December 23, 2024

Odia Express

Leading Odia News Portal of Odisha

କେହି ଜାଣନ୍ତି ନାହିଁ R ଏବଂ T ଅକ୍ଷର ବାଲାଙ୍କ ସହ ଜଡିତ ଏହି କଥା ଗୁଡିକ, ସେମାନଙ୍କର ଏହି କଥାରେ ରୁହନ୍ତୁ ସାବଧାନ….

ଆଜି ଆମେ ସେହି ଲୋକ ମାନଙ୍କ କଥା ହେବୁ ଯେଉଁ ମାନଙ୍କ ନାମ ଇଂରାଜୀର R ଏବଂ T ଅକ୍ଷରରୁ ଆରମ୍ଭ ହୋଇଥାଏ। ଏହି ଅକ୍ଷରରୁ ଆରମ୍ଭ ହେଉଥିବା ନାମର ଲୋକଙ୍କର ରାଶି ତୁଳା ହୋଇଥାଏ। ଏହି ଲେଖା ଜରିଆରେ ଆଜି ଆମେ ସେହି ଲୋକଙ୍କ ବିଷୟରେ କିଛି ସ୍ଵତନ୍ତ୍ର କଥା ଜାଣିବାର ଚେଷ୍ଟା କରିବୁ । ଜାଣିବାର ଚେଷ୍ଟା କରିବୁ ଯେ ଏହି ଲୋକଙ୍କର ସ୍ଵଭାବ କିପରି ହୋଇଥାଏ ଏବଂ ବ୍ୟକ୍ତିଗତ ଜୀବନରେ ଏମାନେ କିପରି ହୋଇଥାନ୍ତି। ଯଦି ଆପଣଙ୍କର କିମ୍ବା ଆପଣଙ୍କ ନିକଟତର କାହାର ନାମ R କିମ୍ବା T ଅକ୍ଷରରୁ ଆରମ୍ଭ ହୋଇଥାଏ ତ ନିଶ୍ଚିତ ଜାଣନ୍ତୁ ଏହି କଥା ସବୁ ।

ଏପରି ହୋଇଥାନ୍ତି R ଏବଂ T ନାମର ଲୋକମାନେ

– ଏହି ଲୋକମାନେ ରହସ୍ୟମୟୀ ବ୍ୟକ୍ତିତ୍ବ ବାଲା ହୋଇଥାନ୍ତି ଏଥିପାଇଁ ନିଜର ଅସଲି ସ୍ଵଭାବ ଲୋକଙ୍କୁ ଗୁପ୍ତ ରଖନ୍ତି। ଏମାନେ ନିଜ ବିଷୟରେ ଲୋକଙ୍କୁ କମ ସୂଚନା ଦେଇଥାନ୍ତି ।

ଏମାନଙ୍କର କୌଣସି ପରିସ୍ଥିତିକୁ ଉତ୍ତମ ରୂପରେ ହାଣ୍ଡେଲ କରିବାର କ୍ଷମତା ହୋଇଥାଏ ।

ଏମାନେ ନିଜେ ସକାରାତ୍ମକ ରହନ୍ତି ଏବଂ ଆଖପାଖର ଲୋକଙ୍କୁ ମଧ୍ୟ ସକାରାତ୍ମକ ରଖିବାର ପ୍ରୟାସ କରନ୍ତି। ଏପରି ଲୋକମାନେ କୌଣସି ଏକ ବିଶେଷ କ୍ଷେତ୍ରରେ ଜିନିଅସ ହୋଇଥାନ୍ତି ।

ଏହି ଲୋକମାନଙ୍କର ସ୍ଵଭାବ ମିଳନସାର ହୋଇଥାଏ ଯେଉଁ କାରଣରୁ ଏମାନଙ୍କର ଅଧିକ ସଂଖ୍ୟାରେ ବନ୍ଧୁ ଥାନ୍ତି । ନିଜର ବନ୍ଧୁ ମାନଙ୍କ ମଧ୍ୟରେ ଏମାନେ ବହୁତ ଲୋକପ୍ରିୟ ହୋଇଥାନ୍ତି ।

ଏହି ଲୋକମାନେ ବହୁତ ଖୁସି ମିଜାଜର ହୋଇଥାନ୍ତି। ଯେଉଁ ସ୍ଥାନକୁ ଯାଆନ୍ତି ଖୁସିର ପରିବେଶ ଆପେଆପେ ହୋଇଯାଏ। ସେମାନଙ୍କର ଏହି ଗୁଣ କାରଣରୁ ସେମାନେ ଆକର୍ଷଣର କେନ୍ଦ୍ର ହୋଇଯାନ୍ତି ।

ଏହି ଲୋକମାନେ ବହୁତ ଚତୁର ହୋଇଥାନ୍ତି ଏଥିପାଇଁ ଏମାନେ ବୁଦ୍ଧି ସହ ଜଡିତ କାମ କରିବାକୁ ପସନ୍ଦ କରନ୍ତି ।

ଏହି ଲୋକଙ୍କର ସଜେଇ ହେବାର ବହୁତ ସଉକ ଥାଏ। ଏମାନେ ଘରକୁ ମଧ୍ୟ ବହୁତ ଭଲ ଭାବରେ ସଜେଇକି ରଖନ୍ତି ।

ଏହି ଲୋକମାନେ ବହୁତ କୋମଳ ସ୍ଵଭାବର ହୋଇଥାନ୍ତି ଏବଂ ଛୋଟ ପିଲା ମାନଙ୍କ ସହିତ ସମୟ ବିତାଇବା ଏମାନଙ୍କୁ ବହୁତ ପସନ୍ଦ ହୋଇଥାଏ। ଏହି ଲୋକଙ୍କୁ ବଡ ମାନଙ୍କର ସମ୍ମାନ କରିବା ଆସେ। ସେମାନେ ଏମାନଙ୍କୁ ସଂପୂର୍ଣ୍ଣ ମାନସମ୍ମାନ ଦେଇଥାନ୍ତି ।

ଏହି ଲୋକମାନେ ନିଜର ବ୍ୟକ୍ତିଗତ ସ୍ଵାଧୀନତାକୁ ବହୁତ ଭଲ ପାଆନ୍ତି ଏବଂ ଏହି ମଧ୍ୟରେ ସେମାନଙ୍କୁ କାହାର ଅନୁପ୍ରବେଶ ପସନ୍ଦ ନୁହେଁ ।

ଏହି ଲୋକମାନଙ୍କୁ ଭଲ ଜୀବନସାଥୀ କୁହାଯାଏ। ଦୁଃସାହସର ଏମାନଙ୍କୁ ବହୁତ ସଉକ ଥାଏ ।

ଏହି ଲୋକମାନେ ଆଟେଂସନ ର ଭୋକିଲା ହୋଇଥାନ୍ତି। ଏମାନଙ୍କୁ ନିଜର ଆଟେଂସନ ଅନ୍ୟ କାହା ସହିତ ଭାଗ କରିବା ପସନ୍ଦ ନୁହେଁ । ଏମାନେ ଚାହାନ୍ତି ଯେ ସବୁ ସମୟରେ ଏମାନଙ୍କୁ ମହତ୍ଵ ଦିଆଯାଉ। ଏମାନେ କେବେ କେବେ ନିଜ ବ୍ୟତିତ ଅନ୍ୟ କେହି ଦୃଷ୍ଟିଗୋଚର ହୁଅନ୍ତି ନାହିଁ । ଏଥିପାଇଁ ଏହି କଥାକୁ ସାବଧାନ ରୁହନ୍ତୁ।

ଏହି ଲୋକମାନେ କେବେକେବେ ଏଭଳି କଥା କହିଦିଅନ୍ତି ଯାହା ଲୋକଙ୍କ ମନକୁ ବାଧେ। ଏହି ଲୋକମାନେ ଖୁବ ଶୀଘ୍ର ଅନ୍ୟ ମାନଙ୍କ ଦ୍ଵାରା ପ୍ରଭାବିତ ହୋଇଯାନ୍ତି । ଏହି କାରଣରୁ ଏମାନଙ୍କୁ ନିଜର କଥାରେ ଫଶେଇବା ସହଜ ହୋଇଥାଏ। ଏମାନେ ଲାଭ କ୍ଷତି ହିସାବ କରିକି ସମ୍ପର୍କ ବନାନ୍ତି ।

Leave a Reply

Your email address will not be published. Required fields are marked *