October 19, 2024

Odia Express

Leading Odia News Portal of Odisha

ସୁରତରେ ଛୁଆଙ୍କର ଜୀବନ ବଞ୍ଚାଇବା ପାଇଁ ଯାହାକୁ ହିରୋ ବୋଲି କୁହାଗଲା, ବର୍ତମାନ ପୋଲିସ ତାଙ୍କୁ କଣ ପାଇଁ ଗିରଫ କରିଲା..ଜାଣିଲେ ଆଶ୍ଚର୍ଯ୍ୟ ହେବେ ନିଶ୍ଚୟ..

ଏବେ କିଛି ଦିନ ହେବ ସୁରତ ପୋଲିସ୍ ତକ୍ଷଶୀଳା ବିଲଡିଙ୍ଗ୍ ରେ କୋଚିଙ୍ଗ୍ ଚାଲୁଥିବା ଭାର୍ଗବ ବୁଟାନିଙ୍କୁ ଗିରଫ କରିନେଇଛି, ସୁରଟ୍ ରେ ଯେଉଁ ଭିଡିଓ ରେ ସାଧାରଣ ବ୍ୟକ୍ତି ଜଣଙ୍କ ଛୁଆଙ୍କୁ ବଞ୍ଚାଉଥିଲେ , ଓ ଯାହାକୁ ଲୋକେ ହିରୋ ବନାଇଥିଲେ , ପୋଲିସ୍ ତାକୁ ହିଁ ଧରିନେଲେ , ସୋସିଆଲ୍ ମିଡିଆରେ ଏହି ବ୍ୟକ୍ତି ବହୁତ ଭାଇରାଲ୍ ହୋଇଥିଲେ , କେତନ ଜୋରବାଡିଆ ନାମକ ଏହି ବ୍ୟକ୍ତି ପ୍ରକୃତରେ ୧୨ ଜଣଙ୍କ ଜୀବନ ବଞ୍ଚାଇଥିଲେ । ଭାର୍ଗବ ସରଙ୍କ କାରଣରୁ ନିଆଁରେ ଫସିରହିଥିବା ଛାତ୍ରଛାତ୍ରୀନର ଜୀବନ ବଞ୍ଚିପାରିଲା , ସେ ନିଆକୁ ଦେଖି ଭୟଭୀତ ହୋଇନଥିଲେ , ସେ ନିଆଁର ସାମ୍ନା କରି ମୋତେ ଓ ମୋର ସାଙ୍ଗକୁ ବଞ୍ଚାଇଲେ , ସେ ଭଗବାନ ସମାନ ଅଟନ୍ତି , ଆମେ ବଞ୍ଚିପାରିନଥାନ୍ତୁ , ଆମକୁ ଝରକାରୁ ତଳକୁ ବାହାର କଲେ , ତେବେ କେତନ ଆଉ ଲୋକଙ୍କ ସହ ଆମ ଜୀବନ ବଞ୍ଚାଇଲେ ।

 

କୋଚିଙ୍ଗ୍ ରେ ନିଆଁ ଲାଗିବା ପରେ ଭାର୍ଗବ ୨ ଟି ଛୁଆଙ୍କ ଜୀବନ ବଞ୍ଚାଇଲେ , ଯେଉଁ ଭିଡିଓ ଭାଇରାଲ୍ ହେବା ସେଥିରେ ସେ ଛୁଆଙ୍କ ଜୀବନ ବଞ୍ଚାଉଥିବାର ଦେଖାଯାଉଛି , ଛୁଆଙ୍କ ଜୀବନ ବଞ୍ଚାଉଥିବା ବେଳେ ନିଜେ ବି ଆଘାତପ୍ରାପ୍ତ ହେଲେ , କିନ୍ତୁ କନଫ୍ୟୁଜନ୍ ଏହା ହେଲା କି ଲୋକେ ଭୁଲ୍ ରେ ଭାର୍ଗବଙ୍କୁ କେତନ ଜୋରବାଡିଆ କହିଦେଲେ ।

 

ଏହି ଅଗ୍ନିକାଣ୍ତ ପରେ ଯେବେ ପୋଲିସ୍ ମାମଲାର ଯାଞ୍ଚ କଲେ , ତେବେ ଜଣା ପଡୀଲା କି ଏହି କୋଚିଙ୍ଗ୍ ସେଣ୍ଟରର ସଂଚାଳକ ଭାର୍ଗବ ବୁଟାନି ହିଁ ଥିଲେ , ଭାର୍ଗବ ବୁଟାଣି ତକ୍ଷଶୀଳାର ବିଲିଡିଙ୍ଗ୍ ରେ ଅବୈଧରୁପରେ ସ୍ମାର୍ଟ କ୍ଲାସେସ୍ ଚଲାଉଥିଲେ , ଯେବେ ନିଆଁ ଲାଗିଲା ତେବେ ସେ ବିଲଡିଙ୍ଗ୍ ରେ ଥିବା ଝରକା ପଟେ ଛୁଆଙ୍କୁ ବାହାର କରିବାକୁ ଚେଷ୍ଟା କରିଥିଲେ , ଅନ୍ୟପଟେ ଭାର୍ଗବ ବୁଟାଣିଙ୍କ ଆଉ ଏକଭୁଲ୍ ଥିଲା କି ସେ ଅବୈଧ ତରିକାରେ କୋଚିଙ୍ଗ୍ ଚଲାଉଥିଲେ , ବିଲଡିଙ୍ଗ୍ ର ଉପର ଟେଣ୍ଟରେ ସେ ଛୁଆଙ୍କୁ ପଢାଉଥିଲେ , ସେ କେଉଁଭଳି ହେଉ ନିଆଁକୁ ଲିଭାଇବାକୁ ସାମାନ୍ କିଛି ପାଇନଥିଲେ  ଯେଉଁ କାରାଣରୁ ପୋଲିସ୍ ଭାର୍ଗବଙ୍କୁ ଗିରଫ କରିନେଲେ ।

ସୋସିଆଳ୍ ମିଡିଆରେ ଏହି ଗିରଫକୁ ବିରୋଧ କରାଯାଈଛି, ସୋସିଆଲ୍ ମିଡିଆରେ ଲୋକେ କହନ୍ତି କି ଯିଏକି ଛୁଆଙ୍କୁ ବଞ୍ଚାଇବାକୁ ଚେଷ୍ଟାକଲେ ତାଙ୍କୁ ଏମିତି ଗିରଫ କରିନେବା ବିଲକୁଲ୍ ଭୁଲ୍ ଅଟେ ।

Leave a Reply

Your email address will not be published. Required fields are marked *