October 19, 2024

Odia Express

Leading Odia News Portal of Odisha

ଅଶିକ୍ଷିତ ଶାଶୁ ଓ ଦଶମ ପାସ ଶଶୁର ନିଜ ବୋହୂକୁ ପାଠ ପଢାଇ IAS ବେନେଇଦେଲେ -ତାପରେ ବୋହୁ ଏଭଳି ଭାବେ ନିଜର ଋଣ ଶୁଝିଲେ…

ଅଶିକ୍ଷିତ ଶାଶୁ ଓ ଦଶମ ପାସ୍ ଶଶୁର ବୋହୂର ସାହାସକୁ ମଜବୁତ କରାଇଲେ , ଓ ତାଙ୍କୁ ସମାଜରେ ନାଁ ଉଜ୍ଜଳ କରାଇଲେ , କମଳା ନଗରର ଶାନ୍ତି ନଗର ନିବାସୀ ମଞ୍ଜୁ ଅଗ୍ରୱାଲ ଛୁଆ ମାନଙ୍କୁ ପଢାଇଥିଲେ , ଓ ବୋହୂକୁ ଆଇଇଏସ୍ ବନାଇଦେଲେ , ସିଭିଲ୍ ସର୍ଭିସେସ୍ ରେ ଆଦିତି ପ୍ରଥମ ପ୍ରୟାସରେ ଆଇଏଏସ୍ ପରୀକ୍ଷା ପାଶ୍ କରିଛନ୍ତି । ତାଙ୍କର କହିବା କଥା କି ମୋର ସଫଳତା ସାଥୀ ମୋର ଶାଶୁ ମଞ୍ଜୁ ଅଗ୍ରୱାଲ୍ ଓ ଶଶୁର ରାଜୀବ ଅଗ୍ରୱାଲ୍ ଓ ସ୍ୱାମୀ ନିଶାନ୍ତ ଅଗ୍ରୱାଲ୍ ଅଟନ୍ତି , ଗାଜିଆବାଦ ନଗରର ଦୟାବତୀ ମୋଦୀ ପବ୍ଲିକ୍ ସ୍କୁଲ୍ ରୁ +୨ ପାଠ ପଢିଥିବା ଆଦିତି କହନ୍ତି କି କଲେଜ୍ ସମୟରେ ସେ ସାଙ୍ଗ ମାନଙ୍କ ଠାରୁ ପ୍ରେରଣା ପାଇଥିଲେ , ଓ କଲେଜ୍ ପାଖରେ ହୋଇଥିବା ନାଳିକୁ ଦେଖିକରି ଏହା ଫଇସଲା ନେଲେ କି ଏପିଜେ ସ୍କୁଲ୍ ଅଫ୍ ଆର୍କିଟେକ୍ ଆଣ୍ତ ପ୍ଲାନିଙ୍ଗ୍ ଗ୍ରେଟର୍ ନୋଏଡାରୁ ପଢିଥିଲେ

 

୨୦୧୫ ରେ ତାଙ୍କର ବାହାଘର ଆଗ୍ରାର ନିଶାନ୍ତଙ୍କ ସହ ହୋଇଗଲା , ଏହାପରେ ଆଇଇଏସ୍ ପ୍ରସ୍ତୁତି କରିଥିଲେ , ପ୍ରଥମ ପ୍ରୟାସରେ ସଫଳତା ହାସିଲ୍ କରିଥିଲେ, ଆଇଇଏସ୍ ପରୀକ୍ଷାରେ ୨୮୨ ରାଙ୍କ୍ ହାସିଲ୍ କରିଥିବା ଆଦିତି କହିଲେ କି ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ବସିବାପାଇଁ ଅଭ୍ୟାର୍ଥୀଙ୍କୁ ବେସିକ୍ ମଜବୁତ୍ କରିବା ଉଚିତ୍ , ଆଦିତି କଲେଜ୍ ଯିବା ସମୟରେ ମୋଦୀ ନଗର ନାଳି ପାଖରେ ରହୁଥିବା ଲୋକଙ୍କୁ ଦେଖିକରି ଚିନ୍ତାରେ ରହୁଥିଲେ , ସେ ତାଙ୍କ ପାଇଁ କାମ କରିବାକୁ ଚାହୁଁଥିଲେ ।

Leave a Reply

Your email address will not be published. Required fields are marked *