୨୦ ବର୍ଷର ପୁରୁଣା ପାରାଲିସିସବି ମାତ୍ର ୭ଦିନରେ ଭଲ ହୋଇଯିବ,ଏହି ଦେଶୀ ଚିକିତ୍ସା ଦ୍ବାରା…
ସାଙ୍ଗମାନେ ଆପଣ ସମସ୍ତଙ୍କୁ ସ୍ୱାଗତ।ସବୁଥର ଭଳି ଆଜି ବି ଆମେ ଆପଣଙ୍କ ପାଇଁ ଏକ ଲେଖା ନେଇକି ଆସିଛି ଏହାକୁ ଭଲ ଭାବରେ ପଢନ୍ତୁ।ସଙ୍ଗାମାନେ ଆଜି ଆମେ ଆପଣଙ୍କୁ ପାରାଲିସିସ ଠିକ କରିବା ଉପାୟ କହିବୁ ଯାହାକୁ କରିବା ପରେ ଆପଣଙ୍କ କେତେବି ପୁରୁଣା ପାରାଲିସିସ ହେଲେ ବି ସେ ଠିକ ହୋଇଯିବ।ଆପଣଙ୍କ ପରିବାରରେକି କୌଣସି ଲୋକର ଯଦି ଏହି ରୋଗ ଅଛି ଆପଣ ତାଙ୍କୁ ଏହି ଛୋଟ ଉପାୟ କହିପାରିବେ ଯାହା ଦ୍ବାରା ତାଙ୍କ ପାରାଲିସିସ ଭଲ ହୋଇପାରିବ ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ସାଙ୍ଗମାନେ ପାରାଲିସିସ କଣ ପାଇଁ ହୋଇଥାଏ।ଏହା ଆମ ମତିଷ୍କରେ ଥିବା ତନ୍ତିକା ତନ୍ତୁ କାମ ବନ୍ଦ କରିବା ଦ୍ଵାରା ହୋଇଥାଏ।ଏହା ଦ୍ବାରା ରକ୍ତ ପ୍ରସାରଣ ବନ୍ଦ ହୋଇଯାଇଥାଏ ଯାହା ଦ୍ଵାରା ଅଙ୍ଗ କାମ କରିବା ବନ୍ଦ କରିଦେଇଥାଏ।
ଆପଣଙ୍କୁ ଜଣା ଥିବ ରକ୍ତ ଯେଉଁ ସ୍ଥାନରେ ପ୍ରସାରଣ ହେବନି ସେହି ଅଙ୍ଗ କାମ କରିବା ବନ୍ଦ କରିଦେବ।ଏହାର ଅର୍ଥ ପାରାଲିସିସ ମାନେ କାମ କରିବା ବନ୍ଦ ହୋଇଯିବା।ଏହି ପାରାଲିସିସ ଅନେକ ପ୍ରକାର ହୋଇଥାଏ।ସମ୍ପୂର୍ଣ ପାରାଲିସିସ ହୋଇଥାଏ ଓ ଗୋଟିଏ ସ୍ଥାନ ବି ହୋଇଥାଏ।ସମ୍ପୂର୍ଣ ପାରାଲିସିସରେ ଶରୀରର ସମ୍ପୂର୍ଣ କାମ କରିବା ବନ୍ଦ କରିଦେଇଥାଏ।ଗୋଟିଏ ସ୍ଥାନ ମାନେ ଏହା ଶରୀରର କୌଣସି ଗୋଟିଏ ଅଙ୍ଗ କୁ ହୋଇଥାଏ।ପାଟି, ଗୋଡ଼ ,ବେକ, ମୁହଁ, ଇତ୍ୟାଦି।
ଆଜି ଆମେ ଆପଣଙ୍କୁ ଏକ ଘରୋଇ ଉପାୟ କହିବୁ ଯାହା ଦ୍ଵାରା ଆପଣ ଅନେକ ପୁରୁଣା ପାରାଲିସିସ ଠିକ କରିପାରିବେ।ପାରାଲିସିସ ପାଇଁ ଆପଣ ଯେଉଁ ଓସଦ ପ୍ରୟୋଗ କରୁଛନ୍ତି ତାକୁ କରନ୍ତୁ ତାହା ସହ ଏହାର ବି ଉପଯୋଗ କରନ୍ତୁ।ଆଜି ଆମେ ଏକ ମାଲିସ କରିବା ତେଲ ବିଷୟରେ କହିବୁ ଯାହା ଆପଣଙ୍କୁ ଏହି ରୋଗରୁ ମୁକ୍ତି ଦେବ।
ଆସନ୍ତୁ ଜାଣିବା ଏହାକୁ କିପରି ତିଆରି କରିବା।ସର୍ଵ ପ୍ରଥମେ ଆପଣଙ୍କୁ ଏକ ଚାହା ତିଆରି ପାତ୍ର ରଖିବାକୁ ହେବ ।ଏହା ପରେ ଏଥିରେ ୨୦୦ଗ୍ରାମ ସୋରିଷ ତେଲ ନିଅନ୍ତୁ।ଏହା ପରେ ଏଥିରେ ଦୁଇ ଚାମଚ ସୁଧ ଗାଈ ଘିଅ ମିଶାନ୍ତୁ।ଏହା ପରେ ଏଥିରେ ୫୦ଗ୍ରାମ ମରିଚ ନେବାକୁ ହେବ।ଏହି ସବୁକୁ ଭଲସେ ମିଶାଇ ଦିଅନ୍ତୁ।ଏହା ପରେ ଏହାକୁ ୨୦ ମିନିଟ ପର୍ଯ୍ୟନ୍ତ ଗରମ କରନ୍ତୁ।ଆପଣ ଧ୍ୟାନ ରଖିବେ ଏହାକୁ ମାଧ୍ୟମ ଆଞ୍ଚରେ ଗରମ କରିବେ।ମଝିରେ ମଝିରେ ଏହାକୁ ଗୋଳାଉଥାନ୍ତୁ ଯାହା ଦ୍ବାରା ଏହା ଭଲ ଭାବେ ମିଶିଯିବ।ଏହା ହୋଇଯିବାପରେ ଏହାକୁ ଥଣ୍ଡା କରି ରଖନ୍ତୁ।ଏହା ପରେ ଛଣା ସାହାଯ୍ୟରେ ଏହାକୁ ଭଲ ଭାବରେ ଛାଣି ରଖନ୍ତୁ।ଏହାର ପ୍ରୟୋଗ ଆପଣ ଏକ ମାସ ପର୍ଯ୍ୟନ୍ତ ଲଗାତର କରନ୍ତୁ।
ଏବେ ଆସନ୍ତୁ ଜାଣିବା ଏହାକୁ ଲଗାଇବାର ବିଧି।ଏହାକୁ ଆପଣ ଦିନରେ ତିନି ଥର ସକାଳେ ,ଖରାବେଳେ ଓ ରାତିରେ ଲଗାନ୍ତୁ।ଏହାକୁ ଦିନରେ ତିନିଥର ୨୦ ମିନିଟ ପର୍ଯ୍ୟନ୍ତ ପାରାଲିସିସ ସ୍ଥାନରେ ଏକ ମାସ ପର୍ଯ୍ୟନ୍ତ ଲଗାଇବ ଦ୍ବାରା ଅନେକ ଦିନ ପୁରୁଣା ପାରାଲିସିସବି ଭଲ ହୋଇଥାଏ।ଏହା ଆପଣଙ୍କ ମୁହଁ ପାରାଲିସିସକୁ ଠିକ କରିପାରି ନଥାଏ।ଏହା କେବଳ ମୁହଁ,ଗୋଡ଼,ହାତ ,ଆଦି ପାରାଲିସିସ କୁ ଠିକ କରିଥାଏ।ଏଠାରେ ଆମେ ଯେଉଁ ଘିଅ,ସୋରିଷ ତେଲ,ଓ ମରିଚର ବ୍ୟବହାର କରିଛୁ ତାହା ରକ୍ତ ସଞ୍ଚାଳନ ପାଇଁ ସାହାଯ୍ୟ କରିଥାଏ।ଏହା ଯେଉଁ ସ୍ଥାନରେ ରକ୍ତ ସଞ୍ଚାଳନ ବନ୍ଦ ହୋଇଥାଏ ଏହା ପୁର୍ନବାର ରକ୍ତକୁ ସଞ୍ଚାଳନ ହେବା କାମ କରିଥାଏ।ଯାହା ଦ୍ବାରା ସେହି ଅଙ୍ଗ କାମ କରିବାକୁ ଲାଗିଥାଏ।
ଏବେ ଜାଣିବା ଏହାର ପ୍ରୟୋଗ କିପରି କରିବେ।ଏହାକୁ ଆପଣ କୌଣସି କାଚ ବୋତଲରେ ରଖିପାରିବେ।କାଚ ବୋତଲରେ ରଖିବା ଦ୍ଵାରା ଏହା ଖରାପ ହୋଇନଥାଏ।ଆପଣଙ୍କୁ ଏହାକୁ ସବୁ ଦିନ ତିଆରି କରିବା ଆବଶ୍ୟକ ନାହିଁ।ଥରେ କରି ରଖି ପାରିବେ।ତେବେ ଏହା ପୂର୍ବରୁ ଆପଣ ଠାରେ ଡାକ୍ତରଙ୍କ ପରାମର୍ଶ ନେବା ନିହାତି ଦରକାର