October 22, 2024

Odia Express

Leading Odia News Portal of Odisha

ସାହସ ଅଛି ତ ଏହି ମଜାଦାର ପ୍ରଶ୍ନର ଉତ୍ତର ଦିଅ – କେଉଁ ଜିନିଷ ଝିଅ ମାନକ ଆଗରେ ଓ ଗାଇ ର ପଛରେ ଥାଏ – ଉତ୍ତର କେବଳ ବୁଦ୍ଧିମାନ ଲୋକ ଦେଇ ପାରିବେ…

ନମସ୍କାର ବନ୍ଧୁଗଣ ଆଜି ଆମେ ଆପଣାକୁ ପୁଣି ଠାରେ ଏପରି ମଜାଦାର ପ୍ରଶ୍ନ ଓ ଉତ୍ତର ବିଷୟରେ ଜଣେଇବା ପାଇଁ ନେଇ ଆସିଛୁ ଏକ ନୂଆ ବିଭାଗ ନେଇ |ଯାହାର ଉତ୍ତର ଅତ୍ୟନ୍ତ ସହଜ କିନ୍ତୁ ସେଠି ପାଇଁ ଆପଣାକୁ ଟିକେ ବୁଢ଼ୀ ଖଟେଇବା ଓ଼ଇଁ ପଡିବ ଓ ମନରୁ ଟିକେ ଚିନ୍ତା କରିବା ପାଇଁ ପଡିବ ଯେ ଏହାର ସଠିକ ଉତ୍ତର କଣ ହେବ |ତେବେ ଚାଲନ୍ତୁ ଆମେ ଆଜି ଏ ବିଷୟରେ ଆପଣାକୁ କହିବୁ | ଯଦି ଆପଣଙ୍କୁ ଏହି ବିଭାଗ ଭଲ ଲାଗେ ତେବେ ନିଶ୍ଚୟ ସାଙ୍ଗ ମାନଙ୍କ ସହ ସେୟାର କରିବେ

ପ୍ରଶ୍ନ 1 -ଦିନେ ସମୀର ବୁଲୁଥିଲା ଓ ସେ ବୁଲିବୁଲି ଏକ ଗୁମ୍ଫାରେ ପହଞ୍ଚିଲା । ସେ ଗୁମ୍ଫାରେ ପହଞ୍ଚି ଦେଖେତ ସେଠାରେ ଏକ ସିନ୍ଦୁକ ରହିଅଛି ଓ ସେଠାରେ ତିନୋଟି ଚାବି ମଧ୍ୟ ରହିଛି । ସିନ୍ଦୁକ କୁ ମଧ୍ୟ ଏକ ଡାକୁ ଜଗିରହିଛି ,ଡାକୁ ଜଣକ ସମୀର କୁ ଏକ କୋଡ଼ ଦେଇ କହିଲା ତମକୁ ଏହାକୁ ଦେଖି କେଉଁ ଚାବିରେ ସିନ୍ଦୁକ ଖୋଲିବ ତାହାର ଉତ୍ତର ଦେବାକୁ ପଡିବ ନଚେତ ମୁ ତମକୁ ମାରିଦେବି । ସେହି କୋଡ଼ ଟି ହେଉଛି HTE LISERV EKY । ଯଦି ଆପଣ ବୁଦ୍ଧିମାନ ଏହାର ଉତ୍ତର ଦିଅନ୍ତୁ ।

ଉତ୍ତର:THE SILVER KEY ଉତ୍ତର ଦେଇସାରିବା ପରେ ସମୀର ସେହି ସିନ୍ଦୁକରୁ ସମସ୍ତ ଧନ ଆଉ ରତ୍ନ ନେଇ ଚାଲିଗଲା ।

ପ୍ରଶ୍ନ-2 – ପ୍ରଶ୍ନ ନମ୍ବର୍ 2 ବହୁତ ରୋମାଞ୍ଚକର ଅଟେ ଆପଣଙ୍କୁ ଏହି ଚିତ୍ରଟିକୁ ଦେଖି କହିବାକୁ ହେବ ଯେ ବଲିଉଡର ଏହା କେଉଁଗୀତ ?

ଉତ୍ତର: ଚାଲନ୍ତୁ ଦେଖିବା ଏହି ଗୀତ ହେଉଛି ,” କାଟେ ନାହିଁ କଟତେ ଏ ଦିନ ଏ ରାତ” । ଯିଏ ଏହି ପ୍ରଶ୍ନର ଉତ୍ତର ଦେଇପାରିଲେ ସେ ହେଉଛନ୍ତି ବହୁତ ବୁଦ୍ଧିମାନ ।

ପ୍ରଶ୍ନ-3 ଆପଣଙ୍କୁ ଏହି ପ୍ରଶ୍ନ ରେ କହିବାକୁ ହେବ କି ଏମିତି କେଉଁ ଜିନିଷ ଅଛି ଯେଉଁଟା ସ୍ତ୍ରୀ ଲୋକମାନଙ୍କର ଆଗପଟେ ଓ ଗାଈ ମାନଙ୍କର ପଛପଟେ ରହିଥାଏ । ଏହାବହୁତ ଅଗ୍ରହକାରୀ ପ୍ରଶ୍ନ ଟିଏ ଯଦି ଏହାର ଉତ୍ତର ଜାଣିଛନ୍ତି ତାହେଲେ ଉତ୍ତର ନଦେଖି ଦିଅନ୍ତୁ ।

ଉତ୍ତର: ଉତ୍ତର ଟି ହେଉଛି ଇଂରାଜୀ ଅକ୍ଷର W ୱାର୍ଡ ଯାହା ଇଂରାଜୀ ମହିଳା ମାନଙ୍କର ଆଗରେ ବସିଥାଏ Women ଓ ଗାଈ ମାନଙ୍କର ପଛରେ ବସିଥାଏ COW । ଏହି ପ୍ରଶ୍ନର ଉତ୍ତର ଯେଉଁମାନେ ଦେଇପାରିଛନ୍ତି ସେମାନେ ବହୁତ ଚାଲାକ ଓ ଜ୍ଞାନୀ ମଧ୍ୟ ।

ପ୍ରଶ୍ନ-4202 ର ରୋମାନ ନାମ କଣ ଅଟେ ? ଉତ୍ତର: CCII ଉଚ୍ଚାରଣ କଲେ ଏହାର ଉତ୍ତର ସିସି ଟୁ ହେବ ।

ପ୍ରଶ୍ନ-5 – ପ୍ରଶ୍ନ ଟି ହେଉଛି ପାହାଡର ରାଣୀ କେଉଁ ସହରକୁ କୁହାଯାଏ । ଯଦି ଆପଣ ଜାଣିଛନ୍ତି ତାହେଲେ ଏହାର ଉତ୍ତର ସର୍ବପ୍ରଥମେ ଦିଅନ୍ତୁ ।

ଉତ୍ତର:? ଏହି ଉତ୍ତର କୁ ଆପଣମାନଙ୍କୁ ଖୋଜି ଆମକୁ କହିବାକୁ ହେବ । ଦେଖିବା କେତେଜଣ ଏହାର ଉତ୍ତର ଖୋଜିପାରୁଛନ୍ତି ।

Leave a Reply

Your email address will not be published. Required fields are marked *