ବାଛନ୍ତୁ ଆପଣଙ୍କ ପସନ୍ଦର ଏକ ମୁଦି ଏବଂ ଜାଣନ୍ତୁ ପ୍ରେମରେ ଆପଣ କେମିତି ଅଟନ୍ତି…
କୋୖଣସି ବ୍ୟକ୍ତିର ଚଏସ ତାର ବିଚାର ଏବଂ ସ୍ଵଭାଵର ଆଇନା ଅଟେ। ତାକୁ କଣ ପସନ୍ଦ କି କଣ ପସନ୍ଦ ନୁହେଁ ତାହା ତାର ସ୍ୱଭାବରୁ ହିଁ ଜଣାପଡ଼ିଥାଏ। ଆଜି ଆପଣଂକୁ ୫ ଟି ଅଲଗା ଅଲଗା ଆଙ୍ଗୁଠି ଦେଖାଯିବ ଯେଉଁଥିରୁ ଆପଣଂକୁ ଗୋଟିଏ ବାଛିବାର ଅଛି। ଏହି ଆଙ୍ଗୁଠି କରିବା ଆପଣଙ୍କ ସ୍ୱଭାବର ଏକ ନୂଆ ଖୁଲାସା। ତେବେ ଡେରି ନ କରି ଆସନ୍ତୁ ଜାଣିବା।
୧.ଯଦି ଆପଣ ପ୍ରଥମ ବାଛିଛନ୍ତି ତେବେ ଆପଣ ହୃଦୟ ବହୁତ ଭଲ ଏବଂ ଠିକ ଅଟନ୍ତି। ପ୍ରେମରେ ଆପଣ ନିଜ ସାଥୀର ଭାବନାକୁ ବୁଝନ୍ତି। ଆପଣ ନିଜ ସାଥୀଙ୍କୁ ଛୋଟ ଛୋଟ କଥାରେ ଖୁସି ଦେବାକୁ କ୍ଷମତା ରଖନ୍ତି। ହେଲେ ସତ ଭଲ ପାଇବାକୁ ପାଇବାକୁ ହେଲେ ଆପଣଂକୁ କେତେ କଷ୍ଟ ସହିବାକୁ ପଡ଼ିଥାଏ ।
୨. ଯଦି ଆପଣ ଦ୍ଵିତୀୟ ଆଙ୍ଗୁଠି ବାଛିଛନ୍ତି ତେବେ ଆପଣ ବହୁତ ଖୋଲା ବିଚାର ବ୍ୟକ୍ତି ଅଟନ୍ତି। ଭଲ ପାଇବାରେ ଆପଣଙ୍କ ସ୍ଵଭାଵ ବହୁତ ଲଭିଙ୍ଗ ଏବଂ କେୟରିଂ ହୋଇଥାଏ। ଆପଣ ଭଲ ତ ପାଆନ୍ତି ହେଲେ ଏହାକୁ ବହୁତ ସମୟ ପରେ ଯାଇ କୁହନ୍ତି। ବିବାହ ଏବଂ ପ୍ରେମ ଆପଣଙ୍କ ପାଇଁ ଏକ ମଜାକ ହୋଇନଥାଏ ଆପଣ ବିବାହ ଭଳି ପବିତ୍ର ବନ୍ଧନକୁ ଭଲ ଭାବରେ ଜାଣନ୍ତି।
୩. ଯଦି ଆପଣ ୩ମ ଆଙ୍ଗୁଠି ବାଛିଛନ୍ତି ତେବେ ପ୍ରେମରେ ଆପଣ ବହୁତ ସଚ୍ଚୋଟ ଅଟନ୍ତି। ନିଜ ସାଥୀଙ୍କ ସହ ବିଲକୁଲ ଧୋକା କରନ୍ତି ନାହିଁ। ପ୍ରେମରେ ଆପଣ ଲୁକ୍ସ ଅପେକ୍ଷା ହୃଦୟ ସଫା ଉପରେ ନଜର ରହିଥାଏ। ନିଜ ଖୁସି ଅପେକ୍ଷା ନିଜ ସାଥୀଙ୍କ ଖୁସିର ଧ୍ୟାନ ଆପଣ ରଖିଥାନ୍ତି ଏବଂ ତାଙ୍କ ସହିତ ସବୁବେଳେ ରୁହନ୍ତି।
୪. ଯଦି ଆପଣ ଚତୁର୍ଥ ଆଙ୍ଗୁଠି ବାଛିଛନ୍ତି ତେବେ ଆପଣ ବହୁତ ଆକର୍ଷକ, ଉର୍ଜବାନ ତଥା ପ୍ରତିଭାଶାଳୀ ଅଟନ୍ତି। ଆପଣ ନିଜ ସମ୍ପର୍କକୁ ଅଧିକ ମହତ୍ତ୍ୱ ଦେଇଥାନ୍ତି। ଆପଣ ପ୍ରେମ ବିବାହ ଅପେକ୍ଷା ଆରେଞ୍ଜ ମ୍ୟାରେଜ ଉପରେ ବିଶ୍ୱାସ କରନ୍ତି ହେଲେ ଯଦି କାହା ଉପରେ ଆପଣଙ୍କ ହୃଦୟ ଆସିଗଲା ତେବେ ଆପଣ ସେହି ସମ୍ପର୍କକୁ ଭଲ ଭାବରେ ନିଭେଇଥାନ୍ତି।
୫. ଯଦି ଆପଣ ୫ମ ଆଙ୍ଗୁଠି ବାଛିଛନ୍ତି ତେବେ ଥରେ ଆପଣ ପ୍ରେମରେ ପଡିଗଲେ ସର୍ବଦା ନିଜ ପ୍ରେମୀଙ୍କୁ ସବୁ କଥା ସେୟାର କରନ୍ତି। ଆପଣ ନିଜ ସାଥୀଙ୍କୁ ସବୁବେଳେ ଖୁସିରେ ରଖିବାକୁ ଚେଷ୍ଟା କରିଥାନ୍ତି। ଆପଣ ନିଜ ପ୍ରେମରେ କେଉଁବି ପରିସ୍ଥିତିକୁ ଯାଇପାରିବାର ସାମର୍ଥ୍ୟ ରଖନ୍ତି।