December 22, 2024

Odia Express

Leading Odia News Portal of Odisha

ଆସନ୍ତୁ ଜାଣିବା ଆମେ ଆମ ତ୍ୱଚାର କିପରି ଭାବରେ ସୁନ୍ଦରତା ବଢ଼େଇ ପାରିବା..

ଯେତେବେଳେବି ଆମ ଚେହେରାରେ କିଛି ଅସାମାନ୍ୟ ପରିବର୍ତ୍ତନ ଆଣିଥାଏ ଏହାର ସଙ୍କେତ ଏହାଅଟେକି ଆମ ସରିରରେ କିଛିନା କିଛି ଅସୁବିଧା ଚାଲିଥିବ। ବ୍ରଣ,କାଠି ବ୍ରଣ,କଳାଦାଗ,ତେଲିଆ ତ୍ୱଚା,ଶୁଖିଲା ତ୍ୱଚା ଓ ରିଙ୍କିଲ,ଚେହେରାରେ କୌଣସି ପ୍ରକାରର ଦାଗ,ଧବା ଆଦି ଆଜିକାଲିର ସାଧାରଣ ଅସୁବିଧା ହୋଇଗଲାଣି।କହିବାକୁ ଗଲେ ୫ଜଣରୁ ଜଣେ ଏ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି।ଆପଣ ଯଦି ଏ ସବୁ ସମସ୍ୟା ଶହ ଘାଣ୍ଟି ହେଉଛନ୍ତି ଓ ଆପଣ ସବୁ ପ୍ରକାର ଜିନିଷ ବ୍ୟବହାର କଲା ପରେବି କୌଣସି ସୁଫଳ ହୁଏନି ସେ ବିଷୟରେ ଜାଣିବା।

ଆପଣ କେବଳ ଘରେ ବେସି ନାହିଁ ବହୁତ ଅଳ୍ପ ସମୟରେ ଆପଣ ଆପଣଙ୍କ ଚେହେରାକୁ ବଦଳାଇପାରିବେ ଓ ଆପଣ ତ୍ୱଚାକୁ କେବଳ ବାହାରୁ ଠିକ କରୁଛନ୍ତି ଏହାକୁ ଭିତରୁ ବି ଠିକ ଜରିବାକୁ ପଡ଼ିବ।ଆମ ଚର୍ମ ଯେତେ ଦେଖା ଯାଉଛି ସେତେ ପତଳା ନୁହେଁ ଏହା ବାହାର ଅପେକ୍ଷା ୧୫ ଗୁଣ ମୋଟା ଅଟେ।ଆମ ଶରୀର ଖରାପ ହେଲେ ଆମ ଚେହେରା ମଧ୍ୟ ଖରାପ ହୋଇଥାଏ।ଆମ ତ୍ୱଚାରେ ଯେତେବେଳେ ବ୍ରଣ,ଦାଗ,କୁଣ୍ଡେଇ କାଣ୍ଡେଇ ହୋଇଥାଏ ଏହା ଆମ ଶରୀର ଭିତରୁ ହୋଇଥାଏ।

ଆମେ ଆଜି ଆପଣଙ୍କୁ ଏମିତି କିଛି କହିବୁ ଯାହା ଆପଣଙ୍କୁ ବହୁତ ଶୁସ୍ଥ ରଖିଥାଏ।ଆମ ପାଚନ ତନ୍ତ୍ରରେ ୨୫୦୦ ଅରବ କୀଟାଣୁ ଥାଆନ୍ତି ଏମାନଙ୍କ ମଧ୍ୟରୁ ବହୁତ ଭଲ ଅଟନ୍ତି ଓ ବହୁତ ଖରାପ କୀଟାଣୁ ଥାଆନ୍ତି ଏମାନଙ୍କ ଦ୍ୱାରା ଆମର ତ୍ୱଚାରେ ଅସୁବିଧା ହୋଇଥାଏ।ଯଦି ଆମେ ଏମିତି କିଛି ଖାଇଥାଉ ଜାହାଦ୍ୱାରା ଆମେ ଖରାପ କୀଟାଣୁ ବଢ଼ିବାରେ ସାହାର୍ଯ୍ୟ କରୁ ଯାହାଦ୍ୱାରା ଏମାନେ ରୋଗର କାରଣ ଅଟନ୍ତି।ଆମେ ଶୁସ୍ଥ ଖାଦ୍ୟ ଖାଇବା ଯାହାଦ୍ୱାରା ଆମେ ଶୁସ୍ଥ ରହିବା।

ଆମ ଶରୀରରେ ଭଲ ଜୀବାଣୁ ମାନଙ୍କ ମାତ୍ରାକୁ ବଢ଼େଇବା ପାଇଁ ଆମକୁ ପଲିଫିନୋଲ ଆଦିକୁ ସେବନ କରିବା ଅତ୍ୟନ୍ତ ଆଵଶ୍ୟକ।ଏହା ଭଲ କୀଟାଣୁକୁ ବଢେ଼ଇବାରେ ସାହାର୍ଯ୍ୟ କରେ।ତ୍ୱଚା ସମ୍ବନ୍ଧୀୟ ଗମ୍ଭୀରରୁ ଗମ୍ଭୀର ବେମାରିରେ ଆମକୁ ଲାଭ ମିଳିଥାଏ।ଆସନ୍ତୁ ତିଆରି କରିବା ପ୍ରଥମ ନୁଷ୍କା ଆମକୁ ଦରକାର ଲବଙ୍ଗ,ପାନମଧୁରୀ,ହଳଦୀ,ଚକ୍ରି ଫୁଲ ଏସବୁ ଉପାଦାନ ଅତ୍ୟନ୍ତ ଲାଭ ଦାଇ ହୋଇଥାଏ।ଏହା ଆମର ଚେହେରାର ରିଙ୍କିଲ ଭଲ କରେ ଓ ଯୌନ ଜୀଵନରେ ଖୁସି ପ୍ରଦାନ କରିଥାଏ।

ଏହାକୁ ତିଆରି କରିବାପାଇଁ ଗୋଟେ ଗିନା ପାନ ମଧୁରୀରେ,ଗୋଟେ ଚାମୁଚ ହଳଦୀ,୧୦-୧୫ ଲବଙ୍ଗ,୨-୩ ଟି ଚକ୍ରି ଫୁଲ ପକେଇବା ଉଚିତ।ସବୁ ଜିନିଷକୁ ଅଳ୍ପ ଗୁଣ୍ଡ ବା ଚା ପତି ଭଳି କରିଦେବା ଗୋଟେ ପାତ୍ରରେ ଭଲ ଭାବରେ ପାଣି ଗରମ ଜରିଦେବେ ଏହା ଫୁଟିବାକୁ ଆରମ୍ଭ କେଲେ ପାଉଡର କୁ ପକେଇ ଗ୍ୟାସକୁ ବନ୍ଦ କରିଦେବେ ତାପରେ ୫ ମିନିଟ ପର୍ଯ୍ୟନ୍ତ ଢାଙ୍କିକି ଛାଡିଦେବେ।ଏହା ଥଣ୍ଡା ହେଲେ ଏହାକୁ ଛାଣି ଏହାର ସେବନ କରିନେବା ଏହା ଦ୍ୱାରା ନା ଆମକୁ ଥଣ୍ଡା ହବ ନା ଗରମ କାରଣ ଏହା ଏକ ବାଲାନ୍ସ ଡ୍ରିଙ୍କ ଅଟେ।ଆପଣ ଏହାକୁ ଆହୁରି ଥଣ୍ଡା କରିବା ପାଇଁ ରୋଜମେରି ପତ୍ର ପକେଇ ପାରିବେ।

ଆପଣ ଏ ପାନୀୟକୁ ସବୁଦିନ ଖାଇସାରିବା ପରେ ୧୦ ରୁ ୧୫ ମିନିଟ ପରେ ପିବା ଉଚିତ।ଏହାର ସେବନ କେବଳ ଗୋଟେ ଦିନରେ ଥରେ କରିପାରିବା।ଏହାର ପ୍ରଭାବ ଆମ ତ୍ୱଚାରେ ଭିତରୁ ହୋଇଥାଏ।ଏହାଦ୍ୱାରା ଆମ ଚେହେରା ସହିତ ଆମ ଚୁଟିର ଘନତ୍ୱକୁ ବଢେ଼ଇବାରେ ସାହାର୍ଯ୍ୟ କରିଥାଏ।ଏହା ଏତେ ଲାଭଡାଇ ଅଟେ ଏହା ମାତ୍ର ୧୫ ଦିନରେ ଶରୀର ଚର୍ବୀ ଓ ଶକ୍ତି,ତ୍ୱଚାରେ ଗୋଟେ ପରିଵର୍ତନ ଆସିଯିବ।ଏହା ବ୍ୟତୀତ ଆପଣ ଗୋଟେ ବଢିଆ ପାନୀୟକୁ ନିଜ ଖାଦ୍ୟପେୟର ମିଶେଇ ପାରିବେ।

ଆସନ୍ତୁ ଜାଣିବା କିପରି ସେ ପୁଷ୍ଟିକର ପାନୀୟକୁ ତିଆରି କରି ପାରିବା।ଆମକୁ ସର୍ବ ପ୍ରଥମେ ଦରକାର ପାଳଙ୍ଗଶାଗ,ସବୁଜମଟର,ଲେମ୍ବୁ,ସେଓ, ଓ କଲରା ମନରଖିବେ କଲରାର ମାତ୍ରା କମ ରହିବ।କଲରା ଆମ ଦେହ ପାଇଁ ଅତ୍ୟନ୍ତ ଦରକାରୀ ଅଟେ।ଏହାକୁ ବନେଇବା ପାଇଁ ଏ ସବୁକୁ ଗ୍ରାଇଣ୍ଡରରେ ପୂରେଇବେ ଓ ଯୁସ ପ୍ରସ୍ତୁତ କରିବେ ଏହାକୁ ଛାଣି ବା ବିନା ଛାଣି ଆମେ ପିପାରିବା।ଏହି ପାନୀୟ ଆମକୁ ସପ୍ତାହରେ ୩-୪ ଥର ପିପାରିବା ଏହାକୁ ପିବା ଦ୍ୱାରା ଆମ ତ୍ୱଚାକୁ ସୁନ୍ଦର କରିବାରୁ ଅଟକାଉଥିବା ବିଭିନ୍ନ ଉପାଦାନ ଆମକୁ ଗୋରା କରିବାରେ ସାହାର୍ଯ୍ୟ କରିଥାଏ।

ଏହା ଆମ ରକ୍ତକୁ ପରିସ୍କାର କରିଥାଏ ଯାହା ଦ୍ୱାରା ସ୍ୱାଭାବିକ ଭାବେ ଆମ ତ୍ୱଚା ଗ୍ଲୋ କରିବାକୁ ଲାଗିବ।ଗ୍ରୀନ ଟି ମଧ୍ୟ ଆମ ଶରୀରର ଉଜ୍ଜ୍ୱଳତା ପାଇଁ ଦରକାରୀ ଅଟେ।ଏହାର ପ୍ରଭାବ ମୁହଁରେ ଧୀରେ ଧୀରେ ଦେଖିବାକୁ ମିଳେ ସବୁଦିନ ଗୋଟେ କପ ଗ୍ରୀନଟି ଆମକୁ ଏତେ ଅଧିକ ଫାଇଦା ଦିଏ ଆପଣ ବିଶ୍ୱାସ କରି ପାରିବେ ନାହିଁ।ଏହା ଭିତରେ ଆଣ୍ଟି ଅକ୍ସିଡେଣ୍ଟ ତତ୍ୱ ଥିବାରୁ ଏହା ଆମ ତ୍ୱଚାକୁ ପରିସ୍କାର କରେ।ଏହା ଓଜନ କମେଇବାରେ ମଧ୍ୟ ସାହାର୍ଯ୍ୟ କରେ।ଯଦି ଆମେ ପ୍ରଚୁର ମାତ୍ରରେ ପୋଷକ ତତ୍ୱ ଦେବା ଯାହାଫଳରେ ଏହା ଆମ ମୁହଁରେ ଆସୁଥିବା ରିଙ୍କିଲ କୁ ଆସିବାକୁ ଦେଇନଥାଏ ଆପଣଆଳୁ,ସୋୟାବିନ,ବ୍ରେଡ଼ ବାଇଗଣ ଆଦିଖାଇବେ ନାହିଁ।ଏହା ଆମକୁ ପୋଷକ ତତ୍ୱ ଦେଇଥାଏ ଯାହା ଆମକୁ ଗୋରା କରିଥାଏ।

Leave a Reply

Your email address will not be published. Required fields are marked *