December 23, 2024

Odia Express

Leading Odia News Portal of Odisha

ରାତିରେ ଶୋଇବା ପୂର୍ବରୁ ଏ ଜିନିଷକୁ ଖାଇବା ଦ୍ୱାରା ଆମର ରୋଗପ୍ରତିରୋଧ ଶକ୍ତି ଠିକ ହୋଇଥାଏ…

ନମସ୍କାର ବନ୍ଧୁଗଣ ଆପଣ ପ୍ରାୟତଃ ଦେଖିଥିବେ ଯେତେବେ ବାତାବରଣ ବର୍ଷା କୁ କିମ୍ବା ଥଣ୍ଡାକୁ ପରିବର୍ତ୍ତନ ହେବାକୁ ଆରମ୍ଭ କରିବ ସେ ସମୟରେ ବେସିରୁ ବେଶି ଥଣ୍ଡା,କାଶ,ଛିଙ୍କ ଓ ଜ୍ଵର ଆଦି ଭିନ୍ନ ଭିନ୍ନ ପ୍ରକାରର ବେମାର ହୋଇଥାଏ ଯେମିତିକି ଟାଇଫଏଡ଼,ଚିକେନ୍ ଗୁନିଆ ଓ ଭାଇରାଲ ଇନଫେକସନ ହୋଇଯାଇଥାଏ କିନ୍ତୁ ଆପଣ କଣ ଏ କଥାକୁ ଧ୍ୟାନ ଦେଇଛନ୍ତିକି ପ୍ରାୟତଃ ଲୋକଙ୍କୁ ଥଣ୍ଡା,କାଶ,ଛିଙ୍କ ଓ ଜ୍ଵର ଆଦିର ସମସ୍ୟା ବାର ବାର ହେବାର ଲାଗିଥାଏ।ସେ ସମୟରେ ବତାବରଣରେ ଯେଉଁ ରୋଗ ବୁଲୁଥାଏ ସେ ରୋଗ ଠାରୁ ଯେତେ ବଞ୍ଚିଲା ପରେ ସେ ରୋଗ ତାଙ୍କୁ ହୋଇଥାଏ।

ସେଠି ଅନ୍ୟ ଆଡେ ଅଲଗା ଲୋକଙ୍କୁ କିଛି ହୁଏନାହିଁ ସେମାନେ ଶୀତ ଦିନେ ଆଇସକ୍ରିମ ଖାଇବା ଦ୍ୱାରା ତାଙ୍କୁ କିଛି ହୁଏନି ଏସବୁ ନିର୍ଭର କରେ ଆମ ରୋଗ ପ୍ରତିରୋଧକ ଶକ୍ତି ଉପରେ।ଆଜି କାଲି ବାତାଵରଣରେ ଯେଉଁ ଭଳି ଦୂଷିତ ହେଲାଣି ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ଆପେ ଆପେ ଦୁର୍ବଳ ହେବାକୁ ଲାଗିଛି।ଏମିତି ପରିସ୍ଥିତିରେ ଆମକୁ ଏମିତି କିଛି ଖାଇବା ଦରକାର ଯାହା ଆମ ରୋଗପ୍ରତିରୋଧ କ୍ଷମତାକୁ ବଢ଼ାଇଥାଏ।ଆଜି ଆମେ ଏଠି ଏମିତି ଏକ ଉପାୟ ବିଷୟରେ କହିବୁ ଯାହାକୁ ପିବା ଦ୍ୱାରା ଆମ ଇମ୍ୟୁନିଟି ଶିଷ୍ଟମ ଶିଘ୍ର ଶିଘ୍ର ବଢିବାକୁ ଲାଗିବ।

ଆଜିକାଲି ବଜାରରେ ମିଳୁଥିବା ପ୍ୟାକେଟ ଖାଦ୍ୟ ଓ ବିଲ ଆଦିରେ ରାସାୟନିକ ଉପାୟରର ଉତ୍ତ୍ପାଦନ କରାଯାଉଥିବା ପନିପରିବା ଖାଇ ଆଜି ଆମେ ଏମିତି ରୋଗଗ୍ରସ୍ତ ହେଉଛେ।ଏ ମଧ୍ୟରେ କଛି ଆମ ହାତରେ ଅଛି ଓ କିଛି ଆମ ହାତରେ ନାହିଁ ସେ ମଧ୍ୟରୁ ହେଲା ଚା,କଫି,ନିକୋଟିନ ଓ ମଦ ଏ ତିନୋଟି ଜିନିଷ ଆମ ରୋଗ ପ୍ରତିରୋଧ ଶକ୍ତିକୁ ଆମ ଦ୍ୱାରା ହିଁ ଖରାପ କରେଇଥାଏ ତା ସହିତ ରାଗ,ଚିନ୍ତା,ଖରାପ ଚିନ୍ତା ଧାରା ଆଦି ମଧ୍ୟ କିଛି ଭାଗିଦାରୀ ରହୁଛନ୍ତି।

ଟିକେ କଣ ଥଣ୍ଡା,ଗରମ ଖାଇଦେଲେ ଆମକୁ ଜ୍ଵର ହେବା ଓ ବିଭିନ୍ନ ପ୍ରକାର ଔଷଧ ଖାଇଲେବି ଭଲ ନହେବା ଋତୁ ପରିବର୍ତ୍ତନରେ ସାଙ୍ଗେ ସାଙ୍ଗେ ଆମକୁ ସଂକ୍ରମଣ ହୋଇଯିବା।ବାରମ୍ବାର ପେଟ ଖରାପ ହେବା,କାଶ ଲାଗିରହିବା,ଓଜନ ନକମିବା,ବହୁତ ତେଲିଆ ଚେହେରା ହେବା ଏହା ଆମର ଦୁର୍ବଳ ରୋଗପ୍ରତିରୋଧ ଶକ୍ତି ପାଇଁ ହୋଇଥାଏ।ବେଳେବେଳେ ଏମିତି କିଛି ଭୟାନକ ରୋଗ ଥାଏ ଯାହାକୁ ଆମ ଶରୀର ଭିତରୁ ଭତରୁ ନଷ୍ଟ କରିଦିଏ।

ଦେଖିବାକୁ ଗଲେ ଆମ ଆଖ ପାଖ ବାତାଵରଣରେ ବିଭିନ୍ନ ଖତି କାରକ କୀଟାଣୁ ଆଦି ପ୍ରବେଶ କରିଥାଏ ଯାହା ଆମ ଶରିର କେବଳ ରୋଗପ୍ରତିରୋଧ ଶକ୍ତି ଦ୍ୱାରା ଆମେ ସୁରକ୍ଷିତ ରହିଥାଉ।ଆସନ୍ତୁ ଜାଣିବା ଶୀତ ଦିନେ ଆମେ କିପରି ଆମର ରୋଗପ୍ରତିରୋଧ ଶକ୍ତିକୁ ବଢ଼େଇପାରିବା।ଆମକୁ ପ୍ରଥମେ ଦରକାର ଅଦା,ମହୁ,ବାଦାମ ଓ ରସୁଣର।ସର୍ବପ୍ରଥମେ ଅଦାକୁ ପୁରା ଭଲଭାବରେ ବାଟୀ ତାର ରସ ବାହାର କରିବେ,୫-୬ ଟା ରସୁଣକୁ ଭଲ ଭାବରେ ଛୋଟ ଛୋଟ କରି କାଟି ନେବା।

ସେହିଭଳି ଗୋଟେ ମୁଠି ବାଦାମକୁ ଭଲ ଭାବରେ ଛେଚି ଖଦ ଖଦଡ଼ିଆ ଗୁଣ୍ଡ ବନେଇନେବେ।ତାପରେ ଗୋଟିଏ କାଚ ପାତ୍ର ନେବା ଏହାକୁ ଭଲ ଭାବରେ ଧୋଇନେବା ଓ ତାପରେ ୪-୫ ଚାମୁଚ ବାଦାମ ପାଉଡର ନେବା ଓ ତାପରେ ଗୋଟେ କିମ୍ବା ଅଧା ଚାମୁଚ ରସୁଣ ନେବା ଓ ତାପରେ ସେଥିରେ ଦୁଇ ଚାମୁଚ ଅଦାରଶ ପକେଇବା ଓ ୬-୭ ବଡ଼ ଚାମୁଚ ମହୁ ପକେଇବା ତାପରେ ଏ ସବୁକୁ ଭଲ ଭାବରେ ମିସେଇଦେବା। ଅଦା ଗୋଟେ ଭଲ ଆଣ୍ଟି ଅକ୍ସିଡେଣ୍ଟ ହୋଇଥାଏ।ରସୁଣ ଆମ ଶରୀରର ରକ୍ତଚାପ ନିୟନ୍ତ୍ରଣରେ ରଖିଥାଏ।

ଏହି ଉପାୟର ସେବନ ଆପଣ ସବୁଦିନ ଗୋଟେ ଚାମୁଚ ଶୋଇବା ଆଗରୁ କରିବା ଉଚିତ।ଏହାକୁ ସେବନ ଦ୍ୱାରା ଆମ ଶରୀର ଉପରେ କାମ କରିଥାଏ ଓ ଆମ ଶରିରକୁ ଗହୀର ଓ ଭଲ ନିଦ ଦେଇଥାଏ।ଆପଣଙ୍କୁ ଯଦି ଆଗରୁ ଥଣ୍ଡା କି ଜ୍ୱର ହୋଇଥାଏ ଏ ପରିସ୍ତିତିରେ ଆପଣ ଏ ପାନୀୟର ସେବନ କରିପାରିବେ।ଯଦି ଆପଣ ସେମତିବି ଏହାର ପ୍ରୟୋଗ ନିଜ ଶରୀରରେ ହୋଇଥାଏ ଯାହାଦ୍ୱାରା ଆପଣଙ୍କ ରୋଗପ୍ରତିରୋଧ ଶକ୍ତି ବଢିଥାଏ ଓ ଆପଣ ଭବିଷ୍ୟତରେ କେବେ ବେମାର ପଡ଼ନ୍ତି ନାହିଁ।

Leave a Reply

Your email address will not be published. Required fields are marked *