ଓଡ଼ିଆ ମଜାଦାର ଜୋକ୍ସ: ସ୍ଵାମୀ ଅଫିସରୁ ଫୋନ କରିକି ପତ୍ନୀଙ୍କୁ ପଚାରିଲେ, ସ୍ଵାମୀ- ଆଜି ଖାଇବାରେ କଣ ପଠେଇଛ? ସ୍ତ୍ରୀ ଯାହା କହିଲେ ହସି ହସି ବେଦମ ହେଇଯିବେ ଆପଣ…
ଜୀବନକୁ ଆନନ୍ଦପୂର୍ଣ୍ଣ ଏବଂ ଟେନସନ ଫ୍ରୀ କରିବା ପାଇଁ ପଢନ୍ତୁ ଏହି ମଜାଦାର ଜୋକ୍ସ। ଆମକୁ ବିଶ୍ଵାସ ଅଛି ଯେ ଏହି ଜୋକ୍ସକୁ ପଢିକି ଆପଣଙ୍କ ମୁଡ ଫ୍ରେସ ହୋଇଯିବ ଏବଂ ଆପଣ ନିଜକୁ ସତେଜ ଅନୁଭବ କରିବେ ।ଥରେ ଜଣେ ପଞ୍ଜାବୀ ୟୁପି ଗଲା କିନ୍ତୁ ସେଠାରେ ଗୋଟିଏ କୂଅରେ ପଡିଗଲା । ୟୁପିର ଜଣେ ବ୍ୟକ୍ତି ସେଇ ସ୍ଥାନ ଦେଇ ଯାଉଥିଲା ତ ସେ ପଞ୍ଜାବୀର ଚିଲ୍ଲେଇବାର ଶବ୍ଦ ଶୁଣିପାରିଲା। ୟୁପି ବାଲା- ଆବେ କିଏ ଅଛି କୂଅ ଭିତରେ? ପଞ୍ଜାବୀ- ଓ ପାଜୀ! ଅସସି ହେଁ । ୟୁପି ବାଲା- ଆବେ ଦୁଇ ଚାରି ଜଣ ଥିଲେ ବାହାର କରିଦେଇଥାନ୍ତି ଏବେ ଅଶିଙ୍କୁ କିଏ ବାହାର କରିବ,ପଡିରହ ଭିତରେ ।
ଦେବ ଏବଂ ପତିଦେବ ଦୁଇଜଣଙ୍କ ମଧ୍ୟରେ କଣ ଫରକ ଅଟେ, ଦେବଙ୍କର ଆରତି – ସୁଖକର୍ତ୍ତା ଦୁଃଖହର୍ତ୍ତା…. । ପତିଦେବଙ୍କ ଆରତି- ଏସା କର୍ତ୍ତା ୱେସା କର୍ତ୍ତା , ଏହା ନେହିଁ କର୍ତ୍ତା , ତାହା ନେହିଁ କର୍ତ୍ତା ।
ସ୍ଵାମୀ ରାତିରେ ବେଡ ଉପରେ ଯାଇ ଧୀରେ ପତ୍ନୀଙ୍କୁ ଆଲିଙ୍ଗନ କଲେ। ସ୍ଵାମୀ- ପ୍ରିୟେ! ଆଜି ତ ପୁଣି ହନିମୁନ କରିବାକୁ ମନ ହେଉଛି । ପତ୍ନୀ(ବିରକ୍ତିରେ)- ଥାଉ, ଆପଣଙ୍କୁ କେବଳ ରାତିରେ ହିଁ ପ୍ରେମ ଆସେ । ଦିନରେ ତ ଯେପରି ସାପ ଶୁଙ୍ଘି ଦେଇଥାଏ। ସ୍ଵାମୀଙ୍କ ମୁହଁରୁ ସତ ବାହାରିଲା- ଆରେ! କାରଣ ରାତିରେ ଅନ୍ଧାର ହୋଇଥାଏ ଏବଂ ଦିନରେ ତୁମର ଚେହେରା ଦେଖିଲେ ମୁଡ ହିଁ ହୁଏ ନାହିଁ । ତାପରେ ଚାରିଦିନ ପର୍ଯ୍ୟନ୍ତ ଛାତରେ ମଶା ମାନେ ସ୍ଵାମୀ ସହିତ ହନିମୁନ ମନେଇଲେ ।
ବିବାହର ପରଦିନ ଜଣେ ବ୍ୟକ୍ତିଙ୍କର ପତ୍ନୀଙ୍କର ସ୍ଵର୍ଗବାସ ହୋଇଗଲା । ବିଚରା ବହୁତ କାନ୍ଦୁଥିଲା । ସାଙ୍ଗ- ଭାଇ କଣ ହୋଇଥିଲା ଭାଉଜଙ୍କର ? ବ୍ୟକ୍ତି- କିଛି ନାହିଁ, କେବଳ ଦହି ଖାଉଥିଲା ଆଉ ଖାଉ ଖାଉ ହିଁ… ସାଙ୍ଗ- ଆଚ୍ଛା ଏହା କହ ଦହି ଆଉ ବଳିଛି କି?
ମୁକେଶ(ଡାକ୍ତର ଙ୍କୁ)- ସାହେବ, ମୋତେ ଗୋଟିଏ ସମସ୍ୟା ରହିଛି? ଡାକ୍ତର- କଣ? ମୁକେଶ- କଥା ହେବା ସମୟରେ ବ୍ୟକ୍ତି ଦେଖାଯାଉ ନାହାନ୍ତି। ଡାକ୍ତର- ଏପରି କେତେବେଳେ ହେଉଛି? ମୁକେଶ- ଫୋନ କରିବା ସମୟରେ!!
ଜଜ(ସାନ୍ତାକୁ)- ତୁମକୁ କାହିଁକି ବନ୍ଦୀ କରାଯାଇଛି? ସାନ୍ତା- ଶୀଘ୍ର ସପିଙ୍ଗ କରିବା ପାଇଁ । ଜଜ- ଆଚ୍ଛା, କିନ୍ତୁ ଏହା ତ କୌଣସି ଅପରାଧ ନୁହେଁ, କିନ୍ତୁ ତୁମେ ସପିଙ୍ଗ ଶୀଘ୍ର କିପରି କଲ? ସାନ୍ତା- ଦୋକାନ ଖୋଲିବା ଆଗରୁ ।
ଗଳିରେ ପଣ୍ଡିତ ମହାଶଯ ଗୋଟିଏ କୁତ୍ତିର କାନ ଧରିକି ଠିଆ ହୋଇଥିଲେ । ଜଣେ ମୌଲବୀ ସେଇ ସ୍ଥାନ ଦେଇ ଯାଉଥିଲେ ତ ସେ ପଚାରିଲେ- କଣ ହେଲା ପଣ୍ଡିତ ମହାଶୟ? ପଣ୍ଡିତ- ଏହି କୁତ୍ତିର ବାମ କାନ ଧରି ଯିଏ ମଧ୍ୟ ଯାହା ମାନସିକ କରିବ ତାହା ମିଳିଯିବ । ମୌଲବୀ- ମୋତେ ବି ଧରିବାକୁ ଦିଅନ୍ତୁ ଥରେ । ତାହାର କାନ ଧରିବା ମାତ୍ରେ ପଣ୍ଡିତ ମହାଶୟ ଦଉଡିବାରେ ଲାଗିଲେ…. । ମୌଲବୀ- କଣ ହେଲା? ପଣ୍ଡିତ- ଏହି କୁକୁରୀ ପାଗଳ ଅଟେ କାନ ଛାଡିବା ମାତ୍ରେ କାମୁଡି ଦେଉଛି । ମୋତେ ବି ଜଣେ ଚୌଧୁରୀ ଏଭଳି ଧରେଇ ଦେଇଥିଲା ।
ପପ୍ପୁ ଗୋଟିଏ ଝିଅକୁ ପ୍ରପୋଜ କଲା- ମୋତେ ପ୍ରେମ କରିବ । ଝିଅ- ଚେହେରା ଦେଖିଛୁ ତୋର, ତୋତେ ଭଲ ପାଇବା ଠାରୁ ଭଲ ମୁଁ ଆତ୍ମହତ୍ୟା କରିନେବି । ପପ୍ପୁ- ମରିଯିବ କିନ୍ତୁ କୌଣସି ଗରିବର କାମ ଆସିବ ନାହିଁ
ଜଣେ ଲୋକର 2ଟି ସ୍ତ୍ରୀ ମରିଗଲେ, ସେ ତୃତୀୟ ବିବାହ କଲା । ତୃତୀୟ ପତ୍ନୀ- ଶୁଣୁଛ । ସ୍ଵାମୀ- କୁହ । ପତ୍ନୀ- ଆପଣଙ୍କ ପ୍ରଥମ ପତ୍ନୀ କିପରି ମରିଥିଲେ? ସ୍ଵାମୀ- ବିଷ ଖାଇ । ପତ୍ନୀ- ଆଉ ଦ୍ଵିତୀୟ ପତ୍ନୀ କିପରି ମରିଥିଲେ? ସ୍ଵାମୀ- ତାକୁ ଗୁଳି ମାରିବାକୁ ପଡିଲା । ପତ୍ନୀ- କାହିଁକି । ସ୍ଵାମୀ- କାରଣ ସେ ବିଷ ଖାଉନଥିଲା ।
ଜଣେ ବ୍ୟକ୍ତିଙ୍କର ଘର ଆଗରେ ବହୁତ ଭିଡ ହୋଇଥିଲା … । ସ୍ଵାମୀ- ଏହି ଘର ଆଗରେ ଏତେ ଭିଡ କାହିଁକି ଲାଗିଛି? ପତ୍ନୀ- କିଛି ନାହିଁ , ମୁଁ ପଡୋଶୀ ମାନଙ୍କୁ କହିଲି ଯେ ଆମର ଜ୍ଵାଇଁ ଆସୁଛନ୍ତି ମୁମ୍ବାଇରୁ ,। ସ୍ଵାମୀ- ତ ଏଥିରେ ଏତେ ଭିଡ କାହିଁକି? ପତ୍ନୀ- ଆରେ ଜାନୁ, ମୁଁ ଇଂରାଜୀ ଶିକ୍ଷା କରୁଛି ନା ଏଥିପାଇଁ ମୁଁ ଏକଥା ଇଂରାଜୀରେ କହିଲି । ସ୍ଵାମୀ- କଣ କହିଲ ତୁମେ ଇଂରାଜୀରେ? ପତ୍ନୀ- ମୁଁ କହିଲି ଯେ ଆଜି ଆମ ଘରକୁ Leone ଆସୁଛନ୍ତି । ସ୍ଵାମୀ- ଭଗବାନଙ୍କ ପାଇଁ ବନ୍ଦ କର ତୋର ଏହି ଇଂରାଜୀ…. ତାକୁ son-in-law କୁହନ୍ତି ।
ସ୍ଵାମୀ ଅଫିସରୁ ଫୋନ କରି ପତ୍ନୀଙ୍କୁ ପଚାରିଲେ… । ସ୍ଵାମୀ- ଆଜି ଖାଇବାରେ କଣ ପଠେଇଛ? ପତ୍ନୀ- ଫାର୍ମ ଫିଶ ଚିଲି ରେଡ ଟମାଟୋଜ ୱୀଥ ଇଣ୍ଡିଆନ ପିଲଡ ମିଡିଅମ କଟ ପଟେଟୋଜ । ସ୍ଵାମୀ- wow! ଟିଫିନ ଖୋଲିକି ଦେଖିଲା ତ ଆଳୁ ଟମାଟୋର ତରକାରୀ ଥିଲା । ଅଧିକ ଆଧୁନିକା ପତ୍ନୀ ଆଣିଲେ ଏଭଳି ଅବସ୍ଥା ହୋଇଥାଏ ।