December 23, 2024

Odia Express

Leading Odia News Portal of Odisha

ଚାକିରି ଇଣ୍ଟରଭିୟୁରେ ଝିଅକୁ ପଚରାଗଲା ଏପରି ପ୍ରଶ୍ନ – କେଉଁ ଜିନିଷ ଅଟେ ଯାହାକୁ ଆମେ ନଛୁଇଁକି ଭାଙ୍ଗି ପାରିବା?ଉତ୍ତର ଶୁଣି ଚାକିରୀ ହେଇଗଲା…

ଆପଣ ମଧ୍ୟ ଜାଣିକି ଆଶ୍ଚର୍ଯ୍ୟ ହୋଇଯିବେ ଯେ ଅନେକ ଥର ଚାକିରି ନିମନ୍ତେ ଇଣ୍ଟରଭିୟୁ ଦେବାକୁ ଯାଇଥିବା ପ୍ରାର୍ଥୀ ମାନଙ୍କୁ ଅଦ୍ଭୁତ ପ୍ରଶ୍ନ କରାଯାଏ। ଏଭଳି ପ୍ରଣସ ଏଥିପାଇଁ ପଚରାଯାଏ ଯେ କାରଣ ଏପରି ଅଦ୍ଭୁତ ପ୍ରଶ୍ନ ପଚାରି ସେମାନଙ୍କୁ ଦ୍ଵିଧାରେ ପକେଇବାକୁ ଚାହାନ୍ତି। ଅନେକଥର ତ ଚାକିରି ଇଣ୍ଟରଭିୟୁରେ ବ୍ୟକ୍ତିଗତ ପ୍ରଶ୍ନ ମଧ୍ୟ ପଚରାଯାଏ ଯେବେ କି ଏପରି ପ୍ରଶ୍ନ ପଚାରିବ ଉଚିତ ନୁହେଁ ଏବଂ ଅନେକ ଲୋକ ସଠିକ ଉପାୟରେ ବୁଦ୍ଧି ଉପଯୋଗ କରି ପାରନ୍ତି ନାହିଁ ଏବଂ ପ୍ରଶ୍ନର ଉତ୍ତର ଦେଇପାରନ୍ତି ନାହିଁ । କିନ୍ତୁ କିଛି ପେଷାଦାର ଲୋକମାନେ ଏହି ବାଧାକୁ ସହଜରେ ପାର କରିଯାନ୍ତି । ଇଣ୍ଟରଭିୟୁରେ ନର୍ଭସ ହେବା ପରାଜୟକୁ ଆମନ୍ତ୍ରଣ କରିବା ସମାନ ହୋଇଥାଏ ଏଥିପାଇଁ କିଛି ମଧ୍ୟ କହିବା ଆଗରୁ ବିବ୍ରତ ହେବା ଛାଡନ୍ତୁ ଏବଂ ନିଶ୍ଚିନ୍ତ ହୋଇ କହିବା ଉଚିତ। ଏହି ଉପାୟ ଏପରି କଠିନ ପରିସ୍ଥିତିରେ କାମ ଆସିଥାଏ ନଚେତ କିଛି ଅଦ୍ଭୁତ ପ୍ରଶ୍ନ ଦ୍ଵାରା ବିବ୍ରତ ହୋଇ ଆମେ ହାରିଯାଉ ।

ଇଣ୍ଟରଭିୟୁରେ ଯେବେ ଗୋଟିଏ ଝିଅକୁ ଅଚାନକ ଏକ ଅଦ୍ଭୁତ ପ୍ରଶ୍ନ ପଚରା ଗଲା ଯେ ଆପଣ ନିଜର ବିବାହ ହେବା ପୂର୍ବରୁ କାହା ସହିତ ଶୋଇ ପାରିବେ କି? କିଛି ଝିଅମାନେ ଝାଳରେ ଭିଜିଗଲେ ଏବଂ ତୁରନ୍ତ ନା କରିଦେଲେ ସେଠାରେ କିଛି ବୁଦ୍ଧିମାନ ଝିଅ ମାନେ ଉତ୍ତର ଦେଲେ ଯେ ହଁ!!! ବିଲକୁଲ ସେମାନେ ସୋଇବେ କିନ୍ତୁ ନିଜର ପରିବାରର କେଉଁ ସଦସ୍ୟ ସହିତ ଏବଂ ଏଥିରେ କିଛି ଭୁଲ କଥା ନାହିଁ ।

ଗୋଟିଏ ଝିଅକୁ ଏହା ପଚରାଗଲା ଯେ ରାତିରେ ଆପଣ ସୋଇବେ ଏବଂ ସକାଳେ ଉଠିବା ପରେ ଆପଣଙ୍କୁ ଏହି ଖବର ମିଳିବ ଯେ ଆପଣ ଗର୍ଭବତୀ ଅଟନ୍ତି ତ ଆପଣ ଏହା ଶୁଣିକି କଣ କରିବେ ତ ଅନେକ ଝିଅ କହିଲେ ଯେ ଏହା ତ ଖୁସିର କଥା ଅଟେ ଏବଂ ସେମାନେ ଏହି କଥା ଉପରେ ଉତ୍ସବ ମନେଇବେ ଏବଂ ନିଜର ଘର ଲୋକଙ୍କୁ ଏହି ଭଲ ଖବର ଶୁଣେଇବେ ।

ଝିଅମାନଙ୍କ ମାନସିକ ଶକ୍ତି ମାପିବା ନିମନ୍ତେ ଏକ ଆଶ୍ଚର୍ଯ୍ୟ କରିବା ଭଳି ପ୍ରଶ୍ନ ମଧ୍ୟ କରଯାଇଥିଲା ଏବଂ ତାହା ଏହା ଥିଲା ଯେ ଏବେ ଏହି ସମୟ ସେମାନେ ନିଜର ସଲ୍ୱାର ତଳେ କଣ ପିନ୍ଧିଛନ୍ତି? ଏହା ଶୁଣିକି ଅନେକଙ୍କର କଥା ବନ୍ଦ ହୋଇଗଲା ଏବଂ ସେଠାରେ ଅନେକ ଉତ୍ତର ଦେଲେ ଯେ ଚପଲ ଏବଂ ପାଉଁଜି !!

ଏବେ ଆସନ୍ତୁ ଯିବା ଚତୁର୍ଥ ପ୍ରଶ୍ନ ଆଡ଼କୁ:- ପ୍ରଶ୍ନ ନମ୍ବର୍ ୦୪:- ସେ ଏମିତିଆ କେଉଁ ଜିନିଷ ଯାହାକୁ ପୁଅମାନେ ଲୁଚେଇ ବା ଝିଅମାନେ ଦେଖେଇ ଚାଲନ୍ତି ? ଉତ୍ତର:- ସଠିକ ଉତ୍ତର ହେଲା ପର୍ସ ଯେଉଁଟାକି ପୁରୁଷ ନ ପକେଟରେ ଲୁଚେଇକି ଚାଲେ କିନ୍ତୁ ନାରୀ ନିଜ ହାତରେ ଧରି ଚାଲେ।

ଏବେ ଆସନ୍ତୁ ଯିବା ପଞ୍ଚମ ପ୍ରଶ୍ନ ଆଡ଼କୁ:-ପ୍ରଶ୍ନ ନମ୍ବର୍ ୦୫:- ଖାଇବା ଜିନିଷ ଏମିତି କଣ ଥାଏ ଯାହାକୁ ମହିଳା ପିନ୍ଧି ଥାଏ ?
ଉତ୍ତର:- ଲଙ୍ଗ,ଏହାକୁ ଲୋକ ଖାଇଥାନ୍ତି କିନ୍ତୁ ମହିଳା ମାନେ ପିନ୍ଧି ଥାଆନ୍ତି ।

ଏବେ ଆସନ୍ତୁ ଯିବା ପରବର୍ତୀ ପ୍ରଶ୍ନ ଆଡ଼କୁ:-ପ୍ରଶ୍ନ ନମ୍ବର୍ ୦୨:- ସେ ଏମିତି କେଉଁ ଜିନିଷ ଅଟେ ଯାହାକୁ ଆମେ ନଛୁଇଁକି ଭାଙ୍ଗି ପାରିବା ? ଉତ୍ତର:- ହୃଦୟ,ଯାହାକୁ ତ ଆମେ ଛୁଇଁ ପାରିବାନି କିନ୍ତୁ ତାକୁ ନିଶ୍ଚିନ୍ତ ରୂପରେ ଭାଙ୍ଗି ପାରିବା।

ଏହା ଥିଲା କେତେକ ବିଶେଷ ତଥ୍ୟ ଆମେ ଭାବୁଛୁ ଆପଣ ମାନେ ଏହାକୁ ଜାଣି ଅତ୍ୟନ୍ତ ପ୍ରସନ୍ନ ହୋଇଥିବେ।ତେବର ବନ୍ଧୁଗଣ ଏହି ଆର୍ଟିକିଲକୁ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ।

Leave a Reply

Your email address will not be published. Required fields are marked *