December 23, 2024

Odia Express

Leading Odia News Portal of Odisha

ତିନି ଥରରେ ଅଣ୍ଟା, ଗଣ୍ଠି ତଥା ହାତର ଦରଜ ଜଲଦି ସମାପ୍ତ ହେଇଯିବ…

ଆଜିକାଲି ଆମର ସମୟ ର ଅଭାବ ହେବା ଯୋଗୁଁ ଆମେ ଆଉ ପ୍ରାଣାୟମ, ଯୋଗ ତଥା କିଛି ବି ବ୍ୟାୟାମ କରି ପାରୁନାହୁଁ। ଏହାଦ୍ୱାରା ଆମ ଶରୀର ରେ ଦୁର୍ବଳତା ଆସି ଯାଉଛି। ଏହି ଦୁର୍ବଳତା ଯୋଗୁଁ ଆମକୁ ଅନେକ କିଛି ସହିବାକୁ ପଡୁଛି। ପୁରୁଷ ମାନଙ୍କ କ୍ଷେତ୍ର ରେ ତ ଏପରି ଦୁର୍ବଳତା ଆସି ଯାଉଛି କି ତାହା ସହନ ବାହାରେ ହି ଚାଲି ଯାଉଛି। କାରଣ ଆମପାଇଁ ଖାଦ୍ୟ ତଥା ବ୍ୟାୟାମ ର ଅଭାବ ହି କାରଣ ସାଜୁଛି। ତ ଏହାର ଚିକିତ୍ସା କରିବା ନିହାତି ଦରକାର କାରଣ ଆଗକୁ ଯାଇ ଏହା ଭୟଙ୍କର ରୋଗ ସାବ୍ୟସ୍ତ ହେଇପାରେ। ଆଗକୁ ଯିବା ପରେ ତାହା ଆମ କମର ଦରଜ ତଥା ଗଣ୍ଠି ଦରଜ ର କାରଣ ହେଇପାରେ।ଆଜି ଆମେ ଆପଣଙ୍କ ଏକ ଏପରି ଉପାୟ କହିବାକୁ ଯାଉଛୁ ଯାହାଦ୍ୱାରା କି ଆପଣ ମାତ୍ର ତିନି ଦିନ ଭିତରେ ହି ନିଜର ସମସ୍ତ ଦରଜ କୁ ଠିକ କରି ପାରିବେ। ଆପଣ ଏହାକୁ ଅନ୍ତ ଯାଏ ପଢନ୍ତୁ ଯାହାଦ୍ୱାରା କି ଆପଣ ଏହି ଉପାୟ କୁ ଜାଣି ପାରିବେ। ଏହି ସମସ୍ତ ଜିନିଷ ଆପଣଙ୍କୁ କେଉଁ ବି ତେଜରାତି ଦୋକାନ ରେ ମିଲି ଯାଇପାରିବ।

ଆପଣଙ୍କୁ ପ୍ରଥମେ ଆମେ ଏହି ଉପାୟ କୁ କରିବା ଓଆଇ କଣ କଣ ଜିନିଷ ଦରକାର ତାହା କହିବୁ ଆଉ ତା ପରେ ଆପଣ ଜାଣିବେ କି ଏହାକୁ କିପରି ଖାଇବାର ଅଛି ଆଉ ଏହାର ବ୍ୟବହାର କରିବାର ଅଛି। ତ ଆସନ୍ତୁ ଜାଣିବା।

ଆପଣ ଏହି ଉପାୟ କରିବା ପାଇଁ ପ୍ରଥମେ ସୂତା ଵାଲା ମିଶିରି ନିଅନ୍ତୁ। ଆପଣ କେଉଁ ବି ଦୋକାନ କୁ ଯିବେ ଆପଣ ପାଇଯିବେ। ତା ପରେ ଆପଣ କାଶ୍ମୀରି ଆଲମଣ୍ଡ ବାଦାମ ଆଣିବେ ଯାହା କି ବହୁତ ଅଧିକ ତେଲ ଵାଲା ହେଇଥାଏ। ତା ପରେ ଆପଣ ଅସଲି ତାଳ ଗୂଡ଼ ଆଣିବେ ଯାହା କି ବହୁତ ମିଠା ଆଉ ବହୁତ ଶୁଦ୍ଧ ହେଇଥାଏ।

ଏଠାରେ ଦୁଇ ପ୍ରକାରର ଲୋକ ମିଳିବେ। ଏକ ଯାହାଙ୍କୁ ପିତ୍ତ ପ୍ରକୃତିର ଦରଜ ରହିଥାଏ। ଏମିତି ଲୋକଙ୍କ ପାଇଁ ଆପଣ ରାତିରେ ଆଲମଣ୍ଡ କୁ ପାଣିରେ ଭିଜେଇ ଦେଇକି ତାକୁ ସକାଳୁ ତାର ଚୋପା ବାହାର କରିକି ତାକୁ ପେସିକି ଗୁଣ୍ଡ କରିଦେବାର ଅଛି। ଏହାପରେ ଆପଣ ତାକୁ ଛୋଟ ଖଣ୍ଡ ମିଶିରି ସହ ହାଲକା ଉଷୁମ ପାଣିରେ ପିଇବାର ଅଛି।

ଏବେ ଯାହାଙ୍କର ବାତ ପ୍ରକୃତି ଥାଏ ସେମାନେ ବାଦାମ କୁ ଆଉ ଭିଯାନ୍ତୁ ନାହିଁ, ବାସ ତାର ଗୁଣ୍ଡ କରନ୍ତୁ ଆଉ ସେହିପରି ସକାଳୁ ଟିକେ ମିଶିରି ରେ ହାଲକା ଉଷୁମ ପାଣିରେ ଗୋଳେଇକି ପିଅନ୍ତୁ। ଏହା ଆପଣ କିଛି ଦିନ କରନ୍ତୁ ଆପଣଙ୍କର ଦରଜ ଠିକ ହେଇଯିବ।

Leave a Reply

Your email address will not be published. Required fields are marked *