ସକାଳୁ ଘର କବାଟ ଖୋଲୁ ଖୋଲୁ ଏ କାମ କରିବା ଉଚିତ – ଆପଣଙ୍କ ଭାଗ୍ୟ ଉଦୟ ହେଇଯିବ…
ସକାଳୁ ଉଠୁଉଠୁ ଘରର ମହିଳା କି କାମ କରିବେ ଯାହାଫଳରେ ଜୀବନରେ କୌଣସିବି ଅସୁବିଧା ହିଁ ଆସିବ ନାହିଁ,ଆର୍ଥିକ ଅନାଟନ ହିଁ ରହିବ ନାହିଁ।ଆଜ୍ଞା ହଁ ସାଙ୍ଗମାନେ ଏମିତି କିଛି କାମ ରହିଥାଏ ଯାହା ମୁଖ୍ୟ କବାଟ ଖୋଲିବା ଆଗରୁ କରିବା ନିତ୍ୟାନ୍ତ ଆବଶ୍ୟକ ଯାହାକୁ କରିବା ଦ୍ୱାରା ଆପଣଙ୍କୁ ଉନ୍ନତି ପାଇବାରେ କେହି ଅଟକେଇ ପାରିବେ ନାହିଁ ଏମିତି ହୁଏକି ଆପଣଙ୍କୁ ଶୁଣି ଅଦ୍ଭୂତ ଲାଗିବ କିନ୍ତୁ ଏହା ସତ୍ୟ ଅଟେ।ଘରେ ଥିବା ମୁଖ୍ୟ କବାଟ ର ବହୁତ ମହତ୍ତ୍ୱ ରହିଥାଏ।ବାସ୍ତୁ ଶାସ୍ତ୍ର କହୁଛିକି ମୁଖ୍ୟ କବାଟ ଦୁଇମୁହଁ ବାଲା ହେବା ଆବଶ୍ୟକ ଗୋଟେ ମୁହଁ ବାଲା ହେବା ଉଚିତ ନୁହେଁ।ଘରର ମୁଖ୍ୟ କବାଟ ଠିକ ଦିଗରେ ଠିକ ଅବସ୍ଥାରେ ଓ ସଫା ସୁତରା ରହିବା ଆବଶ୍ୟକ ଯାହାଦ୍ୱାରା ମା ଲଷ୍ମୀ ସେ ବାଟ ଦେଇ ଆସିବାକୁ ପସନ୍ଦ କରିବେ।
ଘର ମହିଳା ଶୋଇକି ଉଠିବା ମାତ୍ରେ ଦୁଆର ବନ୍ଧରେ ଟିକେ ଟିକେ ପାଣି ପକେଇବା ଆବଶ୍ୟକ ଆଉ ଗଙ୍ଗା ଜଳ ହେଲେ ଚଳିବ ନହେଲେ ପୂଜା ନୋଟାରେ ଘର ଆଗରେ ଥୋଇଦେବା ଆବଶ୍ୟକ ଓ ତାପରେ ସୋଇକି ଉଠିବା ପରେ ଟିକେ ଟିକେ ପାଣି ସେ ଦୁଆର ବନ୍ଧରେ ପକେଇବ।ଶନିବାର ଓ ରବିବାର ଦିନ ଆପଣ କଣ କରିବେ ନା ମୁଖ୍ୟ କବାଟ ବାହାରେ ବନ୍ଧକୁ ସଫା କରୁଥିବେ କିନ୍ତୁ ଜାଣିଛନ୍ତି କି ଶନିବାର କିମ୍ଵା ରବିବାର ଦିନରେ ଓଳେଇବା ଆଗରୁ ସେ ଜାଗାକୁ ଦୁଇବାଲ୍ଟି ପାଣି କିମ୍ବା ଦୁଇ ମଗ ପାଣି ପକେଇ ଦେବା ଜଚିତ ତା ପରେ ଝାଡୁ କରିବା ଉଚିତ।
ଏମିତି କରିବା ଦ୍ୱାରା ଆପଣଙ୍କୁ ଇଏ ବି ଭିନ୍ନ ହୋଇଥିଲା।ସୁତାକୁ ଆମ୍ବ ପତ୍ରରେ ବାନ୍ଧି ବାନ୍ଧି କବାଟରେ ଟଙ୍ଗାଇବା।ଯଦି ଆପଣ ଗୁରିବାର ଦିନ ଟଙ୍ଗା ଚାହୁଁଛନ୍ତି ତାହେଲେ ସୋପ ଗଛକୁ ବାହାରେ ଲଗାଇବା ଦ୍ୱାରା ଧନର ଅଭାବ ରହି ନଥାଏ।ସୋମବାର ଦିନ ଶୁଖିଲା ପତ୍ର ବନ୍ଧରେ ବାନ୍ଧିବା ଦ୍ୱାରା ଶ୍ୱାସ ରୋଗ ରୁ ରକ୍ଷା ମିଳିଥାଏ।ଗଣେଶଙ୍କ ଫୋଟ ଦୁଆର ବନ୍ଧରେ ଲଗାଇବା ଆବଶ୍ୟକତା ଅଟେ।ଵାହାର ପଟରୁ ଗଣେଶଙ୍କୁ ଲାଗେଇବା ନାହିଁ ଲଗାଇଲେ ଦାରିଦ୍ର୍ୟତାର ବାସ କରିଥାଏ ସେଥିପାଇଁ ଯେତେବେଳେ ଲଗେଇବେ ଘର ଭିତରକୁ ମୁହଁ କରି ଲଗାଇବେ।ଆପଣ ନିଜ ଘର ଭିତରେ କୌଣସିବି ଚିତ୍ର ବିନା କାରଣରେ ଟଙ୍ଗେଇବା ଉଚିତ ନୁହେଁ ଝରଣା ଚିତ୍ରଟ କେବେ ନୁହେଁ କାରଣ ଏହା ଦ୍ୱାରା ଆପଣଙ୍କ ପଇସା ଝରଣା ଭଳିଆ ବହିଯିବ।
ଆସନ୍ତୁ ଆମେ ଆପଣଙ୍କୁ ଆଗକଥା କହିବୁ ଯେମିତିକି ଘରର ଦୁଇ ପାଶ୍ୱର୍ରେ ସ୍ୱସ୍ତିକ ର ଚିନ୍ହ ବନେଇବାର ଅଛି ଘରେ ବିନା ସ୍ଵଅସ୍ତିକ ଅଙ୍କନ କରି ପ୍ରବେଶ କରିବା ଅନୁଚିତ ଏ ସ୍ୱସ୍ତିକ ଚିନ୍ହ ସୋରିଷ ତେଲ ସହ ନାଲି ସିନ୍ଦୁର ଓ ଘିଅ ସହ ନାଲି ସିନ୍ଦୁର ମିସାଇଲ ଘରର ଦୁଇ ପାଶ୍ୱର୍ରେ ବନେଇବା ଆବଶ୍ୟକ ଓ ସ୍ୱସ୍ତିକ ଦୁଇ ପଟରେ ଦୁଇଟି ସିଧା ଗାର ବନେଇବେ ଯାହା ଦ୍ୱାରା ସେ ଲକ୍ଷ୍ମୀ ମାଙ୍କୁ ସେ ବାନ୍ଧି ରଖିଥାଏ।ଆପଣଙ୍କ ଘରର ମୁଖ୍ୟ କବାଟର ଦୁଆର ବନ୍ଧରେ ଅକ୍ଷତ ସହାର୍ଯ୍ୟରେ ଓଁ ଲେଖିବ।ଘର ଭିତରକୁ ନକାରାତ୍ମକ ଭାବ ପ୍ରବେସ କରିପାରିବେ ନାହିଁ।
ଯଦି କବାଟ ପାଖରେ କୌଣସି ଜାଗା ଅଛି ତାହେଲେ ସେଠି ତୁଳସୀ ଗଛ ଲଖାଇବା ଉଚିତ ଓ ସବୁବେଳେ ମୁଖ୍ୟ ଦ୍ୱାର କୁ ସଫା ସୁତରା ରଖିବା ଉଚିତ।ଯଦି ଆପଣଙ୍କ ଘରେ କବାଟ ଓ ଦିଆଲ ପାଖରେ ଜାଗା ଅଛିତ ଆପଣ ଆଗର ଗଛ ଲଗେଇ ବେ ଶତ୍ରୁ ଆପଣଙ୍କୁ କେବେ ହେରାନ କରିବ ନାହିଁ।ଆମେ ଆପଣଙ୍କୁ ଏଠି କହିଲୁ କି ଆପଣ କିପରି ମେନ ଗେଟକୁ ପରିସ୍କାର ପରିଚ୍ଛନ୍ନ ରଖିବ ଜାହାଫଳରେ ଜୀବନରେ ସୁଖତା ବଢି ଛାଲିଥିବ ଆଉ ଖୁସି ଆସୁଥିବ ନିୟମିତ ରୂପରେ ସୋରିଷ ତେଲର ଦୀପ ଜଳେଇ ବା ଆପଣ ଆବଶ୍ୟକ ଅଟେ।
ଘର ପାଖରେ ଯଦି ପିପ୍ପଳ ଗଛ ଅଛି ତାହେଲେ ତାକୁ ପ୍ରେମର ଶହ ଓପାଡି ମନ୍ଦିର କିମ୍ବା ସାର୍ବଜନୀନ ସ୍ଥାନରେ ଲଗେଇ ଦେବା ଆବଶ୍ୟକ ଘରେ ଏ ଗଛ ରହିବା ଦ୍ୱାରା ଶନି ଦୋଷରେ ପୀଡିତ ହେବେ।ନିଜ ଘରେ ମନୀପ୍ଲାଣ୍ଟ ନିଶ୍ଚିନ୍ତ ଲଗାନ୍ତୁ ଏହା ଦକ୍ଷିଣ ଦିଗରେ ଲଗେଇବା ଦ୍ୱାରା ଧନରେ ବୃଦ୍ଧି ଘଟିଥାଏ।ଆଉ ଗୋଟେ କଥା ମାନରଖିବେ ମାଟିରେ ଲଗାଇବେ ନାହିଁ ମାଟି ପାତ୍ରରେ ମାଟି ଭର୍ତି କରି ଲଗେଇବା ଉଚିତ।ଆଉ ଆପଣ ଲଗେଇଥିବା ଗଣେଶ ଫଟ ପାଖରେ ତିନୋଟି ମୟୁର ପର ଲଗାଇବା ଆବଶ୍ୟକ ଏ ସମସ୍ତ ଘରର ବାସ୍ତୁ ଦୋଷ ଦୁର କରିଥାଏ।