାଜ ଉଡେନାହିଁ ?

ଉତ୍ତର:-ତିଦ୍ଧତ ଭାରତ ଓ ଚିନର ପଡୋଶୀ ଦେଶ ଅଟେ,ଯାହାକୁ ସମ୍ପୂର୍ଣ୍ଣ ଦେଶରେ ଦୁନିଆର ଛାତ ନାମରେ ନାମିତ କରାଯାଇଛି।ଏହି ଦେଶ ସବୁ ଦେଶ ମାନଙ୍କୁ ବାଛିଥିବା ଦେଶ ମାନଙ୍କ ମଧ୍ୟରେ ବଛାଯାଇଥିବା ଦେଶ ଅଟେ।ଯେଉଁଠାରେ ବିମାନସେବା ବହୁତ କମ ମିଳିଥାଏ,କାହିଁକିନା ଏହି ଦେଶ ସମୁଦ୍ର ତଟର ବହୁତ ଉପରେ ଅବସ୍ତିତ।ଏଠାରେ ପାହାଡ଼ ଅଧିକ ଥିବାରୁ ଉଡାଜାହାଜର ଅଧିକ ଦୁର୍ଘଟଣା ହେବାର ସମ୍ବାବନା ଥାଏ।

ଆସନ୍ତୁ ଜାଣିବା ସତ୍ୟ ନମ୍ବର:-୦୩ କଣ ଆପଣ ଜାଣିଛନ୍ତିକି ୨୦୦୦ ଟଙ୍କା ଛପେଇବାରେ ଭାରତର କେତେ ଟଙ୍କା ଖର୍ଚ୍ଚ ହେଉଛି ?

ଉତ୍ତର:-ଆପଣ ମାନେ ଜାଣିଛନ୍ତିକି ଭାରତରେ ଭ୍ରଷ୍ଟାଚାର ବନ୍ଦ କରିବା ପାଇଁ ନୋଟ ବନ୍ଦୀ ହୋଇଥାଏ ଓ ତାପରେ ଲୋକଙ୍କ ପାଖକୁ ୨୦୦୦ ଟଙ୍କାର ପ୍ରଚଳନ କରାଯାଏ।ଲୋକମାନେ ଜାଣିବାକୁ ଚାହୁଁଛନ୍ତିକି ଏ ବିଷୟରେ ୨୦୦୦ ଟଙ୍କାର ୧୦୦୦ ଟା ବନେଇବା ପାଇଁ ୩୫୪୦ ଟଙ୍କା ଖର୍ଚ୍ଚ ହୋଇଥାଏ।ଆଉ ଗୋଟେ ଟଙ୍କା ଛାପିବା ପାଇଁ ୩.୫ ଟଙ୍କା ଖର୍ଚ୍ଚ ହୋଇଥାଏ।୫ ବାଲା ନୋଟ ପାଇଁ ୪୮ ପଇସା,୧୦ ଟଙ୍କା ପାଇଁ ୯୬ ପଇସା ଓ ୨୦ ଟଙ୍କା ପାଇଁ ୧.୫୦ ପଇସା ଖର୍ଚ୍ଚ ହୋଇଥାଏ।

ଆସନ୍ତୁ ଜାଣିବା ସତ୍ୟ ନମ୍ବର୍ ୦୪:-କଣ ଆପଣ ଜାଣିଛନ୍ତିକି ଏ.କେ. ୪୭ ର ନାମ ଏମିତି କାଇଁ ହୋଇଥାଏ ?

ଉତ୍ତର:-ଏହି ବନ୍ଧୁକର ଏମିତି ନାମ ରଖିବା ପଛରେ ଥିବା କାରଣ ମିଥାଇଲ କାଲିସ୍କୋ।କହିବାକୁ ଗଲେ ମିଖାଇଲ ଦ୍ୱିତୀତ ବିଶ୍ଵଯୁଦ୍ଧ ରେ ଯାହାଙ୍କୁ ଆଘାତ ଲାଗିଥିଲା,ସେ ଡାକ୍ତରଖାନାରେ ରହିଥିବା ସମୟରେ ତାଙ୍କୁ ଡାକ୍ତରଖାନା ନିଆଗଲା ସୋଭିଏତ ରାଇଫଲ ପାଇଁ ତାଙ୍କର ଜୀବନ ଯାଉଛି ସେ ପ୍ରାୟ ୫ବର୍ଷ ପର୍ଯ୍ୟନ୍ତ କଷ୍ଟ କରି ସେ ଗୋଟେ ବନ୍ଧୁକ ପ୍ରସ୍ତୁତ କଲେ ତାକୁ ଅଟୋମାଟିକ କାଲାଶନିକୋଭ ୪୭ ନାମ ରଖିଲେ।୪୭ ଏଥିପାଈଁ ରଖୀଥିଲର କାରଣ ସେ ୧୯୪୭ ରେ ତିଆରି କରିଥିଲେ ବୋଲି।

ଆସନ୍ତୁ ଜାଣିବା ସତ୍ୟ ନମ୍ବର୍ ୦୫:-ଭାରତର ପ୍ରଥମ ରକେଟ ବିଷୟରେ ଜଡ଼ିତ ୨୧ ନଭେମ୍ବର ୧୯୬୩ ରେ ଭାରତ ଇତିହାସରେ ସବୁଠୁ ମହତ୍ୱ ପୂର୍ଣ୍ଣ ଦିନରେ ଥିଲା।ଏହିଦିନ ଭାରତର ପ୍ରଥମ ରକେଟ ଉଡିଥିଲା,କହିବାକୁ ଗଲେ ଆମର ଯେଉଁ ପ୍ରଥମ ରକେଟ ସେକୌଣସି ଟ୍ରକ ନୁହେଁ କୌଣସି ସାଇକେଲ ଦ୍ୱାରା ଅଣାଯାଇଥିଲା।ସେ ରକେଟକୁ ଥିରୁଅନନ୍ତପୁରମରୁ ଗୋଟେ ଗାଁର ନଡ଼ିଆ ଗଛରେ ଲଂଚର ଦ୍ୱାରା ଲଞ୍ଚ କରାଯାଇଥିଲା।ଆମ ଦେଶ ପାଖରେ ଏତେ ଫଣ୍ଡ ନଥିଲା ସେ ସମୟରେ ଗୋଟେ ଚର୍ଚ୍ଚ କୁ ନିଜ ଅଫିସ ଭାବର ମାନି ନେଇଯାଈଥିଲେ।ତାପରେ ଦ୍ୱିତୀୟ ରକେଟ ଲଞ୍ଚ କରିବା ପାଇଁ ଲଂଚିଙ୍ଗ ପ୍ୟାଡ଼ ପାଖକୁ ବଳଦ ଗାଡି ସାହାର୍ଯ୍ୟରେ ନିଆଗଲା।

Leave a Reply

Your email address will not be published. Required fields are marked *